ବେବି ଡଲ ବି ସାମ୍ନା କରିଥିଲେ ବଡ଼ ଦୁର୍ଘଟଣା: ମରୁ ମରୁ ବଞ୍ଚିଗଲେ ସେ ଓ ତାଙ୍କ ସ୍ବାମୀ
ଅନେକ ଥର ଦେଖିଥିବେ ଫିଲ୍ମରେ, ଅଭିନେତ୍ରୀମାନେ ଗୁରୁତର ଦୁର୍ଘଟଣାର ଶିକାର ହୁଅନ୍ତି। କିନ୍ତୁ ସେମାନେ ମୃତ୍ୟୁ ମୁଖରୁ ବଞ୍ଚିକି ଆସିଥାନ୍ତି। ମାତ୍ର ଆପଣ କ’ଣ ଜାଣନ୍ତି ବାସ୍ତବ ଜୀବନରେ ନନେକ କଳାକାରଙ୍କ ସହିତ ମଧ୍ୟ ଏହା ଘଟିଛି। ଅନେକ ତାରକା ଅଛନ୍ତି…
ଶୁଟିଂସେଟ୍ରେ ଅସୁସ୍ଥ ହୋଇପଡ଼ିଥିଲେ ରଜନୀକାନ୍ତ; ସପ୍ତାହେ ଯାଏ ବ୍ରତ ରଖି ସାଇବାବାଙ୍କ ପୂଜା କରିଥିଲେ ଏହି ଅଭିନେତ୍ରୀ
ବମ୍ବେ: ସୁପରଷ୍ଟାର ରଜନୀକାନ୍ତ ‘ଥଲାଇଭା’ ନାମରେ ବେଶ୍ ଲୋକପ୍ରିୟ । ଆଜି ତାଙ୍କର ହାପି ବର୍ଥ ଡେ। ଏହି ଉପଲକ୍ଷେ ତାଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ଅନେକ ବଡ଼ ବଡ଼ ସେଲିବ୍ରିଟି, ପ୍ରଶଂସକ…
ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେଶନରେ ପହଞ୍ଚିଲେ ହ୍ରିତିକ୍ ରୋଶନଙ୍କ ପୂର୍ବପତ୍ନୀ
ଅଭିନେତା ହ୍ରିତିକ ରୋଶନଙ୍କ ପୂର୍ବପତ୍ନୀ ସୁଜୈନ ଖାନ୍ ପେସାରେ ଜଣେ ଇଣ୍ଟେରିୟର ଡିଜାଇନର। ସେ ଏବେ ବାନ୍ଦ୍ରା ପୋଲିସ ଷ୍ଟେଶନକୁ ନୂଆ ରୂପ ଦେବାରେ ଲାଗିପଡ଼ିଛନ୍ତି। ଶନିବାର ତାଙ୍କୁ ଷ୍ଟେଶନ ବାହାରେ ଦେଖାଯାଇଥିଲା। ସୁଜୈନଙ୍କ ସହ ତାଙ୍କ ପୁରା ଟିମ୍ ମଧ୍ୟ…
ପ୍ରେମିକଙ୍କ ମୃତ୍ୟୁକୁ ଏବେ ବି ଗ୍ରହଣ କରିପାରୁନାହାନ୍ତି ସଞ୍ଜୟ ଦତ୍ତଙ୍କ ଝିଅ, କହିଲେ ‘ଦେହରେ ଜୀବନ ନ ଥିବା ଭଳି ଲାଗୁଛି’
ବମ୍ବେ: ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶାଳା ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ। ଫିଲ୍ମଜଗତ ସହ ତାଙ୍କର କୌଣସି ସମ୍ପର୍କ ନ ଥିଲେ ହେଁ ସୋସିଆଲ ପ୍ଲାଟଫର୍ମରେ ତାଙ୍କର ବହୁତ ପ୍ରଶଂସକ ଅଛନ୍ତି। ତ୍ରିଶାଳା ମଝିରେ ମଝିରେ ପ୍ରଶଂସକଙ୍କ ସହ…
ହସ୍ପିଟାଲରେ ପହଞ୍ଚିଥିଲେ କରୀନା କପୁର
ବଲିଉଡ୍ ଅଭିନେତ୍ରୀ କରିନା କପୁର ଏବେ ନିଜର ଗର୍ଭାବସ୍ଥା ଉପଭୋଗ କରୁଛନ୍ତି। ବର୍ତ୍ତମାନ ତାଙ୍କର ୭ ମାସ ଚାଲିଛି। ନିକଟରେ ସୈଫ୍ ହିମାଞ୍ଚଳପ୍ରଦେଶରେ ତାଙ୍କର ଆଗାମୀ ଫିଲ୍ମ ‘ଭୂତ ପୋଲିସ’ର କରୁଥିବା ବେଳେ କରିନା(ବେବୋ) ପୁଅ ତୈମୁରଙ୍କ ସହ ସେଠାରେ ପହଞ୍ଚିଥିଲେ।…
ରକ୍ତ ଯୁଡୁବୁଡୁ ଅବସ୍ଥାରେ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର
ଫିଲ୍ମ ‘ଦି ଡାର୍ଟି ପିକଚର୍ସ’ରେ ବିଦ୍ୟା ବାଲାନଙ୍କ ସହ କାମ କରିସାରିଥିବା ଅଭିନେତ୍ରୀ ଆର୍ଯ୍ୟ ବାନାର୍ଜୀଙ୍କର ୩୩ ବର୍ଷ ବୟସରେ ପରଲୋକ ଘଟିଛି। କଲିକତାସ୍ଥିତ ଘରୁ ଆର୍ଯ୍ୟଙ୍କ ମୃତଦେହ ସନ୍ଦିଗ୍ଧ ଅବସ୍ଥାରେ ମିଳିଛି। ରକ୍ତ ଯୁଡୁବୁଡୁ ଅବସ୍ଥାରେ ପୋଲିସ ତାଙ୍କ ମୃତଦେହକୁ…
ଅନ୍ତର୍ଜାତୀୟ ପତ୍ରିକାର କଭର ପେଜ୍ ପାଇଁ ଫଟୋଶୁଟ୍ କରି ଚର୍ଚ୍ଚାରେ ଏହି ପ୍ରସିଦ୍ଧ ଅଭିନେତ୍ରୀ
ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ଭିନ୍ନ ଶୈଳୀ ପାଇଁ ସବୁବେଳେ ଦର୍ଶକଙ୍କ ହୃଦୟରେ ରାଜ୍ କରିଥାନ୍ତି। ଖୁବ୍ କମ୍ ସମୟ ମଧ୍ୟରେ ସେ ଇଣ୍ଡଷ୍ଟ୍ରିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ନିକଟରେ ଉର୍ବଶୀ ଏକ ପ୍ରସିଦ୍ଧ ଆରବ ପତ୍ରିକା…
ଥାଲାଇଭାଙ୍କୁ ୭୦: ସିଲ୍କ ସ୍ମିତାଙ୍କ ଶରୀରରେ ସିଗାରେଟ ଚେଙ୍କ ଦେଇଥିବା ନେଇ ଥିଲେ ଚର୍ଚ୍ଚାରେ
ବେଙ୍ଗାଲୁରୁ,୧୨।୧୨: ସାଉଥ୍ ଫିଲ୍ମଷ୍ଟାର ରଜନୀକାନ୍ତ ଶନିବାର ୭୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୫୦ ଡିସେମ୍ବର ୧୨ରେ ବେଙ୍ଗାଲୁରୁଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପ୍ରକୃତ ନାମ ଶିବାଜୀ ରାଓ ଗାଏକ୍ୱାଡ୍। ତାଙ୍କୁ ଲୋକେ ସ୍ନେହରେ ଥାଲାଇଭା ବୋଲି ଡାକିଥାନ୍ତି। ଫ୍ୟାମିିଲିକୁ ଅଧିକ…
କୋରିଓଗ୍ରାଫର ରେମୋଙ୍କୁ ହୃଦ୍ଘାତ, ଗୁରୁତର ଅବସ୍ଥାରେ କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି
ବମ୍ବେ: ଖ୍ୟାତନାମା କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡିସୁଜାଙ୍କୁ ହୃଦ୍ଘାତ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସର୍ଜରୀ ହେବା ପରେ ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି। ଶୁକ୍ରବାର ଅପରାହ୍ନରେ ଛାତିରେ ଯନ୍ତ୍ରଣା…
ଲକ୍ଷାଧିକ ଟଙ୍କାର ଗାଉନ୍ ପିନ୍ଧି ମରୁଭୂମିରେ ଗ୍ଲାମରସ୍ ଫଟୋ ଶୁଟ୍ କଲେ ଉର୍ବଶୀ
ମୁମ୍ବାଇ: ବଲିଉଡ୍ ନାୟିକା ଉର୍ବଶୀ ରୌତେଲା ନିଜର ହଟ୍ ଲୁକ୍ସ ଓ ଜବରଦସ୍ତ ଡ୍ରେସିଂ ସେନ୍ସକୁ ନେଇ ସବୁବେଳେ ରହିଥାଆନ୍ତି ଚର୍ଚ୍ଚାରେ । ପ୍ରତିଥର ଉର୍ବଶୀଙ୍କ ଖାସ୍ ଅନ୍ଦାଜ ହିଁ ତାଙ୍କ ପ୍ରଶଂସକଙ୍କୁ ମତୁଆଲା କରିଥାଏ । ଏବେ ଉର୍ବଶୀ ଆରବର…
ଏହି ଅଭିନେତ୍ରୀଙ୍କୁ ଟିକେ ଟିକେ କଥାରେ ବେଲ୍ଟରେ ବାଡ଼ଉଥିଲେ ସ୍ବାମୀ
ଛୋଟ ପରଦାର ଜଣାଶୁଣା ଅଭିନେତ୍ରୀ ଦିବ୍ୟା ଭଟ୍ଟନାଗର ଆଉ ଏହି ଦୁନିଆରେ ନାହାଁନ୍ତି। ୩୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଦିବ୍ୟାଙ୍କ କରୋନା ସଂକ୍ରମିତ ହୋଇଥିଲେ। ଯଥେଷ୍ଟ ଚିକିତ୍ସା ପରେ ମଧ୍ୟ ଡାକ୍ତର ତାଙ୍କୁ ବଞ୍ଚାଇ ପାରି…
ଖୁବଶୀଘ୍ର ଆମେ ୩ ହୋଇଯିବା, ତୁମକୁ ବହୁତ୍ ମିସ୍ କରୁଛି
ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ବିବାହ ତୃତୀୟ ବାର୍ଷିକୀ ପାଳନ କରିଛନ୍ତି ୨୦୧୭ ଆଜିର ଦିନରେ ଇଟାଲୀରେ ବିରାଟା ଓ ଅନୁଷ୍କା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହ ବାର୍ଷିକୀରେ…

