ସୁଟିଂ ସେଟ୍‌ରେ ଅସୁସ୍ଥ ହେଲେ ମିଥୁନ ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ,୨୦।୧୨-ସୁଟିଂ ଚାଲିଥିବାବେଳେ ଅସୁସ୍ଥ ହୋଇପଡିଛନ୍ତି ବଲିଉଡର ପ୍ରସିଦ୍ଧ ଅଭିନେତା ମିଥୁନ ଚକ୍ରବର୍ତ୍ତୀ। ଉତ୍ତରାଖଣ୍ଡର ମସୁରୀଠାରେ ମିଥୁନ କଶ୍ମୀର ଫାଇଲ୍ସ ୱେବସିରିଜର ସୁଟିଂ କରୁଥିବାବେଳେ ହଠାତ୍‌ ତାଙ୍କ ସ୍ବାସ୍ଥ୍ୟ ବିଗିଡି ଯାଇଥିବା ଖବର ସାମ୍ନାକୁ ଆସୁଛି।
ସୂଚନା ଅନୁଯାୟୀ, ମିଥୁନ ଚକ୍ରବର୍ତ୍ତୀଙ୍କୁ ଝାଡ଼ା ଓ ବାନ୍ତି ହୋଇଯାଇଥିଲା। ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ଟିମ ତାଙ୍କ ଚିକିତ୍ସା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରିୟଙ୍କାଙ୍କୁ ଶୁଭେଚ୍ଛା ଜଣାଇଲେ ଅନୁଷ୍କା, ଲେଖିଲେ ଏମିତି କିଛି…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା- ସ୍ବାମୀ ନିକ୍‌ ଜୋନାସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା। ପ୍ରିୟଙ୍କା ଏବଂ ନିକ୍‌ ସରୋଗେସି ମାଧ୍ୟମରେ ନିକଟରେ...

ଅଧରାତିରେ ବିଶ୍ୱସୁନ୍ଦରୀଙ୍କ କବାଟ ପିଟୁଥିଲେ ସଲମାନ, ହାତରୁ ବୋହୁଥିଲା ରକ୍ତ

ବଲିଉଡ୍‌ର ଦବଙ୍ଗ ଷ୍ଟାର ସଲମନ ଖାନ୍‌ ଆଜି ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସମସ୍ତେ ଜାଣନ୍ତି...

ବଦଳିଲା କାର୍ତ୍ତିକ-କିଆରାଙ୍କ ଫିଲ୍ମ ‘ସତ୍ୟନାରାୟଣ କି କଥା’ର ଟାଇଟଲ

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଓ କିଆରା ଆଡଭାନୀଙ୍କ ଅଭିନୀତ ଫିଲ୍ମ ‘ସତ୍ୟନାରାୟଣ କି କଥା’ର ଟାଇଟଲରେ ପରିବର୍ତ୍ତନ କରାଯାଇଛି । କିଛିଦିନ ତଳେ ଏହାର ଟାଇଟଲକୁ...

ସୁଯୋଗ ଅପେକ୍ଷାରେ ଜରିନ

ବଲିଉଡ୍‌ ଅଭିନେତ୍ରୀ ଜରିନ ଏବେ ସୁଯୋଗ ଅପେକ୍ଷାରେ ଅଛନ୍ତି। କାମ କରିବା ପାଇଁ ତାଙ୍କୁ ଅଫର ମିଳୁ ନ ଥିବା ଅଭିନେତ୍ରୀ ପରୋକ୍ଷ ଭାବେ ଗଣମାଧ୍ୟମକୁ...

କରୋନାକୁ ହରାଇ ଘରକୁ ଫେରିଲେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଝିଅ ଆରାଧ୍ୟା

ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ତାଙ୍କ ଝିଅ ଆରାଧ୍ୟା ଶେଷରେ କରୋନାକୁ ହରାଇଛନ୍ତି। ହସ୍ପିଟାଲରେ ୧୦ ଦିନ ରହିବା ପରେ ଉଭୟ ସୁସ୍ଥ...

ଚର୍ଚ୍ଚାରେ ଜାହ୍ନବୀ

ବମ୍ବେ: ଅଭିନେତା ଇଶାନ୍‌ ଖଟ୍ଟରଙ୍କ ସହ ବଲିଉଡ୍‌ରେ ଡେବ୍ୟୁ କରିଥିବା ଅଭିନେତ୍ରୀ ତଥା ଶ୍ରୀଦେବୀ ଲଳନା ଜାହ୍ନବୀ କପୁର ଆଜିକାଲି ଚର୍ଚ୍ଚାରେ। ଏହା ପଛରେ କାରଣ...

ମାଡ଼ ଖାଇ ଅଭିନୟ ଶିଖିଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର ଅରିଜିନାଲ ଡିଭା କୁହାଯାଉଥିବା ରେଖା ବୁଧବାର ୬୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୫୪ ଅକ୍ଟୋବର ୧୦ ଚେନ୍ନାଇରେ ଜନ୍ମ ଗ୍ରହଣ କରିଥିଲେ ଭାନୁରେଖା...

ସେପ୍ଟେମ୍ବରରୁ ଏହି ଯୁବତୀଙ୍କୁ ବିବାହ କରିସାରିଲେଣି ପ୍ରଭୁଦେବା, ହେଲେ…

କୋରିଓଗ୍ରାଫର୍‌ ପ୍ରଭୁଦେବା ଗତ ସେପ୍ଟେମ୍ବରରେ ସିକ୍ରେଟ୍‌ ବିବାହ କରିଛନ୍ତି। ବିବାହ ତାଙ୍କ ମୁମ୍ବାଇ ବାସଭବନରେ ଅନୁଷ୍ଠିତ ହୋଇଥିଲା। ନବଦମ୍ପତି ଏବେ ଚେନ୍ନାଇରେ ରହୁଛନ୍ତି। ତାଙ୍କ ସ୍ତ୍ରୀ...

Advertisement
Archives

Model This Week