କାନ୍ଦି ପକାଇଲେ ଅମିଷା ପଟେଲ
‘କହୋ ନା ପ୍ୟାର ହୈ’ରୁ ବଲିଉଡ୍ରେ ଡେବ୍ୟୁ କରିଥିବୋ ଅଭିନେତ୍ରୀ ଅମିଷା ପଟେଲ ଅନେକ ସମୟ ହେବ ଫିଲ୍କ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଛନ୍ତି। ଅମିଷାଙ୍କ ଅଭିନୀତ ଏହି ଫିଲ୍ମ ସୁପରହିଟ୍ ହୋଇଥିଲା। ବକ୍ସ ଅଫିସରେ ଏହା ଭଲ ବ୍ୟବସାୟ ମଧ୍ୟ କରିଥିଲା।…
ଡ୍ୟାମ୍ରେ ବୁଡିଗଲେ ଏହି ପ୍ରସିଦ୍ଧ ମାଲାୟାଲମ ଅଭିନେତା
ନୂଆଦିଲ୍ଲୀ,୨୫।୧୨-ପ୍ରସିଦ୍ଧ ମାଲାୟାଲମ ଅଭିନେତା ଅନୀଲ ନେଦୁମଙ୍ଗଦଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ସାଙ୍ଗମାନଙ୍କ ସହ କେରଳର ଥୋଡୁପୁଝା ମଲନକାରା ଡ୍ୟାମରେ ଅନୀଲ ଗାଧୋଉଥିବା ବେଳେ ଗଭୀର ପାଣିରେ ବୁଡ଼ି ଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୂଚନା ମୁତାବକ, ଅନୀଲ…
ପରିବାର ସହ ମିଶି ଖ୍ରୀଷ୍ଟମାସ ପାଳିଲେ କରୀନା
ମୁମ୍ବାଇ,୨୫।୧୨-ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ଇନ୍ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ଖ୍ରୀଷ୍ଟମାସ ଅବସରରେ କରୀନା ତାଙ୍କ ପରିବାର ଲୋକଙ୍କ ସହ ନଜର ଆସିଛନ୍ତି। କରୀନା ପରିବାର…
ନେହାଙ୍କ ବଦାନ୍ୟତା
ମୁମ୍ବାଇ: ବଲିଉଡ୍ ଗାୟିକା ନେହା କକ୍କଡ କିଛି ଦିନ ହେବ ରହୁଛନ୍ତି ଚର୍ଚ୍ଚାରେ । ନିକଟରେ ତାଙ୍କର ନୂଆ ଗୀତ ‘ଖୟାଲ ରଖୟା କର’ ରିଲିଜ୍ ହୋଇଥିବା ବେଳେ ଏଥିରେ ସେ ତାଙ୍କ ସ୍ୱାମୀ ରୋହନପ୍ରୀତଙ୍କ ସହ ନଜର ଆସିଥିଲେ ।…
ଜନ୍ ଅବ୍ରାହମ୍ ଆହତ
ମୁମ୍ବାଇ: ଅଭିନେତା ଜନ୍ ଅବ୍ରାହମ୍ ଏବେ ବାରାଣସୀରେ ଫିଲ୍ମ ‘ସତ୍ୟମେବ ଜୟତେ ୨’ ର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଆକ୍ସନ୍ ଫିଲ୍ମର ଶୁଟିଂ ପାଇଁ ସେ ଖୁବ୍ ପରିଶ୍ରମ କରୁଥିବା ଜଣାପଡିଛି । ତେବେ ମୁଭିର ଷ୍ଟଣ୍ଟ କରୁଥିବା…
ସଲମାନଙ୍କୁ ରେମୋଙ୍କ ସ୍ତ୍ରୀ କହିଲେ ‘ଥ୍ୟାଙ୍କ୍ ୟୁ ଭାଇ, ଆପଣ ଜଣେ ଦୂତ’
ବମ୍ବେ: ଜଣାଶୁଣା କୋରିଓଗ୍ରାଫର ତଥା ନୃତ୍ୟଶିଳ୍ପୀ ରେମୋ ଡିସୁଜା ଧିରେ ଧିରେ ସୁସ୍ଥ ହେଉଛନ୍ତି। ଚଳିତ ମାସ ଆରମ୍ଭରେ ତାଙ୍କୁ ହାର୍ଟ ଆଟାକ୍ ଆସିଥିଲା। ଏହାକୁ ନେଇ ସର୍ଜରୀ ମଧ୍ୟ କରାଯାଇଥିଲା। ଏବେ ସେ ଡାକ୍ତରଖାନାରୁ ଡିସ୍ଚାର୍ଜ ହୋଇ ଘରକୁ ଫେରିଛନ୍ତି।…
ଦିଶାଙ୍କ ପସନ୍ଦ ଟାଇଗର ନୁହେଁ ଅନିଲ
ମୁମ୍ବାଇ: ବଲିଉଡ୍ ଆକ୍ଟ୍ରେସ୍ ଦିଶା ପାଟନି ନିଜ ଫିଟନେସ୍ ପାଇଁ ବେଶ୍ ଜଣାଶୁଣା । ସବୁବେଳେ ସେ ତାଙ୍କ ଫିଟନେସ୍ ଉପରେ ଅଧିକ ଧ୍ୟାନ ଦିଅନ୍ତି ବୋଲି କୁହାଯାଏ । ଆଉ ଅନେକ ସମୟରେ ସେ ସୋସିଆଲ ମିଡିଆରେ ଯେଉଁ ଫିଟନେସ୍…
ଲଣ୍ଡନରେ ଫସିଲେ ପ୍ରିୟଙ୍କା
ମୁମ୍ବାଇ: ବ୍ରିଟେନରେ କରୋନା ଖୁବ୍ ତୀବ୍ର ବେଗରେ ମାଡ଼ି ଚାଲିଛି। ଏହି ନୂଆ ଭାଇରସ୍ଟି ଅଧିକ ସଂକ୍ରାମକ ବୋଲି କୁହାଯାଉଛି। ଏଭଳି ଖରାପ ପରିସ୍ଥିତିକୁ ରୋକିବା ପାଇଁ ସେଠାରେ ଲକ୍ଡାଉନ କରାଯାଇଛି। ଏପରିକି ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଯେଉଁଥିପାଇଁ…
ନେହାଙ୍କୁ ବିବାହ କରିବାକୁ ଚାହୁଁ ନ ଥିଲେ ରୋହନପ୍ରୀତ୍, କାରଣ…
ମୁମ୍ବାଇ: ବଲିଉଡ୍ର ପ୍ରସିଦ୍ଧ ଗାୟିକା ନେହା କକ୍କରଙ୍କୁ ରୋହନପ୍ରୀତ୍ ସିଂ ବିବାହ କରିଛନ୍ତି। ମାତ୍ର ନେହାଙ୍କୁ ରୋହନ ବିବାହ କରିବାକୁ ଚାହୁଁ ନ ଥିଲେ ବୋଲି ଏକ ସାକ୍ଷାତକାରରେ ନେହା କହିଛନ୍ତି। ସେ କହିଛନ୍ତି, ‘ ଦ କପିଲ ଶର୍ମା ଶୋ’ରେ…
ବିଗିଡ଼ିଲା ସ୍ବାସ୍ଥ୍ୟାବସ୍ଥା: ସୁପରଷ୍ଟାର ରଜନୀକାନ୍ତ ହସ୍ପିଟାଲରେ ଭର୍ତ୍ତି
ହାଇଦ୍ରାବାଦ,୨୫।୧୨: ତାମିଲ ସୁପରଷ୍ଟାର ରଜନୀକାନ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଶୁକ୍ରବାର ସକାଳେ ତାଙ୍କର ବ୍ଲଡପ୍ରେସର(ରକ୍ତଚାପ) ଦ୍ରୁତ ବେଗରେ ଉପରତଳ ହେଉଥିବାରୁ ତାଙ୍କୁ ଶୁକ୍ରବାର ସକାଳେ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ ୧୦ ଦିନ ଧରି ରଜନୀକାନ୍ତ ହାଇଦ୍ରାବାଦର ରାମୋଜି…
ରଜନୀକାନ୍ତ ଅସୁସ୍ଥ
ହାଇଦ୍ରାବାଦ,୨୫ ।୧୨: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଅସୁସ୍ଥ ହୋଇଥିବା ଜଣାପଡିଛି । ଶୁକ୍ରବାର ସକାଳେ ତାଙ୍କୁ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଚ୍ଚ ରକ୍ତଚାପ କାରଣରୁ ସେ ଅସୁସ୍ଥ ଅନୁଭବ କରିଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି…
ଏହି ଲୋକପ୍ରିୟ ଗାୟିକାଙ୍କୁ ଜୀବନରେ ମାରିଦେବାର ଧମକ
ମୁମ୍ବାଇ: ବଲିଉଡ୍ ଗାୟିକା କନିକା କପୁର ଯିଏକି ପ୍ରଥମେ କରୋନା ଆକ୍ରାନ୍ତ ହୋଇଥିଲେ। ମାର୍ଚ୍ଚରେ କରୋନା ପଜିଟିଭ୍ ହୋଇଥିବା କନିକାଙ୍କୁ ସେତେବେଳେ ଟ୍ରୋଲ ହେବାକୁ ପଡ଼ିଥିଲା। ଅବହେଳା ଏବଂ ପରୀକ୍ଷା ଠିକ୍ ସମୟରେ ନ କରିବା ଭଳି ଗୁରୁତର ଅଭିଯୋଗର ସମ୍ମୁଖୀନ…

