ଶୁଟିଂ ସେଟ୍‌ରେ ସ୍ବାମୀଙ୍କୁ ନୁହେଁ, ଏହାକୁ ମିସ୍‌ କରୁଛନ୍ତି ପ୍ରିୟଙ୍କା

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ସେ ବିଭିନ୍ନ ଫଟୋ ନିଜ ପ୍ରଶଂସକଙ୍କ ସହ ଶେୟାର କରିଥନ୍ତି। ନିକଟରେ ସୋସିଆଲ ମିଡିଆରେ ଆଉ ଏକ ପୋଷ୍ଟ ଶେୟାର କରିଛନ୍ତି। ଯଦିଓ ସ୍ବାମୀ ନିକ ଜୋନାସ ପ୍ରିୟଙ୍କାଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ତଥାପି ଅନ୍ୟ ଜଣେ ଅଛନ୍ତି ଯିଏ ତାଙ୍କ ଆଖିରେ ନିକଙ୍କଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଏହା ଅନ୍ୟ କେହି ନୁହଁନ୍ତି ପ୍ରିୟଙ୍କା ଚୋପ୍ରାଙ୍କ ପୋଷା କୁକୁର ପାଣ୍ଡା। ପ୍ରିୟଙ୍କ କହିଛନ୍ତି ଶୁଟିଂ ସେଟ୍‌ରେ ସେ ପାଣ୍ଡାକୁ ବହୁତ୍‌ ମିସ୍‌ କରୁଛନ୍ତି। ପ୍ରିୟଙ୍କ ପାଣ୍ଡା ସହ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ସେ କୁକୁରକୁ ଆଲିଙ୍ଗନ କରି ବସିଛନ୍ତି। ସୂଚନାଯୋଗ୍ୟ, ପ୍ରିୟଙ୍କା ଚୋପ୍ରା ତାଙ୍କର ନୂଆ ପ୍ରୋଜେକ୍ଟ ଦ ହ୍ବାଇଟ ଟାଇଗର ଯୋଗୁ ଏବେ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ରାଜକୁମାର ରାଓଙ୍କ ସହ ସେ ପ୍ରଥମ ଥର ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ତବ୍ବୁଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି? ୫୧ ବର୍ଷରେ…

ବମ୍ବେ: ଜଣେ ଲୋକପ୍ରିୟ ଅଭିନେତ୍ରୀ, ପ୍ରଖ୍ୟାତ ନୃତ୍ୟଶିଳ୍ପୀ, ମହିଳା ଉଦ୍ୟୋଗୀ ଏବଂ ଫିଟ୍‌ନେସ୍‌ ଫ୍ରିକ୍‌ ଭାବେ ତବ୍ବୁ ଜଣାଶୁଣା। ଏହି ବଲିଉଡ୍‌ ଅଭିନେତ୍ରୀଙ୍କ କ୍ରେଜ୍‌ ଆଜି...

ବିଗ୍‌ବସରୁ ବାହାର ହେବେ ଗୌତମ !

ବମ୍ବେ: ବିଗ୍‌ବସ୍‌ର ଫାଇନାଲିଷ୍ଟ ହେବେ ବୋଲି ଅନୁମାନ କରାଯାଉଥିଲା। ହେଲେ ଏବେ ଶୋ’ରୁ ବାହାର ହେବାକୁ ଯାଉଛନ୍ତି ଗୌତମ ବିଗ୍‌। ଆଗାମୀ ଏପିସୋଡରେ ଏହା ସ୍ପଷ୍ଟ...

ରହସ୍ୟ ଉପରୁ ପରଦା ଉଠାଇଲେ ଅମିତାଭ ବଚ୍ଚନ

ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ପ୍ରଶଂସକମାନେ ମଧ୍ୟ ତାଙ୍କ ମଜାଳିଆ ଏବଂ ପ୍ରେରଣାଦାୟକ ପୋଷ୍ଟକୁ ଉତ୍ସାହର ସହିତ ଅପେକ୍ଷା କରନ୍ତି।...

ଭାରତର ପ୍ରଥମ ଓସ୍କାର ଜିତିବାର ସାମର୍ଥ୍ୟ ରଖିଥିଲେ ସୁଶାନ୍ତ

ବଲିଉଡ୍‌ ଅଭିନେତ୍ରୀ ସେଲିନା ଜେଟ୍‌ଲୀ ବିବାହ ପରେ ପୁଣି ଥରେ ଫିଲ୍ମ ‘ସିଜନ୍ସ ଗ୍ରୀଟିଙ୍ଗସ୍‌’ ମାଧ୍ୟମରେ ଅଭିନୟକୁ ଫେରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେଲିନା କହିଛନ୍ତି...

ଇଣ୍ଟିମେଟ ସିନ୍ ଆସିଲେ ଲାଜେଇ ଯାଆନ୍ତି ଜ୍ୟାକି

ମୁମ୍ବାଇ: ବଲିଉଡ୍ ଷ୍ଟାର ଜ୍ୟାକି ଶ୍ରଫ ତାଙ୍କ ଅଗାମୀ ଫିଲ୍ମ ‘ଦ ଇଣ୍ଟରଭ୍ୟୁ: ନାଇଟ୍ ଅଫ୍ ୨୬/୧୧’ କୁ ନେଇ କଥା ହୋଇଛନ୍ତି । ସେ...

ବିଜୟ ଦେବରକୋଣ୍ଡାଙ୍କ ସହ ସମ୍ପର୍କକୁ ନେଇ ରିଆକ୍ଟ କଲେ ରଶ୍ମିକା

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ ଗୁଡ ବାୟ’ ଏବେ ଖୁବ୍ ଚର୍ଚ୍ଚାରେ । ଏଥିରେ ରଶ୍ମିକା ମନ୍ଧାନାଙ୍କ ଅଭିନୟକୁ ଦର୍ଶକେ ବେଶ ପସନ୍ଦ...

ବଲିଉଡ୍‌ ହାଲଚାଲ

*ଚଳିତବର୍ଷ ଅକ୍ଷୟ କୁମାରଙ୍କ ଆଉ ଏକ ଫିଲ୍ମ ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିଛି। ତାଙ୍କ ଅଭିନୀତ ‘ହାଉସଫୁଲ-୪’ ୨୦୦ କୋଟି କ୍ଲବରେ ପ୍ରବେଶ କରିଛି।...

ପ୍ରଭାସ ନୁହନ୍ତି, ଏହି ବିବାହିତ ନିର୍ଦ୍ଦେଶକଙ୍କ ପ୍ରେମରେ ଅନୁଷ୍କା: ଶୀଘ୍ର କରିପାରନ୍ତି ବିବାହ

ବମ୍ବେ: ଦକ୍ଷିଣ ଭାରତୀୟ ସିନେ ଜଗତର ଆଗଧାଡ଼ିର ନାୟିକା ଅନୁଷ୍କା ସେଟ୍ଟୀ। ଚଳଚ୍ଚିତ୍ର ‘ବାହୁବଲୀ’ରେ ଚରିତ୍ରକୁ ନେଇ ଅଧିକ ଲୋକପ୍ରିୟ ହୋଇଥିଲେ ସେ। କେବଳ ସେତିକି...

Advertisement
Archives

Model This Week