ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ଅନ୍ତରଙ୍ଗ ଦୃଶ୍ୟ ଲିକ୍‌ ମାତ୍ରେ ହୋଇଥିଲା ଭାଇରାଲ୍‌

ଫିଲ୍ମ ନିର୍ମାଣ ହେବା ପରେ ତାହାକୁ ସେନ୍ସର ବୋର୍ଡକୁ ପଠାଯାଏ। ପ୍ରଥମେ ବୋର୍ଡ ସଦସ୍ୟ ଏହାକୁ ଦେଖିଥାନ୍ତି। ଯଦି ଏଥିରେ କିଛି ଆପତ୍ତିଜନକ ଦୃଶ୍ୟ ଥାଏ, ନିର୍ମାତାଙ୍କୁ ଏହା ହଟାଇବାକୁ କୁହାଯାଏ। ବୋର୍ଡ ନିର୍ଦ୍ଦେଶ ପରେ ଫିଲ୍ମ ସିନେମା ହଲରେ ପହଞ୍ଚେ। ଅନେକ ସମୟରେ, ଫିଲ୍ମରେ ଏତେ ବୋଲ୍ଡ ସିନ୍‌ ଥାଏ, ତାହାକୁ ନେଇ ଚର୍ଚ୍ଚା ଚାଲିଥାଏ। ଅନେକ ସମୟରେ ଏପରି ଘଟେ ଯେ, ଦୃଶ୍ୟଗୁଡିକ ଫିଲ୍ମରୁ କଟାଯାଇଥାଏ। ବେଳେବେଳେ ଏହା ଲିକ୍‌ ହୋଇଯାଏ। ତେବେ ଅଭିନେତ୍ରୀ ମାହି ଗିଲଙ୍କ ସହ ମଧ୍ୟ ସମାନ ଘଟଣା ଘଟିଥିଲା। ତାଙ୍କର ଏକ ଅନ୍ତରଙ୍ଗ ଦୃଶ୍ୟ ଲିକ୍‌ ହୋଇଥିଲା। ପରେ ତାହା ଭାଇରାଲ ହୋଇଥିଲା। ମାହି ଏବଂ ରଣଦୀପ ହୁଡାଙ୍କ ଫିଲ୍ମ ‘ସାହେବ ବିବି ଅର ଗ୍ୟାଙ୍ଗଷ୍ଟର୍‌’ ର ଏକ ଅନ୍ତରଙ୍ଗ ଦୃଶ୍ୟ ଲିକ୍‌ ହୋଇଥିଲା । ଏହା ପରେ ଫିଲ୍ମର ଆହୁରି ଅନେକ ଦୃଶ୍ୟ ମଧ୍ୟ ଲିକ ହୋଇଥିଲା। ସେହିପରି ଗୋଟିଏ ଦୃଶ୍ୟରେ ଜିମି ସେର୍ଗିଲଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଲିଆଙ୍କୁ ବୋହୂ ବେଶରେ ଦେଖି କାନ୍ଦି ପକାଇଲେ କରନ!

ମୁମ୍ବାଇ: ବଲିଉଡ ଷ୍ଟାର କପୁଲ ଆଲିଆ-ଭଟ୍ଟ ଓ ରଣବୀର କପୁରଙ୍କ ବହୁ ପ୍ରତିକ୍ଷିତ ବିବାହ ଏପ୍ରିଲ ୧୪ରେ ହେବାକୁ ଯାଉଛି । ଅର୍ଥାତ୍ ଗୁରୁବାର ଏମାନେ...

ଅଟୋଗ୍ରାଫ-ଏ ସାଇନ୍‌ ଅଫ ଲଭ୍‌

ଜଗା କଲେଜରେ ପଢ଼େ। ନିଜେ ଅସୁବିଧାରେ ପଡିଲେ ମଧ୍ୟ ଅନ୍ୟମାନଙ୍କୁ ସାହାଯ୍ୟର ହାତ ବଢ଼ାଇବାକୁ ପଛାଏ ନାହିଁ। ହେଲେ କଲେଜରେ ପଢ଼ିବା ସମୟରେ ତାକୁ ନିଜର...

ଏତିକି କୋଟି ଟଙ୍କାର ମାଲିକାଣୀ ଅଟନ୍ତି ମାଧୁରୀ

ମୁମ୍ବାଇ: ବଲିଉଡ୍‌ର ଧକ୍‌ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ୍‌ଙ୍କ ଆଜି ଅର୍ଥାତ୍‌ ମେ’ ୧୫ରେ ଜନ୍ମଦିନ। ମାଧୁରୀ ୧୬ ବର୍ଷ ବୟସରେ ସେ ଫିଲ୍ମରେ ଡେବ୍ୟୁ କରିଥିଲେ।...

ପୁଣିଥରେ ସିଂଘମ ହେବାକୁ ଚାହୁଁଛନ୍ତି ଅଜୟ

ମୁମ୍ବାଇ: କରୋନା ଭାଇରସ ସହ ଲଢିବାକୁ ଏବେ ଯୋଦ୍ଧା ହୋଇ ଆଗଧାଡିରେ ଅଛନ୍ତି ଡାକ୍ତର, ନର୍ସ ଓ ପୋଲିସ। ଏହି ଯୁଦ୍ଧରେ ଜିତିବାକୁ ସମସ୍ତେ ଚେଷ୍ଟା...

‘ଆନିମଲ’ର ଶୁଟିଂ ଆରମ୍ଭ କଲେ ରଣବୀର

ମୁମ୍ବାଇ: ବଲିଉଡ ଷ୍ଟାର କପୁଲ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ବିବାହକୁ ମାତ୍ର ୯ ଦିନ ହୋଇଥିବା ବେଳେ ଉଭୟ କିନ୍ତୁ ବିବାହ ପରେ...

ମେଘନାଦଙ୍କ ସହିତ ଯୁଦ୍ଧ ସମୟରେ ଲକ୍ଷ୍ମଣଙ୍କୁ ହୋଇଥିଲା ସଂକ୍ରମଣ

ଅଭିନେତା ସୁନୀଲ ଲାହିରି ପ୍ରସିଦ୍ଧ ନିର୍ମାତା-ନିର୍ଦ୍ଦେଶକ ରାମାନନ୍ଦ ସାଗରଙ୍କ ଟିଭି ସିରିଏଲ ‘ରାମାୟଣ’ ବିଷୟରେ ଅନେକ ରୋଚକ କାହାଣୀ କହିଛନ୍ତି। ଏହି ସିରିଏଲରେ ସେ ଲକ୍ଷ୍ମଣଙ୍କ...

ବଲିଉଡ୍‌ରେ ଡେବ୍ୟୁ କରିବେ ଇସାବେଲ

ମୁମ୍ବାଇ: ବଲିଉଡ୍‌ର ହିଟ୍ ନାୟିକା କ୍ୟାଟ୍ରିନା କୈଫ ଲକ୍ଷେ ଦିଲ୍‌କି ଧଡକନ । ଏବେ ତାଙ୍କ ଭଉଣୀ ଇସାବେଲ କୈଫ ବଲିଉଡ୍‌ରେ ଡେବ୍ୟୁ କରିବେ ବୋଲି...

୨୬ ଜୁନରେ ପାଳନ କରାଯାଇଥାଏ ଶ୍ରେୟା ଘୋଷାଲ ଡେ’

ମୁମ୍ବାଇ: ନିଜର ସୁରିଲା ସ୍ୱରରେ ଶ୍ରୋତାଙ୍କୁ ମତୁଆଲା କରୁଥିବା ବଙ୍ଗିୟ ଲଳନା ଶ୍ରେୟା ଘୋଷାଲ ଆଜି ପାଳନ କରୁଛନ୍ତି ତାଙ୍କ ଜନ୍ମଦିନ । ୧୨ ମାର୍ଚ୍ଚ...

Advertisement
Archives

Model This Week