Advertisement

ପ୍ରଶଂସକଙ୍କୁ ଘାଇଲା କରୁଛି ଦିଶାଙ୍କ ଫଟୋ

ନୂଆଦିଲ୍ଲୀ,୩୦।୧୨: ଦିଶା ପଟାନିଙ୍କ ଅନ୍ତିମ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ପାଇଁ ପ୍ରଶଂସା ବ୍ୟବହାର ହେଉଥିବା ଶ୍ରେଷ୍ଠ ଶବ୍ଦ ମଧ୍ୟ କମ୍‌ ପଡ଼ିପାରେ। ଫଟୋଟି ହିଁ କିଛି ଏମିତି। ଦିଶା ମଙ୍ଗଳବାର ଇନ୍‌ଷ୍ଟାଗ୍ରାମ ପ୍ରୋଫାଇଲ ଫଟୋ ଶେୟାର କରିଛନ୍ତି। ଫଟୋରେ ତାଙ୍କୁ ଦେଖିବାକୁ ମିଳୁଛି ହଳଦିଆ ବିକିନିରେ। ତାଙ୍କ ଚାରିଆଡ଼େ ଘେରି ରହିଛି ପାଣି। ଆଉ ସେ ଏକ ସର୍ଫବୋର୍ଡ ଉପରେ ଛିଡ଼ା ହୋଇଛନ୍ତି। ଫଟୋର କ୍ୟାପଶନରେ ଲେଖିଛନ୍ତି, ଆକ୍ୱାମ୍ୟାନ ଭଳି ଅନୁଭବ ହେଉଛି। କହିବା ଦରକାର ନାହିଁ ଏହି ଅଭିନେତ୍ରୀଙ୍କ ପିକ୍‌କୁ କେଉଁଭଳି ପସନ୍ଦ କରନ୍ତି ୟୁଜର୍ସ। ଏହି ଫଟୋକୁ ମାତ୍ର ଗୋଟିଏ ଦିନରେ ପ୍ରାୟ ୨୦ ଲକ୍ଷରୁ ଅଧିକ ୟୁଜର୍ସ ଲାଇକ୍‌ କରିଛନ୍ତି।

ଅନ୍ତିମ ଥର ‘ମଲଙ୍ଗ’ ଫିଲ୍ମରେ ନଜର ଆସିଥିବା ବଲିଉଡ୍‌ ଅଭିନେତ୍ରୀ ଏବେ ଏକ ଅଜଣା ବିଚ୍‌ରେ ଛୁଟି କାଟୁଛନ୍ତି। ତେବେ ଏହା ଦିଶାଙ୍କ ପାଇଁ କିଛି ନୂଆ ନୁହେଁ। ଗତ ମାସରେ ବଲିଉଡ୍‌ ଆକ୍ଟର ଟାଇଗର ଶ୍ରଫଙ୍କ ସହ ଛୁଟି କାଟିବାକୁ ମାଳଦ୍ୱୀପ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ଜଗତରୁ ଦୂରରେ ଥିଲେ ବି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଗୋବିନ୍ଦା

ବଲିଉଡ୍‌ରେ ଗୋଟିଏ ସମୟ ଥିଲା ଯେତେବେଳେ ଅଭିନେତା ଗୋବିନ୍ଦାଙ୍କ ରାଜ୍‌ ଥିଲା। କିନ୍ତୁ ଏବେ ଗୋବିନ୍ଦାଙ୍କ ସମସାମୟିକ ଅଭିନେତା ଫିଲ୍ମରେ ସକ୍ରିୟ ଥିବାବେଳେ ସେ ପଛରେ...

ଅନ୍ଧାରକୁ ଡରନ୍ତି କ୍ୟାଟ୍ରିନା

ବଲିଉଡ୍‌ର ଆଗଧାଡିର ଅନ୍ୟତମ ଅଭିନେତ୍ରୀ କ୍ୟାଟ୍ରିନା କୈଫ। ଚଳିତବର୍ଷ ଇଦ୍‌ ଅବସରରେ ତାଙ୍କ ଅଭିନୀତ ‘ଭାରତ’ ରିଲିଜ ହୋଇଛି। ଗୋଟିଏ ଜିନିଷକୁ ନେଇ ତାଙ୍କ ମନରେ...

କଙ୍ଗନାଙ୍କୁ ୨୦୦ କୋଟି ଦେବେ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀ ! ଜାଣନ୍ତୁ ଏହା କେତେ ସତ…

ବମ୍ବେ: ନିଜର ବିବାଦୀୟ ବୟାନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ଏବେ ମଧ୍ୟ ସେଭଳି କିଛି ଚାଲିଛି। ଅଭିନେତା ସୁଶାନ୍ତ ସିଂହ...

ଇତିହାସକୁ ସାହିତ୍ୟ ମାଧ୍ୟମରେ ଲୋକପ୍ରିୟ କରିବାକୁ ଚେଷ୍ଟା କରେ

ପ୍ରଫେସର ନୀହାର ରଞ୍ଜନ ପଟ୍ଟନାୟକ। ୧୯୫୭ ଫେବୃୟାରୀ ୭ରେ ଜନ୍ମଗ୍ରହଣ କରିଥିବା ପ୍ରଫେସର ପଟ୍ଟନାୟକ କିସ୍‌ ଡିମ୍‌ଡ ବିଶ୍ୱବିଦ୍ୟାଳୟର ପ୍ରୋ-ଭାଇସ୍‌ ଚାନ୍ସଲର ଭାବେ କାର୍ଯ୍ୟରତ। ଉତ୍କଳ...

କିଛି ଏଭଳି ୟାମି-ଆଦିତ୍ୟଙ୍କ ଲଭ୍‌ଷ୍ଟୋରୀ: କେହି ବି ଟେର୍‌ ପାଇଲେନି; ଶୁଟିଂ ସେଟ୍‌ରୁ…

ବମ୍ବେ: ଲୁଚିଛପି ବିବାହ କରିଛନ୍ତି ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ୟାମି ଗୌତମ। ଆଦିତ୍ୟ ଧରଙ୍କୁ ସେ ବିବାହ କରିଥିବା ନେଇ ଏକ ପୋଷ୍ଟ କରି ପ୍ରଶଂସକଙ୍କୁ...

ପ୍ରେମିକ ଆଉ ସ୍ବାମୀ ଭିତରେ ବହୁତ ଫରକ କହିଲେ ପ୍ରିୟଙ୍କା

ବଲିଉଡ୍‌ରୁ ହଲିଉଡ୍‌ ପର୍ଯ୍ୟନ୍ତ ନିଜର ଭିନ୍ନଭିନ୍ନ ପରିଚୟ ସୃଷ୍ଟି କରିଚାଲିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା – ନିକ୍‌ ଜୋନାସ ୨୦୧୮ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି...

ରଶ୍ମିକାଙ୍କ ସହ ରୋମାନ୍ସ କରିବେ ଟାଇଗର!

ମୁମ୍ବାଇ: ବଲିଉଡ ଅଭିନେତା ଟାଇଗର ର୍ଶଫ ତାଙ୍କ ଆକ୍ସନ ମୁଭି ପାଇଁ ବେଶ ପରିଚିତ । ୨୦୨୨ ଆରମ୍ଭରୁ ଶୁଣିବାକୁ ମିଳିଥିଲା କି ସେ ଡାଇରେକ୍ଟର...

୨ ମାସ ପୂର୍ବରୁ ଲୁଚାଛପାରେ ବିବାହ କରିଥିଲେ ଏହି ଅଭିନେତ୍ରୀ, ଏବେ ହେବାକୁ ଯାଉଛନ୍ତି ମା’

‘ନୌଟଙ୍କି ସାଲା’, ‘ଏ ଜଓ୍ବାନି ହେ ଦିଓ୍ବାନି’, ‘ୟାରିୟାଁ’ ଭଳି ଫିଲ୍ମରେ କାମ କରିଥିବା ଅଭିନେତ୍ରୀ ଏଭିଲିନ୍‌ ଶର୍ମା ଓ ତାଙ୍କ ସ୍ବାମୀ ତୁଷାନ ଭିଣ୍ଡି...

Advertisement
Archives

Model This Week