ପିତାଙ୍କ ସହ ନଜର ଆସିଲେ ଅନୁଷ୍କା, ବେବି ବମ୍ପ୍ ଦେଖି ପ୍ରଶଂସକ କହିଲେ…
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଖୁବ୍ଶୀଘ୍ର ଦୁଇରୁ ତିନି ଜଣ ହେବାକୁ ଯାଉଛନ୍ତି। ଏହା କହିବାର ଅର୍ଥ ହେଲା ଅନୁଷ୍କାଙ୍କ ଘରକୁ ନୂଆ ଅତିଥି ଆସିବାକୁ ଯାଉଛନ୍ତି। ଏ ବିଷୟରେ…
ଚାରି ଥର ପ୍ରତ୍ୟାଖ୍ୟାନ ପରେ ବରୁଣଙ୍କୁ ହଁ କହିଥିଲେ ପ୍ରେମିକା
ବମ୍ବେ: ଦୀର୍ଘ ଦିନ ଧରି ନତାଶା ଦଲାଲଙ୍କୁ ଡେଟ୍ କରୁଛନ୍ତି ଅଭିନେତା ବରୁଣ ଧଓ୍ବନ। ଶୀଘ୍ର ଉଭୟ ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହା କେତେ ସତ କେତେ ମିଛ ଜଣାପଡ଼ି ନ ଥିଲେ ସୁଦ୍ଧା ଉଭୟଙ୍କ ସମ୍ପର୍କକୁ ନେଇ…
ଷଷ୍ଠ ଶ୍ରେଣୀରୁ ପ୍ରେମ, ଏବେ ଲିଭ୍ ଇନ୍ରେ ରହୁଛନ୍ତି ଏହି ପ୍ରସିଦ୍ଧ ଅଭିନେତା
ବଲିଉଡ ଅଭିନେତା ବରୁଣ ଧାୱନ ନିଜ ଅଭିନୟ ବ୍ୟତୀତ ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚାରେ ଥାନ୍ତି। ଦୀର୍ଘଦିନର ପ୍ରେମିକା ନତାଶା ଦଲାଲ ସହ ସେ ଏବେ ଲିଭ୍ଇନ୍ରେ ରହୁଛନ୍ତି। କୁଲି ନଂ -୨ ଫିଲ୍ମ ପ୍ରମୋଶନ ଅବସରରେ କରିନା କପୁର…
ଖୁସି ଖବର ଦେଲେ ନେହା କକ୍କର
ବଲିଉଡ୍ ଗାୟିକା ନେହା କକ୍କରଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଖୁବ୍ଶୀଘ୍ର ସେ ମା’ ହେବାକୁ ଯାଉଛନ୍ତି। ନିଜେ ନେହା ସୋସିଆଲ ମିଡିଆରେ ଏହି ଖୁସି ଖବର ଜଣାଇଛନ୍ତି। ନେହା ଇନ୍ଷ୍ଟାଗ୍ରାମ୍ରେ ସ୍ବାମୀ ରୋହନପ୍ରୀତ ସିଂହଙ୍କ ସହ ଏକ ସୁନ୍ଦର ତଥା…
ଫଟୋଗ୍ରାଫରଙ୍କୁ ଦେଖି ବିରକ୍ତ ହେଲେ ତୈମୁର: ରାଗରେ କହିଲେ ଏମିତି…
ବଲିଉଡ୍ ଅଭିନେତ୍ରୀ କରୀନା କପୁର ଏବଂ ସୈଫ୍ ଅଲ୍ଲୀ ଖାନ୍ଙ୍କ ପୁଅ ତୈମୁରଙ୍କର ଅନେକ ପ୍ରଶଂସକ ରହିଛନ୍ତି। ତୈମୁରଙ୍କର ଗୋଟିଏ ଲୁକ୍ ପାଇଁ ଫଟୋଗ୍ରାଫରମାନେ ତାଙ୍କ ଘର ସାମ୍ନାରେ ଘଣ୍ଟା ଘଣ୍ଟା ଅପେକ୍ଷା କରିଥାନ୍ତି। ନିକଟରେ ତୈମୁରଙ୍କର ଏକ ଭିଡିଓ ସୋସିଆଲ…
ଏକଦା ଗୋଡରେ ଛିଡ଼ା ହୋଇପାରୁ ନ ଥିଲେ ସଲମାନ୍ଙ୍କ ଏହି ଅଭିନେତ୍ରୀ: ଏବେ…
୧୫ ବର୍ଷ ପୂର୍ବେ ସଲମାନ ଖାନ୍ଙ୍କ ସହ ଫିଲ୍ମ ‘ଲକି ନୋ ଟାଇମ୍ ଫର୍ ଲଭ୍’ରେ ଲିଡ୍ ଚରିତ୍ରରେ ଦେଖିବାକୁ ମିଳିଥିଲା ଅଭିନେତ୍ରୀ ସ୍ନେହା ଉଲ୍ଲାଲଙ୍କୁ। ଆଜି ସ୍ନେହା ୩୩ ବର୍ଷର ହୋଇଯାଇଛନ୍ତି। ସେ ୧୮ ଡିସେମ୍ବର, ୧୯୮୭ରେ ଓମାନାର ମସ୍କଟରେ…
ଶ୍ରୁତିଙ୍କୁ ୪୩ : ଏକ ଅନ୍ତରଙ୍ଗ ସିନ୍ରେ ଶୁଟିଂ ସେଟ୍ରେ ହରାଇଥିଲେ ନିୟନ୍ତ୍ରଣ
ମୁମ୍ବାଇ,୧୮।୧୨: ବଲିଉଡ୍ ଅଭିନେତ୍ରୀ ଶ୍ରୁତି ସେଠ୍ ଶୁକ୍ରବାର ୪୩ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୭ ଡିସେମ୍ବର ୧୮ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୨୦୦୩ଠାରୁ ୨୬ ବୟସରେ ସେ ଅଭିନୟ କରିବା ଆରମ୍ଭ କରିଥିଲେ। ଛୋଟପରଦାରେ ସରାରତ୍ ତାଙ୍କୁ ନୂଆ ପରିଚୟ…
ଚଳିତ ବର୍ଷ ଜନ୍ମଦିନ ପାଳିବେନି ସଲମାନ
ମୁମ୍ବାଇ,୧୭।୧୨-ବଲିଉଡ ସୁପରଷ୍ଟାର ସଲମାନ ଖାନ ଚଳିତ ବର୍ଷ ନିଜର ଜନ୍ମଦିନ ପାଳନ କରିବେ ନାହିଁ। ପ୍ରତିବର୍ଷ ଡିସେମ୍ବର ୨୭ ରେ ସଲମାନ ଜନ୍ମଦିନ ପାଳନ କରନ୍ତି। ଏହି ଅବସରରେ ତାଙ୍କ ଫାର୍ମ ହାଉସରେ ପାର୍ଟି ଆୟୋଜିତ ହୋଇଥାଏ। ବହୁ ବଲିଉଡ କଳାକାରଙ୍କ…
କାର ପରିବର୍ତ୍ତେ ଭଡ଼ା ଗାଡ଼ିରେ ଯିବାଆସିବା କରନ୍ତି ଏହି ପ୍ରସିଦ୍ଧ ଅଭିନେତାଙ୍କ ମା’ବାପା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ବଲିଉଡ୍ ଅଭିନେତା ଜନ୍ ଅବ୍ରାହମ୍ ଇତିମଧ୍ୟରେ ୪୮ ବର୍ଷର ହୋଇଯାଇଛନ୍ତି। ଆଜି ହେଉଛି ତାଙ୍କ ଜନ୍ମଦିନ। ଡିସେମ୍ବର ୧୭, ୧୯୭୨ରେ କେରଳର କୋଚିରେ ସେ ଜନ୍ମଗ୍ରହଣ କରିଥିଲେ। ଜଣେ ମଡେଲ ଭାବେ କ୍ୟାରିୟର ଆରମ୍ଭ କରିଥିଲେ ଜନ୍। ପରେ ସେ ବିଜ୍ଞାପନରେ…
ମାଧୁରୀଙ୍କୁ ନିଜ ବେଡ୍ରୁମ୍କୁ ନେବାକୁ ଚାହୁଁଛନ୍ତି ୧୭ ବର୍ଷର ସାନ ଏହି ଅଭିନେତା
ବଲିଉଡ୍ର ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ ସବୁଠୁ ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ। ତାଙ୍କର ସମଗ୍ର ବିଶ୍ୱରେ ଲକ୍ଷରେ ନୁହେଁ, କୋଟିରେ ପ୍ରଶଂସକ ରହିଛନ୍ତି। ଏପରିକି ବଲିଉଡ୍ର ଅନେକ କଳାକାର ମଧ୍ୟ ତାଙ୍କର ପ୍ରଶଂସକ। ଅଭିନୟ କ୍ୟାରିୟରରେ ମାଧୁରୀ ଅନେକ…
ସଲମାନ୍, ବିବେକ ନୁହନ୍ତି, ଏହି ପ୍ରେମିକଙ୍କ ପାଇଁ ମନୀଷାଙ୍କ ସହ ଝଗଡ଼ା କରିଥିଲେ ଐଶ୍ୱର୍ଯ୍ୟା
ବଲିଉଡ୍ର ସବୁଠାରୁ ସୁନ୍ଦରୀ ତଥା ସଫଳ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ଐଶ୍ ବଚ୍ଚନ ପରିବାର ବୋହୂ ହୋଇଥିଲେ ମଧ୍ୟ ସେ ସବୁବେଳେ ବିବାଦରେ ରହିଆସିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଐଶ୍ଙ୍କ ନାମ ସଲମାନ୍ ଖାନ୍, ବିବେକ ଓବରୟ…
କଶ୍ମୀରରେ ହନିମୁନ ମନାଉଛନ୍ତି ଆଦିତ୍ୟ-ଶ୍ୱେତା
ମୁମ୍ବାଇ: ବଲିଉଡ୍ ସିଙ୍ଗର ତଥା ହୋଷ୍ଟ ଆଦିତ୍ୟ ନାରାୟଣ ବିବାହ ପରେ ଏବେ ହନିମୁନ ପାଳନ କରିବାକୁ ବାହାରି ପଡିଛନ୍ତି । ପତ୍ନୀ ଶ୍ୱେତାଙ୍କୁ ସାଙ୍ଗରେ ଧରି କଶ୍ମୀରର ମନଲୋଭା ପରିବେଶରେ ପବଳ ଥଣ୍ଡାରେ ଟ୍ରିପ୍ର ମଜା ନେଉଛନ୍ତି ଏହି ନବ…
Archives


