ମନୋରଞ୍ଜନ

ଏହି ହାସ୍ୟ ଅଭିନେତାଙ୍କୁ ମିଳିଲା ହତ୍ୟା ଧମକ

ହାସ୍ୟ ଅଭିନେତା ତଥା ବର୍ତ୍ତମାନ ଉତ୍ତରପ୍ରଦେଶ ଫିଲ୍ମ ବୋର୍ଡର ଚେୟାରମ୍ୟାନ୍‌ ଥିବା ରାଜୁ ଶ୍ରୀବାସ୍ତବ ଏବେ ଚର୍ଚ୍ଚାରେ। ଏହାର କାରଣ ହେଉଛି ଏକ ଫୋନ୍‌ କଲ୍‌। ଫୋନ୍‌ କଲେ୍‌ ଯୋଗେ ତାଙ୍କୁ ହତ୍ୟା ଧମକ ଦିଆଯାଉଛି। ଏ ନେଇ ରାଜୁ କାନପୁର…

ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ୪ ପ୍ରେମିକ ରଖିବାକୁ କହିଥିଲେ ବାପା

ବଲିଉଡ୍‌ର ପ୍ରସିଦ୍ଧ ଅଭିନେତାଙ୍କ ମଧ୍ୟରେ ଅନ୍ୟତମ ଥିଲେ ରାଜେଶ ଖନ୍ନା। ସେ ଆଉ ଏ ଦୁନିଆରେ ନାହାନ୍ତି ସତ, ମାତ୍ର ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଏବେ ବି ଅଛନ୍ତି। ତାଙ୍କର ଫିଲ୍ମ ଏବଂ ଗୀତକୁ ଏବେ ବି ଲୋକମାନେ ଦେଖିବାକୁ…

୧୫ ମିନିଟ ପାଇଁ ୪ କୋଟି ନେବେ ଉର୍ବଶୀ

ବର୍ଷ ୨୦୨୦ ଶେଷ ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଲା। ନୂଆ ବର୍ଷ ୨୦୨୧ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନୂଆବର୍ଷରେ ଏକ ଡ୍ୟାନ୍ସ ପରଫର୍ମ ପାଇଁ ବଲିଉଡ୍‌ ଅଭିନେତ୍ରୀ ଉର୍ବସୀ ରୌତେଲା ୪ କୋଟି ଟଙ୍କା ଚାର୍ଜ…

ରହସ୍ୟ ଉପରୁ ପରଦା ଉଠାଇଲେ ଅମିତାଭ ବଚ୍ଚନ

ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ପ୍ରଶଂସକମାନେ ମଧ୍ୟ ତାଙ୍କ ମଜାଳିଆ ଏବଂ ପ୍ରେରଣାଦାୟକ ପୋଷ୍ଟକୁ ଉତ୍ସାହର ସହିତ ଅପେକ୍ଷା କରନ୍ତି। ଅମିତାଭ ବଚ୍ଚନଙ୍କ ବିଷୟରେ ଏକ ବିଶେଷ କଥା ହେଉଛି ଯେ ସେ ନିଜ ପୋଷ୍ଟରେ…

କ୍ଷମା ମାଗିଲେ ଅମିତାଭ

ମୁମ୍ବାଇ, ୩୦ା୧୨: ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ବଲିଉଡ୍‌ ବିଗ୍‌ ବି ଅମିତାଭ ବଚ୍ଚନ ଟୁଇଟରରେ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ଏକ କବିତା ପୋଷ୍ଟ କରିବା ପରେ କବିଙ୍କୁ କ୍ରେଡିଟ ନ ଦେବାରୁ ତାଙ୍କୁ ଭୁଲ୍‌ ମାଗିବାକୁ ପଡିଛି। ଅମିତାଭ…

ପ୍ରଶଂସକଙ୍କୁ ଘାଇଲା କରୁଛି ଦିଶାଙ୍କ ଫଟୋ

ନୂଆଦିଲ୍ଲୀ,୩୦।୧୨: ଦିଶା ପଟାନିଙ୍କ ଅନ୍ତିମ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ପାଇଁ ପ୍ରଶଂସା ବ୍ୟବହାର ହେଉଥିବା ଶ୍ରେଷ୍ଠ ଶବ୍ଦ ମଧ୍ୟ କମ୍‌ ପଡ଼ିପାରେ। ଫଟୋଟି ହିଁ କିଛି ଏମିତି। ଦିଶା ମଙ୍ଗଳବାର ଇନ୍‌ଷ୍ଟାଗ୍ରାମ ପ୍ରୋଫାଇଲ ଫଟୋ ଶେୟାର କରିଛନ୍ତି। ଫଟୋରେ ତାଙ୍କୁ ଦେଖିବାକୁ ମିଳୁଛି…

ଜରୁରୀକାଳିନ ସର୍ଜରୀ କରାଇଲେ ଶ୍ରୁତି

ନୂଆଦିଲ୍ଲୀ,୩୦।୧୨: ବଲିଉଡ୍‌ ଅଭିନେତ୍ରୀ ଶ୍ରୁତି ସେଠ ମଙ୍ଗଳବାର ମେଡିକାଲରୁ ଏକ ଫଟୋ ଶେୟାର କରିଛନ୍ତି। ନିଜ ପୋଷ୍ଟରେ ଜରୁରୀକାଳିନ ଅସ୍ତ୍ରୋପଚାର କରାଇଥିବା ସୂଚନା ଦେଇଛନ୍ତି ୪୩ ବର୍ଷୀୟା ଅଭିନେତ୍ରୀ। ଆଉ ସେ କହିଛନ୍ତି ସ୍ବାସ୍ଥ୍ୟଠାରୁ ଅନ୍ୟ କିଛି ଗୁରୁତ୍ୱ ନୁହେଁ। ଜୀବନର…

ଦୀପିକାଙ୍କ ହ୍ୟାଣ୍ଡବ୍ୟାଗ୍‌ ଦାମ୍‌ ବଦଳରେ କିଣି ହେବ ଦୁଇ ଆଇଫୋନ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ସ୍ବାମୀ ରଣବୀର ସିଂ ନିଜ ଫ୍ୟାଶନ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏଥର ମଧ୍ୟ ଏକ ହ୍ୟାଣ୍ଡବ୍ୟାଗ୍‌କୁ ନେଇ ଦୀପିକା ଚର୍ଚ୍ଚାରେ ରହିଛନ୍ତି। ଯାହାର ଦାମ୍‌ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ରଣବୀର ଏବଂ…

ସ୍ୱାମୀଙ୍କୁ କୋଳରେ ଧରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ଗୌହର

ମୁମ୍ବାଇ: ଆଜିକାଲି ବିବାହ ସମୟରେ ଭିନ୍ନ ଭିନ୍ନ ପୋଜରେ ଫଟୋ ଉଠାଇବାକୁ ବେଶ୍ ପସନ୍ଦ କରୁଛନ୍ତି ନବ ଦମ୍ପତି । ଫଳରେ ସେମାନେ ଏମିତି ମୁହୂର୍ତ୍ତ ସବୁକୁ ଜୀବନ ସାରା ନିଜ ପାଖରେ ସାଇତି ରଖିପାରିବେ । ସେଲିବ୍ରିଟି ବା ଏଥିରୁ…

ମହିଳା କମିଶନରେ ହାଜର ହେଲେ ଅନୁଭବ

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): ପାରିବାରିକ ବିବାଦକୁ ନେଇ ରାଜ୍ୟ ମହିଳା କମିଶନଙ୍କ ନିକଟରେ ମଙ୍ଗଳବାର ହାଜର ହୋଇଛନ୍ତି ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ଅଭିନେତ୍ରୀ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଉଭୟଙ୍କୁ ସାମ୍ନାସାମ୍ନି ବସାଇ ଆଲୋଚନା କରିଛନ୍ତି ମହିଳା କମିଶନ। ବର୍ଷା…

ନୋରାଙ୍କ ନୂଆ କାର୍‌

ମୁମ୍ବାଇ: ୨୦୨୦ ମସିହା ସମଗ୍ର ବିଶ୍ୱବାସୀଙ୍କୁ ନାନା ଦୁଃଖ ଓ ଯନ୍ତ୍ରଣା ଦେଇଛି ବୋଲି ଆଲୋଚନା ହେଉଛି । ହେଲେ ଏହି ୨୦୨୦ ଯିବା ବେଳକୁ ଲୋକେ ଭ୍ୟାକେଶନ ମାଧ୍ୟମରେ ନିଜର ଷ୍ଟ୍ରେସ୍ କମ୍ କରୁଥିବା ଦେଖାଯାଇଛି । କେବଳ ସେତିକି…

ମୁମ୍ବାଇରେ ରହିବା ପାଇଁ ହେଲେ ଗଣପତି ଜୀଙ୍କ ଅନୁମତି ଆବଶ୍ୟକ: କଙ୍ଗନା

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ସିଦ୍ଧିବିନାୟକ ମନ୍ଦିର ଦର୍ଶନ ପାଇଁ ଯାଇଛନ୍ତି। ମରାଠୀ ଲୁକ୍‌ରେ ସେ ଗଣପତିଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ। କଙ୍ଗନାଙ୍କ ମରାଠୀ ଲୁକ୍‌ର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କଡାସୁରକ୍ଷା ଭିତରେ ମଙ୍ଗଳବାର ସକାଳ ୧୦ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri