ଉଲଗ୍ନ ଭିଡିଓ ଶେୟାର କରି ଚର୍ଚ୍ଚାରେ ଏହି ପ୍ରସିଦ୍ଧ ଅଭିନେତ୍ରୀ
ଆମେରିକୀୟ ଗାୟିକା, ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ଜେନିଫର୍ ଲୋପେଜ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି। ଜାନୁଆରୀ ୨୦ରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ସମାରୋହରେ ଜେନିଫର ସଙ୍ଗୀତ ପ୍ରଦର୍ଶନ କରିବେ, କିନ୍ତୁ ଆଜିକାଲି ସେ ସୋସିଆଲ ମିଡିଆରେ ନିଜର…
ଯାହାକୁ ଭଲ ପାଉଥିଲି ବିବାହ କରିଥିଲେ ଆଜି ଜେଜେ ବାପା ହୋଇଥାନ୍ତି : ସଲମାନ
ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ୍ କେବେ ବିବାହ କରିବେ ଏନେଇ ପ୍ରଶଂସକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥାଏ। ଏପରିକି ପ୍ରତିବର୍ଷ ସଲମାନଙ୍କୁ ଏହି ପ୍ରଶ୍ନର ସାମ୍ନା କରିବାକୁ ପଡ଼େ। କିନ୍ତୁ ଏହି ପ୍ରଶ୍ନର ଉତ୍ତର ବର୍ତ୍ତମାନ ସୁଦ୍ଧା କାହା ପାଖରେ…
ସୋନମଙ୍କ ନୂଆ ଲୁକ୍ ସୋସିଆଲ ମିଡିଆରେ ଭାଇରାଲ
ମୁମ୍ବାଇ: ବଲିଉଡ୍ ନାୟିକା ସୋନମ କପୁର ଏବେ ସୋସିଆଲ ମିଡିଆରେ ଧୁମ୍ ମଚାଇଛନ୍ତି । ନିଜର ଅଭିନୟ ସାଙ୍ଗକୁ ଫ୍ୟାଶନ ଷ୍ଟେଟମେଣ୍ଟକୁ ନେଇ ଅଧିକାଂଶ ସମୟରେ ଚର୍ଚ୍ଚାରେ ରୁହନ୍ତି ଏହି ଅଭିନେତ୍ରୀ । ଏଥିପାଇଁ ତାଙ୍କୁ ଫ୍ୟାଶନ ଡିଭା ବୋଲି ମଧ୍ୟ…
ବଲିଉଡ୍ର ଏହି ଲୋକପ୍ରିୟ ଗୀତ ଗାଇ ସମସ୍ତଙ୍କ ହୃଦୟ ଜିତିଲେ କୁନି ବାଳକ, ରବୀନା ଟଣ୍ଡନ କଲେ ପ୍ରଶଂସା
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବାଳକ ଫିଲ୍ମ ‘ବର୍ଡର’ର ଗୀତକୁ ଖୁବ୍ ସୁନ୍ଦର ଭାବରେ ଗାଉଥିବାର ନଜର ଆସିଛନ୍ତି। ଏହି ବାଳକଙ୍କ ଭିଡିଓଟି ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି। ୧୯୯୭ ମସିହାରେ…
ପୁଅର ଫିଲ୍ମ ଦେଖି କାନ୍ଦି ପକାଇଥିଲେ ଜାଭେଦ୍ ଅଖତର…
ମୁମ୍ବାଇ,୧୭।୧: ଗୀତିକାର ଜାଭେଦ୍ ଅଖତର୍ଙ୍କୁ ରବିବାର ୭୬ ବର୍ଷ ପୂରଣ ହୋଇଛି। ସେ ୭୭ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୪୫ ଜାନୁୟାରୀ ୧୭ରେ ଗ୍ବାଲିୟରଠାରେ ଜନ୍ମଗ୍ରହଣ କରିଥିଲେ। ଜୀବନର ପ୍ରାଥମିକ ପର୍ଯ୍ୟାୟରେ ଜାଭେଦ୍ଙ୍କୁ ଅନେକ ସଂଘର୍ଷର ସମ୍ମୁଖୀନ ହେବାକୁ ପଡ଼ିଥିଲା।…
ରିଶି କପୁରଙ୍କ ଅଧା ଫିଲ୍ମକୁ ପୂରଣ କରିବେ ପରେଶ
ମୁମ୍ବାଇ: ପାଖାପାଖି ୨ ବର୍ଷ କ୍ୟାନସର ସହ ଲଢିବା ପରେ ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଥିଲେ ବଲିଉଡ୍ର ବରିଷ୍ଠ ଅଭିନେତା ରିଶି କପୁର । ୨୦୨୦ରେ ତାଙ୍କର ପରଲୋକ ବଲିଉଡ୍ରେ ସୃଷ୍ଟି କରିଥିଲା ଏକ ଅପୂରଣୀୟ କ୍ଷତି । ହେଲେ ପରଲୋକ…
ନୂଆ ଅତିଥି ଆସିବା ପୂର୍ବରୁ ଡ୍ରିମହୋମକୁ ସିଫ୍ଟ କରିବେ ବେବୋ
ମୁମ୍ବାଇ: ବଲିଉଡ୍ ବିୟୁଟି କରିନା କପୁର ଖାଁ ପୁଣିଥରେ ମା’ ହେବାକୁ ଯାଉଛନ୍ତି । ହେଲେ ଦ୍ୱିତୀୟ ସନ୍ତାନ ଆସିବା ପୂର୍ବରୁ କରିନା ଓ ପତି ଶୈଫ ଅଲି ଖାଁ ତାଙ୍କ ଡ୍ରିମ ହୋମ୍କୁ ସିଫ୍ଟ କରିବେ ବୋଲି କିଛିଦିନ ତଳେ…
ଟେଲର ଦୋକାନ ଖୋଲି ମାଗଣାରେ ସିଲେଇ କରୁଛନ୍ତି ସୋନୁ ସୁଦ
ମୁମ୍ବାଇ,୧୬।୧: : ସୋସିଆଲ ମିଡିଆରେ ସୋନୁ ସୁଦଙ୍କ ଏକ ନୂଆ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ପାଇବେ। ଭିଡିଓଟିକୁ ସୋନୁ ନିଜେ ତାଙ୍କ ଟ୍ବିଟର୍ ଆକାଉଣ୍ଟେରେ ସେୟାର୍ କରିଛନ୍ତି। ସେ ସେଥିରେ ଏକ…
୪୯ ବର୍ଷରେ ପୁଣି ଥରେ ବିବାହ କରିଥିଲେ ଗୋବିନ୍ଦା, ଲୁଚାଇ ରଖିଥିଲେ ସୁନିତାଙ୍କ ସହ ସମ୍ପର୍କ; କାରଣ ଜାଣିଲେ…
ବମ୍ବେ: ନବେ ଦଶକରେ ସବୁଠାରୁ ଲୋକପ୍ରିୟ ଅଭିନେତା ଥିଲେ ଗୋବିନ୍ଦା। ଗୋଟିଏ ସମୟରେ ୭୦ରୁ ଅଧିକ ଫିଲ୍ମ ପାଇଁ କାମ କରୁଥିଲେ ସେ। ଦିନକୁ ଗୋଟିଏ କି ଦୁଇଟି ନୁହେଁ ବରଂ ପାଞ୍ଚରୁ ଅଧିକ ଫିଲ୍ମ ପାଇଁ ସେ ଶୁଟିଂ କରୁଥିଲେ।…
ଖିଲାଡି ହିରୋଙ୍କ ଦ୍ୱାରା ପ୍ରତାରିତ ହୋଇ ଆମେରିକା ଚାଲିଯାଇଥିଲେ ଏହି ଅଭିନେତ୍ରୀ
ବଲିଉଡ୍ର ଖିଲାଡି ହିରୋ ଅକ୍ଷୟ କୁମାରଙ୍କ ଅଭିନୟ କ୍ୟାରିୟର ବହୁତ ସଫଳ ରହିଛି । ଫିଲ୍ମକୁ ନେଇ ସେ ଯେତିକି ଚର୍ଚ୍ଚାରେ ଥାଆନ୍ତି ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ମଧ୍ୟ ସେମିତି। ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କ ରଖିବା ପରେ…
ଆଇଏଏସ୍ ଅଫିସର ହେବାକୁ ଚାହୁଁଥିଲେ ଏହି ଅଭିନେତା
ଭୋଜପୁରୀ ଅଭିନେତା ତଥା ଦିଲ୍ଲୀ ଭାଜପାର ପୂର୍ବତନ ଅଧ୍ୟକ୍ଷ ମନୋଜ ତିଓ୍ବାରୀ ନିକଟରେ ବାପା ହୋଇଛନ୍ତି। ମନୋଜ ‘ଦରୋଗା ବାବୁ ଆଇ ଲଭ୍ ୟୁ’, ‘ଧରତି କହେ ପୁକାର ଦେ’ ଆଦି ସୁପରହିଟ୍ ଫିଲ୍ମରେ କାମ କରିସାରିଛନ୍ତି। ରାଜନୀତିରେ ସକ୍ରିୟ ମନୋଜ…
ପ୍ରିୟଙ୍କାଙ୍କ ସ୍ବାମୀ ନିକ୍ ସକାଳୁ ଉଠି ପ୍ରଥମେ କରିଥାନ୍ତି ଏହି କାମ
ପ୍ରତ୍ୟେକ ଦମ୍ପତିଙ୍କ ଜୀବନରେ ଉତ୍ଥାନ-ପତ୍ତନ ଲାଗିରହିଥାଏ। ଏହି ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ସେମାନେ ନିଜ ପ୍ରେମକୁ ବଜାୟ ରଖନ୍ତି ଏବଂ ସମ୍ପର୍କକୁ ଦୃଢ଼ କରିଥାନ୍ତି। ବଲିଉଡ୍ର ଏମିତି ଅନେକ ଦମ୍ପତି ରହିଛନ୍ତି ଯେଉଁମାନେ ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି। ସେମାନଙ୍କ…
Archives


