ଜନ୍ମଦିନ ପାର୍ଟି ପୋଷ୍ଟପୋନ୍ କଲେ ଆଲିଆ

ମୁମ୍ବାଇ: ଏଥର ବଲିଉଡ୍‌ର ଚୁଲବୁଲି ନାୟିକା ଆଲିଆ ଭଟ୍ଟ ତାଙ୍କର ଜନ୍ମଦିନ ପାର୍ଟିକୁ ପୋଷ୍ଟପୋନ୍ କରିଦେଇଥିବା ଜଣାପଡିଛି । ଆଉ ଏହା ପଛର କାରଣ ହେଉଛନ୍ତି ବୟ ଫ୍ରେଣ୍ଡ ରଣବୀର କପୁର । ଗୋଟିଏ ଦିନ ପୂର୍ବରୁ ଜଣାପଡିଥିଲା କି ରଣବୀର କରୋନାରେ ପୀଡ଼ିତ । ଏକଥା ନିଜେ ରଣବୀଙ୍କ ମା’ ନିତୁ କପୁର ଜଣାଇଥିଲେ । ଏହାପରେ ରଣବୀରଙ୍କ ସମସ୍ତ ପର୍ସନାଲ ଓ ପ୍ରଫେସନାଲ ପ୍ରୋଗ୍ରାମକୁ କ୍ୟାନସେଲ କରାଯାଇଛି । ଏକ ନ୍ୟୁଜ ପୋର୍ଟାଲର ଖବର ଅନୁଯାୟୀ, ରଣବୀର ନିଜ ଗର୍ଲ ଫ୍ରେଣ୍ଡ ଆଲିଆ ଭଟ୍ଟଙ୍କ ପାଇଁ ୧୫ ମାର୍ଚ୍ଚରେ ଏକ ଛୋଟ ଗେଟ-ଟୁଗେଦର ପାର୍ଟି ରଖିଥିଲେ । ହେଲେ ଏବେ ସେ କରୋନାରେ ଆକ୍ରାନ୍ତ ହେବା ପରେ ଏହି ପାର୍ଟିକୁ ପୋଷ୍ଟପୋନ୍ କରି ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବି ବିଫଳତାକୁ ନେଇ କାନ୍ଦନ୍ତି ପ୍ରିୟଙ୍କା

ବଲିଉଡ୍‌ ପରେ ହଲିଉଡ୍‌ରେ ନିଜ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରିୟଙ୍କା ଚୋପ୍ରା ଜୀବନରେ ଅନେକ ସଫଳତା ପାଇଛନ୍ତି। ଏହି ସଫଳତା ଭିତରେ ବେଳେବେଳେ ତାଙ୍କୁ...

ଶାହାରୁଖ ଖାନଙ୍କ ନାୟିକା କରୋନା ପଜିଟିଭ

ମୁମ୍ବାଇ,୧୩।୧୨-ପାକିସ୍ତାନୀ ଅଭିନେତ୍ରୀ ମହିରା ଖାନ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ନିଜେ ମାହିରା ରବିବାର ସୋସିଆଲ...

ଥିଏଟରରେ ବାଣ ଫୁଟାଉଥିବା ଫ୍ୟାନ୍ସଙ୍କ ପାଇଁ ଏମିତି କହିଲେ ଭାଇଜାନ

ନୂଆଦିଲ୍ଲୀ,୨୮।୧୧: ନିକଟରେ ରିଲିଜ ହୋଇଛି ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ‘ଅନ୍ତିମ: ଦି ଫାଇନାଲ ଟ୍ରୁଥ୍‌’। ଏହି ଫିଲ୍ମର ସ୍କ୍ରିନିଂ ବେଳେ ଥିଏଟରରେ ବାଣ...

ଅମିତାଭଙ୍କ ଘର ‘ଜଲସା’ରେ ବାଦୁଡିଙ୍କ ତାଣ୍ଡବ; ପରିବାରଲୋକେ ଭୟଭୀତ

ବମ୍ବେ: ବଲିଉଡ୍‌ର ମହାନାୟକ ଅମିତାଭଙ୍କ ଘରେ ବାଦୁଡିମାନଙ୍କ ତାଣ୍ଡବ। ଗୋଟିଏ କି ଦୁଇଟି ନୁହେଁ ବରଂ ଶହ ଶହ ସଂଖ୍ୟାରେ ବାଦୁଡ଼ିମାନଙ୍କୁ ଦେଖି ଅମିତାଭଙ୍କ ପରିବାର...

୩ ଖାନ୍‌ଙ୍କ ଫିଲ୍ମରେ କାମ କରିବାକୁ ମନା କରିଥିଲେ ଏହିସବୁ ଅଭିନେତ୍ରୀ

ବଲିଉଡ୍‌ରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ୩ ଖାନ୍‌ ଅର୍ଥାତ ଶାହାରୁଖ, ଅମୀର ଏବଂ ସଲମାନଙ୍କ ବିଗ୍‌ ବଜେଟ୍‌ ଫିଲ୍ମରେ କାମ କରିବାକୁ ମନା...

ତିନି ବର୍ଷର ଡେଟିଂ ପରେ ଏବେ ଅଲଗା ହେବେ ଏହି ସିଲିବ୍ରିଟି କପୁଲ!

ମୁମ୍ବାଇ: ଅବଶ୍ୟ ସେଲିବ୍ରିଟିଙ୍କ ପାଇଁ ଏହା କିଛି ନୂଆ କଥା ନୁହେଁ । କିନ୍ତୁ ଦୀର୍ଘ ୩ ବର୍ଷର ଡେଟିଂ ପରେ ଏବେ କୁଆଡେ ଅଲଗା...

ଆଲିଆଙ୍କ ଷ୍ଟାଇଲରେ ଫିଦା ହେଲେ ଅର୍ଜୁନ

ମୁମ୍ବାଇ: ବଲିଉଡର ଗର୍ଜିୟସ ଦିଭା ଆଲିଆ ଭଟ୍ଟ ଏବେ ତାଙ୍କର ପ୍ରେଗ୍ନେସି ଫେଜକୁ ଏନଜୟ କରୁଛନ୍ତି । ପ୍ରେଗ୍ନେଟ ଥାଇ ବି ଖୁବ୍ ଆକ୍ଟିଭ ଅଛନ୍ତି...

ଜୁନିୟର ଏନଟିଆରଙ୍କ ସହ ସାଉଥ୍ ଡେବ୍ୟୁକୁ ନେଇ ମୁହଁ ଖୋଲିଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ ନାୟିକା ଜାହ୍ନବୀ କପୁର ଏବେ ତାଙ୍କ ଫିଲ୍ମ ‘ଗୁଡ ଲକ ଜେରି’କୁ ନେଇ ଅଛନ୍ତି ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ ପାଇଁ...

Advertisement
Archives

Model This Week