ମନୋରଞ୍ଜନ

ସଲମାନ୍‌ଙ୍କୁ ପସନ୍ଦ କରନ୍ତିନି ବିରାଟ କୋହଲି: କାରଣ ଜାଣିଲେ…

ମହାମାରୀ କରୋନା ସମୟରେ କଳାକାରଙ୍କ ଥ୍ରୋବ୍ୟାକ୍‌ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାରି ମଧ୍ୟରେ ସଲମାନ୍‌ ଖାନ୍‌, ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ ଏକ କାହାଣୀ ଭାଇରାଲ ହେଉଛି। ଏମିତିରେ ବର୍ତ୍ତମାନ ଦେଖିବାକୁ…

ଅଭିନେତାଙ୍କ କବିତା ଶୁଣି ‘ଆଇ ଲଭ୍‌ ୟୁ’ କହିଥିଲେ ରେଣୁକା, ବିବାହିତା ସତ୍ତ୍ୱେ…

ବମ୍ବେ: ଦବଙ୍ଗ ଖାନ୍‌ ସଲମାନଙ୍କ ଫିଲ୍ମ ‘ହମ୍‌ ଆପ୍‌କେ ହୈ କୌନ୍‌’ରେ ଭାଉଜ ଭୂମିକାରେ ଅଭିନୟ କରିଥିଲେ ଅଭିନେତ୍ରୀ ରେଣୁକା ଶାହାନେ। ୧୯୮୯ରେ ଦୁରଦର୍ଶନର ଶୋ’ ‘ସର୍କସ’ରୁ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ହେଁ ଜୀବନର ଟର୍ନିଂ ପଏଣ୍ଟ ଥିଲା…

ଏକଦା କପୁର ପରିବାରର ଏହି ଅଭିନେତାଙ୍କ ପ୍ରେମରେ ଉବୁଟୁବୁ ହେଉଥିଲେ ରାଧିକା, ହେଲେ ବିଦେଶୀ ପ୍ରେମିକଙ୍କ…

ବମ୍ବେ: ବଲିଉଡ୍‌ ଫିଲ୍ମଜଗତର ପ୍ରତିଭାବାନ ଅଭିନେତ୍ରୀଙ୍କ ମଧ୍ୟରୁ ରାଧିକା ଆପ୍ତେ ଜଣେ। ଅଭିନୟରେ ତାଙ୍କର ନିଖୁଣତା ସ୍ପଷ୍ଟ ବାରି ହୋଇ ପଡେ। ନିଜ ଚରିତ୍ର ମଧ୍ୟରେ ସେ ନିଜକୁ ହଜାଇଦେବା ପରି ମନେ ହୁଏ। କର୍ମଜୀବନରେ ବାହାବା ସାଉଁଟିବାକୁ ଚାହୁଁଥିବା ରାଧିକା…

ଟିକା ନେବା ପରେ କରୋନା ପଜିଟିଭ ହେଲେ ଏହି ଅଭିନେତା: ପ୍ରଯୋଜକଙ୍କ ସହ ଘଟିସାରିଛି ସମାନ ଘଟଣା

ଭାରତରେ କରୋନାର ପ୍ରକୋପ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ବଲିଉଡ୍‌ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ପ୍ରତିଦିନ ବଲିଉଡ୍‌ର କୌଣସି ନା କୌଣସି କଳାକାର କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ଏହାରି ମଧ୍ୟରେ ୬୫ ବର୍ଷୀୟ ଅଭିନେତା ପରେଶ…

ବଲିଉଡ୍‌ରେ ବଢ଼ୁଛି କରୋନା କାୟା: ଆମିର-କାର୍ତ୍ତିକଙ୍କ ପରେ ଏହି ସୁପରମଡେଲ କୋଭିଡ୍‌ ପଜିଟିଭ୍‌

ବମ୍ବେ: ବଲିଉଡ୍‌ ଅଭିନେତା ଆମିର ଖାନ୍‌ ଏବଂ କାର୍ତ୍ତିକ ଆର୍ୟନଙ୍କ ପରେ ଏବେ ସୁପର ମଡେଲ୍‌ ମିଲିନ୍ଦ ସୋମନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହା ଜଣାପଡ଼ିବା ପରେ ସେ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି। କିଭଳି ଭାବେ ସେ ସଂକ୍ରମିତ ହୋଇଥିବା ଜଣାପଡ଼ିନାହିଁ।…

ଶାହାରୁଖ୍‌ ପୁଅ ଅବରାମଙ୍କୁ ସ୍ତ୍ରୀଙ୍କଠାରୁ ରଖନ୍ତି ଦୂରେଇ

ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାନ୍‌ ଏବଂ ସ୍ତ୍ରୀ ଗୌରୀ ଖାନ୍‌ ଏମିତି ଏକ ଷ୍ଟାର କପଲ ଯିଏକି କ୍ୟାରିୟର ଏବଂ ବ୍ୟକ୍ତିଗତ ଜୀବନରେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି। ଏବେ ସେମାନଙ୍କ ବନ୍ଧନ ବହୁତ ଶକ୍ତ କହିଲେ କିଛି ଭୁଲ ହେବ…

୧୦ ସେକେଣ୍ଡ ଅଭିନୟରୁ ବୋଲ୍ଡ ସିିନ୍‌ ପର୍ଯ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥିଲା ଏହି ଅଭିନେତ୍ରୀଙ୍କ ଜୀବନ

ବଲିଉଡର ବୋଲ୍ଡ ଅଭିନେତ୍ରୀ ଅର୍ଚ୍ଚନା ପୁରଣ ସିଂ ଉଭୟ ଫିଲ୍ମ ଏବଂ ଟେଲିଭିଜନ ଜଗତରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ଅର୍ଚ୍ଚନା ଡେରାଡୁନ୍‌ର ଏକ ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେଠାରେ ସ୍କୁଲ ପଢ଼ା ସାରି ସେ ଦିଲ୍ଲୀର…

ସୁଜୈନ୍‌ କହିଲେ, … ମୁଁ ଜଣେ ପୁଅ; ପୂର୍ବତନ ସ୍ବାମୀ ହ୍ରିତିକ ଦେଲେ ଏମିତି କମେଣ୍ଟ

ବଲିଉଡ୍‌ର ଲୋକପ୍ରିୟ ଅଭିନେତା ହ୍ରିତିକ୍‌ ରୋଶନ ଏବଂ ସ୍ତ୍ରୀ ସୁଜୈନ ଏବେ ଆଉ ଏକାଠି ରହୁ ନାହାନ୍ତି। ଉଭୟଙ୍କର ଛାଡପତ୍ର ପରେ ସେମାନେ ବହୁତ ଭଲ ବନ୍ଧୁ ହୋଇଛନ୍ତି। ଉଭୟ ଏକାଠି ସେମାନଙ୍କ ୨ ସନ୍ତାନର ଯତ୍ନ ନେଇଥାନ୍ତି। ଖାଲି ସେତିକି…

ବିଧାନସଭାରେ ଜୟଲଳିଥାଙ୍କର ଚିରି ଦିଆଯାଇଥିଲା ଶାଢ଼ି

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ତାଙ୍କର ଆମାଗୀ ଫିଲ୍ମ ‘ଥଲାଇଭି’କୁ ନେଇ ବିଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି। ୨ ଦିନ ପୂର୍ବେ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଥିଲା। ଦର୍ଶକ ଏହାକୁ ବହୁତ ପସନ୍ଦ ମଧ୍ୟ କରିଥିଲେ। ଏହା ପରଠାରୁ…

ଛୋଟ ଘଟଣା ଯୋଗୁ ୫ ବର୍ଷର ପୁଅଙ୍କୁ ହରାଇଥିଲେ ଏହି ଲୋକପ୍ରିୟ ଅଭିନେତା, ପରେ ବଦଳି ଯାଇଥିଲା ଜୀବନ

ବମ୍ବେ: ପ୍ରକାଶ ରାଜ୍‌। ଦକ୍ଷିଣ ଭାରତୀୟ ସିନେମାର ଜଣେ ପରିଚିତ ନାମ। ଆଜି ଅର୍ଥାତ୍‌ ମାର୍ଚ୍ଚ ୨୬ରେ ସେ ନିଜର ଜନ୍ମଦିନ ପାଳନ କରୁଛନ୍ତି। ୧୯୬୫ରେ ବାଙ୍ଗାଲୋରରେ ଜନ୍ମ ନେଇଥିଲେ ପ୍ରକାଶ। ଏବେ ୫୬ ବର୍ଷର ହୋଇଛନ୍ତି ଅଭିନେତା। କେବଳ ଅଭିନେତା…

ସ୍ତ୍ରୀଙ୍କ ଜନ୍ମଦିନରେ ଏପରିି ଦାମୀ ଉପହାର ଦେଲେ ଏହି ଅଭିନେତା, ମୂଲ୍ୟ ଜାଣିଲେ…

ବଲିଉଡ ଅଭିନେତା ଅନିଲ କପୁର ତାଙ୍କ ସ୍ତ୍ରୀ ସୁନିତା କପୁରଙ୍କୁ ଜନ୍ମଦିନରେ ଏକ ସୁନ୍ଦର ଉପହାର ଦେଇଛନ୍ତି। ସୁନିତାଙ୍କ ଜନ୍ମଦିନରେ ଏକ ନୂଆ ମର୍ସିଡିଜ କାର୍‌ ଉପହାର ଦେଇଛନ୍ତି। ଗାଡ଼ିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହା ଏକ କଳା…

ଏବେ ବି ତୁମକୁ ଝୁରୁଛି ମା’, ତୁମେ ଫେରିଆସ: ଅର୍ଜୁନ

ବମ୍ବେ: କଥାରେ ଅଛି ମା’ ନାହିଁ ଯାହାର ସାହା ନାହିଁ ତାହାର। ମା’ଙ୍କୁ ହରାଇବାର କ୍ଷତି ଅପୂରଣୀୟ। ନଅ ବର୍ଷ ପୂର୍ବେ ଏହି ଯନ୍ତ୍ରଣା ଦେଇ ଗତି କରିଥିଲେ ବଲିଉଡ୍‌ ଅଭିନେତା ଅର୍ଜୁନ କପୁର। ଯେଉଁ ବର୍ଷ ଅଭିନେତା ଭାବେ ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri