ଶାହାରୁଖ୍‌ ପୁଅ ଅବରାମଙ୍କୁ ସ୍ତ୍ରୀଙ୍କଠାରୁ ରଖନ୍ତି ଦୂରେଇ

ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାନ୍‌ ଏବଂ ସ୍ତ୍ରୀ ଗୌରୀ ଖାନ୍‌ ଏମିତି ଏକ ଷ୍ଟାର କପଲ ଯିଏକି କ୍ୟାରିୟର ଏବଂ ବ୍ୟକ୍ତିଗତ ଜୀବନରେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି। ଏବେ ସେମାନଙ୍କ ବନ୍ଧନ ବହୁତ ଶକ୍ତ କହିଲେ କିଛି ଭୁଲ ହେବ ନାହିଁ। ଏହି ଦମ୍ପତିଙ୍କ ସୁଖୀ ପରିବାର ଅନେକ ଲୋକଙ୍କୁ ପ୍ରେରଣା ଦେଇଥାଏ। ତେବେ, ଶାହାରୁଖ୍‌ଙ୍କ ଗୋଟିଏ ଅଭ୍ୟାସ ସ୍ତ୍ରୀ ଗୌରୀଙ୍କୁ ବହୁତ ଦୁଃଖ ଦେଇଥାଏ।
ଏକ ସାକ୍ଷାତକାରରେ ଗୌରୀ କହିଥିଲେ ଯେ, ଶାହାରୁଖ୍‌ ତାଙ୍କର ସାନ ପୁଅ ଅବରାମଙ୍କ ସହ ସବୁଠାରୁ ଅଧିକ ସମୟ ବିତାଇବାକୁ ପସନ୍ଦ କରିଥାନ୍ତି। ଏହି କାରଣରୁ ସେ ନିଜର ଶୁଟିଂ ଶେଟ୍‌କୁ ସବୁବେଳେ ପୁଅକୁ ସାଙ୍ଗରେ ନେଇ ଯାଇଥାନ୍ତି। ଶୁଟିଂରୁ ସମୟ ବାହାର କରି ସେ ସବୁବେଳେ ପୁଅ ସହ ଖେଳିଥାନ୍ତି। ତେଣୁ ଉଭୟ ବାପ, ପୁଅ ଯିବା ପରେ ଗୌରୀ ଘରେ ସମ୍ପୂର୍ଣ୍ଣ ଏକା ହୋଇଯାଆନ୍ତି। ଅବରାମଙ୍କ ସହ ସମୟ ବିତାଇବା ପାଇଁ ମୋତେ ଖୁବ୍‌ କମ୍‌ ସମୟ ମିଳିଥାଏ। ଏଥିପାଇଁ ମୁଁ ଦୁଃଖି ବୋଲି ଗୌରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତାରାତି ଷ୍ଟାର ପାଲଟିବା ପାଇଁ ଇଣ୍ଟିମେଟ୍‌ ସିନ୍‌ କରିଥିଲେ ସଞ୍ଜିଦା…

ମୁମ୍ବାଇ,୨୦।୧୨: ଛୋଟପରଦାର ବୋଲ୍ଡ ଅଭିନେତ୍ରୀ ସୁନ୍ଦରୀ ସଞ୍ଜିଦା ଶେଖ୍‌ ରବିବାର ୩୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୪ ଡିସେମ୍ବର ୨୦ରେ ସେ କୁଏତ୍‌ରେ ଜନ୍ମଗ୍ରହଣ କରିଥିଲେ।...

ମଲାଇକା, କରିନାଙ୍କୁ ଟପିଲେ ଓ୍ବାରିନା

ଖୁବ୍‌ଶୀଘ୍ର ପରଦାକୁ ଅରସୁଛି ସଲମାନ ଖାନଙ୍କ ଅଭିନୀତ ଦବଙ୍ଗ-୩। ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢିଛି। ରିଲିଜ୍‌ ହେବା ପୂର୍ବରୁ ଫିଲ୍ମର ଗୀତଗୁଡିକ...

ସାନ ଭାଇଙ୍କୁ ଭେଟିବାକୁ ବାପାଙ୍କ ଘରେ ପହଞ୍ଚିଲେ ସାରା

ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ନିକଟରେ ସାରା ବାପା ସୈଫ୍‌ ଅଲ୍ଲୀ...

ଗୋଟିଏ ଚରିତ୍ର ପସନ୍ଦ ନୁହେଁ

ନୂଆଦିଲ୍ଲୀ : ଲୋକପ୍ରିୟ ଟେଲିଭିଜନ ଶୋ’ ‘ଜିତ୍‌’, ଗନ୍ସ ଆଣ୍ଡ୍‌ ରୋଜେସ୍‌’ରେ ଅଭିନୟ କରିଥିବା ଅଭିନେତ୍ରୀ ନୀରୁ ବାଜଓ୍ବା ଗୋଟିଏ ଚରିତ୍ରରେ ଅଭିନୟ କରିବା ମୋର...

ପରିବାର ସହ ମିଶି ଖ୍ରୀଷ୍ଟମାସ ପାଳିଲେ କରୀନା

ମୁମ୍ବାଇ,୨୫।୧୨-ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି।...

ଟ୍ରମ୍ପଙ୍କ ସହ ଡିନର୍‌ କଲେ ଏହି ସେଲିବ୍ରିଟି, ଭାଇରାଲ ହେଉଛି ଫଟୋ

ବମ୍ବେ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଭବନରେ ମଙ୍ଗଳବାର ଡିନର୍‌(ରାତ୍ରଭୋଜନ)ର ଆୟୋଜନ କରାଯାଇଥିଲା। ଏଥିରେ ସାମିଲ ହୋଇଥିଲେ କିଛି ସେଲିବ୍ରିଟି। ସେମାନଙ୍କ ମଧ୍ୟରେ...

ଅଙ୍କିତ ନୁହନ୍ତି, ଷ୍ଟାନଙ୍କୁ ଡେଟ୍‌ କରିବାକୁ ଚାହାନ୍ତି ପ୍ରିୟଙ୍କା

ବମ୍ବେ: ବିଗ୍‌ବସ୍‌ ଜିତି ନାହାନ୍ତି ସତ, ହେଲେ ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି। ଆମେ କହୁଛୁ ବିବାଦୀୟ ରିଆଲିଟି ଶୋ’ରେ ଭାଗ ନେଇଥିବା ପ୍ରତିଯୋଗୀ...

‘ଆଦିପୁରୁଷ’ର ଟ୍ରେଲର ଲଞ୍ଚିଂରେ କ୍ରିତି ସାନନ ପିନ୍ଧିଥିଲେ ୨୪ କ୍ୟାରେଟ ସୁନାର ଶାଢି

ମୁମ୍ବାଇ: ସାଉଥର ମୋଷ୍ଟ ଆଓ୍ବେଟେଡ ମୁଭି ‘ଆଦିପୁରୁଷ’ର ଟ୍ରେଲର ରିଲିଜ ହୋଇଯାଇଛି। ଏହି ଫିଲ୍ମରେ ବାହୁବଳି ଫେମ ପ୍ରଭାସ ଭଗବାନ ରାମଙ୍କ ଚରିତ୍ରରେ ନଜର ଆସିଛନ୍ତି।...

Advertisement
Archives

Model This Week