ଶାଶୁଙ୍କ ସହ ଫଟୋ ଶେୟାର କରି ଟ୍ରୋଲ ହେଲେ ପ୍ରୀତି, ଦେଲେ ଏମିତି ଜବାବ

ପ୍ରାୟତଃ ଅଭିନେତା-ଅଭିନେତ୍ରୀମାନେ ସୋସିଆଲ ମିଡିଆରେ ଟ୍ରୋଲ ଆଉ ଟାର୍ଗେଟ ହୋଇଥାନ୍ତି। ୟୁଜର୍ସମାନେ କୌଣସି ନା କୌଣସି କାରଣ ଲାଗି ସେଲିବ୍ରିଟିଙ୍କୁ ଟ୍ରୋଲ କରନ୍ତି। ମାତ୍ର କେତେକ ତାରକା ତାଙ୍କ ଟ୍ରୋଲର ଉପଯୁକ୍ତ ଜବାବ ଦେଇଥାନ୍ତି। ନିକଟରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଟ୍ରୋଲ ହେବା ପରେ ସମାନ କାର୍ଯ୍ୟ କରିଛନ୍ତି। ଅଭିନେତ୍ରୀ ବିଶ୍ୱ ମାତୃ ଦିବସରେ ତାଙ୍କ ଶାଶୁଙ୍କ ସହ ଏକ ଫଟୋ ଶେୟାର କରିଥିଲେ। ଏହା ଦେଖି ଜଣେ ୟୁଜର୍ସ ତାଙ୍କୁ ଟ୍ରୋଲ କରିଥିଲେ। ପରେ ପ୍ରିତି ତାଙ୍କୁ ଉପଯୁକ୍ତ ଜବାବ ଦେଇଛନ୍ତି।

ମାତୃ ଦିବସର ବିଶେଷ ଅବସରରେ ଅଭିନେତ୍ରୀ । ତାଙ୍କ ଶାଶୁଙ୍କ ସହ ଏକ ସୁନ୍ଦରଫଟୋ ଶେୟାର କରିଥିଲେ। କ୍ୟାପଶନରେ ଲେଖିଥିଲେ, ‘ହାପି ମଦର୍ସ ଡେ, ମୋର ଦ୍ୱିତୀୟ ମା’। ମୋର ସ୍ବପ୍ନର ମଣିଷକୁ ବଡକରିଥିବାରୁ ଧନ୍ୟବାଦ, ମୋତେ ଭଲ ପାଇବା ଏବଂ ବୋହୂ ଅପେକ୍ଷା ଝିଅ ଭାବେ ଅଧିକ ବୁଝିବା ପାଇଁ ଧନ୍ୟବାଦ। ’

ଅନେକ ୟୁଜର୍ସ ଏହି ପୋଷ୍ଟରେ କମେଣ୍ଟ ଦେଇଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି, ‘ଏହା ସବୁ ଖ୍ୟାତି ପାଇଁ । ଏହି ମନ୍ତବ୍ୟ ଦେଖି ପ୍ରୀତି  ମଧ୍ୟ ଚୁପ ରହିଲେ ନାହିଁ। ସେ ୟୁଜର୍ସଙ୍କୁ ଉତ୍ତର ଦେଲେ ।

ସେ ଲେଖିଛନ୍ତି, ଦେଖେଇହେବା ପରିବାରରେ କାମ କରେ ନାହିଁ। ଭଲ ପାଇବା ଏବଂ ସମ୍ମାନ କରେ।


Enter your email to get our daily news in your inbox.

All Right Reserved By Dharitri.Com

‘ମାତୃଭୂମି’କୁ ମିଳିଲା ଗ୍ରୀନ ସିଗ୍‌ନାଲ: ଏବେ ସଲମାନ…

ମୁମ୍ବାଇ,୩।୧୦: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ୱାର୍‌-ଡ୍ରାମା ଫିଲ୍ମ ନେଇ ଆସିଛି ଖୁସି ଖବର। ଦୀର୍ଘଦିନ ଧରି ରିଲିଜକୁ ନେଇ ଚାଲିଥିବା ଅନିଶ୍ଚିତତା ମଧ୍ୟରେ ଫିଲ୍ମକୁ…

ପ୍ରଶଂସକଙ୍କ ମନ ଜିତିଲେ ଥଲାଇଭା, ଦାମୀ କାରରେ ନୁହେଁ ବରଂ ଅଟୋରେ ଆସିଲେ ସୁଟିଂସେଟ୍

ନୂଆଦିଲ୍ଲୀ,୩୦।୯: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକ କେତେ ଅଧିକ, ତାହାର ଆଉ ଏକ ଦୃଶ୍ୟ ମୈସୁରରେ ଦେଖିବାକୁ ମିଳିଛି । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ଶୁଟିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?