ଘରର ଇଏମ୍‌ଆଇ ଦେଇପାରୁ ନାହାନ୍ତି ବଲିଉଡ୍‌ର ଏହି ସୁନ୍ଦରୀ

ମୁମ୍ବାଇ,୧୧।୫ : ପୂରା ଦେଶରେ ହାହାକାର ଭଳି ସ୍ଥିତି ସୃଷ୍ଟି କରିଛି କରୋନା ମହାମାରୀ। ଦୈନିକ ହଜାର ହଜାର ଲୋକଙ୍କ ଜୀବନ ଯାଉଥିବାବେଳେ ବହୁ ସଂଖ୍ୟାରେ  ରୋଜଗାର ହରାଇଛନ୍ତି। ଏଭଳି ଆର୍ଥିକ ସଙ୍କଟ ଦେଇ କେବଳ ସାଧାରଣ ଲୋକମାନେ ଗତି କରୁଛନ୍ତି, ତା’ ନୁହେଁ ବଲିଉଡ୍‌ ଷ୍ଟାରଙ୍କ ଅବସ୍ଥା ମଧ୍ୟ ସମାନ। ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ତଥା ବଲିଉଡ ଷ୍ଟାର ଶ୍ରୁତି ହାସନ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜଣାପଡ଼ିଛି। ଏପରି କି ଫିଲ୍ମ ପିଛା ପ୍ରାୟ ୬ କୋଟି ଟଙ୍କା ନେଉଥିବା ଆକ୍ଟ୍ରେସଙ୍କ ପାଖରେ ଏବେ ଘରର ଇଏମ୍‌ଆଇ ଦେବା ପାଇଁ ଟଙ୍କା ନାହିଁ।

ଫିଲ୍ମ ଜଗତର ଏହି ସୁନ୍ଦରୀ ଏ ସମ୍ପର୍କରେ ଏକ ସାକ୍ଷାତ୍‌କାରରେ ସ୍ବୀକାର କରିଛନ୍ତି। ଏଣୁ ତାଙ୍କୁ କାମ କରିବାକୁ ପଡ଼ିବ। କିନ୍ତୁ ଲକ୍‌ଡାଉନ ସମୟରେ ଶୁଟିଂ ବନ୍ଦଥିବାରୁ କାମ ମିଳିିବା ଅତ୍ୟନ୍ତ କଷ୍ଟକର। ଆଉ ଏପଟେ ବିନା ମାସ୍କରେ ଶୁଟିଂ କରିବାକୁ ଡର ଲାଗୁଛି। ଏହାସତ୍ତ୍ୱେ ଲକ୍‌ଡାଉନ ଶେଷ ହେବା ମାତ୍ରେ ଶୁଟିଂକୁ ଫେରିବାକୁ ପଡ଼ିବ। କାରଣ ୧୧ ବର୍ଷ ପୂର୍ବେ ମୁଁ ମୋ ବାପା ମା’ଙ୍କ ଘର ଛାଡ଼ି ଦେଇଥିଲି। କିଣିଥିବା ଘରର ଇଏମ୍‌ଆଇ ଦେବାର ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଫଟା ଜିନ୍ସ ଉପରେ ଦେଇଥିଲେ ଟିପ୍ପଣୀ, ଏବେ ଟ୍ରାନ୍ସପେରେଣ୍ଟ ପୋଷାକ ପିନ୍ଧି ଟ୍ରୋଲ ହେଉଛନ୍ତି ଏହି ଅଭିନେତ୍ରୀ

ବମ୍ବେ: କଥାରେ ଅଛି କହି ଦେଉଥାଏ ପରକୁ। ବୁଦ୍ଧି ନ ଆସଇ ଘରକୁ। ଅର୍ଥାତ ଅନ୍ୟକୁ କହିବା ସହଜ ହେଲେ ହେଁ ନିଜେ ସେହି କାମ...

ଫିଲ୍ମର ଉଲଗ୍ନ ଦୃଶ୍ୟ ଯୋଗୁ ରାତି ସାରା କାନ୍ଦୁଥିଲେ ଏହି ଅଭିନେତ୍ରୀ, ଶୁଟିଂ ବେଳେ କେବଳ ରହୁଥିଲେ ନିର୍ଦ୍ଦେଶକ

ବମ୍ବେ: ଅଭିନେତ୍ରୀ ସୀମା ବିଶ୍ୱାସ ବଣ୍ଡିତ୍‌ କୁଇନ୍‌ ନାମରେ ଖ୍ୟାତ। ଫୁଲନ ଦେବୀଙ୍କ ବାସ୍ତବ ଜୀବନ ଉପରେ ଆଧାରିତ ଫିଲ୍ମରେ ସେ ନଜର ଆସିଥିଲେ। ଫିଲ୍ମରେ...

କୋହଲିଙ୍କ ଏମିତି କାର୍ଯ୍ୟ ଦେଖି ଭାବପ୍ରବଣ ହେଲେ ଅନୁଷ୍କା

ମୁମ୍ବାଇ,୩୦।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପଡ଼ିଆରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପାଇଁ ଜଣାଶୁଣା। କୋହଲି ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା...

ସିକ୍ୟୁଏଲ ଫିଲ୍ମରେ ଅଭିନୟ କରିବେ ଜନ୍‌

ମୁମ୍ବାଇ; ଜନ୍‌ ଅବ୍ରାହମ୍‌ ତାଙ୍କ ଦମ୍‌ଦାର ଅଭିନୟ ଓ ଆକ୍ସନ ପାଇଁ ବେଶ ଚର୍ଚ୍ଚିତ। କିଛିଦିନ ତଳେ ତାଙ୍କ ଅଭିନୀତ ଫିଲ୍ମ ‘ବାଟଲା ହାଉସ୍‌’ ଫ୍ଲୋରକୁ...

୭୫ ବର୍ଷର ସଂଘର୍ଷମୟ ଜୀବନ: ଜାଭେଦ୍‌ ଅଖତରଙ୍କ ମୁହଁକୁ ସ୍କ୍ରିଫ୍ଟ ଫୋପାଡ଼ି ଦେଇଥିଲେ ଜଣେ ଫିଲ୍ମ ନିର୍ମାତା

ମୁମ୍ବାଇ: ବିଶିଷ୍ଟ ଗୀତିକାର ଜାଭେଦ୍‌ ଅଖତର୍‌ ଶୁକ୍ରବାର ୭୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୪୫ ଜାନୁୟାରୀ ୧୭ରେ ଗ୍ବାଲିୟରଠାରେ ଜନ୍ମଗ୍ରହଣ କରିଥିଲେ। ଜୀବନର ପ୍ରାଥମିକ...

ଜନ୍ମଦିନ ପାଳିବାକୁ ମନାକଲେ ଅଜୟ ଦେବଗନ

ମୁମ୍ବାଇ: ବଲିଉଡ୍‌ର ସୁପରଷ୍ଟାର ଅଜୟ ଦେବଗନଙ୍କ ଆଜି ଅର୍ଥାତ୍‌ ଏପ୍ରିଲ ୨ରେ ୫୩ତମ ଜନ୍ମଦିନ। ବଲିଉଡ୍‌ର ସିଙ୍ଘମ୍‌ କୁହାଯାଉଥିବା ଅଜୟ ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରିଟିକୁ ଦାନ କଲେ ପୁରସ୍କାର ରାଶି

ନୂଆଦିଲ୍ଲୀ,୨୭ ।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗତ ମାସରେ ଲତା ଦିନାନାଥ ମଙ୍ଗେସକର ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ମୁମ୍ବାଇରେ ଏକ ପୁରସ୍କାର ସମାରୋହରେ ମୋଦି...

କାହା ନାଁ ଆଲୁ ତ ଆଉ କିଏ ଚିରକୁଟ୍‌, ବଲିଉଡ୍‌ ଅଭିନେତ୍ରୀଙ୍କୁ ଏହି ନାମରେ ଡାକନ୍ତି ସାଙ୍ଗସାଥୀ

ବଲିଉଡ୍‌ ଅଭିନେତ୍ରୀମାନଙ୍କ ପ୍ରକୃତ ନାଁ ତ ଆପଣ ଜାଣିଥିବେ କିନ୍ତୁ କିଛି ଅଭିନେତ୍ରୀଙ୍କ ଡାକ ନାଁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ରଣବୀର କପୁରଙ୍କ ସହ...

Advertisement
Archives

Model This Week