ଥରକେ ଏତିକି ସିଙ୍ଗଡା ଖାଆନ୍ତି ହ୍ରିତିକ୍‌ ରୋଶନ

ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନ ଇଣ୍ଡ୍ଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଡ୍ୟାନ୍ସ ହେଉ କି ଅଭିନୟ ସବୁଥିଲେ ସେ ବେଶ୍‌ ପାରଙ୍ଗମ। ନିକଟରେ ସେ ‘ଦି କପିଲ ଶର୍ମା ଶୋ’ରେ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ଖୁଲାସା କରିଥିଲେ। ହ୍ରିତିକ ରୋଶନ ଏବଂ ବାଣୀ କପୁର ଗୋଟିଏ ଏପିସୋଡରେ ଅତିଥି ଭାବରେ ପହଞ୍ଚିଥିଲେ। କପିଲ ହ୍ରିତିକଙ୍କୁ ପ୍ରିୟ ଖାଦ୍ୟ ବିଷୟରେ ପଚାରିଥିଲେ। ଏହାର ଉତ୍ତରରେ ହ୍ରିତିକ୍‌ କହିଥିଲେ ସମୋସା ଅର୍ଥାତ୍‌ ସିଙ୍ଗଡା। ଯେତେବେଳେ ସିଙ୍ଗଡା ଖାଇବାର ସମୟ ଆସେ, ସେତେବେଳେ ୩-୪ ନୁହେଁ ଅତିକମ୍‌ରେ ୮ଟି ସିଙ୍ଗଡା ମୁଁ ଖାଏ ବୋଲି ହ୍ରିତିକ୍‌ କହିଛନ୍ତି। ମୁଁ ଯେଉଁଠାକୁ ବି ଯାଏ ସିଙ୍ଗଡା ଖୋଜେ ବୋଲି ସେ କହିଛନ୍ତି। ଏହାସହ ଫଳ ଖାଇବାକୁ ମଧ୍ୟ ସେ ଭଲ ପାଉଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡ୍‌ରେ ଡେବ୍ୟୁ କରିବେ ଇସାବେଲ!

ମୁମ୍ବାଇ: ଏବେ ବଡ ପରଦାରେ ଧୁମ୍ ମଚେଇବାକୁ ଆସୁଛନ୍ତିି ବଲିଉଡ୍ ନାୟିକା କ୍ୟାଟ୍ରିନା କୈଫଙ୍କ ସାନ ଭଉଣୀ ଇସାବେଲେ କୈଫ । ଅଧିକାଂଶ ଦର୍ଶକଙ୍କ ନଜର...

ଇବ୍ରାହିମଙ୍କ ଫଟୋ ଦେଖି ବିବାହ କରିବାକୁ ପ୍ରସ୍ତାବ ଦେଲେଣି ମହିଳା ପ୍ରଶଂସକ, ଆଉ କେହି..

ବମ୍ବେ: ଦୀପାବଳି ସରିଯାଇଛି, ଏବେ ମୋତେ କ୍ୟାପଶନ୍‌ ମିଳୁନାହିଁ। ଏପରି କିଛି ଲେଖି ନିଜର କିଛି ଫଟୋ ଶେୟାର କରିଛନ୍ତି ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କ...

ଏହି ରୋଗରେ ଆକ୍ରାନ୍ତ ଅନୁଷ୍କା ଶର୍ମା

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍‌ ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏହାରି ମଧ୍ୟରେ ସେ ବାରମ୍ବାର କ୍ଲିନିକ୍‌ ଯାଉଥିବା ମଧ୍ୟ ନଜର ଆସିଛନ୍ତି। ବର୍ତ୍ତମାନ...

ଜୁଲାଇ ୧୫ରେ ପରଦାକୁ ଆସିବ ‘ସାବାସ ମିଠୁ’

ବମ୍ବେ: ଜୁଲାଇ ୧୫ରେ ରିଲିଜ ହେବ ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟକ ମିତାଲି ରାଜଙ୍କ ବାୟୋପିକ୍‌ ‘ସାବାସ ମିଠୁ’। ଟୁଇଟ୍‌ କରି ମିତାଲି ଫିଲ୍ମର...

‘ଝଲକ୍‌ ଦିଖ୍‌ଲା ଜା’ରେ ଦମ୍‌ ଦେଖାଇବେ ଧାବିକା ଦୂତି ଚାନ୍ଦ

ବମ୍ବେ: ଲୋକପ୍ରିୟ ରିଆଲିଟି ଶୋ’ ‘ଝଲକ୍‌ ଦିଖ୍‌ଲା ଜା-୧୦’ରେ ପ୍ରତିଯୋଗୀ ଭାବେ ନଜର ଆସିବେ ଓଡ଼ିଆ ଝିଅ ତଥା ଧାବିକା ଦୂତି ଚାନ୍ଦ। କୋରିଓଗ୍ରାଫର ରବିନାଙ୍କ...

ଦିନରେ ଶୋଇ ରାତିରେ ଚେଉଁଛନ୍ତି ଗୀତିକାର ଜିପି ଗ୍ରଓ୍ବୋଲ

ସାରା ଦେଶରେ ଜାରି ରହିଛି ଲକଡାଉନ। ଏହି ସମୟରେ କଳାକରମାନେ ଘରେ ରହି ପରିବାର ସହ ସମୟ ଅତିବାହିତ କରୁଛନ୍ତି। ଏହିକ୍ରମରେ ଗୀତିକାର ଜିପି ଗ୍ରଓ୍ବୋଲ...

ଅଭିଷେକଙ୍କ ଏହି ଗୁଣ ଦେଖି ପ୍ରେମରେ ପଡିଯାଇଥିଲେ ଐଶ୍ଚର୍ଯ୍ୟା

ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିନେତା ଅଭିଷେକ ବଚ୍ଚନ ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ପାଓ୍ବାରଫୁଲ୍‌ ଦମ୍ପତି। ଦୁହେଁ ଏକାଠି ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି, କିନ୍ତୁ...

କରୋନାରେ ଆକ୍ରାନ୍ତ ହେଲେ ଅଭିନେତ୍ରୀ ପୂଜା ଭଟ୍ଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପୂଜା ଭଟ୍ଟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସୋସିଆଲ ମିଡିଆରେ ସେ ନିଜେ ଏ ବିଷୟରେ ସୂଚନା ଦେଇଛନ୍ତି। ସେ ଏକ ଭିଡିଓ...

Advertisement
Archives

Model This Week