ଥରକେ ଏତିକି ସିଙ୍ଗଡା ଖାଆନ୍ତି ହ୍ରିତିକ୍‌ ରୋଶନ

ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନ ଇଣ୍ଡ୍ଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଡ୍ୟାନ୍ସ ହେଉ କି ଅଭିନୟ ସବୁଥିଲେ ସେ ବେଶ୍‌ ପାରଙ୍ଗମ। ନିକଟରେ ସେ ‘ଦି କପିଲ ଶର୍ମା ଶୋ’ରେ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ଖୁଲାସା କରିଥିଲେ। ହ୍ରିତିକ ରୋଶନ ଏବଂ ବାଣୀ କପୁର ଗୋଟିଏ ଏପିସୋଡରେ ଅତିଥି ଭାବରେ ପହଞ୍ଚିଥିଲେ। କପିଲ ହ୍ରିତିକଙ୍କୁ ପ୍ରିୟ ଖାଦ୍ୟ ବିଷୟରେ ପଚାରିଥିଲେ। ଏହାର ଉତ୍ତରରେ ହ୍ରିତିକ୍‌ କହିଥିଲେ ସମୋସା ଅର୍ଥାତ୍‌ ସିଙ୍ଗଡା। ଯେତେବେଳେ ସିଙ୍ଗଡା ଖାଇବାର ସମୟ ଆସେ, ସେତେବେଳେ ୩-୪ ନୁହେଁ ଅତିକମ୍‌ରେ ୮ଟି ସିଙ୍ଗଡା ମୁଁ ଖାଏ ବୋଲି ହ୍ରିତିକ୍‌ କହିଛନ୍ତି। ମୁଁ ଯେଉଁଠାକୁ ବି ଯାଏ ସିଙ୍ଗଡା ଖୋଜେ ବୋଲି ସେ କହିଛନ୍ତି। ଏହାସହ ଫଳ ଖାଇବାକୁ ମଧ୍ୟ ସେ ଭଲ ପାଉଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରୁ ସୁସ୍ଥ ହେଲେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ର ଅନେକ କଳାକାର କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ବି ହୋଇସାରିଛନ୍ତି। କିଛି କଳାକାରଙ୍କ ଜୀବନ ବି ଯାଇଛି। କିଛି ଦିନ ତଳେ ଅଭିନେତ୍ରୀ...

ଗର୍ଲପ୍ରେଣ୍ଡଙ୍କ ପାଇଁ ସୋନୁ ସୁଦଙ୍କୁ ଆଇଫୋନ୍‌ ମାଗିଲେ ଯୁବକ: ଜବାବରେ ମିଳିଲା

ବଲିଉଡ ଅଭିନେତା ସୋନୁ ସୁଦ କରୋନା ମହାମାରୀ ବେଳେ ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି। ଲୋକମାନେ ସୋନୁଙ୍କୁ ଟୁଇଟ୍‌ର୍‌ରେ ସହାୟତା ମାଗିଥିଲେ। ଅନେକ ଥର, ସୋନୁଙ୍କ...

ସୁଶାନ୍ତଙ୍କ ଘରୁ ମିଳିଛି ପାଞ୍ଚଟି ଡାଏରୀ, ଲେଖିଥିଲେ ମନ କଥା

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ଗୋଟିଏ ପଟେ ପ୍ରଶଂସକମାନେ ତାଙ୍କ ନିଧନକୁ ଗ୍ରହଣ କରିପାରୁ...

ଶୈଫ ଅଲି ଖାଁଙ୍କ ଜନ୍ମଦିନ ପାଳନ ପାଇଁ ବିଦେଶ ଗସ୍ତ କଲେ କରିନା, ଜେହଙ୍କ ସହ ପ୍ରଥମ ଭ୍ୟାକେଶନ

ମୁ୍‌ମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ କପୁଲ କରିନା କପୁର ଖାଁ ଓ ଶୈଫ ଅଲି ଖାଁ ଏବେ ବାହାରିଛନ୍ତି ଭ୍ୟାକେଶନରେ । ଶନିବାର ତାଙ୍କୁ ବିମାନ ବନ୍ଦରରେ...

ବଲିଉଡ ଚଳଚ୍ଚିତ୍ର ନିର୍ମାତା ସୁଦର୍ଶନ ରତନଙ୍କ କରୋନାରେ ପରଲୋକ

ମୁମ୍ବାଇ,୭।୧୧-ବଲିଉଡ ଚଳଚ୍ଚିତ୍ର ନିର୍ମାତା ସୁଦର୍ଶନ ରତନଙ୍କ କରୋନାରେ ପରଲୋକ ହୋଇଛି। ଏ ନେଇ ଅଭିନେତା ଶେଖର ସୁମନ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି। ଶେଖର...

ପ୍ରଭାସଙ୍କ ପୁରା ନାଁ ଶୁଣି ଉଡିଗଲା ଦର୍ଶକଙ୍କ ହୋସ୍‌

ମୁମ୍ବାଇ: ବାହୁବଳୀ ଫେମ୍‌ ପ୍ରଭାସ ଏବେ ବଲିଉଡ୍‌ ମୁଭି ‘ସାହୋ’ରେ ଅଭିନୟ କରିଛନ୍ତି। ତାଙ୍କ ବିପକ୍ଷର ନାୟିକା ଅଛନ୍ତି ଶ୍ରଦ୍ଧା କପୁର। ଏବେ ଶ୍ରଦ୍ଧା ଓ...

ରିୟଲ ଲାଇଫ୍‌ ହିରୋ ହେଲେ ଭାଇଜାନ, ଏପରି ବଢ଼ାଇଲେ ସାହାଯ୍ୟର ହାତ

ବଲିଉଡ୍‌ ଅଭିନେତା ସଲମାନ ଖାନ ବର୍ତ୍ତମାନ ତାଙ୍କ ଫିଲ୍ମ ରାଧେକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହା ବ୍ୟତୀତ ସେ ଅନେକ କାରଣ ନେଇ ଟ୍ରେଣ୍ଡରେ ଥାନ୍ତି।...

ନିଜଠୁ ୨୪ବର୍ଷ ସାନ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବେ ସଲମାନ

ବଲିଉଡର ଦବଙ୍ଗ ଷ୍ଟାର୍‌ ସଲମାନ ଖାନ୍‌ ନିଜଠାରୁ ୨୪ ବର୍ଷ ସାନ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବାକୁ ଯାଉଛନ୍ତି। ଦବଙ୍ଗ-୩ରେ ସେ ଅଭିନେତ୍ରୀ ସାଇ ମଞ୍ଜେସ୍‌କରଙ୍କ...

Advertisement
Seven Jackpot


Archives

Model This Week