ପଦାରେ ପଡ଼ିଲା କାର୍ତ୍ତିକ-କରନଙ୍କ ସମ୍ପର୍କ
ମୁମ୍ବାଇ,୧୭।୪: ବଲିଉଡ୍ ପ୍ରଯୋଜକ ତଥା ନିର୍ଦ୍ଦେଶକ କରନ ଜୋହର ଓ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ସମ୍ପର୍କରେ ଏବେ ଫାଟ ସୃଷ୍ଟି ହୋଇଛି। ଦୁଇଜଣଙ୍କ ଭିତରେ ଥିବା ତିକ୍ତତା ଏବେ ପଦାରେ ପଡ଼ିଛି। ଫିଲ୍ମରୁ କାର୍ତ୍ତିକଙ୍କୁ ବାହାର କରିବା ପରେ କରନ ଏବେ…
ମୃତ୍ୟୁ ସମୟରେ ୨ ମାସର ଗର୍ଭବତୀ ଥିଲେ ଅମିତାଭଙ୍କ ଏହି ଲୋକପ୍ରିୟ ଅଭିନେତ୍ରୀ
ସାଉଥ୍ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ବଲିଉଡ୍ ଫିଲ୍ମରେ କାମ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଳ୍ପ କେତେଜଣଙ୍କୁ ସଫଳତା ମିଳିଛି। ସେଥିମଧ୍ୟରୁ ଜଣେ ହେଲେ ସୌନ୍ଦର୍ଯ୍ୟା। ସୌନ୍ଦର୍ଯ୍ୟା ବଲିଉଡ୍ରେ ମାତ୍ର ଗୋଟିଏ ଫିଲ୍ମ ‘ସୂର୍ଯ୍ୟବଂଶମ’ରେ କାମ କରିଛନ୍ତି। ଆଜି ହେଉଛି…
କିଆରାଙ୍କୁ ଭେଟିବାକୁ ପ୍ରଶଂସକ ବ୍ୟାକୁଳ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ପ୍ରଶଂସକଙ୍କ ପାଇଁ ସେ ସବୁବେଳେ ନୂୂଆ ନୂଆ ଫଟୋ ଶେୟାର କରୁଛନ୍ତି। ପ୍ରଶଂସକମାନେ ମଧ୍ୟ ତାଙ୍କ ଫଟୋ ଏବଂ ଭିଡିଓକୁ ଦେଖିବା ପାଇଁ ଚାହିଁ ବସିଥାନ୍ତି। ଏହାର ଏକ…
୧୨ ଦିନ ଗାଧୋଇ ନ ଥିଲେ ଅମିର ଖାଁ, କାରଣ ଜାଣିଲେ…
ବଲିଉଡର କଳାକାରମାନେ ସେମାନଙ୍କ ଚରିତ୍ରକୁ ସଫଳ କରିବା ପାଇଁ କଠିନ ପରିଶ୍ରମ କରିଥାନ୍ତି। ଏଥିମଧ୍ୟରୁ ଅମିର ଖାଁ ଅନ୍ୟତମ। ‘ଥ୍ରି ଇଡିଅଟ୍ସ’, ‘ଦଙ୍ଗଲ’ ଭଳି ଅନେକ ସୁପରହିଟ୍ ଫିଲ୍ମରେ ସେ କାମ କରିଛନ୍ତି। ଫିଲ୍ମ ‘ଗୁଲାମ’ର ଏକ ଦୃଶ୍ୟକୁ ସମ୍ପୂର୍ଣ୍ଣ ରୂପେ…
କ୍ୟାନ୍ସରରେ ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ
ହଲିଉଡ୍ ଫିଲ୍ମ ‘ହ୍ୟାରି ପୋଟର’ ଫ୍ରାଞ୍ଚାଇଜ୍ରେ ଡ୍ରାକୋ ମେଲଫାୟଙ୍କ ମା’ ନାର୍ସିସା ମେଲଫାୟ ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀ ହେଲେନ ମ୍ୟାକକ୍ରୋରିଙ୍କର ଶୁକ୍ରବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ସେ ୫୨ ବର୍ଷର ହୋଇଥିଲେ। କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ବିଗତ…
ହୃଦ୍ଘାତରେ ସାଉଥ କମେଡିଆନ ବିବେକଙ୍କ ନିଧନ
ଚେନ୍ନାଇ,୧୭।୪: ତାମିଲ ଫିଲ୍ମର ବେଶ୍ ଲୋକପ୍ରିୟ ଅଭିନେତା ତଥା କମେଡିଆନ ବିବେକଙ୍କ ପରଲୋକ ଘଟିଛି। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଶନିବାର ଭୋରରୁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୯ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁକୁ ନେଇ…
ଦ୍ୱିତୀୟ ସନ୍ତାନର ଫଟୋ ଶେୟାର କଲେ କରିନା, ବାପା-ଭାଇଙ୍କ ସହ ଖେଳୁଥିବା ଆସିଲେ ନଜର
ବଲିଉଡ୍ ଅଭିନେତ୍ରୀ କରିନା କପୁର ଏବଂ ଅଭିନେତା ସୈଫ ଅଲ୍ଲୀ ଖାନ ବର୍ତ୍ତମାନ ପରିବାର ସହ ସମୟ ବିତାଉଛନ୍ତି। ଦ୍ୱିତୀୟ ପୁତ୍ର ଜନ୍ମ ଦେବା ପରେ କରିନା ତାଙ୍କର ଯତ୍ନ ନେଉଛନ୍ତି। ଏଥି ସହିତ, ଏହି କାର୍ଯ୍ୟରେ ସୈଫ୍ ମଧ୍ୟ ତାଙ୍କୁ…
ଏମ୍ବିଏ ପରେ ବ୍ୟବସାୟ କରିବାକୁ ଚାହୁଁଥିଲେ, ହେଲେ କମେଡିଆନ୍; ଜାଣନ୍ତୁ କ’ଣ କରନ୍ତି ସେହି ‘ବଚ୍ଚା ଯାଦବ’ଙ୍କ ସ୍ତ୍ରୀ
ବମ୍ବେ: କିକୁ ଶାରଦା। କମେଡି ଦୁନିଆର ଜଣେ ପରିଚିତ ନାମ। ଗତ କିଛି ବର୍ଷ ଧରି ସେ ଦର୍ଶକଙ୍କୁ ହସାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। କମେଡି କିଙ୍ଗ କୁହାଯାଉଥିବା କପିଲ ଶର୍ମାଙ୍କ ଶୋ’ରେ ତାଙ୍କୁ ଭଳିକି ଭଳି ରୂପରେ ଦେଖିବାକୁ…
କରୋନା ଟିକା ନେବାପରେ ହୃଦ୍ଘାତରେ ଆକ୍ରାନ୍ତ ହେଲେ ଏହି ପ୍ରସିଦ୍ଧ ଅଭିନେତା !
ତାମିଲର ଲୋକପ୍ରିୟ ଅଭିନେତା ବିବେକ ଦୃଦ୍ଘାତରେ ଆକ୍ରାନ୍ତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଭିନେତାଙ୍କ ମ୍ୟାନେଜର ନିଖିଲ ମୁରୁଗନ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ସେ ବର୍ତ୍ତମାନ ଆଇସିୟୁରେ ଅଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଥିବା ମ୍ୟାନେଜର…
୧୨ ଦିନ ପାଣି ପିଇ କମାଇଲେ ଓଜନ, ଚର୍ଚ୍ଚାରେ ଏହି ମଡେଲ
କିଛି ବର୍ଷ ପୂର୍ବରୁ କରୀନା କପୁର ସାଇଜ ଜିରୋ କରି ଚର୍ଚ୍ଚାକୁ ଆସିଥିଲେ। ସେତେବେଳେ କରୀନା କହିଥିଲେ ଓଜନ କମାଇବାକୁ କୌଣସି ସ୍ବାସ୍ଥ୍ୟ ଟିପ୍ସ ଦରକାର ନାହିଁ। ଏବେ ଚାଇନାର ଜଣେ ମଡେଲ ତଥା ଅଭିନେତ୍ରୀ ବର୍ତ୍ତମାନ ଡାଏଟ୍ କରି ଚର୍ଚ୍ଚାକୁ…
୨୦୨୦ରେ ସ୍ବାମୀ କୋହଲିଙ୍କ ସହ ବିତାଇଥିବା ଏହି ବିଶେଷ ମୁହୂର୍ତ୍ତକୁ ମନେ ପକାଇଲେ ଅନୁଷ୍କା: ହେଲେ ଭାବପ୍ରବଣ
କରୋନା ଭାଇରସ ବୃଦ୍ଧି ଯୋଗୁ ମହାରାଷ୍ଟ୍ରରେ ୧୫ ଦିନ ଲକ୍ଡାଉନ୍ ଜାରି କରାଯାଇଛି। ତେଣୁ ଏବେ ସାଧାରଣ ଲୋକଙ୍କ ଠାରୁ କଳାକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଘରେ ସମୟ ବିତାଉଛନ୍ତି। ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ଏବେ ଘରେ ଅଛନ୍ତି। ଏହି ସମୟରେ…
କରୋନାରେ ଆଖିବୁଜିଲେ ଗୀତିକାର ପଣ୍ଡିତ କିରଣ ମିଶ୍ର
ଭକ୍ତି ସଂଗୀତ ପାଇଁ ପ୍ରସିଦ୍ଧ ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କର ଶୁକ୍ରବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ତେବେ କରୋନାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। କିରଣଙ୍କର ମୃତ୍ୟୁ ଖବର ତାଙ୍କ ପୁଅ ଜଣାଇଛନ୍ତି। କରୋନାରେ…
Archives


