୧୨ ଦିନ ପାଣି ପିଇ କମାଇଲେ ଓଜନ, ଚର୍ଚ୍ଚାରେ ଏହି ମଡେଲ

କିଛି ବର୍ଷ ପୂର୍ବରୁ କରୀନା କପୁର ସାଇଜ ଜିରୋ କରି ଚର୍ଚ୍ଚାକୁ ଆସିଥିଲେ। ସେତେବେଳେ କରୀନା କହିଥିଲେ ଓଜନ କମାଇବାକୁ କୌଣସି ସ୍ବାସ୍ଥ୍ୟ ଟିପ୍ସ ଦରକାର ନାହିଁ। ଏବେ ଚାଇନାର ଜଣେ ମଡେଲ ତଥା ଅଭିନେତ୍ରୀ ବର୍ତ୍ତମାନ ଡାଏଟ୍‌ କରି ଚର୍ଚ୍ଚାକୁ ଆସିଛନ୍ତି।

ଏହି ମଡେଲଙ୍କ ବିବାଦୀୟ ଡାଏଟକୁ ନେଇ ସବୁଠି ଆଲୋଚନା ହେଉଛି। ଅପରପକ୍ଷରେ ଓଜନ କମାଇବା ପାଇଁ ୩୬ ଦିନ ସମୟ ଲାଗିଥାନ୍ତା। କିନ୍ତୁ ସେ ୧୨ ଦିନ କେବଳ ପାଣି ପିଇ ରହିଥିଲେ। ବାକି ଦିନରେ ଫଳ, ତଟକା ପନିପରିବା, ସେକ୍‌ ଆଦି ଖାଇଥାନ୍ତି। ସେ ତାଙ୍କ ଓଜନ କମାଇବା ପାଇଁ ପାଣିର ସାହାରା ନେଇଥିଲେ। ଆଉ ଏଥିରେ ସଫଳ ମଧ୍ୟ ହୋଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରଣବୀର-ଐଶ୍ୱର୍ଯ୍ୟାଙ୍କ ଥଟ୍ଟାମଜା ଦେଖି ହସିଲେ ଝିଅ ଆରାଧ୍ୟା

ମୁମ୍ବାଇ: ବଚ୍ଚନ ପରିବାର ଏବେ ସେଲିବ୍ରେଶନ ମୁଡ୍‌ରେ ଥିବା ନଜର ଆସିଛନ୍ତି। ପ୍ରୋ କବାଡି ଲିଗ୍‌ ସିଜନ-୯ର ଟ୍ରଫି ଅଭିଷେକ ବଚ୍ଚନଙ୍କ ନାମରେ ଟିମ୍‌ ‘ପିଙ୍କ୍‌...

ଅରୁଣ ଗୋଭିଲଙ୍କୁ ଭେଟି କାନ୍ଦିବାକୁ ଲାଗିଲେ ଜଗଦ୍‌ଗୁରୁ ରାମଭଦ୍ରାଚାର୍ଯ୍ୟ

ବମ୍ବେ: ଲୋକପ୍ରିୟ ଅଭିନେତା ଅରୁଣ ଗୋଭିଲ ଧାରାବାହିକ ରାମାୟଣରେ ରାମଙ୍କ ଚରିତ୍ରରେ ଜୀବନ୍ତ ଅଭିନୟ କରିଥିଲେ। ଏହାର ଛାପ ଏବେ ବି ଦର୍ଶକଙ୍କ ହୃଦୟରେ ରହିଛି।...

ରିୟାଙ୍କ ସମର୍ଥନରେ ବାହାରିଲା ବଲିଉଡ୍‌: ଏହିସବୁ କଳାକାର କଲେ କ୍ୟାମ୍ପେନ୍‌

ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି। ଏନସିବି...

ପ୍ରତୀକଙ୍କୁ ମିଳିଲା ବଡ଼ ସୁଯୋଗ, ‘ନାଗିନ୍‌-୬’ରେ କରିବେ ଏଣ୍ଟ୍ରି

ବମ୍ବେ: ବିଗ୍‌ ବସ୍‌ ଫେମ୍‌ ପ୍ରତୀକ ଶେହଜପାଲଙ୍କୁ ମିଳିଛି ବଡ଼ ବ୍ରେକ୍‌। ଲୋକପ୍ରିୟ ଟେଲି ଧାରବାହିକ ‘ନାଗିନ-୬’ରେ ସେ ନଜର ଆସିବେ। ଏନେଇ ସେ ସୋସିଆଲ...

ପୁଣି ଚର୍ଚ୍ଚାକୁ ଆସିଲା ‘ଦସ ବହାନେ’

ମୁମ୍ବାଇ: ୨୦୦୫ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଦସ’ର ଗୀତ ‘ଦସ ବହାନେ କରକେ ଲେ ଗୟା ଦିଲ’ ଆଜିବି ଦର୍ଶକଙ୍କୁ ମତୁଆଲା କରେ। ଏବେ ପୁଣିଥରେ...

ବଡ ପରଦାରେ ପୁଣି ଦେଖିବାକୁ ମିଳିବ ଇରଫାନଙ୍କ ଝଲକ

ମୁମ୍ବାଇ: ବଲିଉଡର ସ୍ବର୍ଗୀୟ କଳାକାରଙ୍କ କଥା ଯଦି ଆଲୋଚନା କରାଯାଏ ତେବେ ସର୍ବ ପ୍ରଥମେ ହୁଏତ ଆସିବ ଇରଫାନ ଖାଁଙ୍କ ନାମ। ଯଦିଓ ଇରଫାନ ଆଜି...

ଆଦିତ୍ୟ ଚୋପ୍ରା-ସଞ୍ଜୟ ଲୀଲା ବନ୍‌ଶାଲୀଙ୍କ ବୟାନରେ ରହୁନି ତାଳମେଳ

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଇତି ମଧ୍ୟରେ ଏକ ମାସରୁ ଊର୍ଦ୍ଧ୍ୱ ସମୟ ବିତିଲାଣି। ହେଲେ ମୁମ୍ବାଇ ପୋଲିସ ଏହା ଆତ୍ମହତ୍ୟା...

୪୧୩ କୋଟି ସମ୍ପତ୍ତିର ମାଲିକାଣୀ ହେଉଛନ୍ତି ଏହି ଅଭିନେତ୍ରୀ; ସ୍ବାମୀଙ୍କ ଘରେ ରହୁଥିଲେ ହେଁ…

ବମ୍ବେ: ପରିବାରକୁ ଗୁରୁତ୍ୱ ଦେଇ ବଡ଼ ପରଦାରୁ ଦୂରେଇ ଯାଇଛନ୍ତି ସେ। ହେଲେ ଦିନ ଥିଲା ବଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀ ଥିଲେ ସେ। ହାତରେ ଥିଲା...

Advertisement
Archives

Model This Week