ମନୋରଞ୍ଜନ

ପୁଣି ଟପ୍‌ଲେସ୍‌ ହେଲେ ଏହି ସୁନ୍ଦରୀ ଅଭିନେତ୍ରୀ; ସୋସିଆଲ ମିଡିଆରେ ପଡ଼ିଛି ଚହଳ

ବମ୍ବେ: ବଲିଉଡର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ କିଆରା ଆଡଭାଣୀ ଜଣେ। ପରଦାରେ କେବେ ଚୁଲବୁଲି ତ କେବେ ସାଧାସିଧା ଚରିତ୍ରରେ ନଜର ଆସୁଥିବା କିଆରା ବେଶ୍‌ ବୋଲ୍ଡ ମଧ୍ୟ। ଏବେ ସେ ନିଜର ଏକ ଫଟୋକୁ ନେଇ ଚର୍ଚ୍ଚାରେ। କାରଣ ଫଟୋରେ…

ବାଥ୍‌ରୁମ ସେଲ୍‌ଫି ଶେୟାର କଲେ ଏହି ଅଭିନେତ୍ରୀ, ଦର୍ଶକ ପଚାରିଲେ ଏମିତି ପ୍ରଶ୍ନ

ମୁମ୍ବାଇ: ଆଲିଆ ଭଟ୍ଟ ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏମିତି ଜଣେ ଅଭିନେତ୍ରୀ ଯିଏକି ସୋସିଆଲ ମିଡିଆରେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କେବେ ତାଙ୍କ ପ୍ରେମିକ ରଣବୀର କପୁରଙ୍କୁ ନେଇ ହେଉ କିମ୍ବା ନିଜର ଫଟୋ ଏବଂ ଫିଲ୍ମକୁ…

ସମସ୍ତଙ୍କ ସାମ୍ନାରେ ଐଶ୍ୱର୍ଯ୍ୟାଙ୍କୁ ଏମିତି କହିଥିଲେ ଶାଶୁ ଜୟା ବଚ୍ଚନ, କାନ୍ଦି ପକାଇଥିଲେ ଅଭିନେତ୍ରୀ

ମୁମ୍ବାଇ: ନୀଳନୟନା ତଥା ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ତାଙ୍କ ଫିଲ୍ମ କ୍ୟାରିୟରରେ ଦର୍ଶକଙ୍କୁ ଅନେକ ସୁପରହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ଐଶ୍ୱର୍ଯ୍ୟା ଏମିତି ଜଣେ ଅଭିନେତ୍ରୀ ଯିଏ କି ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ବୃତ୍ତିଗତ ଜୀବନରେ ସନ୍ତୁଳନ ରକ୍ଷା…

ମହାନାୟକଙ୍କ ସହ କେବେ ବି ଫିଲ୍ମରେ କାମ କରିନାହାନ୍ତି ଧକ୍‌ ଧକ୍‌ ଗର୍ଲ ମାଧୁରୀ, କାରଣ ଜାଣିଲେ..

ବମ୍ବେ: ମହାନାୟକ ଅମିତାଭ ବଚ୍ଚନଙ୍କ ଫିଲ୍ମରେ କାମ କରିବାକୁ ଚାହିଁ ବସିଥାନ୍ତି ଅଭିନେତ୍ରୀମାନେ। ହେଲେ ବଲିଉଡ୍‌ର ଏଭଳି ଜଣେ ନାୟିକା ଅଛନ୍ତି ଯିଏ ବିଗ୍‌ ବିଙ୍କ ସହ ଗୋଟିଏ ଫିଲ୍ମରେ ବି କାମ କରିନାହିନ୍ତି। ସେ ହେଲେ ମାଧୁରୀ ଦିକ୍ଷୀତ। ଆଶ୍ଚର୍ଯ୍ୟ…

ବିକିନୀ ପିନ୍ଧି ପୁରୁଷ ବନ୍ଧୁଙ୍କ ହାତ ଧରି ସମୁଦ୍ର କୂଳରେ ବୁଲୁଛନ୍ତି ଏହି ଅଭିନେତ୍ରୀ, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ଶ୍ରୀଦେବୀଙ୍କ ଅବିକଳ ନକଲ ହେଉଛନ୍ତି ତାଙ୍କ ଝିଅ ଜାହ୍ନବୀ କପୁର। ମା’ ଶ୍ରୀଦେବୀଙ୍କ ନିଧନ ପରେ ତାଙ୍କର ଅଧୁରା ସ୍ବପ୍ନ ପୂରା କରିବାକୁ ଅଣ୍ଟା ଭିଡ଼ିଛନ୍ତି ଜାହ୍ନବୀ। ସେ ଲଗାତର ପ୍ରଶଂସକଙ୍କ ସହ ଯୋଡ଼ି ହୋଇରହିବାକୁ ସୋସିଆଲ…

ସଲମାନଙ୍କ ସହ ଶୁଟିଂ କରୁଥିବା ସମୟରେ ଏମିତି ହୋଇଥିଲା ଏହି ଅଭିନେତ୍ରୀଙ୍କ ଅବସ୍ଥା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜରିନ୍‌ ଖାନ୍‌ ଅନେକ ଥର ଦେହ ପାଇଁ ଲଜ୍ଜାର ଶିକାର ହୋଇଛନ୍ତି। ସେ ତାଙ୍କର ଅନେକ ସାକ୍ଷାତକାରରେ ଏ ବିଷୟରେ ମଧ୍ୟ କହି ସାରିଛନ୍ତି। କେବଳ ଏତିକି ନୁହେଁ, ଜରିନ୍‌ଙ୍କୁ ଡେବ୍ୟୁ ଫିଲ୍ମ ପରେ ମଧ୍ୟ ଲଜ୍ଜାର…

ବଲିଉଡ୍‌ର ଏହି ଅଭିନେତ୍ରୀଙ୍କ ଉପରେ ଶୁଟିଂ ହୋଇଥିଲା ସର୍ବାଧିକ ବଳାତ୍କାର ଦୃଶ୍ୟ; ମାତ୍ର ୨୭ ବର୍ଷରେ ବୁଜିଥିଲେ ଆଖି

ବମ୍ବେ: ସତୁରୀ ତଥା ଅଶୀ ଦଶକରେ ନିର୍ମାଣ ହେଉଥିବା ବଲିଉଡ୍‌ ଫିଲ୍ମ ବିଶେଷଭାବେ ନାରୀ ଉପରେ ପର୍ଯ୍ୟବଶିତ ଥିଲା। ମହିଳାମାନଙ୍କ ଶୋଷଣ, ସମାଜର ବିଧି ବ୍ୟବସ୍ଥା ଉପରେ ଫିଲ୍ମର କାହାଣୀ ଗତିଶୀଳ ହେଉଥିଲା। ବାସ୍ତବ ଜୀବନରେ ମହିଳାମାନେ ସହୁଥିବା ଅନ୍ୟାୟକୁ ବଡ଼…

ସମସ୍ତ ପ୍ରସ୍ତୁତି ସରିଥିଲା, ଶେଷ ମୁହର୍ତ୍ତରେ ଫୋନ୍‌ କରି ବିବାହ ପାଇଁ ମନା କରିଦେଇଥିଲେ ପ୍ରେମିକ

ବମ୍ବେ: ପ୍ରସ୍ତୁତି ସରିଥିଲା। ଦିଲ୍ଲୀରେ ବିବାହ ପୋଷାକ ବି ପ୍ରସ୍ତୁତ କରିବାକୁ ଦିଆଯାଇଥିଲା। ହେଲେ ଗୋଟିଏ ଫୋନ କଲ୍‌ ସବୁକିଛି ବଦଳାଇ ଦେଇଥିଲା। କାରଣ ପ୍ରେମିକ ବିବାହ କରିବେ ନାହିଁ ବୋଲି ମନା କରିଦେଇଥିଲେ। ଆମେ କଥା ହେଉଛୁ ଅଭିନେତ୍ରୀ ନୀନା…

ବିବାହର ଚାରି ମାସ ପରେ ଘରକୁ ଆସିଥିଲା କୁନି ଅତିଥି; ପୁଅର ଫଟୋ ଶେୟାର କରି…

ବମ୍ବେ: ଇତିମଧ୍ୟରେ ଅଭିନେତା ବରୁଣ ଧଓ୍ବନ ଏବଂ ନତାଶା ଦଲାଲଙ୍କ ବିବାହକୁ ପୁରିଛି ଚାରି ମାସ। ଏବେ ତାଙ୍କ ଘରକୁ ଆସିଛି କୁନି ଅତିଥି। ତାଙ୍କୁ ସ୍ବାଗତ କରିବାକୁ ଯାଇ ବରୁଣ ଏକ ଭିଡିଓ ଶେୟାର କରିଛନ୍ତି। ଏଥିସହ କି ନାମ…

ଆଇଆଇଟି ଛାତ୍ରଙ୍କୁ ପ୍ରଥମେ ବିବାହ କରିଥିଲେ ନୀନା; ବର୍ଷେ ପରେ…

ବମ୍ବେ: ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଅଟୋବାୟୋଗ୍ରାଫି ‘ସଚ କହୁଁ ତୋ’ ରିଲିଜ ହୋଇଛି। ଏଥିରେ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ରହସ୍ୟ ଉପରୁ ପରଦା ଉଠାଇଛନ୍ତି। ସେଥିରୁ ଗୋଟିଏ ହେଲା ତାଙ୍କର ପ୍ରଥମ ବିବାହ। ନୀନା ପ୍ରଥମେ ଜଣେ…

ଗର୍ଭବତୀ ଥିବା ଏହି ଅଭିନେତ୍ରୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ଜଣେ ଅଭିନେତା

ଫିଲ୍ମ ‘ବଧାଇ ହୋ’ ସହିତ ଦୀର୍ଘ ସମୟ ପରେ ସିନେମାକୁ ଫେରିଥିବା ନୀନା ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ତାଙ୍କ ଆତ୍ମଜୀବନୀ ‘ସଚ୍‌ କହୁଁ’ରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ ଖୁଲାସା କରିଛନ୍ତି।…

ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା: ୧୧୦ରୁ ଅଧିକ ଚଳଚ୍ଚିତ୍ରରେ କରିଥିଲେ ଅଭିନୟ

ବଲିଉଡର ଜଣାଶୁଣା ଅଭିନେତା ତଥା ସମାଜସେବୀ ଚନ୍ଦ୍ରଶେଖର ବୈଦଙ୍କ ପରଲୋକ ଘଟିଛି। ବୟସ ସମ୍ବନ୍ଧୀୟ ସମସ୍ୟା ହେତୁ ଆଜି ସକାଳେ ଦେହାନ୍ତ ହୋଇଛି। ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା। ସେ ନିଜ କ୍ୟାରିୟରରେ ୧୧୦ରୁ ଅଧିକ ଚଳଚ୍ଚିତ୍ର କରିଛନ୍ତି। ସେଥିମଧ୍ୟରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri