ମହାନାୟକଙ୍କ ସହ କେବେ ବି ଫିଲ୍ମରେ କାମ କରିନାହାନ୍ତି ଧକ୍‌ ଧକ୍‌ ଗର୍ଲ ମାଧୁରୀ, କାରଣ ଜାଣିଲେ..

ବମ୍ବେ: ମହାନାୟକ ଅମିତାଭ ବଚ୍ଚନଙ୍କ ଫିଲ୍ମରେ କାମ କରିବାକୁ ଚାହିଁ ବସିଥାନ୍ତି ଅଭିନେତ୍ରୀମାନେ। ହେଲେ ବଲିଉଡ୍‌ର ଏଭଳି ଜଣେ ନାୟିକା ଅଛନ୍ତି ଯିଏ ବିଗ୍‌ ବିଙ୍କ ସହ ଗୋଟିଏ ଫିଲ୍ମରେ ବି କାମ କରିନାହିନ୍ତି। ସେ ହେଲେ ମାଧୁରୀ ଦିକ୍ଷୀତ। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। ଏଭଳି କଥା ପଛରେ ଥିବା କାରଣ ଜାଣିଲେ ଚମକି ଯିବେ। ଅନିଲ କପୁରଙ୍କ ପାଇଁ ମାଧୁରୀ ଅମିତାଭଙ୍କ ସହ ଚଳଚ୍ଚିତ୍ର କରିନାହାନ୍ତି।

୧୯୮୪ରେ ଫିଲ୍ମ ‘ଅବୋଧ’ରୁ ଅଭିନୟରେ ଡେବ୍ୟୁ କରିଥିଲେ ମାଧୁରୀ। ହେଲେ ଏହା ସେତେଟା ସଫଳ ହୋଇ ନ ଥିଲା। ପରେ ଅନେକ ଫିଲ୍ମରେ କାମ କରିଥିଲେ ହେଁ ସମାନ ଅବସ୍ଥା ହୋଇଥିଲା। ଫଳରେ ସବୁ ଅଭିନେତା ତାଙ୍କ ସହ କାମ କରିବାକୁ ଅରାଜି ହୋଇଥିଲେ। ଏଭଳି ଅସୁବିଧା ସମୟରେ ଅନିଲ ଆଗକୁ ଆସିଥିଲେ। ଉଭୟ ୧୯୮୮ରେ ‘ତେଜାବ’ ଫିଲ୍ମରେ କାମ କରିଥିଲେ। ଏହା ତାଙ୍କ କ୍ୟାରିୟରର ୟୁଟର୍ନ ଥିଲା। ପରେ ଉଭୟ ‘ବେଟା’, ‘ହିଫାଜତ’, ‘ପରିନ୍ଦା’ରେ କାମ କରିଥିଲେ। ଏଗୁଡ଼ିକ ମଧ୍ୟ ସୁପରହିଟ୍‌ ହୋଇଥିଲା। ଫଳରେ ମାଧୁରୀ ସୁପରଷ୍ଟାର ହୋଇଯାଇଥିଲେ।

ସଫଳତା ପାଇବା ପରେ ଅମିତାଭଙ୍କ ସହ ଫିଲ୍ମ କରିବାକୁ ମାଧୁରୀଙ୍କୁ ଅଫର୍‌ ମିଳିଥିଲା। ହେଲେ ସେତେବେଳେ ଅନିଲ କପୁର ତାହା ଚାହିଁ ନ ଥିଲେ। ଏଥିପାଇଁ ଅଭିନେତ୍ରୀ ବିଗ୍‌ବିଙ୍କ ସହ କାମ କରିବାକୁ ମନା କରିଦେଇଥିଲେ। ଏହାପରେ ସେମାନେ କେବେ ବି ଫିଲ୍ମରେ ଏକାଠି କାମ କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କମଲ ହାସନଙ୍କ ଫିଲ୍ମ ‘ଇଣ୍ଡିଆନ୍‌-୨’ ଶୁଟିଂ ସେଟ୍‌ରେ ଦୁର୍ଘଟଣା: ସହନିର୍ଦ୍ଦେଶକଙ୍କ ସମେତ ୩ ମୃତ

ଚେନ୍ନାଇ,୨୦।୨: ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଫିଲ୍ମ ଇଣ୍ଡିଆନ୍‌-୨ ଶୁଟିଂ ସେଟ୍‌ରେ ବଡ ଦୁର୍ଘଟଣା ଘଟିଛି। ଚେନ୍ନାଇର ଇଭିପି ଷ୍ଟୁଡିଓ ସେଟ୍‌ରେ ଲାଗିଥିବା କ୍ରେନ୍‌ କ୍ରାଶ୍‌...

ସ୍ବାମୀଙ୍କ ନାଁରେ ମାର୍‌ପିଟ ଅଭିଯୋଗ ଆଣିଲେ ଏହି ଅଭିନେତ୍ରୀ: ପରିଚୟ ଲୁଚାଇ କରିଥିଲେ ବିବାହ

ଟିଭି ଅଭିନେତ୍ରୀ ପ୍ରୀତି ତଲରେଜା ସ୍ବାମୀଙ୍କ ନାମରେ ଥାନାରେ ମାରପିଟ ଅଭିଯୋଗ ଆଣିଛନ୍ତି। ପ୍ରୀତି ସ୍ବାମୀଙ୍କ ଉପରେ ମାରପିଟ, ଧର୍ମାନ୍ତରଣ, ଶାରିରୀକ ଏବଂ ମାନସିକ ଅଭିଯୋଗ...

ଆମିରଙ୍କ ପ୍ରେମରେ ପଡ଼ିଯିବେ ବୋଲି ଡରୁଥିଲେ ଏହି ଅଭିନେତ୍ରୀ, ଏପରି କହିଥିଲେ ମନକଥା…

ବମ୍ବେ: ଅଭିନେତାଙ୍କୁ କେହି ପସନ୍ଦ କରିବା ସ୍ବାଭାବିକ କଥା। ହେଲେ ଯଦି କେବେ ତାଙ୍କ ସହ କାମ କରିବାର ସୁଯୋଗ ମିଳିଯାଏ ତେବେ ହଠାତ୍‌ ବିଶ୍ୱାସ...

ନେହାଙ୍କ ବିବାହକୁ ନେଇ ଏମିତି କହିଲେ ଆଦିତ୍ୟ

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ଏବଂ ରୋହନପ୍ରୀତ୍‌ ସିଂଙ୍କ ବିବାହ ଖବର ଖୁବ୍‌ ଚର୍ଚ୍ଚା ହେଉଛି। ଏହି ସମୟରେ ନେହା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଫଟୋ...

ଆଉ କିଛି ଦିନ ପରେ ହେବେ ମା’, ଜିମ୍‌ରେ ଝାଳ ବୁହାଉଛନ୍ତି ଅନୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ଆଜିକାଲି ନିଜର ଗର୍ଭଧାରଣ ସମୟକୁ ଉପଭୋଗ କରୁଛନ୍ତି। ଗର୍ଭାବସ୍ଥାରେ ଅନୁଷ୍କା ପ୍ରତ୍ୟେକ କ୍ଷେତ୍ରରେ...

ଗର୍ଭାବସ୍ଥାରେ ବି ଫ୍ୟାଶନ ବଜାୟ ରଖିଛନ୍ତି କରୀନା, ଖୁବ୍‌ଶୀଘ୍ର ହେବେ ମା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ନିଜର ଫ୍ୟାଶନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ସେ ଏବେ ଦ୍ୱିତୀୟ ଥର ମା ହେବାକୁ ଯାଉଛନ୍ତି।...

କପିଲଙ୍କ ସହ ବିବାଦ ଭୁଲିଲେ ସୁନିଲ, ବାପା ହେବା ନେଇ ଜଣାଇଲେ ଶୁଭେଚ୍ଛା

ବମ୍ବେ: ଲୋକପ୍ରିୟ କମେଡିଆନ୍‌ କପିଲ ଶର୍ମା-ସୁନିଲ ଗ୍ରୋଭରଙ୍କ ମଧ୍ୟରେ ଉପୁଜିଥିବା ବିବାଦ ବିଷୟରେ କାହାକୁ ବା ଅଚ୍ଛପା। ଉଭୟଙ୍କୁ ଏକାଠି ଗୋଟିଏ ମଞ୍ଚରେ ଦେଖିବା ଲାଗି...

ରିଲିଜ୍‌ ହେଲା ‘ଶକୁନ୍ତଳା ଦେବୀ’ର ପ୍ରଥମ ଗୀତ

ମୁମ୍ବାଇ: ବଲିଉଡ୍‌ ନାୟିକା ବିଦ୍ୟା ବଲାନଙ୍କ ଅଭିନୀତ ଫିଲ୍ମ ‘ଶକୁନ୍ତଳା ଦେବୀ’ର ପ୍ରଥମଗୀତ ‘ପାସ ନେହିଁ ତୋ ଫେଲ୍‌ ନେହିଁ’ ରିଲିଜ୍‌ ହୋଇଛି। ଏଥିରେ ବିଦ୍ୟା...

Advertisement
Seven Jackpot


Archives

Model This Week