ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ କରନ୍ ଜୋହରଙ୍କ ରହିଥିଲା ପ୍ରେମ ସମ୍ପର୍କ ! ଦୁଇ ବର୍ଷ ଧରି…
ବମ୍ବେ: ସେଲିବ୍ରିଟିମାନଙ୍କ ଉପରେ ରହିଥାଏ ପ୍ରଶଂସକଙ୍କ ନଜର। ଖାସ ସେଥିପାଇଁ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କଥା ଲୋକଲୋଚନକୁ ଆସିଯାଇଥାଏ। ସେଥିରୁ କିଛି ଗୁଜବ ମଧ୍ୟ ହୋଇଥାଏ। ବଲିଉଡର ଅନେକ ସେଭଳି ଘଟଣା ଭିତରୁ ଗୋଟିଏ ହେଲା ସିଦ୍ଧାର୍ଥ ମଲହୋତ୍ରା ଏବଂ…
ସଲମାନଙ୍କ ଉପରେ ରାଗିକରି ଚିତ୍କାର କରିଥିଲେ ଏହି ଅଭିନେତା, ଏପରି ଥିଲା ଭାଇଜାନଙ୍କ ପ୍ରତିକ୍ରିୟା
ସଲମାନ ଖାନ ନିଜର ଆଧିପତ୍ୟ ହେତୁ ବଲିଉଡରେ ବହୁତ ପ୍ରସିଦ୍ଧ। ତାଙ୍କ ଚଳଚ୍ଚିତ୍ର ସହିତ ତାଙ୍କ ରାଗ ପାଇଁ ସେ ମଧ୍ୟ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ତେବେ ତାଙ୍କ ଉପରେ କିଏ ପାଟି କରିବ ଏହା ନିଶ୍ଚେ ଆଶ୍ଚର୍ଯ୍ୟକର। ସଲମାନ…
ବ୍ରିଟିଶ ଖବରଦାତାଙ୍କ ପ୍ରେମରେ ପଡ଼ି ଲିଭ୍ଇନ୍ରେ ରହୁଥିଲେ ଆମିର, ଏବେ ଲୁଚାଛପାରେ ରହିଛି ପୁଅ !
ବମ୍ବେ: ଚାକଚକ୍ୟ ଏବଂ ଗ୍ଲାମର ଜଗତ ବାହାରୁ ଯେତିକି ସୁନ୍ଦର, ସେତିକି ବିବାଦୀୟ ମଧ୍ୟ। ଅନେକ ଗୁଜବକୁ ନେଇ ମଧ୍ୟ ବଲିଉଡର ପରିବେଶ ସରଗରମ ରହିଥାଏ। ସେଥିରୁ କିଛି ବିଶ୍ୱାସ କରିବା କଷ୍ଟକର। ଅତୀତରେ ସେଭଳି କିଛି ଗୁଜବ ଶୁଣିବାକୁ ମିଳିଥିଲା।…
ପୁଣ୍ୟତିଥିରେ ମା’ଙ୍କୁ ମନେପକାଇଲେ ଡ୍ରିମ୍ଗର୍ଲ
ମୁମ୍ବାଇ: ବଲିଉଡ୍ର ଭେଟେରାନ ଅଭିନେତ୍ରୀ ହେମା ମାଳିନୀ ନିଜ ମା’ ଜୟା ଚକ୍ରବର୍ତ୍ତୀଙ୍କ ୧୭ତମ ପୁଣ୍ୟତିଥିରେ ତାଙ୍କୁ ମନେପକାଇଛନ୍ତି। ଶୁକ୍ରବାର ସୋସିଆଲ ମିଡିଆରେ ହେମା ମାଳିନୀ ମା’ଙ୍କ ସହ ଏକ ପୁରୁଣା ଫଟୋ ଶେୟାର କରି ତାଙ୍କୁ ମନେପକାଇଛନ୍ତି। ଏଥିସହ ସେ…
ମଲାଇକାଙ୍କ ସହ ଡେଟ୍ କରୁଥିବା ଅର୍ଜୁନ ଏକଦା ପଡ଼ିଥିଲେ ସଲମାନ୍ଙ୍କ ଭଉଣୀଙ୍କ ପ୍ରେମରେ, ଦୁଇ ବର୍ଷ ପରେ…
ବଲିଉଡ୍ ଅଭିନେତା ଅର୍ଜୁନ କପୁରଙ୍କ ଆଜି ଜନ୍ମଦିନ । ସେ ୨୬ ଜୁନ ୧୯୮୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଅର୍ଜୁନ ଆଜି ତାଙ୍କର ୩୬ ତମ ଜନ୍ମଦିନ ପାଳନ କରୁଛନ୍ତି। ଅର୍ଜୁନ ବଲିଉଡର କପୁର ପରିବାରର ପୁଅ, ଯାହାଙ୍କ ପରିବାର ସଦସ୍ୟ…
ଫିଲ୍ମ ପିଛା ୫ରୁ ୭ କୋଟି ଚାର୍ଜ କରନ୍ତି ଏହି ଅଭିନେତା, ରହିଛି ଏକରୁ ବଳି ଏକ ଦାମୀ ଗାଡ଼ି; ପାଲଟିଛନ୍ତି…
ବମ୍ବେ: ବଲିଉଡ୍ର ଚକୋଲେଟ୍ ବୟ କହିଲେ ଅଭିନେତା କାର୍ତ୍ତିକ ଆର୍ୟନଙ୍କୁ ବୁଝାଯାଏ। ସେ ନିଜର କ୍ୟୁଟ୍ନେସ୍ରେ ମହିଳା ପ୍ରଶଂସକଙ୍କ ହୃଦୟ ଚୋରି କରିଥାନ୍ତି। ଏହାଛଡ଼ା ପୁଅମାନେ ମଧ୍ୟ ତାଙ୍କର ଷ୍ଟାଇଲ୍କୁ ବେଶ୍ ଫଲୋ ମଧ୍ୟ କରନ୍ତି। ହେଲେ ସାଧାରଣ ଯୁବକରୁ ୟଙ୍ଗ…
ହନିମୁନ୍ରେ ଏହି ଅଭିନେତ୍ରୀଙ୍କୁ ନିଲାମ ଡାକିବେ ବୋଲି କହିଥିଲେ ସ୍ବାମୀ, ଗର୍ଭବତୀ ସମୟରେ ଖାଇଥିଲେ ମାଡ଼
ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁର ୯୦ ଦଶକର ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ତାଙ୍କ ଅଭିନୟ ଜୀବନ ଯେତିକି ସଫଳ ତାଙ୍କ ବୈବାହିକ ଜୀବନ ସେତିକି ଦୁଃଖ ଦାୟକ। ତେବେ ଜାଣନ୍ତୁ କରିସ୍ମାଙ୍କ ସମ୍ପର୍କିତ କିଛି ବ୍ୟକ୍ତିଗତ କଥା। ୨୦୦୨ ମସିହାରେ…
ଏକଦା ଶାହାରୁଖଙ୍କୁ ‘କୁକୁର’ ବୋଲି ସମ୍ବୋଧନ କରିଥିଲେ ମିଷ୍ଟର ପରଫେକ୍ଟ: କହିଥିଲେ ‘ମୋ ପାଦ ଚାଟୁଛି’; ଆଉ…
ବମ୍ବେ: ବଲିଉଡ୍ର ମିଷ୍ଟର ପରଫେକ୍ଟ ନାମରେ ଖ୍ୟାତ ଆମିର ଖାନ। ଏକଦା ସେ ନିଜର ବ୍ଲଗରେ କିଙ୍ଗ ଖାନଙ୍କୁ ନିଜର କୁକୁର ବୋଲି କହିଥିଲେ। ଏହି କଥା ବିବାଦକୁ ଆସିଥିଲା। ଶାହାରୁଖ ମୋର ପାଦକୁ ଚାଟୁଛି ଏବଂ ମୁଁ ତାକୁ ବାରମ୍ବାର…
ନୀଳନୟନା ଐଶ୍ୱର୍ଯ୍ୟାଙ୍କୁ ‘ଆଣ୍ଟି’ ବୋଲି କହିଥିଲେ ସୋନମ: ରାଗିଯାଇ ଏଭଳି…
ବମ୍ବେ: ସେଲିବ୍ରିଟିମାନଙ୍କ ଉପରେ ରହିଥାଏ ପ୍ରଶଂସକଙ୍କ ନଜର। ଏଭଳି ସ୍ଥିତିରେ ତାଙ୍କ ମୁହଁରୁ ବାହାରିଥିବା ପ୍ରତିଟି କଥା ଗଣମାଧ୍ୟମର ଶିରୋନାମା ପାଲଟେ। ବେଳେବେଳେ ଏହା ବିବାଦର ସୁତ୍ରପାତ କରାଏ। ଆଜି ଆମେ କହିବାକୁ ଯାଉଛୁ ଅଭିନେତ୍ରୀ ସୋନମ କପୁରଙ୍କ ଏକ ବିବାଦୀୟ…
ଅର୍ଜୁନଙ୍କ ସହ ସମ୍ପର୍କକୁ ପସନ୍ଦ କରୁ ନ ଥିଲେ ମଲାଇକାଙ୍କ ଭାବି ଶ୍ୱଶୁର; ସିଧାସିଧା ଅଲଗା ରହିବାକୁ…
ବମ୍ବେ: ସ୍ବାମୀ ଅରବାଜ ଖାନ୍ଙ୍କଠାରୁ ଅଲଗା ହେବା ପରେ ଅଭିନେତା ଅର୍ଜୁନ କପୁରଙ୍କ ପ୍ରେମରେ ପଡ଼ିଛନ୍ତି ମଲାଇକା ଅରୋରା। ବେଶ କିଛି ଦିନ ସେ ନିଜ ସମ୍ପର୍କକୁ ନେଇ ନିରବ ଥିଲେ। ହେଲେ ଏବେ ଉଭୟ ଖୁଲମଖୁଲା ପ୍ରେମର ପରିପ୍ରକାଶ କରୁଛନ୍ତି।…
ବିହାରର ଏସ୍ଟିଇଟି ପରୀକ୍ଷାରେ ପାସ୍ ହେଲେ ଲୋକପ୍ରିୟ ଅଭିନେତ୍ରୀ ଅନୁପମା? ଭାଇରାଲ ହେଉଛି ରେଜଲ୍ଟ
ସୋସିଆଲ ମିଡିଆରେ ବିହାର ଏସ୍ଟିଇଟିର ଏକ ପରୀକ୍ଷାଫଳ ଭାଇରାଲ ହେଉଛି। ଏଥିରେ ଦକ୍ଷିଣ ଭାରତୀୟ ସିନେ ଅଭିନେତ୍ରୀ ଅନୁପମା ପରମେଶ୍ୱରନ ପରୀକ୍ଷା ପାସ କରିଥିବା ଦେଖିବାକୁ ମିଳୁଛି। ଏବେ ଏହାକୁ ନେଇ ନୂଆ ବିବାଦ ଉପୁଜିଛି। ଏସ୍ଟିଇଟି ୨୦୧୯ ପରୀକ୍ଷାର ଫଳ…
ନିର୍ବନ୍ଧ ପରେ ବି ଏହି ବ୍ୟକ୍ତିଙ୍କ ପାଇଁ କରିଶ୍ମା-ଅଭିଷେକଙ୍କ ଭାଙ୍ଗିଯାଇଥିଲା ସମ୍ପର୍କ
ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରିର ସେଲିବ୍ରିଟିଙ୍କ ପ୍ରୋଫେସନାଲ ହେଉ କି ପର୍ସନାଲ ଲାଇଫ୍ ବିଷୟରେ ଜାଣିବା ପାଇଁ ସମସ୍ତେ ଉତ୍ସୁକ ରହିଥାନ୍ତି। ବଲିଉଡ୍ରେ ଏଭଳି କିଛି ସେଲିବ୍ରିଟି ଅଛନ୍ତି ଯେଉଁମାନଙ୍କର ଲଭ୍ ଲାଇଫ୍ ଅତି ରୋଚକ ହେବା ସହ ରୋମାଞ୍ଚକର ମଧ୍ୟ ହୋଇଥାଏ।…
Archives


