ଜାତିଆଣ ମନ୍ତବ୍ୟ: ଅଡ଼ୁଆରେ ମୀରା

ଜାତିଆଣ ମନ୍ତବ୍ୟ ରଖି ଅଡ଼ୁଆରେ ପଡ଼ିଛନ୍ତି ମଡେଲ-ଅଭିନେତ୍ରୀ ମୀରା ମିଥୁନ। ଅନୁସୂଚିତ ଜାତି ବିରୋଧରେ ମନ୍ତବ୍ୟ ଦେବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାମିଲନାଡ଼ୁର ସାଇବର ଶାଖା ପୋଲିସ ମୀରାଙ୍କ ନଁ।ରେ ମାମଲା ରୁଜୁ କରିଛି। ଦଳିତ ସମ୍ପ୍ରଦାୟ ସମର୍ଥନରେ ବିଦୁଥଲାଇ ଚିରୁଥାଗାଇ କାଟ୍‌ଚି(ଡିସିକେ) ରାଜନୈତିକ ଦଳର ନେତା ତଥା ପାର୍ଲାମେଣ୍ଟ ସଦସ୍ୟ ଥୋ ଥିରୁମାବଲ୍ଲଭମ୍‌ ଏ ନେଇ ଏତଲା ଦେଇଥିଲେ। ଏକ ଟକ୍‌ ଶୋ’ରେ ଭାଗ ନେଇ ମୀରା କହିଥିଲେ ଯେ, ସାଧାରଣତଃ ସେ ଏସ୍‌ସି ବର୍ଗର ଲୋକଙ୍କ ବିଷୟରେ କଥାବାର୍ତ୍ତା କରନ୍ତି ନାହିଁ। ଫିଲ୍ମ ଇଣ୍ଡଷ୍ଟ୍ରିରେ ହେଉଥିବା ସମସ୍ତ ଅସୁବିଧା ପାଇଁ ଅନୁସୂଚିତ ଜାତିର ନିର୍ଦ୍ଦେଶକମାନଙ୍କୁ ସେ ଦାୟୀ କରିଥିବା ଏତଲାରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମନେପଡ଼େ ପିଲାଦିନ

ବଲିଉଡ୍‌ର ଅନ୍ୟତମ ଆଗଧାଡ଼ି ନାୟକା ଭାବରେ କରୀନା କପୁର ବେଶ୍‌ ପରିଚିତ। ତାଙ୍କର ପିଲାଦିନ କିପରି କଟିଥିଲା ଏ ସମ୍ପର୍କରେ ନିକଟରେ ଏକ କାର୍ଯ୍ୟକ୍ରମରେ ସେ...

ଅଷ୍ଟ୍ରେଲିଆରେ ଧୁମ୍‌ ମଚାଇଲା ‘କବିର ସିଂ’

ମୁମ୍ବାଇ: ସାହିଦ କପୁରଙ୍କ ଅଭିନୀତ ଫିଲ୍ମ ‘କବିର ସିଂ’ କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ଏହାର ଜଲଓ୍ବା ଦେଖାଇଛି। ଅଷ୍ଟ୍ରେଲିଆରେ ଭାରତୀୟ ଫିଲ୍ମ ଭାବେ...

ଏହି କଳାକାରଙ୍କ ଭାଗ୍ୟ ବଦଳାଇଥିଲା ଗୋଟିଏ ଫୋନ୍‌ କଲ୍‌

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ବେବି’ରେ ଏକ ଗୁପ୍ତଚର ଭୂମିକାରେ ଅଭିନୟ କରିଥିଲେ ଅଭିନେତା କରଣ ଆନନ୍ଦ। ତେବେ ତାଙ୍କ ଅଭିନୟ ଜୀବନ...

ଅଙ୍କିତାଙ୍କ ଅଧା ଘରକୁ ନେଇଯାଇ ପାରନ୍ତି ସୁଶାନ୍ତଙ୍କ ପରିବାର!

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ଏବେ ସିବିଆଇ ହାତରେ। ସିବିଆଇ ଏବେ ଏହାର ଯାଞ୍ଚ ଆରମ୍ଭ କରିଛି। ଏହି ମାମଲାକୁ...

ଦ୍ୱିତୀୟ ଥର ମା’ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଲିଜା ହେଡେନ୍‌ଙ୍କ ଘରକୁ ଖୁସି ଖବର ଆସିଛି। ସେ ଦ୍ୱିତୀୟ ଥର ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେ ଏକ...

ମାତୃତ୍ୱ ଅବକାଶକୁ ଅନୁଷ୍କାଙ୍କ ନା: ଗର୍ଭାବସ୍ଥାର ସାତ ମାସରେ କଲେ ଶୁଟିଂ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ନିଜ ଫିଲ୍ମ ଓ ଅଭିନୟକୁ ନେଇ ତ ଆଉ କେତେବେଳେ ତାଙ୍କ କାର୍ଯ୍ୟକଳାପକୁ...

ବାପା ହେବାକୁ ଯାଉଛନ୍ତି ହାର୍ଦ୍ଦିକ: ନତାଶାଙ୍କୁ ଖୁସି କରିବାକୁ ଦେଲେ ଗୋଲାପ ଉପହାର

ବମ୍ବେ: ବାପା ହେବାକୁ ଯାଉଛନ୍ତି ହାର୍ଦ୍ଦିକ୍‌ ପାଣ୍ଡ୍ୟା। ଏହାକୁ ନେଇ ତାଙ୍କ ଖୁସି କହିଲେ ନ ସରେ। ପ୍ରତିଦିନ ସେ ପ୍ରେମିକା ତଥା ପତ୍ନୀ ନତାଶା...

ବାପାଙ୍କ ମୃତ୍ୟୁ ପରେ ଯମଜ ସନ୍ତାନଙ୍କୁ ହରାଇଥିଲେ ଫର୍ଦ୍ଦିନ; ଏବେ ବଖାଣିଲେ ଦୁଃଖ

ବମ୍ବେ: ଦୀର୍ଘ ୧୨ ବର୍ଷର ଲମ୍ବା ବ୍ୟବଧାନ ପରେ ବଲିଉଡ୍‌କୁ ଫେରୁଛନ୍ତି ଅଭିନେତା ଫର୍ଦ୍ଦିନ ଖାନ୍‌। ଚଳଚ୍ଚିତ୍ର ‘ବିସ୍ଫୋଟ’ରେ ନଜର ଆସିବେ ସେ। ଫିଲ୍ମରେ ତାଙ୍କ...

Advertisement
Archives

Model This Week