ପାଣି ଭଳି ଟଙ୍କା ଖର୍ଚ୍ଚ ହୋଇଥିଲା ଏହି ଫିଲ୍ମରେ, ଶେଷରେ…
ସଞ୍ଜୟ ଲିଲା ଭଁସାଲି ତାଙ୍କ ଫିଲ୍ମ ପାଇଁ ବେଶ ପରିଚିତ। ଚଳଚ୍ଚିତ୍ରର ସେଟ ଠାରୁ ଆରମ୍ଭ କରି ଅଭିନେତାମାନଙ୍କ ପୋଷାକ ପର୍ଯ୍ୟନ୍ତ ସଞ୍ଜୟ ସବୁକିଛି ଉପରେ ଧ୍ୟାନ ରଖନ୍ତି। ତାଙ୍କ ସବୁ ଚଳଚ୍ଚିତ୍ର ମଧ୍ୟରୁ ଦେବଦାସ ମଧ୍ୟ ଅନ୍ୟତମ। ଯେଉଁଥିରେ ସେ…
ମନ୍ଦିର ଯାଇ ଟ୍ରୋଲ ହେଲେ ସାରା
ମୁମ୍ବାଇ: ବଲିଉଡ୍ ବିୟୁଟି ସାରା ଅଲି ଖାଁ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ସେ ଆଜିକାଲି ଭକ୍ତ ଭାବେ ଯେମିତି ଉଭା ହୋଇଛନ୍ତି ଏହି ନାୟିକା । ଲଗାତାର ଭାବେ ସାରା ମନ୍ଦିର ଓ ମସଜିଦ ଯିବାର ଫଟୋ…
ପ୍ରିୟଙ୍କା-ଶାହରୁଖ୍ଙ୍କ ସହ ଷ୍ଟେଜ୍ରେ ଘଟିଥିଲା ଏକ ବଡ଼ ଦୁର୍ଘଟଣା, ଜାଣିଲେ…
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଶାହାରୁଖ କେତେକ ଫିଲ୍ମରେ ଏକାଠି କାମ କରିଛନ୍ତି। ମାତ୍ର ୧୭ ବର୍ଷ ତଳେ ଏହି ଦୁଇ କଳାକାରଙ୍କ ସହ ଏମିତି ଏକ ଘଟଣା ଘଟିଥିଲା, ଯାହା ଶୁଣିଲେ ଲୋମ ଟାଙ୍କୁରି ଉଠିବ। ପ୍ରିୟଙ୍କା…
ବିବାହ ପରେ ବି ଫିଟନେସ୍ ଉପରେ ଧ୍ୟାନ ଦେଉଛନ୍ତି ୟାମି
ମୁମ୍ବାଇ: ବଲିଉଡ୍ ନାୟିକା ୟାମି ଗୌତମ ଏଇ କିଛିଦିନ ହେବ ରହୁଛନ୍ତି ଖୁବ୍ ଚର୍ଚ୍ଚାରେ । ଅବଶ୍ୟ ଯେବେଠାରୁ ସେ ବିବାହ କଲେଣି ସେବେଠାରୁ ସେ ଅଛନ୍ତି ଚର୍ଚ୍ଚାରେ । ଏହି ବଲିଉଡ୍ ବିୟୁଟି ‘ଉରି’ ଫିଲ୍ମର ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ…
ବିବାହର ୨୧ ବର୍ଷ ପରେ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବେ ଏହି ଅଭିନେତା
ମୁମ୍ବାଇ: ବଲିଉଡ୍ ଅଭିନେତା କମଲ ସଦାନା ବିବାହର ୨୧ ବର୍ଷ ପରେ ସ୍ତ୍ରୀ ଲିଜା ଜୈନଙ୍କୁ ଛାଡ଼ପତ୍ର ଦେବେ। ଏନେଇ କମଲ ଘୋଷଣା ମଧ୍ୟ କରିସାରିଛନ୍ତି। ୨୧ ବର୍ଷ ଧରି ଏକାଠି ରହିବା ପରେ ବର୍ତ୍ତମାନ ଅଲଗା ହେବା ପାଇଁ ନିଷ୍ପତ୍ତି…
ସାମ୍ନାକୁ ଆସିଲା ପବିତ୍ର ରିସ୍ତା-୨ର ଫାଷ୍ଟ ଲୁକ୍
ମୁମ୍ବାଇ: ଦୀର୍ଘ ୧୨ ବର୍ଷ ପରେ ପୁଣି ଥରେ ଟେଲି ପରଦାକୁ ଫେରୁଛି ବେଶ୍ ଲୋକପ୍ରିୟ ସିରିୟଲ୍ ପବିତ୍ର ରିସ୍ତା। ପୁଣିଥରେ ମାନବ ଅର୍ଚ୍ଚନାଙ୍କୁ ଦେଖିପାରିବେ ଦର୍ଶକ। ହେଲେ ଚଳିତ ଥର ମାନବ ଭୂମିକାରେ ଅଭିନେତା ଶାହିର ଶେଖଙ୍କୁ ଦେଖିବାକୁ ମିଳିବ।…
ରାଜନୀତି ଛାଡିଲେ ରଜନୀକାନ୍ତ
ଚେନ୍ନାଇ,୧୨ ।୭: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ରଜନୀ ମକ୍କଲ ମନ୍ଦ୍ରମର ଅଧିକାରୀଙ୍କ ସହ କଥା ହେବା ପରେ କେବେବି ରାଜନୀତିକୁ ଆସିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିବା ଜଣାପଡିଛି । ସେ ତାଙ୍କ ରାଜନୈତିକ ଦଳ ‘ରଜନୀ ମକ୍କଲ ମନ୍ଦ୍ରମ’କୁ ଭାଙ୍ଗି…
ନଗ୍ନ ଫଟୋଶୁଟ କରି ଆଲୋଡ଼ନ ସୃଷ୍ଟି କରିଥିଲେ ଏହି ଅଭିନେତ୍ରୀ
୧୨ ଜୁଲାଇ ୧୯୮୬ରେ ଜର୍ମାନୀର ଫ୍ରାଙ୍କଫୋର୍ଟରେ ଜନ୍ମ ହୋଇଥିଲେ ବଲିଉଡ୍ ଅଭିନେତ୍ରୀ ଏଭିଲିନ୍ ଶର୍ମା। ଆଜି ସେ ତାଙ୍କର ୩୫ ତମ ଜନ୍ମଦିନ ପାଳନ କରୁଛନ୍ତି । ତେବେ, ଜନ୍ମଦିନର ଠିକ ପୂର୍ବରୁ, ତାଙ୍କୁ ଏକ ଅଦ୍ଭୁତ ଉପହାର ମିଳିଛି ।…
ସୁନୀଲ ସେଟ୍ଟୀଙ୍କ ବିଲ୍ଡିଂ ସିଲ୍
ମୁମ୍ବାଇ,୧୨।୭: ପୁଣି ଥରେ ମୁମ୍ବାଇରେ କରୋନା କାୟା ମେଲାଇଲାଣି। ଗତ କିଛି ଦିନ ପୂର୍ବରୁ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ଗତ ସପ୍ତାହରୁ ପୁଣି ଥରେ ସଂକ୍ରମଣ ମାମଲା ବୃଦ୍ଧି ପାଇଛି। ବର୍ତ୍ତମାନ ମହାରାଷ୍ଟ୍ର ଓ କେରଳରେ ଅଧିକ କରୋନା…
୬ ମାସରେ ପଦାର୍ପଣ କଲେ ବିରୁଷ୍କାଙ୍କ ଲାଡ୍ଲୀ
ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଲାଡଲୀ ତଥା ଝିଅ ଭାମିକା ୬ ମାସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ବିରୁଷ୍କା ଧୁମ୍ଧାମ୍ରେ ଝିଅର ୬ ମାସିକ ପାଳନ କରିଛନ୍ତି। ଏହାର ଫଟୋ ଅନୁଷ୍କା…
ଏକଦା ଏହି ଅଭିନେତ୍ରୀଙ୍କ ନାମ ସହ ଯୋଡା ହୋଇଥିଲା ପଲ୍ ଭି ପୁରୀଙ୍କ ନାମ: ନୀରବତା ଭାଙ୍ଗି ଅଭିନେତ୍ରୀ କହିଥିଲେ ଏପରି
ପଲ୍ ଭି ପୁରୀ ଏବଂ ସୁରଭିି ଜ୍ୟୋତି ଏକତା କପୁରଙ୍କ ସିରିୟଲ ‘ନାଗିନ’ରେ ଏକାଠି କାମ କରିଥିଲେ। ନାଗିନର ପ୍ରତ୍ୟେକ ସିଜିନ୍ଠାରୁ ତୃତୀୟ ସିଜିନ୍ ସବୁଠାରୁ ସଫଳ ହୋଇଥିଲା । ଶୋ’ରେ ଏହି ଦୁଇଜଣଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ଭଲ ଲାଗିଥିଲା। ପଲ୍…
କରଣଙ୍କୁ ଆଇକନ୍ ଆଓ୍ବାର୍ଡ
ଲଣ୍ଡନ ୧୨ା୭: ସିନେଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ବଲିଉଡ୍ ଫିଲ୍ମ ନିର୍ମାତା କରଣ ଜୋହର ଏବଂ ଆସିଫ୍ କପାଡିଆଙ୍କୁ ଲଣ୍ଡନ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ(ଏଲ୍ଆଇଏଫ୍ଏଫ୍)ରେ ଆଇକନ୍ ପୁରସ୍କାର ପ୍ରଦାନ କରାଯାଇଛି। କରଣଙ୍କ ଅନେକ ଫିଲ୍ମ ବକ୍ସ ଅଫିସ୍ରେ ହିଟ୍ ହୋଇଥିବାବେଳେ ବ୍ରିଟିଶ…
Archives


