ମନୋରଞ୍ଜନ

ପୱନଦୀପ ହେଲେ ଇଣ୍ଡିଆନ୍‌ ଆଇଡଲ୍‌-୧୨ର ବିଜେତା: ମିଳିଲା ଏମିତି ପୁରସ୍କାର

ସୋନି ଟିଭିରେ ପ୍ରସାରିତ ଗୀତ ରିଆଲିଟି ସୋ ଇଣ୍ଡିଆନ ଆଇଡଲ ୧୨ର ଗ୍ରାଣ୍ଡ ଫାଇନାଲ ଶେଷ ହୋଇଛି। ୧୫ ଅଗଷ୍ଟରେ ଇଣ୍ଡିଆନ ଆଇଡଲ ଏହାର ଦ୍ୱାଦଶ ବିଜେତା ପାଇଛି। ପୱନଦୀପ ରାଜନ ଇଣ୍ଡିଆନ ଆଇଡଲ ୧୨ର ବିଜେତା ହୋଇଛନ୍ତି। ତାଙ୍କୁ ବିଳାସପୂର୍ଣ୍ଣ…

୨ ପୁଅଙ୍କୁ ଫିଲ୍ମ ଷ୍ଟାର କରିବାକୁ ଚାହୁଁନାହାନ୍ତି କରୀନା, କାରଣ…

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ ଏବେ ସାନ ପୁଅ ଜାହାଙ୍ଗୀର ଅର୍ଥାତ୍‌ ଜେହକୁ ନେଇ ଚର୍ଚ୍ଚାରେ ଅନ୍ତି। ବେବୋ ଏବଂ ସ୍ବାମୀ ସୈଫ ଏବଂ ଦୁଇ ପୁଅଙ୍କୁ ଧରି ଛୁଟି କାଟିବା ପାଇଁ ଯାଇଛନ୍ତି। ନିକଟରେ, ଜେହଙ୍କ ପ୍ରଥମ ଝଲକ…

ଲତା ମଙ୍ଗେଶକରଙ୍କୁ ଅସୁନ୍ଦରୀ କହିଥିଲେ ଏହି ଅଭିନେତା: ଲକ୍ଷେ ଅନୁରୋଧ ପରେବି…

ଗାୟିକା ଲତା ମଙ୍ଗେଶକର ତାଙ୍କ ସୁମଧୁର ସ୍ବର ପାଇଁ ସାରା ବିଶ୍ୱରେ ପରିଚିତ। ତାଙ୍କୁ ବଲିଉଡରେ ସଙ୍ଗୀତର ଦେବୀ କୁହାଯାଏ । ଅନେକ ଲୋକ ଜାଣନ୍ତି ଯେ, ଲତା ମଙ୍ଗେଶକର ଗୀତ ଗାଇବା ସହିତ ଅଭିନୟ କରୁଥିଲେ । ମାତ୍ର ୧୪…

ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ଖୁବ୍ ପ୍ରଶଂସା କଲେ ଆଲିଆ

ମୁମ୍ବାଇ: ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀଙ୍କ ଅଭିନୀତ ଫିଲ୍ମ ‘ଶେରଶାହା’କୁ ଦେଖି ଖୁବ୍ ଇମ୍ପ୍ରେସ୍ ହୋଇଛନ୍ତି ବଲିଉଡ୍‌ର ଚୁଲବୁଲି ନାୟିକା ଆଲିଆ ଭଟ୍ଟ । ଏହି ଫିଲ୍ମ ଦେଖିବା ପରେ ସିଦ୍ଧାଥଙ୍କର ଫ୍ୟାନ ପାଲଟି ଯାଇଛନ୍ତି ଆଲିଆ । ସେ…

ଅଭିନେତ୍ରୀ ନ ହୋଇଥିଲେ କ’ଣ ହୋଇଥାଆନ୍ତେ କିଆରା

ମୁମ୍ବାଇ: ଫିଲ୍ମ ‘ଗୁଡ ନ୍ୟୁଜ’ ଓ ‘କବିର ସିଂ’ରେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି ବଲିଉଡ୍ ଅଭିନେତ୍ରୀ କିଆରା ଆଡଭାନି । ଏବେ ତାଙ୍କ ଅଭିନୀତ ଫିଲ୍ମ ‘ଶେରଶାହା’କୁ ନେଇ ସେ ଖୁବ୍ ଚର୍ଚ୍ଚାରେ । ଏହାକୁ ନେଇ…

କାହା ସହିତ କଥା ହେଉ ନ ଥିଲେବି ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଅଜୟ

ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ କାଜଲ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କପଲଙ୍କ ମଧ୍ୟରେ ଅନ୍ୟତମ। ଉଭୟ ଗୁଣ୍ଡାରାଜ ଶୁଟିଂ ଶେଟରେ ଉଭୟଙ୍କର ସାକ୍ଷାତ ହୋଇଥିଲା। ଅଜୟ ସେତେବେଳେ କାହା ସହିତ ଅଧିକ କଥା ହେବାକୁ ପସନ୍ଦ କରୁନ ଥିଲେ ।…

ବିକ୍‌ନୀରେ ନଜର ଆସିଲେ ଏହି ଅଭିନେତ୍ରୀ, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ନାଗିନ୍‌ ଫେମ୍‌ ତଥା ଛୋଟ ପରଦାର ଅଭିନେତ୍ରୀ ମୌନୀ ରାୟ ତାଙ୍କ ବନ୍ଧୁଙ୍କ ସହ ମାଳଦ୍ୱୀପକୁ ଛୁଟି କଟାଇବା ପାଇଁ ଯାଇଥିଲେ। ମୌନୀ ଏବେ ସେହି ସମୟରେ ଉଠାଇଥିବା କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯାହା ଖୁବ୍‌…

ଭାଇରାଲ ହେଉଛି ପ୍ରିୟଙ୍କାଙ୍କ ରୋମାଣ୍ଟିକ ଭିଡିଓ

ମୁମ୍ବାଇ: ବଲିଉଡ୍ ଦେଶି ଗର୍ଲ ପ୍ରିୟଙ୍କା ଚୋପ୍ରା ତାଙ୍କ ପତି ନିକ୍ ଜୋନସଙ୍କୁ ନେଇ ଖୁବ୍ ଚର୍ଚ୍ଚାରେ । ବଲିଉଡ୍‌ଠାରୁ ହଲିଉଡ୍ ପର୍ଯ୍ୟନ୍ତ ନିଜର ଜଲୱା ଦେଖାଇଥିବା ପିସି ଏବେ ଅଧିକାଂଶ ସମୟ ଶାଶୁ ଘରେ ଅର୍ଥାତ୍ ଆମେରିକାରେ କଟାଉଛନ୍ତି ।…

ଶୈଫ ଅଲି ଖାଁଙ୍କ ଜନ୍ମଦିନ ପାଳନ ପାଇଁ ବିଦେଶ ଗସ୍ତ କଲେ କରିନା, ଜେହଙ୍କ ସହ ପ୍ରଥମ ଭ୍ୟାକେଶନ

ମୁ୍‌ମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ କପୁଲ କରିନା କପୁର ଖାଁ ଓ ଶୈଫ ଅଲି ଖାଁ ଏବେ ବାହାରିଛନ୍ତି ଭ୍ୟାକେଶନରେ । ଶନିବାର ତାଙ୍କୁ ବିମାନ ବନ୍ଦରରେ ସ୍ପଟ କରାଯାଇଛି । ଶୈଫ ତାଙ୍କ ଜନ୍ମଦିନ ପରିବାର ସହ ପାଳନ କରିବାକୁ ଚାହୁଁଥିବା…

ଜାଣନ୍ତୁ ଅନିଲ କପୁରଙ୍କ ସାନ ଜ୍ୱାଇଁ କରନ୍‌ କିଏ; ଆଜି ଯାହାଙ୍କ ହାତ ଧରିବେ ରିୟା…

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହେବେ ଅନିଲ କପୁରଙ୍କ ସାନ ଝିଅ ରିୟା କପୁର। ଶନିବାର ପ୍ରେମିକ କରନ ବୁଲାନୀଙ୍କ ହାତ ଧରିବେ ସେ। ଜୁହୁ ସ୍ଥିତ ଅନିଲଙ୍କ ଘରକୁ ବିବାହ ନିମନ୍ତେ ବୋହୂ ପରି ସଜାଯାଇଛି। ୨୨ ବର୍ଷ ବୟସରୁ…

ପ୍ରଥମ ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେଇ ଦିତୀୟ ବିବାହ କରିଛନ୍ତି ଏହି ପ୍ରସିଦ୍ଧ ଗାୟିକା

ମୁମ୍ବାଇ: ଆଜି ଅର୍ଥାତ୍‌ ଅଗଷ୍ଟ ୧୪ରେ ବଲିଉଡ୍‌ର ସଫଳ ଗାୟିକା ସୁନିଧି ଚୌହାନଙ୍କ ଜନ୍ମଦିନ। ୧୯୮୩ ମସିହାରେ ସୁନିଧି ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଛୋଟବେଳୁ ଫିଲ୍ମରେ ଗୀତ ଗାଇ ସେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ଆଜିର ଏହି ଖାସ୍‌ ଦିନରେ…

ଫିଲ୍ମରେ ସଲମାନଙ୍କ ବଡ଼ ଭାଇ ଭାବେ ଲୋକପ୍ରିୟ ହୋଇଥିଲେ ଏହି ଅଭିନେତା: ବାସ୍ତବ ଜୀବନରେ ବି କରିଥିଲେ ଏମିତି

ନିଜର ଅଭିନୟ ପାଇଁ ବଲିଉଡରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମୋହନିଶ ବାହାଲ ଆଜି ତାଙ୍କର ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ମୋହନିଶ ସେହି ବଲିଉଡ ଅଭିନେତାମାନଙ୍କ ମଧ୍ୟରୁ ଜଣେ ଯିଏ ବଡ଼ ଭାଇ ହୋଇ ଲୋକଙ୍କ ହୃଦୟ ଜିତିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?