ଏକଦା ଏହି ଅଭିନେତ୍ରୀଙ୍କ ନାମ ସହ ଯୋଡା ହୋଇଥିଲା ପଲ୍‌ ଭି ପୁରୀଙ୍କ ନାମ: ନୀରବତା ଭାଙ୍ଗି ଅଭିନେତ୍ରୀ କହିଥିଲେ ଏପରି

ପଲ୍‌ ଭି ପୁରୀ ଏବଂ ସୁରଭିି ଜ୍ୟୋତି ଏକତା କପୁରଙ୍କ ସିରିୟଲ ‘ନାଗିନ’ରେ ଏକାଠି କାମ କରିଥିଲେ। ନାଗିନର ପ୍ରତ୍ୟେକ ସିଜିନ୍‌ଠାରୁ ତୃତୀୟ ସିଜିନ୍‌ ସବୁଠାରୁ ସଫଳ ହୋଇଥିଲା । ଶୋ’ରେ ଏହି ଦୁଇଜଣଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ଭଲ ଲାଗିଥିଲା। ପଲ୍‌ ମାହୀର ଭୂମିକାରେ ଅଭିନୟ କରିଥିଲେ ଏବଂ ସୁରଭିି ବେଲା ଭୂମିକାରେ । ତାଙ୍କ ଯୋଡି ଏତେ ହିଟ୍‌ ଥିଲା ଯେ, ଶୁଣିବାକୁ ମିଳିଲା ଦୁହେଁ ବାସ୍ତବ ଜୀବନରେ ମଧ୍ୟ ପରସ୍ପରକୁ ଡେଟ କରୁଛନ୍ତି ।ତେବେ ସୁରଭିି ଏହି ଖବର ଉପରେ ନୀରବତା ଭାଙ୍ଗି ସମସ୍ତଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ସେ କହିଥିଲେ, ’ମୁଁ ଏବଂ ପଲ୍‌ ପରସ୍ପରକୁ ଡେଟ କରୁନାହୁଁ। ଆମେ ପରସ୍ପରର ବହୁତ ଭଲ ବନ୍ଧୁ ଏବଂ ସର୍ବଦା ରହିବୁ । ଯେତେବେଳେ ପଲ୍‌ ବଳାତ୍କାର ଅଭିଯୋଗରେ ଫସିଥିଲେ ସେତେବେଳେ ସୁରଭିି ତାଙ୍କ ସମର୍ଥନରେ ବାହାରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ହଲିଉଡରେ ଜ୍ୟାକଲିନ

ମୁମ୍ବାଇ: ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଜ୍ୟାକଲିନ ପର୍ନାଡିଜ ଏବେ ହଲିଉଡ ପାଇଁ ପ୍ରସ୍ତୁତ ହୋଇଗଲେଣି । ନିଜର ଷ୍ଟାଇଲିସ ଲୁକ...

ଅଭିନେତାଙ୍କ ଭବିଷ୍ୟବାଣୀ: ଆସନ୍ତା ୨୫ ବର୍ଷ ପର୍ଯ୍ୟନ୍ତ ଦିଲ୍ଲୀରେ କୌଣସି ନିର୍ବାଚନ ଜିତିପାରିବନି ଭାଜପା

ନୂଆଦିଲ୍ଲୀ,୭।୧୨: ଦିଲ୍ଲୀ ଏମସିଡି ନିର୍ବାଚନରେ ଆମ ଆଦମୀ ପାର୍ଟି ବହୁ ସଂଖ୍ୟାରେ ବିଜୟ ହାସଲ କରିଛି। ଏହି ବିଶେଷ ଅବସରରେ ସମସ୍ତେ ଅରବିନ୍ଦ କେଜ୍‌ରିୱାଲ ଏବଂ...

ସିଜାନ ଖାଁଙ୍କ ପରିବାର ଉପରେ ଗୁରୁତର ଅଭିଯୋଗ ଆଣିଲେ ତୁନିଷା ଶର୍ମାଙ୍କ ମାମୁ

ମୁମ୍ବାଇ,୨ ।୨: ଟେଲିଭିଜନ ଅଭିନେତ୍ରୀ ତୁନିଷା ଶର୍ମା ୨୪ ଡିସେମ୍ବର ୨୦୨୨ରେ ତାଙ୍କ ଶୋ’ ‘ଅଲି ବାବା: ଦାସ୍ତାନ-ଏ-କାବୁଲ’ର ସେଟ୍‌ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ...

ବାପା ହେଲେ ଏହି ଅଭିନେତା

ବମ୍ବେ: ବାପା ହୋଇଛନ୍ତି ଦେବୋ କେ ଦେବ ମହାଦେବ ଫେମ୍‌ ଅଭିନେତା ମୋହିତ ରାଇନା। ତାଙ୍କ ପତ୍ନୀ ଅଦିତି କନ୍ୟା ସନ୍ତାନର ଜନନୀ ହୋଇଛନ୍ତି। ନିଜର...

ସୁସ୍ଥ ଅଛନ୍ତି ମୁନ୍‌ମୁନ୍‌

ଦୁର୍ଘଟଣା ପରେ ଏବେ ସୁସ୍ଥ ଅଛନ୍ତି ମୁନ୍‌ମୁନ୍‌। ଜର୍ମାନୀ ଛୁଟି କଟାଇବାକୁ ଯାଇଥିବା ‘ତାରକ ମେହେତାକା ଉଲଟା ଚଷମା’ ସିରିଏଲ୍‌ ଅଭିନେତ୍ରୀ ମୁନ୍‌ମୁନ୍‌ ଦତ୍ତା ନିକଟରେ...

ବିବାହ ଦିନ ଜାଣିଶୁଣି ଫଟା ଶାଢି ପିନ୍ଧି ଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ, କାରଣ ଜାଣିଲେ…

ବଲିଉଡ୍‌ ଅଭିନେତ୍ରୀ ରାଧିକା ଆପ୍ଟେ ଆଜି ୩୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୫ ମସିହା ସେପ୍ଟେମ୍ବର ୭ରେ ପୁଣେରେ ଜନ୍ମଗ୍ରହଣ କରିଥିବା ରାଧିକା ନିଜ ଅଭିନୟରେ...

ୟୁ ଟ୍ୟୁବ୍‌ ଚାନେଲ ଖୋଲିବେ ସଲ୍‌ମାନ

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ ଇଲିଜିବଲ୍‌ ବ୍ୟାଚେଲର ସଲ୍‌ମାନ ଖାନ୍‌ ବହୁତ ଶୀଘ୍ର ନିଜର ୟୁ ଟ୍ୟୁବ୍‌ ଚ୍ୟାନେଲ ଖୋଲିବାକୁ ଯାଉଛନ୍ତି। ଏହି ଖବର ନିଶ୍ଚିତ ଭାବେ...

ଶାହରୁଖଙ୍କ ସ୍ତ୍ରୀଙ୍କ ନାଁରେ ମାମଲା ରୁଜୁ

ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ସ୍ତ୍ରୀ ଗୌରୀ ଖାନଙ୍କ ଅଡୁଆ ବଢିଛି। ଉତ୍ତରପ୍ରଦେଶର ଲକ୍ଷ୍ନୌରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଭାରତୀୟ ପେନାଲ କୋଡ...

Advertisement
Archives

Model This Week