ସଲମାନଙ୍କୁ ଜୋରରେ ଲାଗିଲା ଭୋକ: କଲେ ଏମିତି

ବଲିଉଡ ସୁପରଷ୍ଟାର ସଲମାନ ଖାନ ନିଜ ଫିଟନେସ୍‌ ପାଇଁ ଜଣାଶୁଣା। ସଲମାନ ନିଜ ଡାଏଟକୁ ନେଇ ବେଶ୍‌ ସଚେତନ। ପ୍ରତିଦିନ ସେ ଜିମ୍‌ ଯିବାକୁ ଭୁଲନ୍ତି ନାହିଁ। କିନ୍ତୁ ଯଦି ସଲ୍ଲୁ କେବେ ଭୋକିଲା ଥାନ୍ତି ସେତେବେଳେ ସେ ଡାଏଟ୍‌ ସହ ଜଡିତ ସମସ୍ତ ନିୟମ ଭୁଲିଯାଆନ୍ତି। ଥରେ ଏଭଳି କିଛି କାମ କରିଥିଲେ ସେ। ନିକଟରେ ସେ ଜିଓ ୱାଲର୍‌ଡ ଡ୍ରାଇଭକୁ ଯାଇଥିଲେ। ହଠାତ୍‌ ତାଙ୍କୁ ଜୋର୍‌ରେ ଭୋଗ ଲାଗିଥିଲା। ଏହା ପରେ ସେ ପାଖରେ ଥିବା କ୍ୟାଣ୍ଟିନ୍‌ ଭିତରକୁ ପଶି ୩ଟି ସିଙ୍ଗା ଖାଇଦେଇଥିଲେ। କ୍ୟାଣ୍ଟିଲେ ସଲମାନଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ସଲମାନ ଖାନ ଖୁବ ଶୀଘ୍ର ତାଙ୍କ ଭିଣୋଇ ଆୟୁଷ ଶର୍ମାଙ୍କ ସହ ଫିଲ୍ମ ‘ଅନ୍ତିମ’ରେ କାମ କରୁଥିବା ଦେଖିବାକୁ ମିଳିବ। ଏହି ଫିଲ୍ମରେ ସଲମାନ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ଏବଂ ଆୟୁଷ ଶର୍ମା ଏକ ନକାରାତ୍ମକ ଭୂମିକାରେ ନଜର ଆସିବେ। ଫିଲ୍ମରେ ଉଭୟଙ୍କର ଏକ ଜବରଦସ୍ତ ଚରିତ୍ର ଦେଖାଯାଇଛି ଏବଂ ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍‌ଷ୍ଟାଗ୍ରାମରେ ବୋହୂଙ୍କୁ ଫଲୋ କରନ୍ତି ନାହିଁ ବିଗ୍‌ ବି: ଐଶ୍ୱର୍ଯ୍ୟା ବି ସ୍ବାମୀଙ୍କୁ ଛାଡ଼ି…

ବମ୍ବେ: ସାମାଜିକ ଗଣମାଧ୍ୟମରେ ବେଶ୍‌ ସକ୍ରିୟ ବିଗ୍‌ ବି ଅମିତାଭ ବଚ୍ଚନ। ଟୁଇଟର୍‌ ଭଳି ଇନ୍‌ଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକ ଅଧିକ। ଦେଖିବାକୁ ଗଲେ ୨୬.୬ ମିଲିୟନ୍‌...

ଦ କପିଲ ଶର୍ମା ଶୋ’ରେ ନେହା କକ୍କର, ‘କାଣ୍ଟା ଲଗା’ ଗୀତରେ କଲେ ଜବରଦସ୍ତ ଡ୍ୟାନ୍ସ

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ନିଜ ଗୀତ ‘କାଣ୍ଟା ଲଗା’ର ପ୍ରମୋଶନ କରିବାରେ ଲାଗିଛନ୍ତି। ଏବେ ନେହା କପିଲ ଶର୍ମାଙ୍କ ଶୋ’ରେ ନଜର ଆସିଛନ୍ତି।...

ଖବରଦାତା ଭୂମିକାରେ ନଜର ଆସିବେ କିଙ୍ଗ୍‌ଖାନ୍‌

ମୁମ୍ବାଇ: ବଲିଉଡ୍‌ର କିଙ୍ଗ୍‌ଖାନ୍‌ ଶାହାରୁଖ୍‌ ଖାଁ ଦୀର୍ଘଦିନ ଧରି ବଡ଼ପରଦାରୁ ଦୂରେଇ ରହିଛନ୍ତି। ୨୦୧୮ରେ ‘ଜିରୋ’ ପରଠାରୁ ସେ କୌଣସି ଫିଲ୍ମରେ ଏ ପର୍ଯ୍ୟନ୍ତ ଅଭିନୟ...

ପ୍ରଶଂସକଙ୍କୁ ଖୁସି ଖବର ଦେଲେ ଅଲୁ ଅର୍ଜୁନ

ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ ତାଙ୍କ ଜନ୍ମଦିନ ପୂର୍ବରୁ ମଧ୍ୟ ପ୍ରଶଂସକଙ୍କୁ ଖୁସି ଖବର ପ୍ରଶଂସକମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଖୁବ୍‌ଶୀଘ୍ର ସେ ବଲିଉଡ୍‌ରେ...

ଶିକାର କରୁଛନ୍ତି ବରୁଣ

ମୁମ୍ବାଇ: ବରୁଣ ଧବନ ଓ କ୍ରିତି ସାନନଙ୍କ ଫିଲ୍ମ ‘ଭେଡିୟା’ ଖୁବଶୀଘ୍ର ଦର୍ଶକଙ୍କୁ ମନୋରଞ୍ଜନ ଦେବାକୁ ଯାଉଛି । ନିକଟରେ ଫିଲ୍ମର ଭିଜୁଆଲ ପୋଷ୍ଟର ନଜର...

ଅନିଲଙ୍କୁ ବିବାହ କରିବାକୁ ରୋକ୍‌ଠୋକ୍‌ ମନା କରିଦେଇଥିଲେ ଏହି ଅଭିନେତ୍ରୀ; କାରଣ ଥିଲା…

ବମ୍ବେ: ବଲିଉଡ୍‌ ଅଭିନେତା ଅନିଲ କପୁର ଏବଂ ଅଭିନେତ୍ରୀ ମାଧୁରୀ ଦିକ୍ଷୀତଙ୍କ ଯୋଡ଼ି ସିନେମାର ହିଟ୍‌ ଯୋଡ଼ି ଥିଲେ। ଉଭୟ ଏକାସାଙ୍ଗରେ ଅନେକ ଫିଲ୍ମରେ କାମ...

ବିରାଟ କୋହଲିଙ୍କୁ ମନେ ମନେ ବହୁତ ଭଲ ପାଉଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ପ୍ରସିଦ୍ଧ ଭାରତୀୟ କ୍ରିକେଟର ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସ୍ବାମୀ ବିରାଟ କୋହଲିଙ୍କର ସାରା ବିଶ୍ୱରେ ଅନେକ ପ୍ରଶଂସକ ରହିଛନ୍ତି। ସାଧାରଣ ଲୋକଙ୍କଠାରୁ ଆରମ୍ଭ...

ବାପାଙ୍କ ଖୁସି ପାଇଁ ଏହି ଅଭିନେତ୍ରୀଙ୍କଠାରୁ ଅଲଗା ହୋଇଥିଲେ ବବି ଦେଓଲ

ବଲିଉଡ୍‌ ଅଭିନେତ୍ରୀ ନୀଲମ କୋଠାରୀ ଇତିମଧ୍ୟରେ ୫୧ ବର୍ଷରେ ପଦାର୍ପଣ କରିଛନ୍ତି। ୯ ନଭେମ୍ବର, ୧୯୬୯ରେ ହଂକଂରେ ସେ ଜନ୍ମଗ୍ରହଣ କରିଥିଲେ। ବ୍ୟାଙ୍କକ୍‌ରେ କିଛି ବର୍ଷ...

Advertisement
Archives

Model This Week