କଂଗ୍ରେସରେ ଯୋଗ ଦେଲେ ଅଭିନେତ୍ରୀ କାମ୍ୟା ପଞ୍ଜାବୀ

ମୁମ୍ବାଇ: ଟେଲି ଦୁନିଆର ପ୍ରସିଦ୍ଧ ଅଭିନେତ୍ରୀ କାମ୍ୟା ପଞ୍ଜାବୀ କଂଗ୍ରେସରେ ଯୋଗ ଦେଇଛନ୍ତି । ମୁମ୍ବାଇର କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦଳରେ ମିଶିଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ରାଜନୀତିରେ ଯୋଗ ଦେଇଥିଲେ ମଧ୍ୟ ସେ ଅଭିନୟ ଛାଡିବେ ନାହିଁ ବୋଲି କହିଛନ୍ତି। କାହିଁକି ନା ଅଭିନୟ ହେଉଛି ତାଙ୍କର ପ୍ରଥମ ପସନ୍ଦ । ଦୁଇଟି କ୍ଷେତ୍ର ପାଇଁ ମୁଁ ସମୟ ଦେବି । ପାୱାର କିମ୍ବା ଫେମ ପାଇଁ ମୁଁ ରାଜନୀତିକୁ ଆସି ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିରିୟାନୀ ଖାଇଲେ କମୁଛି ପୁରୁଷଙ୍କ ପ୍ରଜନନ କ୍ଷମତା: ଦୋକାନ ବନ୍ଦ କରାଇଲେ ଟିଏମ୍‌ସି ନେତା

କୋଲକାତା,୨୪।୧୦: ବିରିୟାନୀ ପାଇଁ ପୁରୁଷଙ୍କ ପ୍ରଜନନ କ୍ଷମତା କମୁଛି। କିଛି ଏଭଳି ଯୁକ୍ତି ବାଢ଼ିଛନ୍ତି ଜଣେ ନେତା। କେବଳ ସେତିକି ନୁହେଁ ନେତା ଜଣକ ଜୋର...

ଦିଲ୍ଲୀରେ ଆପ୍‌ ଲହରି: କେଜ୍‌ରିଓ୍ବାଲଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପୁଣି ଥରେ କ୍ଷମତାକୁ ଫେରିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିିଓ୍ବାଲଙ୍କ ନେତୃତ୍ୱରେ ଦଳ ତୃତୀୟ ଥର...

୩୦ ହଜାର ତଳେ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୮।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି...

ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପୂର୍ବରୁ ଶେଷ ହୋଇପାରେ ବଜେଟ ଅଧିବେଶନ

ନୂଆଦିଲ୍ଲୀ,୭ ।୪: ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଗୁରୁବାର ପାର୍ଲାମେଣ୍ଟର ବଜେଟ ଅଧିବେଶନ ଶେଷ ହୋଇପାରେ ବୋଲି ବିଶେଷ ସୂତ୍ରରୁ ମିଳିଥିବା ଖବରରୁ...

ଉତ୍ତରପ୍ରଦେଶରେ ଆଣ୍ଟିବଡ଼ି ଟେଷ୍ଟିଂ ଆରମ୍ଭ: ଶହେ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ କରାଗଲା ପରୀକ୍ଷା

ଲକ୍ଷ୍ନୌ,୨୨।୬: ଉତ୍ତରପ୍ରଦେଶର କିଙ୍ଗ୍‌ ଜର୍ଜ ମେଡିକାଲ ୟୁନିଭର୍ସିଟି(କେଜିଏମ୍‌ୟୁ)ରେ ଏଣିକି କରୋନାର ଆଣ୍ଟିବଡ଼ି ଟେଷ୍ଟିଂ ଆରମ୍ଭ ହୋଇଯାଇଛି। କେଜିଏମ୍‌ୟୁ ହେଉଛି ରାଜ୍ୟର ଏକମାତ୍ର ହସ୍ପିଟାଲ ଯେଉଁଠାରେ ଆଣ୍ଟିବଡ଼ି...

ହନିପ୍ରୀତଙ୍କ ଉପରୁ ଉଠିଲା ଦେଶଦ୍ରୋହ ଧାରା

ପଞ୍ଚକୁଲା,୨।୧୧: ହରିୟାଣା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମ ସିଂଙ୍କ ନିକଟ ସହଯୋଗୀ ହନିପ୍ରୀତଙ୍କ ଉପରୁ ହଟିଯାଇଛି ଦେଶଦ୍ରୋହ ଧାରା। ପଞ୍ଚକୁଲା ହିଂସା...

କଣ୍ଟାକ୍ଟ ଲେନ୍ସ ବିକ୍ରି ପାଇଁ ଦରକାର ହେବ ଲାଇସେନ୍ସ

ନୂଆଦିଲ୍ଲୀ,୧୪ ।୧୦: ଏବେ ଆଉ କଣ୍ଟାକ୍ଟ ଲେନ୍ସ ସବୁ ଚଷମା ଦୋକାନରେ ଦେଖିବାକୁ ମିଳିବ ନାହିଁ । କେନ୍ଦ୍ର ସରକର କଣ୍ଟାକ୍ଟ ଲେନ୍ସ ବିକ୍ରେତାଙ୍କୁ ଲାଇସେନ୍ସ...

କଂଗ୍ରେସକୁ ସୁପ୍ରିମ୍‌କୋର୍ଟରେ ଝଟ୍‌କା: ଗୁଜରାଟ ରାଜ୍ୟ ସଭା ଉପନିର୍ବାଚନ ଏକାଠି କରାଇବା ଆବେଦନ ଖାରଜ

ନୂଆଦିଲ୍ଲୀ,୨୫।୬: ସୁପ୍ରିମ୍‌କୋର୍ଟଙ୍କ ରାୟ ଯୋଗୁ କଂଗ୍ରେସକୁ ଝଟ୍‌କା ଲାଗିଛି। ଗୁଜରାଟର ୨ଟି ରାଜ୍ୟ ସଭା ଆସନ ପାଇଁ ଉପନିର୍ବାଚନ ଏକାଠି କରାଇବା ଲାଗି କଂଗ୍ରେସ ପକ୍ଷରୁ...

Advertisement
Archives

Model This Week