ମୁମ୍ବାଇ: କଙ୍ଗନା ରାନାଓ୍ବତଙ୍କ ଅଭିତୀନ ମୁଭି ତେଜସ ୨୦୨୩ର ମଚ ଆଓ୍ବେଟେଡ ମୁଭି ମଧ୍ୟରୁ ଗୋଟିଏ ଥିଲା। ଫାଇନାଲି ଫିଲ୍ମଟି ୨୭ ଅକ୍ଟୋବରରେ ରିଲିଜ ହୋଇଯାଇଛି। ଫିଲ୍ମରେ କଙ୍ଗନା ରାନାଓ୍ବତ ଜଣେ ଏୟାର ଫୋର୍ସ ଅଫିସର ତେଜସ ଗିଲ ଭୂମିକାରେ...
ଭୁବନେଶ୍ୱର,୨୭/୧୦: ଓଡ଼ିଆ ସିନେ ଜଗତର ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ। ବହୁଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ ସ୍ୱରୂପ। କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ...
ମୁମ୍ବାଇ,୨୬।୧୦: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବିଷୟରେ ଏକ ବଡ଼ ଖବର ଆସିଛି। ଭାରତୀୟ ରାଜନୈତିକ କ୍ୟାରିୟରରେ ଲାଲୁ ପ୍ରସାଦ ଯାଦବଙ୍କର ଏକ ସ୍ବତନ୍ତ୍ର ଶୈଳୀ ଅଛି। ସେ ତାଙ୍କର ଶୈଳୀ ହେଉ କିମ୍ବା ରାଜନୀତିରେ ତାଙ୍କର...
Archives
Model This Week
ପିଲାଙ୍କ ଧରିତ୍ରୀ