ମନୋରଞ୍ଜନ

ଭାରତୀୟ-ଆମେରିକୀୟ ସଙ୍ଗିତକାର ଚନ୍ଦ୍ରିକା ଟଣ୍ଡନଙ୍କୁ ଗ୍ରାମୀ ପୁରସ୍କାର

ଓ୍ବାଶିଂଟନ,୩।୨: ଭାରତୀୟ-ଆମେରିକୀୟ ଗାୟିକା ଏବଂ ଉଦ୍ୟୋଗୀ ଚନ୍ଦ୍ରିକା ଟଣ୍ଡନ ତ୍ରିବେଣୀ ଆଲବମ ପାଇଁ ବେଷ୍ଟ ନ୍ୟୁ ଏଜ, ଆମ୍ବିଏଣ୍ଟ ବା ଚାଣ୍ଟ ଆଲବମ ବର୍ଗରେ ଗ୍ରାମୀ ପୁରସ୍କାର ଜିତିଛନ୍ତି। ରେକର୍ଡିଂ ଏକାଡେମୀ ଦ୍ୱାରା ଆୟୋଜିତ ସବୁଠାରୁ ବଡ଼ ସଙ୍ଗୀତ ପୁରସ୍କାର ସମାରୋହର…

ରୋମାଣ୍ଟିକ ଫିଲ୍ମ କରିବାକୁ ଚାହୁଁଛନ୍ତି ଜୟଦୀପ

ମୁମ୍ବାଇ: ଅଭିନେତା ଜୟଦୀପ ଅହଲାୱତ୍‌ଙ୍କୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ଲାଗିରହିଛି। ବର୍ତ୍ତମାନ ସୁଦ୍ଧା ସେ କୌଣସି ରୋମାଣ୍ଟିକ ଫିଲ୍ମ କିମ୍ବା ରୋମାଣ୍ଟିକ ଚରିତ୍ରରେ କାର୍ଯ୍ୟ କରିନାହାନ୍ତି। ରୋମାଣ୍ଟିକ ଫିଲ୍ମ କରିବାକୁ ଚାହାନ୍ତି ନାହିଁ କି ବୋଲି ରବିବାର ଏକ ସାକ୍ଷାତ୍‌କାରରେ…

ଏହି ହ୍ୟାଣ୍ଡସମ୍‌ଙ୍କୁ ଡେଟ୍‌ କରୁଛନ୍ତି ସାମନ୍ଥା? ଫଟୋ ଶେୟାର କରି କଲେ ବଡ଼ ଖୁଲାସା

ହାଇଦ୍ରାବାଦ: ପୁଣି ଥରେ ପ୍ରେମରେ ପଡ଼ିଛନ୍ତି ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ। ଆଜିକାଲି ନିଜର ଆଗାମୀ ସିରିଜ ‘ରକ୍ତ ବ୍ରହ୍ମାଣ୍ଡ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି ସେ। ପ୍ରଶଂସକ ଏବେ ସିରିଜର ରିଲିଜକୁ ଅପେକ୍ଷା କରି ରହିଛନ୍ତି। ଏମିତିରେ ସାମନ୍ଥାଙ୍କ…

Kiss Controversy: ଉଦିତଙ୍କ ପୂର୍ବରୁ ଲିପ୍‌କିସ୍‌କୁ ନେଇ ବିବାଦକୁ ଆସିଥିଲେ ଏସବୁ କଳାକାର, ଜଣଙ୍କୁ ଯିବାକୁ ପଡ଼ିଥିଲା କୋର୍ଟ… 

ମୁମ୍ବାଇ: ଗ୍ଲାମର୍‌ ଓ୍ବାଲ୍ଡରେ ବିବାଦ ସାଧାରଣ କଥା। କେତେବେଳେ ସେଲିବ୍ରିଟିମାନଙ୍କ ବ୍ୟବହାର ପ୍ରଶଂସକଙ୍କ ହୃଦୟ ଜିତିଥାଏ ତ କେବେ ଟ୍ରୋଲିଂର କାରଣ ପାଲଟିଥାଏ। ଏବେ ସେମିତି କିଛି ଉଦିତ ନାରାୟଣଙ୍କ ସହ ଘଟିଛି। ଏକ ଲାଇଭ୍‌ କନ୍‌ସର୍ଟରେ ମହିଳା ପ୍ରଶଂସକଙ୍କୁ ଚୁମ୍ବନ…

ସୀମା ଟପିଗଲେ ଉଦିତ ନାରାୟଣ, ମହିଳା ପ୍ରଶଂସକଙ୍କ ଗାଲ-ଓଠକୁ ଚୁମ୍ବନ ଦେଇ ବିବାଦରେ…

ମୁମ୍ବାଇ: ବିବାଦରେ ଫସିଛନ୍ତି ଖ୍ୟାତନାମା ଗାୟକ ଉଦିତ ନାରାୟଣ। ଏକ ଲାଇଭ୍‌ କନ୍‌ସର୍ଟରେ ଜଣେ ମହିଳା ପ୍ରଶଂସକଙ୍କୁ ସେ ଚୁମ୍ବନ ଦେଇଥିଲେ। ଏହାର ଏକାଧିକ ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ଟ୍ରୋଲ କରାଯାଉଛି। ଏଭଳି ବ୍ୟବହାର ତାଙ୍କଠାରୁ ଆଶା କରାଯାଉ…

ସମ୍ବିତଙ୍କୁ ଏମିତି କ’ଣ ମିଳିଲା ଜନ୍ମଦିନ ଉପହାର, କାହିଁ ସେ ଖୁସି

  ଏବେ ସମ୍ବିତଙ୍କ ଖୁସିି କହିଲେ ନ ସରେ। ସେ ବା କେମିତି ଖୁସି ନ ହେବେ କହୁନାହାନ୍ତି ? ପ୍ରଥମ କଥା ହେଲା, ତାଙ୍କ ଅଭିନୀତ ତଥା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ସନାତନୀ’ ଚଳିତ ମାସ ୭ ତାରିଖରେ ରିଲିଜ…

ବାଙ୍ଗାଲୋରର ଯୁବତୀଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି Aamir Khan, ପରିବାରରୁ ମିଳିଛି ଗ୍ରିନ୍‌ ସିଗ୍‌ନାଲ

ମୁମ୍ବାଇ: ଦୁଇ ଦୁଇ ଥର ବୈବାହିକ ଜୀବନରେ ଝଡ଼। ପରେ ଛାଡ଼ପତ୍ର। ଏମିତିରେ ଏକାକି ଜୀବନ ବିତାଉଥିଲେ ବଲିଉଡର ପ୍ରଫେକ୍ସନାଲିଷ୍ଟ ଆମିର ଖାନ୍‌। ହେଲେ ଏବେ ସବୁକିଛି ବଦଳିଛି। ସେ ପୁଣି ପ୍ରେମରେ ପଡ଼ିଛନ୍ତି। କଥାଟା ଅରୁଚି ଲାଗିଲେ ବି ବୋଧହୁଏ…

ଷ୍ଟାଇଲିଷ୍ଟ ମନରାଜ ଜୱାଣ୍ଡାଙ୍କୁ ବିବାହ କଲେ ରାପର୍ ରଫ୍‌ତାର୍‌; ଫଟୋ ଭାଇରାଲ୍

ମୁମ୍ବାଇ: ରାପର୍ ରଫ୍‌ତାର୍‌ ଫ୍ୟାଶନ୍ ଷ୍ଟାଇଲିଷ୍ଟ ଏବଂ ଅଭିନେତ୍ରୀ ମନରାଜ ଜୱାଣ୍ଡାଙ୍କୁ ବିବାହ କରିଛନ୍ତି। ଦୁହିଁଙ୍କ ବିବାହକୁ ନେଇ ଅନେକ ଦିନରୁ ଚର୍ଚ୍ଚା ଲାଗି ରହିଥିବା ବେଳେ ବାହାଘର ଫଟୋ ସାମ୍ନାକୁ ଆସିବା ପରେ ଏହି ଖବର ନିଶ୍ଚିତ ହୋଇଛି। ରଫ୍‌ତାର୍‌ଙ୍କ…

Video Viral: ପୁଣି ଭାଙ୍ଗିଲା ରାଖୀ ସାଓ୍ବନ୍ତଙ୍କ ଦୃଦୟ, ବିବାହ କରିବାକୁ ଯାଉଥିବା ପାକିସ୍ତାନୀ ଅଭିନେତା କଲେ ଏମିତି…

ମୁମ୍ବାଇ: ଏଣ୍ଟରଟେନମେଣ୍ଟ କୁଇନ ରାଖୀ ସାୱନ୍ତ ଆଜିକାଲି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ନିକଟରେ କହିଥିଲେ ଯେ ସେ ତୃତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି। ରାଖୀ ପାକିସ୍ତାନୀ ଅଭିନେତା ଡୋଡି ଖାନଙ୍କୁ ବିବାହ କରିବା…

ବଲିଉଡ୍‌ରେ ଡେବ୍ୟୁ କରିବେ ଇବ୍ରାହିମ

ମୁମ୍ବାଇ: ଅଭିନେତା ସୈଫ୍‌ ଅଲୀ ଖାନ୍‌ ଓ ତାଙ୍କ ପ୍ରଥମ ସ୍ତ୍ରୀ ଅମୃତା ସିଂଙ୍କ ପୁଅ ଇବ୍ରାହିମ ଅଲୀ ଖାନ୍‌ ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏନେଇ ଫିଲ୍ମ ନିର୍ମାତା କରନ ଜୋହର ସୋସିଆଲ ମିଡିଆରେ ଏକ ଭାବନାତ୍ମକ ପୋଷ୍ଟ…

ସବୁଦିନ ଲାଗି ସସ୍‌ପେଣ୍ଡ ହୋଇଗଲା ସ୍ବରା ଭାସ୍କରଙ୍କ ସୋସିଆଲ ମିଡିଆ ଆକାଉଣ୍ଟ

ମୁମ୍ବାଇ: ସବୁଦିନ ଲାଗି ସସ୍‌ପେଣ୍ଡ ହୋଇଯାଇଛି ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ଟୁଇଟର ଆକାଉଣ୍ଟ। ସେ ନିଜେ ଏନେଇ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇବା ଯୋଗୁ ଏଭଳି ହୋଇଥିବା ସେ ପୋଷ୍ଟ କରି ଅଭିଯୋଗ ଆଣିଛନ୍ତି। ଟୁଇଟର ତରଫରୁ…

ଏହି ସୁନ୍ଦରୀଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ମହମ୍ମଦ ସିରାଜ!

ନୂଆଦିଲ୍ଲୀ,୩୦।୧: ପ୍ରେମରେ ପଡ଼ିଛନ୍ତି ଭାରତୀୟ ବୋଲର୍‌ ମହମ୍ମଦ ସିରାଜ। ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ମାହିରା ଶର୍ମାଙ୍କ ସହ ତାଙ୍କର ନାମକୁ ଯୋଡ଼ା ଯାଉଛି। ଉଭୟ ପରସ୍ପରକୁ ଡେଟ୍‌ କରୁଥିବା ନେଇ ଜାତୀୟ ଗଣମାଧ୍ୟମର ରିପୋର୍ଟ ପ୍ରକାଶ ପାଇଛି। କଥାଟି କେତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?