ଲାପତା ଲେଡିଜ୍’ର ୧୭ ବର୍ଷୀୟା ନାୟିକା ଜିତିଲେ IIFA ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର, ମଞ୍ଚରେ କହିଲେ ବଡ଼ କଥା
ଜୟପୁର,୧୦।୩: ୨୦୨୫ ମସିହାର IIFA ପୁରସ୍କାରରେ ଶ୍ରେଷ୍ଠ ଅଭିନେତ୍ରୀ (ମହିଳା) ଘୋଷଣା ସମୟରେ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ। ବର୍ତ୍ତମାନ ପିଢ଼ିର ତିନି ଜଣ ସବୁଠାରୁ ଲୋକପ୍ରିୟ ମହିଳା ତାରକା ଥିଲେ, ତାଙ୍କ ସହିତ ସମୀକ୍ଷକମାନଙ୍କ ଦ୍ୱାରା ପ୍ରଶଂସିତ ପ୍ରଦର୍ଶନ ପାଇଁ ଜଣାଶୁଣା…
ଡେବ୍ୟୁ କରିବେ ଅନିଲ କପୁରଙ୍କ ଝିଆରୀ
ମୁମ୍ବାଇ: ବଲିଉଡ୍ରେ ଖୁବ୍ଶୀଘ୍ର ଆଉ ଜଣେ ଷ୍ଟାର୍କିଡ୍ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ହେଉଛନ୍ତି ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର। ଶନାୟା ତାଙ୍କର ଡେବ୍ୟୁ ଫିଲ୍ମ ‘ଆଖେଁ ଗୁଆଁ ଗୁସ୍ତାଖିଆଁ ’ର ଶୁଟିଂ ଆରମ୍ଭ କରିଛନ୍ତି। ଏନେଇ ସେ…
IIFA ପୁରସ୍କାର ୨୦୨୫ ସମ୍ପୂର୍ଣ୍ଣ ବିଜେତା ତାଲିକା: ପୋଛିନେଲା ‘ଲାପତା ଲେଡିଜ୍’, କାର୍ତ୍ତିକ ଆର୍ଯ୍ୟନ୍ ଶ୍ରେଷ୍ଠ ଅଭିନେତା
ଜୟପୁର,୧୦।୩: ରବିବାର ଜୟପୁରରେ ବଲିଉଡର ବଡ଼ ବଡ଼ ଖ୍ୟାତନାମା ଅଭିନେତା ଯୋଗ ଦେଇଥିବା ଏକ ଚମତ୍କାର ଉତ୍ସବରେ IIFA ପୁରସ୍କାରର ରୌପ୍ୟ ଜୟନ୍ତୀ ସଂସ୍କରଣ ଅନୁଷ୍ଠିତ ହୋଇଥିଲା। ଶନିବାର ଡିଜିଟାଲ ପୁରସ୍କାର ପରେ, ରବିବାର ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା, ଯେଉଁଥିରେ…
କଣ ଚାହୁଁଥିଲେ ସ୍ବପ୍ନା…
ଉଭୟ ଅଭିନୟ ଏବଂ ସମାଜସେବା ସହ ଜଡିତ ସ୍ବପ୍ନା ପତିଙ୍କର ଖୁସି କହିଲେ ନ ସରେ। କାରଣ ନିକଟରେ ତାଙ୍କୁ ଏକ ମନଲାଖି ମ୍ୟୁଜିକ ଭିଡିଓରେ ଅଭିନୟ କରିବାର ସୁଯୋଗ ମିଳିଛି। ବିଶେଷଭାବରେ ଏହାର ଲିରିକ୍ସ ଏବଂ କୋରିଓଗ୍ରାଫି ତାଙ୍କୁ ବେଶ୍…
ଅଫରକୁ କାହିଁକି ମନା କରିଥିଲେ ପ୍ରୀତି
ପ୍ରୀତି ଜିଣ୍ଟା ଅବଶ୍ୟ ବେଶ୍ କିଛି ବର୍ଷ ହେଲାଣି ଅଭିନୟରୁ ପ୍ରାୟ ସନ୍ନ୍ୟାସ ନେଇସାରିଲେଣି। ହେଲେ ତାଙ୍କ ଅଭିନୟ ଜୀବନରେ ଅନେକ କିଛି ଘଟଣା ଘଟିଛି। ୧୯୯୮ରେ ସେ ମଣି ରତ୍ନମଙ୍କ ନିର୍ଦ୍ଦେଶତ ‘ଦିଲ୍ ସେ’ରେ ସପୋର୍ଟିଂ ରୋଲ୍ରୁ ବଲିଉଡ୍ କ୍ୟାରିୟର…
ନ୍ୟୁଜ୍ପେପର ପ୍ରିଣ୍ଟ ଡ୍ରେସ୍ରେ ନଜର ଆସିଲେ କରୀନା କପୁର, ଜାଣନ୍ତୁ କେବେଠୁ ଆରମ୍ଭ ହୋଇଛି ଏହି ଡିଜାଇନ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରୀନା କପୁର ଶନିବାର IIFA ପୁରସ୍କାର ପାଇଁ ଜୟପୁର ଯାଇଥିଲେ। ଏହି ସମୟରେ ସମସ୍ତଙ୍କ ନଜର ତାଙ୍କ ଡ୍ରେସ୍ ଉପରେ ଥିଲା। କାରଣ କରୀନା ଏକ ନ୍ୟୁଜ୍ପେପର ବା ଖବରକାଗଜ ପ୍ରିଣ୍ଟ୍ ଡ୍ରେସ୍ ପିନ୍ଧିଥିଲେ , ଯେଉଁଥିରେ…
‘ମୁଁ ନିର୍ଦ୍ଦୋଷ, ମୋତେ ଫସାଇ ଦିଆଯାଇଛି’
ମୁମ୍ବାଇ: କନ୍ନଡ ଅଭିନେତ୍ରୀ ରାନ୍ୟା ରାଓ ସୁନା ଚୋରା ଚାଲାଣ ରାକେଟରେ ତାଙ୍କର ସମ୍ପୃକ୍ତିକୁ ପୋଲିସ ସମ୍ମୁଖରେ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି, ମୁଁ ନିର୍ଦ୍ଦୋଷ, ମୋତେ ଫସାଇ ଦିଆଯାଇଛି। ଏକ ରିପୋର୍ଟ ଅନୁଯାୟୀ, ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI) ଦ୍ୱାରା…
ଗୁଟ୍ଖା ବିଜ୍ଞାପନ କରି ଫସିଲେ ଶାହାରୁଖ-ଅଜୟ-ଟାଇଗର
ମୁମ୍ବାଇ: ଅଭିନେତା ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫ ଏକ ବିଜ୍ଞାପନ ଯୋଗୁ ଆଇନଗତ ସମସ୍ୟାରେ ପଡ଼ିଛନ୍ତି। ଜୟପୁର ଜିଲା ଉପଭୋକ୍ତା କମିଶନ ଭ୍ରାମକ ବିଜ୍ଞାପନ ଅଭିଯୋଗରେ ସମସ୍ତ ତିନି ତାରକାଙ୍କୁ ସମନ କରିଛି। ସେ ଶାହରୁଖ ଖାନଙ୍କୁ…
IIFA Digital Awards 2025: ଚମକିଲେ କ୍ରିତି-ବିକ୍ରାନ୍ତ, ଶ୍ରେଷ୍ଠ ଫିଲ୍ମ Amar Singh Chamkila
ନୂଆଦିଲ୍ଲୀ,୯।୩: IIFA 2025 ଜୟପୁରରେ ମାର୍ଚ୍ଚ ୮ରେ ଆୟୋଜିତ ହୋଇଯାଇଛି। ଏହି ପୁରସ୍କାର ସମାରୋହକୁ ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଏବଂ କାର୍ତ୍ତିକ ଆର୍ଯ୍ୟନ ହୋଷ୍ଟ କରୁଛନ୍ତି। ଶନିବାର ରାତିରେ (୮ ମାର୍ଚ୍ଚ), ଜୟପୁରରେ IIFA ଡିଜିଟାଲ ପୁରସ୍କାର ୨୦୨୫ ଆୟୋଜନ…
ଆୟୁଶ୍ରୀ ମଲିକ ‘ମିସ୍ ସୁପର ନ୍ୟାଶନାଲ’
ମୁମ୍ବାଇ, ୯ା୩: ମୁମ୍ବାଇରେ ଶୁକ୍ରବାର ବିଳମ୍ବିତ ରାତିରେ ‘ଲିଭା ମିସ୍ ଡିଭା’ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ ଆୟୋଜିତ ହୋଇଯାଇଛି। ଏହି ଗ୍ରାଣ୍ଡ୍ ଫିନାଲେରେ ମଡେଲ ଆୟୁଶ୍ରୀ ମଲିକ ‘ଲିଭା ମିସ୍ ଡିଭା ସୁପର ନ୍ୟାଶନାଲ ୨୦୨୪’ ଭାବେ କ୍ରାଉନ୍ ହାତେଇଥିବା ବେଳେ…
କୋରାପୁଟରେ ଏସ୍ଏସ୍ଏମ୍ବି୨୯ର ଶୁଟିଂ ଆରମ୍ଭ
କୋରାପୁଟ,୮ା୩(ଅମିତାଭ ବେହେରା): କୋରାପୁଟ ଜିଲାର ପ୍ରାକୃତିକ ପରିବେଶ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆକୃଷ୍ଟ କରିଛି। ଜଣାଶୁଣା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲି ନିଜର ଆଗାମୀ ଫିଲ୍ମ ଶୁଟିଂ ପାଇଁ ଦକ୍ଷିଣ ଓଡ଼ିଶାର କୋରାପୁଟକୁ ବାଛିଛନ୍ତି। ଜିଲାର ବିଭିନ୍ନ ପର୍ଯ୍ୟଟନ…
ଶାହିଦଙ୍କୁ ଆଲିଙ୍ଗନ କଲେ, ଢେର ଗପିଲେ କରିନା, ଗୋଟିଏ ମଞ୍ଚରେ…
ମୁମ୍ବାଇ: ଏକଦା ବଲିଉଡ୍ର ଚର୍ଚ୍ଚିତ ଯୋଡ଼ିଙ୍କ ମଧ୍ୟରେ ପରିଗଣିତ ହେଉଥିଲେ ଅଭିନେତ୍ରୀ କରିନା କପୁର-ଶାହିଦ କପୁର। ଉଭୟେ ବିବାହ କରିବେ ବୋଲି କୁହାଯାଉଥିଲା। ହେଲେ କରିନା ବ୍ରେକ୍ଅପ୍ କରିନେଇ ସୈଫ ଅଲ୍ଲୀ ଖାନ୍ଙ୍କ ହାତ ଧରିଥିଲେ। ଏମିତିରେ ଶାହିଦ ମଧ୍ୟ ପରିବାରଲୋକଙ୍କ…
Archives


