ମନୋରଞ୍ଜନ

ନୂଆ ଲୁକ୍‌ରେ ଉର୍ବଶୀ

ମୁମ୍ବାଇ: ମଡେଲିଂରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ସବୁବେଳେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରୁହନ୍ତି। ତାଙ୍କର ଅଭିନୟ ମାଧ୍ୟମରେ ସେ ସମସ୍ତଙ୍କ ପାଖରେ ପ୍ରିୟ ହୋଇ ପାରିଛନ୍ତି। କେବଳ ଏତିକି ନୁହେଁ…

ଘନଶ୍ୟାମ ମହାପାତ୍ର ପାଇବେ ଜୟଦେବ ପୁରସ୍କାର, ଶ୍ରେଷ୍ଠ ଅଭିନେତା ସରୋଜ

ଭୁବନେଶ୍ୱର, ୫।୧୧(ବ୍ୟୁରୋ): ୩୧ତମ ରାଜ୍ୟ ଚଳଚ୍ଚିତ୍ର ଓ ଅଷ୍ଟମ ଟେଲି ପୁରସ୍କାର ନେଇ ଶୁକ୍ରବାର ଘୋଷଣା କରାଯାଇଛି। ଜଣାଶୁଣା ପ୍ରଯୋଜକ ତଥା ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ରଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାର ପ୍ରଦାନ କରାଯିବ। ସେହିପରି ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ନୀଳମାଧବ…

ନୂଆ ଗେଟଅପରେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍ ଷ୍ଟାରକିଡ୍ ତଥା ନବାଗତା ନାୟିକା ଜାହ୍ନବୀ କପୁର ଆଜିକାଲି ଖୁବ୍ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଆକ୍ଟିଭ ଥିବା ଏହି ଅଭିନେତ୍ରୀ ଏବେ ଲକ୍ଷେ ଦିଲ କି ଧଡକନ ପାଲଟି ଗଲେଣି । ଦୀପାବଳିରେ ଜାହ୍ନବୀଙ୍କ ଗେଟଅପ୍ ସିମ୍ପଲ…

ବିରାଟଙ୍କ ଫଟୋ ଶେୟାର କରି ଅନୁଷ୍କା ଲେଖିଲେ ଏମିତି

ମୁମ୍ବାଇ: ଆଜି ଅର୍ଥାତ୍‌ ନଭେମ୍ବର ୪ରେ ହେଉଛି ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସ୍ବାମୀ ତଥା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଜନ୍ମଦିନ। ଏହି ଉପଲକ୍ଷେ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ତାଙ୍କ ପ୍ରଶଂସକଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ…

ହାଜର ହେଲେ ଆର୍ଯ୍ୟନ

ମୁମ୍ବାଇ,୫ ।୧୧: କ୍ରୁଜ ଡ୍ରଗ୍ସ ମାମଲାରେ ସର୍ତ୍ତ ମୂଳକ ଜାମିନ ପାଇଥିବା ବଲିଉଡ୍ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁ ଶୁକ୍ରବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ହାଜର ସମୟରେ ତାଙ୍କ ସହ ପିତା ଶାହାରୁଖଙ୍କ…

ସ୍ବାମୀଙ୍କ ସହ ପୂଜା କରି ଫଟୋ ଶେୟାର କଲେ ପ୍ରିୟଙ୍କା ଚୋପ୍ରା

  ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ସ୍ବାମୀ ନିକ ଜୋନାସଙ୍କ ସହ ଦୀପାବଳି ପାଳନ କରିଛନ୍ତି। ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ପ୍ରିୟଙ୍କା ଚୋପ୍ରା । ଅନେକ ସମୟରେ ସେ ନିକଙ୍କ ସହ ଫଟୋ ଭିଡିଓ ଶେୟାର କରି ଫ୍ୟାନ୍ସଙ୍କ…

ପ୍ରଥମଥର ପାଇଁ ପୁଅର ଫଟୋ ଶେୟାର କଲେ ଏହି ଅଭିନେତ୍ରୀ

ମୁମ୍ବାଇ: ପଶ୍ଚିମବଙ୍ଗର ଟିଏମ୍‌ସି ଏମ୍‌ପି ତଥା ବଙ୍ଗଳା ଅଭିନେତ୍ରୀ ନୁସ୍‌ରତ ଜାହାଁ କିଛି ନା କିଛି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ପ୍ରଥମେ ତାଙ୍କ ବିବାହ, ପରେ ଛାଡ଼ପତ୍ର ଏବଂ ଏହା ପରେ ତାଙ୍କ ମା’ ହେବା ଖବର ଚର୍ଚ୍ଚାକୁ…

ରିଲିଜ୍‌ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ’ସୂର୍ଯ୍ୟବଂଶୀ’

ମୁମ୍ବାଇ: ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ’ସୂର୍ଯ୍ୟବଂଶୀ’ ଶୁକ୍ରବାର ରିଲିଜ୍‌ ହୋଇଯାଇଛି। । ତେବେ ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଛି। ଅନେକ ଦିନ ପରେ ଅକ୍ଷୟ-କାଟ୍ରିନାଙ୍କ ଏହି ଫିଲ୍ମ ରିଲିଜ୍‌ ହୋଇଥିବାରୁ ଦର୍ଶକ ଉତ୍ସାହିତ ଅଛନ୍ତି। ତାଙ୍କ ଦୁଇ…

ପୁଅ ସହ ଖେଳୁଛନ୍ତି ସୈଫ୍‌, ଫଟୋ ଶେୟାର କଲେ କରୀନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ଦୀପାବଳି ଅବସରରେ ସ୍ପେଶାଲ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସୈଫ୍‌ ଅଲ୍ଲୀ ଖାନ୍‌ ଛୋଟ ନବାବ ସହ ଖେଳୁଥିବା ନଜର ଆସିଛନ୍ତି। କରୀନା ଦୀପାବଳି ଅବସରରେ ପରିବାର ସହ ଫଟୋ ଶେୟାର…

ଅନୁଷ୍କା ବିବାହ କରନ୍ତୁ ବୋଲି ଚାହୁଁ ନ ଥିଲେ ପ୍ରଭାସ, କରିଥିଲେ ଏମିତି କାମ

ବମ୍ବେ: ମନୋରଞ୍ଜନ ଦୁନିଆର ସବୁଠାରୁ ଲୋକପ୍ରିୟ ଅନ୍‌ସ୍କ୍ରିନ୍‌ କପଲ୍‌ ହେଲେ ଅନୁଷ୍କା ସେଟ୍ଟୀ- ପ୍ରଭାସ। ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି ସେ। ଉଭୟଙ୍କ କେମିଷ୍ଟ୍ରି ଦର୍ଶକଙ୍କ ହୃଦୟ ଜିତୁଥିବାରୁ ବାସ୍ତବ ଜୀବନରେ ବି ସେମାନେ ବିବାହ କରନ୍ତୁ ବୋଲି ପ୍ରଶଂସକ…

ତବ୍ବୁଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି? ୫୧ ବର୍ଷରେ…

ବମ୍ବେ: ଜଣେ ଲୋକପ୍ରିୟ ଅଭିନେତ୍ରୀ, ପ୍ରଖ୍ୟାତ ନୃତ୍ୟଶିଳ୍ପୀ, ମହିଳା ଉଦ୍ୟୋଗୀ ଏବଂ ଫିଟ୍‌ନେସ୍‌ ଫ୍ରିକ୍‌ ଭାବେ ତବ୍ବୁ ଜଣାଶୁଣା। ଏହି ବଲିଉଡ୍‌ ଅଭିନେତ୍ରୀଙ୍କ କ୍ରେଜ୍‌ ଆଜି ବି ପୂର୍ବଭଳି ରହିଛି। ୫୧ ବର୍ଷରେ ବି ସେ ଅନ୍ୟ ଅଭିନେତ୍ରୀଙ୍କୁ ଟକ୍କର ଦେଉଛନ୍ତି।…

ଏହି ଅଭିନେତ୍ରୀଙ୍କ ଓ୍ବାର୍କଆଉଟ୍‌ ଭିଡିଓ ଭାଇରାଲ

ମୁମ୍ବାଇ: ପଶ୍ଚିମବଙ୍ଗର ଟିଏମ୍‌ସି ନେତ୍ରୀ ତଥା ବଙ୍ଗଳା ଫିଲ୍ମର ଜଣାଶୁଣା ଅଭିନେତ୍ରୀ ନୁସ୍‌ରତ ଜାହାଁ ସବୁବେଳେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଅତୀତରେ ସେ ତାଙ୍କ ବିବାହକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ପରେ ତାଙ୍କର ମା’ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?