ମନୋରଞ୍ଜନ

ନିଜଠାରୁ ୧୬ ବର୍ଷ ସାନ ରେଖାଙ୍କୁ ବିନା ଅନୁମତିରେ ଚୁମ୍ବନ ଦେଇ ଚର୍ଚ୍ଚାକୁ ଆସିଥିଲେ ଏହି ଅଭିନେତା

ସାଉଥ୍‌ ଫିଲ୍ମ ସୁପରଷ୍ଟାର କମଲ ହାସନ ଆଜି ୬୭ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୭ ନଭେମ୍ବର ୧୯୫୪ରେ ତାମିଲନାଡୁର ପାରାମକୁଡିରେ ଜନ୍ମଗ୍ରହଣ କରିଥିଲେ। ସେ ତାମିଲ ସିନେମାଠାରୁ ବଲିଉଡ ପର୍ଯ୍ୟନ୍ତ ସେ ନିଜର ଚମତ୍କାର ଅଭିନୟର ଦକ୍ଷତା ଦେଖାଇଛନ୍ତି। କମଲ…

କମଲ ହାସନଙ୍କ ମୋଟ ସମ୍ପତ୍ତିର ମୂଲ୍ୟ କେତେ ଜାଣନ୍ତି

ଭାରତୀୟ ସିନେମାରେ ଅଭିନେତା, ନୃତ୍ୟଶିଳ୍ପୀ, ନିର୍ଦ୍ଦେଶକ, ସ୍କ୍ରିନ ରାଇଟର୍‌, ନିର୍ମାତା କମଲ ହାସନଙ୍କୁ କୌଣସି ପରିଚୟ ଆବଶ୍ୟକ ନାହିଁ। ତାମିଲ ସିନେମାରେ କମଲ ହାସନ ଦୀର୍ଘ ସମୟ ସକ୍ରିୟ ଅଛନ୍ତି। ତାମିଲ ବ୍ୟତୀତ ସେ ତେଲୁଗୁ, ହିନ୍ଦୀ, ମାଲାୟାଲମ, କନ୍ନଡ ଏବଂ…

ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ଉପରେ ଖୁବ୍‌ ରାଗିଥିଲେ ଭାଇଜାନ୍‌

ବଲିଉଡ୍‌ ସୁପରଷ୍ଟାର ହେଉଛନ୍ତି ଭାଇଜାନ୍‌ ସଲମାନ ଖାନ୍‌। ମାତ୍ର ଫିଲ୍ମଜଗତକୁ ଏଣ୍ଟ୍ରି ସମୟର ତାଙ୍କର ଅନେକ ରୋଚକ କାହାଣୀ ରହିଛି। ଜାଣନ୍ତୁ ସେ ସମ୍ପର୍କରେ … ସଲମାନ ଫିଲ୍ମ ‘ବିବିି ହୈ ତୋ ଏସି’ରେ ବଲିଉଡରେ ପାଦ ଦେଇଥିଲେ। ସଲମାନଙ୍କ ଚୟନର…

ଭିକ୍କିି-କ୍ୟାଟ୍ରିନାଙ୍କ ବିବାହକୁ ମିଳିଲା ସ୍ୱୀକୃତି!

ମୁମ୍ବାଇ: ବଲିଉଡ ଅଭିନେତା ଭିକ୍କି କୌଶଲ ଓ ଅଭିନେତ୍ରୀ କ୍ୟାଟୟିନା କୈଫଙ୍କ ବିବାହକୁ ନେଇ କିଛି ଖବର ସାମ୍ନାକୁ ଆସିଛି । ଏମାନଙ୍କ ବିବାହକୁ ଭିକ୍କିଙ୍କ ପରିବାର ପକ୍ଷରୁ ମଞ୍ଜୁରୀ ମିଳିଯାଇଛି । ସୁଚନାଯୋଗ୍ୟ, ଉଭୟ ବିବାହକୁ ନେଇ କୌଣସି ଅଫିସିୟାଲ…

ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲା: ସଞ୍ଜୟ ସିଂଙ୍କ ନେତୃତ୍ୱରେ ଦିଲ୍ଲୀ ଏନ୍‌ସିବିର ଏସ୍‌ଆଇଟି ଆରମ୍ଭ କଲା ଯାଞ୍ଚ, ୱାନଙ୍ଖଡେ ବି କରିବେ ସାହାଯ୍ୟ

ମୁମ୍ବାଇ,୬ ।୧୧: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)ର ଦିଲ୍ଲୀ ଟିମ୍‌ରେ ଥିବା ଉପ ମହାନିର୍ଦ୍ଦେଶକ ସଞ୍ଜୟ ସିଙ୍କ ନେତୃତ୍ୱରେ ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲାର ଯାଞ୍ଚ ଆରମ୍ଭ କରିଦେଇଛନ୍ତି । ଏହି ଟିମ୍ ୬ଟି ମାମଲାର ଯାଞ୍ଚ କରିବ । ଯାଞ୍ଚରେ ଏନ୍‌ସିବି…

ଦୀପାବଳିରେ ଅଭିନେତ୍ରୀ ବମ୍‌ ଜଳାଇବା ବେଳେ ବିସ୍ଫୋରଣ; ବଡ ଅଘଟଣରୁ…

ବମ୍ବେ: ଦୀପାବଳି କାହାପାଇଁ କେମିତି। କିଏ ଦୀପ ଲଗାଇ ଏହାକୁ ପାଳନ କରିବାକୁ ଭଲପାଏ ତ ଦୁଇ ଚାରୋଟି ବାଣ ନ ଫୁଟାଇଲେ ଆଉ କାହାର ମନ ଭରେନା। ହେଲେ ସାବଧାନତାର ସହ ବାଣ ଫୁଟାଇବାକୁ ପଡ଼ିଥାଏ। ନଚେତ ଦୁର୍ଘଟଣା ଘଟିବାର…

ଏକ୍ସ ବୟଫ୍ରେଣ୍ଡଙ୍କ ସହ ନଜର ଆସିଲେ ଜାହ୍ନବୀ, ପ୍ରଶଂସକ କହିଲେ…

ମୁମ୍ବାଇ: ଖୁସି କପୁରଙ୍କ ଜନ୍ମଦିନର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଖୁସିଙ୍କ ବ୍ୟତୀତ ଜାହ୍ନବୀ କପୁର, ଆଲିଆ କାଶ୍ୟପ ଏବଂ ଭୂମି ପେଡନେକର ମଧ୍ୟ ଜନ୍ମଦିନ ପାର୍ଟିରେ ଅଂଶଗ୍ରହଣ କରିଥିଲେ। ଏହା ଖୁସିଙ୍କ ୨୧ ତମ ଜନ୍ମଦିନ ଥିଲା।…

ଦୀପାବଳିରୁ ହଜିଛି, ଏଯାଏ ମିଳିନି

ବମ୍ବେ: ଚିନ୍ତାରେ ଅଛନ୍ତି ବିଗ୍‌ବସ୍‌ ପ୍ରତିଯୋଗୀ ତଥା ଅଭିନେତା କୁଶାଲ ଟଣ୍ଡନ। କାରଣ ଦୀପାବଳିଠାରୁ ତାଙ୍କ ପୋଷା କୁକୁର ହଜିଯାଇଛି। ଖୋଜି ଖୋଜି ଥକିଥିଲେ ହେଁ ତାର ପତ୍ତା ମିଳିପାରୁନାହିଁ। ଏନେଇ କୁଶାଲ ସୋସିଆଲ ପୃଷ୍ଠାରେ କୁକୁର ସହ ନିଜର ଏକ…

ପ୍ଲେନ୍‌ କ୍ରାସ୍‌ରେ ଚାଲିଗଲା ଲୋକପ୍ରିୟ ଗାୟିକାଙ୍କ ଜୀବନ

ବ୍ରାଜିଲର ପ୍ରସିଦ୍ଧ ଗାୟିକା ମାରିଲିଆ ମେଣ୍ଡୋନ୍‌କାଙ୍କ ପ୍ରଶଂସକଙ୍କ ପାଇଁ ଶୁଭ ନ ଥିଲା ଶୁକ୍ରବାର। ଏକ ପ୍ଲେନ୍‌ କ୍ରାସରେ ଗାୟିକା ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୬ ବର୍ଷ ହୋଇଥିଲା। ଏହି ଖବର ଜଣାପଡ଼ିବା ପରେ ବ୍ରାଜିଲର ସଙ୍ଗୀତଜଗତରେ…

ହଲିଉଡ୍‌ରେ ଏଣ୍ଟ୍ରି କରିବେ ଆଲିଆ

ମୁମ୍ବାଇ: ବଲିଉଡ୍‌ର ସବୁଠୁ ଟ୍ୟାଲେଣ୍ଟେଡ୍‌ ଅଭିନେତ୍ରୀଙ୍କ ମଧ୍ୟରୁ ଆଲିଆ ହେଉଛନ୍ତି ଜଣେ। ସେ ଫିଲ୍ମ ‘ରାଜି’, ‘ଡିଅର ଜିନ୍ଦେଗୀ’, ‘କପୁର ଆଣ୍ଡ୍‌ ସନ୍‌ସ’ରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ। ଏବେ ରଣବୀର କପୁରଙ୍କ ସହ ବିବାହକୁ ନେଇ ବି ସେ ଚର୍ଚ୍ଚାରେ…

ଆଥିୟାଙ୍କ ସହ ସମ୍ପର୍କକୁ ଅଫିସିଆଲ୍‌ କଲେ ଏହି କ୍ରିକେଟର୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଥିୟା ସେଟ୍ଟୀ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍‌। ନିକଟରେ ସେ ତାଙ୍କର ୨୯ ତମ ଜନ୍ମଦିନ ପାଳନ କରିଛନ୍ତି । ଦୀର୍ଘଦିନରୁ ଆଥିୟା କ୍ରିକେଟର୍‌ କେ.ଏଲ୍‌ ରାହୁଲଙ୍କ ପ୍ରେମରେ ପଡ଼ିଥିବା ନେଇ ଚର୍ଚ୍ଚା ହୋଇ ଆସୁଥିଲା। ଅନେକ…

ଶୁଟିଂ ସମୟରେ ଆହତ ହୋଇଥିଲେ ବିଗ୍‌ ବି, ଆଉ ତା ପରେ

ଫିଲ୍ମ ଶୁଟିଂରେ ଷ୍ଟଣ୍ଟ ସମୟରେ ଅଭିନେତାମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବା ପାଇଁ ବ୍ୟବସ୍ଥା କରାଯାଇଥାଏ। ମାତ୍ର ଅନେକ ସମୟରେ ତାରକାମାନେ ଗୁରୁତର ହୋଇଥାନ୍ତି। ଏହାର ଅନେକ ଦୃଷ୍ଟାନ୍ତ ରହିଛି। ଅନେକ ଥର ଫିଲ୍ମର ଶୁଟିଂ ସମୟରେ ଏପରି ଦୁର୍ଘଟଣା ଘଟିଛି ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?