ମନୋରଞ୍ଜନ

ବ୍ରେକ୍‌ଅପ୍‌ ପରେ ପ୍ରସିଦ୍ଧ ହୋଇଥିଲେ ଏହି ଅଭିନେତା

ମୁମ୍ବାଇ: ଅଭିନେତା ହିମାଂଶ କୋହଲିଙ୍କ ଆଜି ହେଉଛି ୩୨ ତମ ଜନ୍ମଦିନ। ୧୯୮୯ ମସିହା ନଭେମ୍ବର ୩ରେ ସେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଆଜିର ଏହି ଖାସ୍‌ ଦିନରେ ତାଙ୍କ ସହ ଜଡ଼ିତ କିଛି କଥା ବିଷୟରେ ଜାଣନ୍ତୁ… ଅଭିନୟ ଜଗତକୁ…

ଆଲିଆଙ୍କ ଦୀପାବଳି ଲୁକ୍‌

ମୁମ୍ବାଇ: ଆଲୋକର ପର୍ବ ଦୀପାବଳି ଅବସରରେ ବଲିଉଡ୍‌ ଅଭିନେତ୍ରୀମାନେ କିଏ କ’ଣ କେମିତି ଡ୍ରେସ୍‌ ଗହଣା ପିନ୍ଧି ସୁନ୍ଦର ଦିଶିବେ ସେ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏମାନଙ୍କ ମଧ୍ୟରୁ ଆଲିଆ ଭଟ୍ଟ ହେଉଛନ୍ତି ଅନ୍ୟତମ। ଆଲିଆ ଦୀପାବଳି ଉପଲକ୍ଷେ ଏକ…

ସନି ଲିଓନି ଶେୟାର କଲେ ଏମିତି ଫଟୋ, ପାଗଳ ହେଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସନି ଲିଓନି ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ୍‌ ରହୁଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ସେ ନିଜର ବ୍ୟକ୍ତିଗତ ଜୀବନଠାରୁ ଆରମ୍ଭ କରି ବୃତ୍ତିଗତ ପର୍ଯ୍ୟନ୍ତ ସମସ୍ତ କଥା ପ୍ରଶଂସକମାନଙ୍କ ସହ ଶେୟାର କରିଥାନ୍ତି। ସନି ଏବେ କିଛି…

ପଦ୍ମଶ୍ରୀରେ ସମ୍ମାନିତ ହେବେ କଙ୍ଗନା-ଏକତା-କରନ୍‌

ମୁମ୍ବାଇ: ବଲିଉଡ୍‌ କୁଇନ୍‌ କଙ୍ଗନା ରଣାୱାତଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର । ଜାତୀୟ ପୁରସ୍କାର ପରେ ତାଙ୍କୁ ଏହି ସମ୍ମାନ ମିଳିବ। ତାଙ୍କ ସହ ପ୍ରସିଦ୍ଧ ଫିଲ୍ମ ନିର୍ମାତା ଏକତା କପୁର ଓ କରନ୍‌ ଜୋହରଙ୍କୁ ମଧ୍ୟ ଏହି ପୁରସ୍କାରରେ ସମ୍ମାନିତ…

୧୦ ବର୍ଷ ପରେ ମା’ଙ୍କ ହସ ଦେଖିଥିଲି: ସାରା

ବମ୍ବେ: ବୟସରେ କମ୍‌ ହୋଇଥିବା ସତ୍ତ୍ୱେ ସୈଫ ଅଲ୍ଲୀ ଖାନ୍‌ଙ୍କ ହାତ ଧରିଥିଲେ ଅଭିନେତ୍ରୀ ଅମୃତା ସିଂହ। ହେଲେ ପରେ ଉଭୟ ଅଲଗା ହୋଇଯାଇଥିଲେ। ଏବେ ଅମୃତାଙ୍କ ଝିଅ ସାରା ଅଲ୍ଲୀ ଖାନ ବଲିଉଡ୍‌ରେ ଡେବ୍ୟୁ କରିସାରିଲେଣି। ଅଭିନେତ୍ରୀ ଭାବେ ନିଜର…

ଦୁନିଆ ଛାଡିଲେ, ୪ ଜଣଙ୍କୁ ନୂଆ ଜୀବନ ଦେଇଗଲେ ରାଜକୁମାର

କନ୍ନଡ ସିନେମାର ଅଭିନେତା ପୁନିତ ରାଜକୁମାର ଜଣେ ଅଭିନେତା ତଥା ସାମାଜିକ କର୍ମୀ ମଧ୍ୟ ଥିଲେ। ଗତ ଅକ୍ଟୋବର ୨୯ରେ ୪୬ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଥିଲେ। ପୁନିତ ତାଙ୍କ ମୃତ୍ୟୁ ପରେ ଆଖି ଦାନ କରିଥିଲେ। ଏହି…

ପ୍ରେମିକାଙ୍କ ସହ ଗୋଟିଏ କାର୍‌ରେ ଆସିଲେ ସଲମାନ

ଉତ୍ସବର ସିଜିନ ଆସିଛି। ବିଭିନ୍ନ ସେଲିବ୍ରିଟିଙ୍କ ଘରେ ଦୀପାବଳି ପାର୍ଟି ଆରମ୍ଭ ହୋଇଛି। ନିକଟରେ ଫିଲ୍ମ ରମେଶ ତୈରାନୀ ଏକ ପାର୍ଟି ଦେଇଥିଲେ। ଏହି ପାର୍ଟିକୁ ସଲମାନ ଏବଂ ୟୁଲିଆ ଭଣ୍ଟୁର ଏକସଙ୍ଗେ ସମାନ କାରରେ ପହଞ୍ଚିଥିଲେ। ଏହି ସମୟରେ ସଲମାନ…

ଫିଲ୍ମ‘ସୂର୍ଯ୍ୟବଂଶୀ’କୁ ନେଇ ବଢୁଛି କ୍ରେଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବଂ ଅଭିନେତ୍ରୀ କାଟ୍ରିନା କୈଫଙ୍କ ଯୋଡିକୁ ବେଶ୍‌ ପସନ୍ଦ କରନ୍ତି ଦର୍ଶକ। ପୁଣି ଥରେ ଏହି ଯୋଡିଙ୍କୁ ଦେଖିବାକୁ ମିଳିବ। ତାଙ୍କର ଅପକମିଙ୍ଗ ଫିଲ୍ମ ‘ସୂର୍ଯ୍ୟବଂଶୀ’କୁ ବେଶ୍‌ ଉତ୍ସାହର ଅପେକ୍ଷା କରିଛନ୍ତି ଦର୍ଶକ। ତେବେ…

ବେଡ୍‌ରୁମ୍‌ରେ ସ୍ତ୍ରୀଙ୍କ ଏହି ଅଭ୍ୟାସ ପସନ୍ଦ କରନ୍ତି ନାହିଁ ଶାହିଦ କପୁର

ବଲିଉଡ୍‌ ଅଭିନେତା ଶାହିଦ କପୁର ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। କେବଳ ସେ ନୁହେଁ, ତାଙ୍କ ସ୍ତ୍ରୀ ମୀରା ରାଜପୁତ ମଧ୍ୟ ପ୍ରଶଂସକଙ୍କ ସହ ଯୋଡି ରହିବାକୁ ପସନ୍ଦ କରନ୍ତି। ପ୍ରଶଂସକ ଉଭୟଙ୍କ ଯୋଡି ପସନ୍ଦ ମଧ୍ୟ କରନ୍ତି। ଦୁହେଁ ସୋସିଆଲ…

ରାଜସ୍ଥାନରେ ବିବାହ କରିବେ କାଟ୍ରିନା!

ମୁମ୍ବାଇ: ଏବେ ବଲିଉଡର ଅନେକ ସେଲିବ୍ରିଟିଙ୍କ ବିବାହକୁ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରୁଛି। ଏଥିରେ ସବୁଠାରୁ ଆଗରେ ଅଛନ୍ତି ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକ୍କି କୌଶଲ। ଉଭୟ ଡିସେମ୍ବରରେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। କୁହାଯାଉଛି ଯେ,…

ଦ୍ୱିତୀୟ ବିବାହ କରିବେ ଅନୁପମା

ବମ୍ବେ: ଦ୍ୱିତୀୟ ବିବାହ କରିବେ ଅନୁପମା। ଖୁବ୍‌ଶୀଘ୍ର ଧାରାବାହିକରେ ଦେଖିବାକୁ ମିଳିବ ଅନେକ ଟୁଇଷ୍ଟ ଆଣ୍ଡ ଟର୍ନ। ଏବେ ଅନୁପମା ଶାଶୁଘର ଛାଡ଼ି ଚାଲିଯାଇଥିବା ବେଳେ ଆଗାମୀ ଦିନରେ ଦେଖିବାକୁ ମିଳିବ ଏପରି କିଛି। ଧାରାବାହିକ ‘ଅନୁପମା’ରେ ବାପୁଜୀଙ୍କ ପାଇଁ ଅନେକ…

କେଇ ମାସ ବି ଚାଲିପାରିଲାନି

ବମ୍ବେ: ଖୁବ୍‌ଶୀଘ୍ର ଅଫ୍‌ଏୟାର ହେବାକୁ ଯାଉଛି ଟେଲି ଧାରାବାହିକ ‘କୁଛ ରଙ୍ଗ ପ୍ୟାର୍‌ କେ ଐସେ ଭି-୩’। ଶୋ’ର ପ୍ରଥମ ସଂସ୍କରଣକୁ ଲୋକେ ବେଶ ପସନ୍ଦ କରିଥିଲେ। ଏହାକୁ ଦେଖି ନିର୍ମାତା ଦ୍ୱିତୀୟ ପରେ ତୃତୀୟ ସଂସ୍କରଣ ଆଣିବା ଲାଗି ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?