ମନୋରଞ୍ଜନ

‘ମୁଁ ମଧ୍ୟ ଜଣେ କଂଗ୍ରେସ କର୍ମୀ’…ଭିଡିଓ ଭାଇରାଲ ପରେ କାର୍ତ୍ତିକ କହିଲେ ସତ…

ବମ୍ବେ: ଏକ ଭିଡିଓକୁ ନେଇ ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟନ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ। ପ୍ରସଙ୍ଗଟି ରାଜନୈତିକ ହୋଇଥିବାରୁ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲିଂର ଶିକାର ହେବାକୁ ପଡ଼ିଥିଲା। ହେଲେ ଏବେ ସେ ନିଜେ ସାମ୍ନାକୁ ଆସି ଏନେଇ...

କାହିଁକି ଲାଇମଲାଇଟରୁ ଦୂରେଇ ରୁହନ୍ତି ସନ୍ନି ଦଓ୍ବେଲଙ୍କ ପତ୍ନୀ ପୂଜା

ମୁମ୍ବାଇ: କରଣ ଜୋହରଙ୍କ ବହୁ ବିବାଦୀୟ ଟକ ସୋ ‘କଫି ଓ୍ବିଥ କରଣ’ର ସିଜିନ ୮ ଆରମ୍ଭ ହୋଇଛି। ପ୍ରଥମ ଏପିସୋଡରେ ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ଯୋଡି ଧମାଲ କରିଥିବାବେଳେ ସୋ’ର ଦ୍ୱିତୀୟ ଏପିସୋଡରେ ଦଓ୍ବେଲ ଭାଇ...

ଭାଣିଜିଙ୍କ ଡେବ୍ୟୁ ମୁଭିର ପୋଷ୍ଟର ଶେୟାର କଲେ ସଲମାନ

ମୁମ୍ବାଇ: ବଲିଉଡ ଭାଇଜାନଙ୍କ ଭଳି ଏବେ ତାଙ୍କ ଭାଣିଜି ଅଲିଜେହ ଅଗ୍ନିହୋତ୍ରୀ ବଲିଉଡ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି। ଫିଲ୍ମ ‘ଫରେ’ରେ ଅଲିଜେହ ଡେବ୍ୟୁ କରିବାକୁ ଯାଉଛନ୍ତି। ନିକଟରେ ଏହି ଫିଲ୍ମର ଟିଜର ରିଲିଜ ହୋଇଥିଲା। ବର୍ତ୍ତମାନ ଫିଲ୍ମର ଟିଜର...

ମନୋଜଙ୍କ ଉପରୁ ବାସନ୍ଦ ଉଠିବନି

ଭୁବନେଶ୍ୱର, ୩୧।୧୦(ଶର୍ମିଷ୍ଠା ପାଣିଗ୍ରାହୀ):ଅଭିନେତା ମନୋଜ ମିଶ୍ରଙ୍କୁ ବାସନ୍ଦକୁ ନେଇ ଓଲିଉଡ଼ରେ ବଢୁଥିବା ବିବାଦ ସମାଧାନର କୌଣସି ବାଟ ବାହାରିପାରୁନି। ଆଲୋଚନା ବଦଳରେ କେବଳ ବୟାନବାଜି ଚାଲୁଥିବାରୁ ସ୍ଥିତି ଆହୁରି ବିଗିଡି ଯାଉଛି। ଏପରିସ୍ଥିତିରେ ସୋମବାର କୋଶଲ ରାଏଜ୍‌ ମିଲିତ୍‌ କ୍ରିୟାନୁଷ୍ଠାନ...

ଛୋଟା ପଣ୍ଡିତ ହେବା ଉର୍ଫିଙ୍କୁ ପଡ଼ିଲା ମହଙ୍ଗା, ମିଳିଲା ହତ୍ୟା ଧମକ

ସୋସିଆଲ ମିଡିଆ ଷ୍ଟାର୍‌ ଉର୍ଫି ଜାଭେଦ ନିଆରା ଶୈଳୀ ପାଇଁ ଜଣାଶୁଣା। ତାଙ୍କର ଅସାଧାରଣ ଶୈଳୀ ଯୋଗୁ ସେ ପ୍ରାୟତଃ ଚର୍ଚ୍ଚାରେ ରହିଛନ୍ତି। ପ୍ରତ୍ୟେକ ଥର ଉର୍ଫି ନିଜ ଡ୍ରେସ୍‌କୁ ନେଇ ଟ୍ରୋଲ ହୁଅନ୍ତି। ଏଥର ଉର୍ଫି ଫିଲ୍ମ ଭୁଲ...

ଅନୁଷ୍କାଙ୍କ ଯୋଗୁ ମୋ ଜୀବନରେ ଆସିଛି ବଡ ପରିବର୍ତ୍ତନ: ବିରାଟ

ମୁମ୍ବାଇ/ନୂଆଦିଲ୍ଲୀ,୩୧।୧୦: ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବହୁତ ପ୍ରଶଂସା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନୁଷ୍କା ଶର୍ମାଙ୍କଠାରୁ ସେ କ’ଣ ଶିଖିଛନ୍ତି। ବିରାଟ କୋହଲି କହିଛନ୍ତି ଯେ ମୁଁ ପତ୍ନୀ ଅନୁଷ୍କା ଶର୍ମାଙ୍କଠାରୁ ବହୁତ...

କଙ୍ଗନାଙ୍କ ସହ ଫିଲ୍ମ‘ତେଜସ’ ଦେଖିବେ ଯୋଗୀ ଆଦିତ୍ୟନାଥ

ମୁମ୍ବାଇ/ଲକ୍ଷ୍ନୌ,୩୧।୧୦: ଅକ୍ଟୋବର ୩୧, ମଙ୍ଗଳବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଫିଲ୍ମ ‘ତେଜସ’ ଦେଖିବେ। ଏହି ସମୟରେ ଅଭିନେତ୍ରୀ କଙ୍ଗନା ରାନାୱତ ମଧ୍ୟ ଉପସ୍ଥିତ ରହିବେ। କଙ୍ଗନାଙ୍କ ଫିଲ୍ମର ସ୍ବତନ୍ତ୍ର ସ୍କ୍ରିନିଂ ଲୋକ ଭବନ...

‘ଦି ଲେଡି କିଲର’ଟ୍ରେଲର ରିଲିଜ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଭୂମି ପେଡେନକର ଏବଂ ଅଭିନେତା ଅର୍ଜୁନ କପୁର ତାଙ୍କ ଆଗାମୀ ଫିଲ୍ମ ‘ଦି ଲେଡି କିଲର’କୁ ନେଇ କିଛିଦିନ ହେବ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ସୋମବାର ଦୁହିଁଙ୍କ ଅଭିନୀତ ଏହି ସିନେମାର ଟ୍ରେଲର ରିଲିଜ୍‌ ହୋଇଛି।...

ଆତ୍ମହତ୍ୟା କଲେ ଅଭିନେତ୍ରୀ

ମାଲାୟାଲମ ଅଭିନେତ୍ରୀ ରେଞ୍ଜୁଶା ମେନନ ଆତ୍ମହତ୍ୟା କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଥିବା ତାଙ୍କ ଫ୍ଲାଟରେ ସେ ଫାଶୀ ଲଗାଇଥିବା ଜଣାପଡିଛି। ତାଙ୍କୁ ମାତ୍ର ୩୫ ବର୍ଷ ହୋଇଥିଲା। ରେଞ୍ଜୁଶା ସ୍ବାମୀ ମନୋଜଙ୍କ ସହ ସେହି ଫ୍ଲାଟରେ ରହୁଥିଲେ। ମନୋଜ ମଧ୍ୟ ଜଣେ...

୨୦୨୪ରେ ନିର୍ବାଚନ ଲଢିବେ ସୁପରଷ୍ଟାର ପଓ୍ବନ ସିଂ!

ପାଟନା,୩୦।୧୦: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ସମସ୍ତ ଦଳ ନିଜର ରାଜନେଅତିକ ଭାଗିଦାରୀ ଖେଳୁଥିବା ଦେଖାଗଲାଣି। ବିହାରରେ ମଧ୍ୟ ରାଜନୈତିକ ଉଷ୍ମତା ଅଧିକ ହୋଇଛି। ଗ୍ରାଣ୍ଡ ଆଲାଏନ୍ସ ବା ମେଣ୍ଟ ସରକାର ଭାଜପାକୁ ଟାର୍ଗେଟ କରୁଥିବାବେଳେ ଭାଜପା ମଧ୍ୟ...

ଅନନ୍ୟାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କରୀନା

ମୁମ୍ବାଇ: ଆଜି ଅର୍ଥାତ୍‌ ଅକ୍ଟୋବର ୩୦ରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଜନ୍ମଦିନ। ସୋମବାର ସେ ତାଙ୍କର ୨୫ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଅଭିନେତ୍ରୀ କରୀନା କପୁର ଖାନ୍‌ ଅନନ୍ୟାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଆଶୀର୍ବାଦ ପ୍ରଦାନ...

୧୦୦ କୋଟି ଟାର୍ଗେଟ୍‌ ନେଇ ଆସୁଛି ‘ଟାଇଗର-୩’

ମୁମ୍ବାଇ: ସଲମାନ ଖାନଙ୍କ ଫିଲ୍ମ ପ୍ରଶଂସକଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥାଏ। ସେ ଆକ୍ସନ ହେଉ କିମ୍ବା ରୋମାଣ୍ଟିକ। ତାଙ୍କୁ ପ୍ରତ୍ୟେକ ଚରିତ୍ରରେ ଦର୍ଶକେ ପସନ୍ଦ କରିଥାନ୍ତି। ଚଳିତ ବର୍ଷ ମୁକ୍ତିଲାଭ କରିଥିବା ‘କିସି କା ଭାଇ କିସି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri