ଯିଏ ବଳାତ୍କାର କରିଥିଲେ, ତାଙ୍କ ନାଁ ରଖିଦେଲେ; ପୁଅ ନାଁକୁ ନେଇ ସୈଫ ଅଲ୍ଲୀ ଖାନ୍ଙ୍କୁ ଟାର୍ଗେଟ କଲେ…
ମୁମ୍ବାଇ: ପୁଣି ନିଜ ବୟାନକୁ ନେଇ ଚର୍ଚ୍ଚାରେ କବି କୁମାର ବିଶ୍ୱାସ। ନିକଟରେ ସେ ସୋନାକ୍ଷୀ ସିହ୍ନା ଏବଂ ଜାହିରଙ୍କ ବିବାହକୁ ନେଇ କଟାକ୍ଷ କରିଥିଲେ। ଏବେ ସେ ଅଭିନେତା ସୈଫ ଅଲ୍ଲୀ ଖାନ୍ଙ୍କୁ ଟାର୍ଗେଟ କରିଛନ୍ତି। ଏପରିକି ଯେଉଁ ଆକ୍ରମଣକାରୀ…
ଏହି ଅଭିନେତ୍ରଙ୍କୁ ବୋହୂ କରିବେ ଶାହାରୁଖ? ବଲିଉଡରେ ଆସିଛନ୍ତି ନଜର
ମୁମ୍ବାଇ: ନୂଆ ବର୍ଷ ଆରମ୍ଭ ହୋଇଛି। ବଲିଉଡରେ ଏହାକୁ ଖୁବ ଧୁମଧାମରେ ପାଳନ କରାଯାଇଛି। ଏହି ସମୟରେ ଶାହାରୁଖ ଖାନଙ୍କ ବଡ ପୁଅ ଆର୍ଯ୍ୟନ ଖାନ ମଧ୍ୟ ତାଙ୍କ ର୍ୟୁମର୍ଡ ଗର୍ଲଫ୍ରେଣ୍ଡ ତଥା ବ୍ରାଜିଲର ମଡେଲ ଲାରିସା ବୋନସିଙ୍କ ସହ ନଜର…
ଜ୍ୟାକ୍ଲିନ୍ଙ୍କ ଡିନର ପାର୍ଟି
ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକ୍ଲିନ୍ ଫର୍ନାଡିଜ୍ ଯାହା କହିଥିଲେ ତାହା ପୂରଣ କରିଛନ୍ତି। ‘ଫତେ’ ଫିଲ୍ମର ଶୁଟିଂ ଶେଷହେବା ସମୟରେ ସେ ୟୁନିଟ୍ ସଦସ୍ୟଙ୍କୁ ଏକ ଡିନର ପାର୍ଟି ଦେବାକୁ ସୂଚନା ଦେଇଥିଲେ। ଏବେ ତ ଏହାର ଶୁଟିଂ ପୂରା ଦମ୍ରେ ଚାଲୁ…
୩ରେ ରିଲିଜ ହେବ ଓ୍ବାଇଫ୍
ଓଲିଉଡ୍ର ଅନ୍ୟତମ ନାମୀ ପ୍ରଯୋଜକ ବିଜୟ କାନ୍ଦୋଇ ଭିନ୍ନ ଧରଣର କାହାଣୀକୁ ନେଇ ଏବେ ଏକ ନୂଆ ସିନେମା ନିର୍ମାଣ କରିଛନ୍ତି। ଏହି ଫିଲ୍ମଟିର ଟାଇଟଲ ରହିଛି ‘ଓ୍ବାଇଫ୍’। ଏହି ଚିତ୍ରଟି ଚଳିତ ମାସ ୩ ତାରିଖରେ ଏବର୍ଷର ପ୍ରଥମ ସିନେମା…
ଦ୍ୱିତୀୟଥର ମା’ ହେବାକୁ ଯାଉଛନ୍ତି ଇଲିଆନା, ନୂଆବର୍ଷରେ ପୋଷ୍ଟ କରି କଲେ ଆଶ୍ଚର୍ଯ୍ୟ
ମୁମ୍ବାଇ: ଦ୍ୱୀତିୟଥର ମା’ ହେବାକୁ ଯାଉଛନ୍ତି ବଲିଉଡ ନାୟିକା ଇଲିଆନା ଡି’କୃଜ୍। ନୂଆବର୍ଷରେ ଇଲିଆନା ସୋସିଆଲ ମିଡିଆରେ କରିଥିବା ଏକ ପୋଷ୍ଟରୁ ଏହି ଚର୍ଚ୍ଚା ହେଉଛି। ପୋଷ୍ଟ କରିଥିବା ଭିଡିଓରେ ଇଲିଆନା ୨୦୨୪ରେ ସମସ୍ତ ଅଭୁଲା ମୁହୂର୍ତ୍ତକୁ ମାନେ ପକାଇବା ସହିତ…
ତୃତୀୟ ବିବାହକୁ ନେଇ ମୁହଁ ଖୋଲିଲେ ଶ୍ୱେତା ତିଓ୍ବାରୀ
ମୁମ୍ବାଇ: ଅଭିନେତା ବିଶାଲ ଆଦିତ୍ୟ ସିଂଙ୍କ ସହ ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କର କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଶ୍ୱେତା ବିଶାଲଙ୍କୁ ପ୍ରେମ କରୁଛନ୍ତି ଏବଂ ଖୁବ୍ଶୀଘ୍ର ସେ ବିଶାଲଙ୍କ ସହ ତୃତୀୟ ବିବାହ କରିବେ ବୋଲି ସୋସିଆଲ ମିଡିଆରେ ଆଲୋଚନା…
ଶେଷରେ ଅଲଗା ହେଲେ ବ୍ରାଡ ପିଟ-ଆଞ୍ଜେଲିନା ଜୋଲି
ହଲିଉଡ ତାରକା ବ୍ରାଡ ପିଟ ଏବଂ ଆଞ୍ଜେଲିନା ଜୋଲି ୮ ବର୍ଷର ଆଇନଗତ ଯୁଦ୍ଧ ପରେ ପରସ୍ପରକୁ ଛାଡପତ୍ର ଦେଇଛନ୍ତି। ହଲିଉଡ ଦମ୍ପତି ସେମାନଙ୍କ ସର୍ତ୍ତାବଳୀ ଶେଷ କରି ଡିସେମ୍ବର ୩୦ରେ ଛାଡପତ୍ର ସର୍ତ୍ତାବଳୀରେ ଦସ୍ତଖତ କରିଥିଲେ। ଅଭିନେତ୍ରୀଙ୍କ ଓକିଲ ଜେମ୍ସ…
ଚର୍ଚ୍ଚାରେ ନୀଳ ନୟନା, ବଚ୍ଚନ ପରିବାର ସହ ଆସିଲେନି ନଜର
ମୁମ୍ବାଇ: ପୁଣି ଥରେ ବଚ୍ଚନ ପରିବାର ଏକାଠି ନଜର ଆସିଛନ୍ତି। କିନ୍ତୁ ଐଶ୍ୱର୍ଯ୍ୟା ରାୟ ଏବଂ ଆରାଧ୍ୟା ଲୋକଙ୍କ ଦୃଷ୍ଟିକୁ ଆସି ନାହାଁନ୍ତି। ଘଟଣାହେଲା, ବଚ୍ଚନ ପରିବାର ମ୍ୟାନେଜିଂ ଡିରେକ୍ଟର ରାଜେଶ ଯାଦବଙ୍କ ପୁଅ ରିକିନଙ୍କ ବିବାହରେ ଯୋଗ ଦେଇଥିଲେ, ଯିଏକି…
ଫି’ ବଢ଼ାଇଲେ କାର୍ତ୍ତିକ
ମୁମ୍ବାଇ: ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ପାଇଁ ବର୍ଷ ୨୦୨୪ ବେଶ୍ ଭଲ ରହିଥିଲା। ବକ୍ସ ଅଫିସ୍ରେ ହିଟ୍ ହୋଇଥିବା ‘ଭୁଲ୍ ଭୁଲୈୟା ୩’ ଚଳଚ୍ଚିତ୍ରରେ କାର୍ତ୍ତିକଙ୍କ ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ଏକ ରିପୋର୍ଟ ଅନୁଯାୟୀ, ‘ଭୁଲ୍ ଭୁଲୈୟା ୩’ର ସଫଳତା…
ରାମଚରଣଙ୍କ ୨୫୬ ଫୁଟ ଉଚ୍ଚ କଟ୍ଆଉଟ
ହାଇଦ୍ରାବାଦ: ସାଉଥ୍ ସୁପରଷ୍ଟାର ରାମଚରଣଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗେମ୍ ଚେଞ୍ଜର’ ଆସନ୍ତା ଜାନୁଆରୀ ୧୦ରେ ରିଲିଜ୍ ହେବାକୁ ଯାଉଛି। ଶଙ୍କର ସନ୍ମୁଗମଙ୍କ ନିର୍ଦ୍ଦେଶିତ ଏହି ପଲିଟିକାଲ ଡ୍ରାମା ଫିଲ୍ମରେ ରାମଚରଣ ଡବଲ ରୋଲ କରୁଥିବାର ନଜରକୁ ଆସିବେ। ରବିବାର ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡ଼ାଠାରେ…
ମାଲୟାଲମ ଅଭିନେତାଙ୍କ ସନ୍ଦେହଜନକ ମୃତ୍ୟୁ
ଥିରୁଭାନନ୍ତପୁରମ, ୩୦।୧୨: କେରଳର ଥିରୁଭାନନ୍ତପୁରମସ୍ଥିତ ଏକ ହୋଟେଲରୁ ରବିବାର ସକାଳେ ମାଲୟାଲମ ଅଭିନେତା ଦିଲୀପ ଶଙ୍କରଙ୍କ ମୃତଦେହ ମିଳିଛି। ସେ ଥିବା ରୁମ୍ରୁ ଦୁର୍ଗନ୍ଧ ଆସିବାରୁ ହୋଟେଲ କର୍ମଚାରୀମାନେ ସନ୍ଦେହ କରି ପୋଲିସକୁ ଜଣାଇଥିଲେ। ପୋଲିସ ରୁମ୍ ମଧ୍ୟରୁ ଦିଲୀପଙ୍କ ମୃତଦେହକୁ ଜବତ…
ରିଲିଜ ପୂର୍ବରୁ ଚର୍ଚ୍ଚାରେ ବର୍ଷାଙ୍କ ଫିଲ୍ମ ‘ଓ୍ବାଇଫ୍’; ଅନୁଭବଙ୍କ ସହ ସମ୍ପର୍କକୁ…
ଭୁବନେଶ୍ୱର,୨୮।୧୨: ପୁଣି ଚର୍ଚ୍ଚାରେ ଓଲଉଡ୍ର ଅନ୍ୟତମ ସୁପରହିଟ୍ ଯୋଡ଼ି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀ। ଗୋଟିଏ ପଟେ ଅନୁଭବଙ୍କ ଜୀବନକୁ ନେଇ ଦିଲ୍ଲୀର ଖବରଦାତା ଜାଗୃତି ଶୁକ୍ଳା ‘ବ୍ଲକବଷ୍ଟର ଟୁ ବାଲାଟ ବକ୍ସ’ ନାମକ ଏକ ପୁସ୍ତକ ରଚନା କରୁଥିବା…
Archives


