ଗୋଟିଏ ଦିନରେ ରିଲିଜ ହେବ ଦୁଇଟି ବିଗ୍ ବଜେଟ ଫିଲ୍ମ
ନୂଆଦିଲ୍ଲୀ,୨୦।୧୧: ଗୋଟିଏ ଦିନରେ ରିଲିଜ ହେବାକୁ ଯାଉଛି ଦୁଇଟି ବିଗ୍ ବଜେଟ ଫିଲ୍ମ। ଗୋଟିଏ ପଟେ ଅମିର ଖାଁଙ୍କ ଲାଲ ସିଂ ଚଢ଼ା ଥିବା ବେଳେ ଅନ୍ୟଟି ହେଲା ୟଶଙ୍କ କେଜିଏଫ୍: ଚାପ୍ଟର ୨। ଉଭୟ ଫିଲ୍ମ ଆସନ୍ତା ବର୍ଷ ଏପ୍ରିଲ…
ଏହି ଅଭିନେତ୍ରୀଙ୍କ ଘରେ ଲାଗିଲା ନିଆଁ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କ ବିଲ୍ଡିଂର ୧୨ତମ ମହଲାରେ ନିଆଁ ଲାଗିଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଏହି ଖବର ପରେ ତୁରନ୍ତ ଅଗ୍ନିଶମ ବାହିନୀ ଗାଡ଼ି ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଛି। ଅନ୍ୟପକ୍ଷରେ ଅଗ୍ନିକାଣ୍ଡ ସମ୍ପର୍କରେ ରକୁଲଙ୍କଠାରୁ ମଧ୍ୟ…
‘ଅନ୍ତିମ’ର ପ୍ରମୋଶନ କରିବେ ନାହିଁ ସଲମାନ
ମୁ୍ମ୍ବାଇ: ବଲିଉଡ୍ ଦବଙ୍ଗ ଖାଁ ସଲମାନ କିଛିଦିନ ମଧ୍ୟରେ ଧମାକା କରିବାକୁ ଯାଉଛନ୍ତି । ତାଙ୍କ ଅଭିନୀତ ଫିଲ୍ମ ‘ଅନ୍ତିମ: ଦ ଫାଇନାଲ ଟ୍ରୁଥ‘ ନଭେମ୍ବର ୨୬ରେ ରିଲିଜ୍ ହେବ । ଏଥିରେ ଅଭିନୟ ପାଇଁ ସଲମାନ ଖୁବ୍ ପରିଶ୍ରମ କରିଥିଲେ…
କୋହଲି କହିଲେ ‘ଆଇ ଲଭ୍ ୟୁ’; ଜବାବରେ…
ନୂଆଦିଲ୍ଲୀ, ୨୦।୧୧: ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଏବି ଡି’ଭିଲର୍ସ କ୍ରିକେଟର ସମସ୍ତ ଫର୍ମାଟରୁ ତାଙ୍କର ଅବସର ନେଇ ଘୋଷଣା କରିଛନ୍ତି। ଦୀର୍ଘ ୧୭ ବର୍ଷ ଧରି ସେ ତାଙ୍କ ୩୬୦ ଡିଗ୍ରୀ ବ୍ୟାଟିଂ ପାଇଁ ଅପ୍ରତିଦ୍ୱନ୍ଦ୍ୱୀ ଥିଲେ। ଏହି ଘୋଷଣା…
ଭିକ୍କି-କ୍ୟାଟ୍ରିନାଙ୍କ ବିବାହରେ ସୁରକ୍ଷା ଦାୟିତ୍ୱ ନେବେ ୧୦୦ ବାଉଂସର୍ସ
ମୁମ୍ବାଇ: ବଲିଉଡ୍ ବିବାହକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ଏଥିରେ ସବୁଠୁ ଆଗରେ ରହିଛନ୍ତି ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ । କିଛିଦିନ ହେବ ଉଭୟଙ୍କ ବିବାହକୁ ନେଇ ଚାପା ଆଲୋଚନା ଚାଲିଥିବା ବେଳେ ଏବେ ଏହି…
ରାତିରେ ଶୋଇବା ପୂର୍ବରୁ କ୍ଷମା ମାଗନ୍ତି ଅଭିଷେକ,କାରଣ ଜାଣିଲେ…
ମୁମ୍ବାଇ: ବଲିଉଡ୍ର ସବୁଠାରୁ ଚର୍ଚ୍ଚିତ ଯୋଡିଙ୍କ ମଧ୍ୟରେ ଏକ ଲୋକପ୍ରିୟ ଚର୍ଚ୍ଚିତ ଯୋଡି ହେଉଛି ଅଭିଷେକ ବଚ୍ଚନ ଏବଂ ଐଶର୍ଯ୍ୟା ରାୟଙ୍କ ଯୋଡି । ଅଭିନୟ ଦୁନିଆରେ ଦୁହେଁ ବେଶ୍ ମାହିର ଥିବା ବେଳେ, ଉଭୟେ ଉଭୟଙ୍କୁ ଖୁବ ଭଲ ପାଆନ୍ତି।…
ତୃତୀୟ ଥର ବିବାହ କରିବାକୁ ସଜ ହେଲେଣି ଆମିର ଖାନ୍ ! କିଛି ଏଭଳି ହେଉଛି ଚର୍ଚ୍ଚା..
ବମ୍ବେ: କିରଣଙ୍କୁ ଛାଡ଼ପତ୍ର ଦେବା ପରେ ଏବେ ତୃତୀୟ ବିବାହ କରିବାକୁ ଯାଉଛନ୍ତି ଅଭିନେତା ଆମିର ଖାନ୍। ଏପରି କିଛି ଚର୍ଚ୍ଚା ଏବେ ବଲିଉଡ୍ ଗଳିକନ୍ଦିରେ ହେବାକୁ ଲାଗିଛି। ନିଜର ଆଗାମୀ ଫିଲ୍ମ ‘ଲାଲ୍ ସିଂହ ଚଡ୍ଢା’ର ରିଲିଜ ପରେ ବିବାହ…
ଲସ୍ ଆଞ୍ଜେଲସରେ ଜାହ୍ନବୀ
ମୁମ୍ବାଇ: ନିକଟରେ ପିତାଙ୍କ ଜନ୍ମଦିନ ପାଳନ କରିବାକୁ ଦୁବଇ ବୁଲି ଯାଇଥିବା ଜାହ୍ନବୀ କପୁର ଏବେ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି । କିଛିଦିନ ତଳେ ଭଉଣୀ ଖୁସି କପୁରଙ୍କ ସହ ମରୁଭୂମୀରେ ବୁଲୁଥିବାର କିଛି ଫଟୋ ବଲିଉଡ୍ ନାୟିକା ଜାହ୍ନବୀ…
୬ଟି କେକ କାଟି ପତ୍ନୀଙ୍କ ଜନ୍ମଦିନ ପାଳନ କଲେ କମେଡି କିଙ୍ଗ
ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମା ଗୁରୁବାର ତାଙ୍କ ପତ୍ନୀ ଗିନ୍ନି ଚତରଥଙ୍କ ଜନ୍ମଦିନ ପାଳନ କରିଛନ୍ତି । ଯାହାର ଏକ ଝଲକ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି । ପତ୍ନୀଙ୍କ ଜନ୍ମଦିନକୁ ଅଭୁଲା କରିବାକୁ ଯାଇ…
କୃଷି ଆଇନ ପ୍ରତ୍ୟାହାରକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା
ପ୍ରସିଦ୍ଧ କଙ୍ଗନା ରାଣାୱତ ନିଜ ବିବାଦୀୟ ମନ୍ତବ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ଥାନ୍ତି। କୃଷି ଆଇନ ପ୍ରତ୍ୟାହାର ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତ୍ତିକୁ ଲଜ୍ଜାଜନକ ବୋଲି କହି କଙ୍ଗନା ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। କୃଷି ଆଇନ ପ୍ରତ୍ୟାହାର ନେଇ…
ପ୍ରେମରେ ପଡ଼ିଛନ୍ତି ବିଗ୍ ବିଙ୍କ ନାତୁଣୀ
ବମ୍ବେ: ପ୍ରେମରେ ପଡ଼ିଛନ୍ତି ବିଗ୍ ବି ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲୀ ନନ୍ଦା। ଏପରି କିଛି ଚର୍ଚ୍ଚା ହେଉଛି ବଲିଉଡ୍ ଗଳିକନ୍ଦିରେ। ନୂଆ ସୂଚନାନୁଯାୟୀ ବଲିଉଡ୍ ଅଭିନେତା ସିଦ୍ଧାନ୍ତ ଚତୁର୍ବେଦୀଙ୍କ ପ୍ରେମରେ ପଡ଼ିଛନ୍ତି ସେ। ସିଦ୍ଧାନ୍ତ ‘ବଣ୍ଟି ଔର ବବଲି-୨’ରେ…
ଏକ୍ସ-ଗର୍ଲଫ୍ରେଣ୍ଡଙ୍କୁ ପିଟୁଥିଲେ ସଲମାନ, ଅଭିନେତ୍ରୀ କହିଲେ ଏମିତି…
ମୁମ୍ବାଇ: ସୁପରଷ୍ଟାର ସଲମାନ୍ ଖାନ ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି, କିନ୍ତୁ ତାଙ୍କ ପ୍ରେମ କାହାଣୀ ସବୁବେଳେ ଚର୍ଚ୍ଚାରେ ରହିଥାଏ। ସଲମାନ୍ଙ୍କ ବହୁ ଗର୍ଲଫ୍ରେଣ୍ଡ ଥିଲେ। ସେଥିମଧ୍ୟରୁ ସୋମି ଅଲ୍ଲୀ ଜଣେ। ସଲମାନ ଏବଂ ସୋମିଙ୍କ ସମ୍ପର୍କ ବିଷୟରେ ପ୍ରାୟ ସମସ୍ତେ ଜାଣନ୍ତି।…
Archives


