ମନୋରଞ୍ଜନ

ବଲିଉଡ୍‌ ଗାୟକ ଶାନଙ୍କ ମା’ ସୋନାଲି ମୁଖାର୍ଜୀଙ୍କ ପରଲୋକ

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଗାୟକ ଶାନଙ୍କ ମା’ ସୋନାଲି ମୁଖାର୍ଜୀଙ୍କ ଦେହାନ୍ତ ହୋଇଯାଇଛି। ତେବେ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସୋନାଲି ମୁଖାର୍ଜୀ ନିଜେ ମଧ୍ୟ ଜଣେ ଗାୟିକା ଥିଲେ। ଶାନଙ୍କୁ ୧୩ ବର୍ଷ ହୋଇଥିବା ବେଳେ ତାଙ୍କ…

ଡିସେମ୍ବରରେ ଆସିବ ପୁଷ୍ପାର ପାର୍ଟ-୨

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ-ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା’କୁ ନେଇ ଏବେ ଦର୍ଶକଙ୍କ ମଧ୍ୟରେ କ୍ରେଜ୍‌ ବଢିଛି। ଫିଲ୍ମକୁ ଦେଖିବା ପାଇଁ ସିନେମା ହଲ୍‌କୁ ଦର୍ଶକଙ୍କ ସୁଅ ଛୁଟୁଛି। ପୁଷ୍ପା: ଦି ରାଇଜ ସଫଳତା ପାଇସାରିଥିବା ବେଳେ ଫିଲ୍ମର…

ବାପାଙ୍କୁ ହରାଇଲେ ଅଭିନେତା

ବମ୍ବେ: ବାପାଙ୍କୁ ହରାଇଛନ୍ତି ଟେଲି ଅଭିନେତା ଶାହିର ଶେଖ। କରୋନାରେ ସଂକ୍ରମିତ ହୋଇଥିବା ଯୋଗୁ ତାଙ୍କ ଅବସ୍ଥା ଗୁରୁତର ରହିଥିଲା। କିଛି ଦିନ ଧରି ସେ ଭେଣ୍ଟିଲେଟରରେ ଥିଲେ। ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଶାହାନବାଜ୍‌ ଶେଖ୍‌। ଏନେଇ ଅଭିନେତା…

ଡାକ୍ତର କହିଲେ ‘ପ୍ରାର୍ଥନା କରନ୍ତୁ’

ବମ୍ବେ: କୋକିଳକଣ୍ଠୀ ତଥା ସୁରସାମ୍ରାଜ୍ଞୀ ଲତା ମଙ୍ଗେସକର କରୋନାରେ ଆକ୍ରାନ୍ତ ହୋଇ ଏବେ ଡାକ୍ତରଖାନାରେ। ଏବେ ବି ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି। ଆଉ କିଛି ଦିନ ସେ ସେଠାରେ ରହିବେ। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଥିଲେ ହେଁ ତାଙ୍କ…

ଫିଲ୍ମ ପାଇଁ ‘ନୋ-ଡେଟିଂ’ କଣ୍ଟ୍ରାକ୍ଟ

ମୁମ୍ବାଇ: ନିଧି ଅଗରୱାଲ ବର୍ତ୍ତମାନ ସାଉଥ୍‌ ଫିଲ୍ମର ଏକ ଲୋକପ୍ରିୟ ଚେହେରା। ଅଭିନେତ୍ରୀ ମୁନ୍ନା ମାଇକେଲରେ ଟାଇଗର ଶ୍ରଫଙ୍କ ଅପୋଜିଟ୍‌ରେ ଡେବ୍ୟୁ କରିଥିଲେ। ଫିଲ୍ମ ପାଇଁ ନିଧିଙ୍କ ସହ ନିର୍ମାତା ଏକ ଚୁକ୍ତି କରିଥିଲେ,ଯେଉଁଥିରେ ‘ନୋ-ଡେଟିଂ’ କ୍ଲଜ୍‌ ରଖାଯାଇଥିଲା। ତେବେ ନିଧିଙ୍କ…

ବାବୁସାନ୍‌ଙ୍କ ବିଦ୍ୟାରାଣ

ଓଡ଼ିଆ ସିନେମାଜଗତର ଅନ୍ୟତମ ନାମୀ ବ୍ୟାନର ବ୍ରଜରାଜ ମୁଭିଜ ଦ୍ୱାରା ପ୍ରସ୍ତୁତ ‘ରୋମିଓ ଦ ଲଭରବୟ’ରୁ ବାବୁସାନ୍‌ ନିଜର ବଡ଼ ପରଦା କ୍ୟାରିୟର ଆରମ୍ଭ କରିଥିଲେ। ଏବେ ତାଙ୍କର ବିଦ୍ୟାରାଣକୁ ନେଇ ଚର୍ଚ୍ଚା। ସେ କାହିଁକି ଏହି ରାଣ ପକାଇଲେ, ଆଉ…

ଶ୍ୱଶୁରଙ୍କ ସହ ମିଶି ଚିୟର୍ସ କରୁଛନ୍ତି କମେଡି କୁଇନ୍‌

ମୁମ୍ବାଇ: କମେଡି କୁଇନ୍‌ ଭାରତୀ ସିଂହ ଦର୍ଶକଙ୍କୁ ହସାଇବା ପାଇଁ ଟିକେ ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ତାଙ୍କର ଟ୍ୟାଲେଣ୍ଟ କେବଳ ଶୋ’ରେ ସୀମିତ ନୁହେଁ, ସେ ନିଜର ବ୍ୟକ୍ତିଗତ ଜୀବନର କିଛି କଥା ମଧ୍ୟ ପ୍ରଶଂସକମାନଙ୍କ ସହ ଶେୟାର…

ଅଭିନେତ୍ରୀ ପିଠିରେ ଲେଖିଥିଲେ ସ୍ବାମୀଙ୍କ ନାମ

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ଶ୍ରୀଦେବୀ ଆଉ ଦୁନିଆରେ ନାହାନ୍ତି ସତ, ହେଲେ ପ୍ରଶଂସକଙ୍କ ହୃଦୟରେ ଆଜି ବି ସେ ଜୀବିତ ଅଛନ୍ତି। ଦୁଇ ଝିଅଙ୍କ ସହ ସ୍ବାମୀ ବୋନି କପୁର ସର୍ବଦା ତାଙ୍କୁ ମନେ ପକାଉଛନ୍ତି। ଶ୍ରୀଦେବୀଙ୍କ ସହ ପୁରୁଣା ଦିନକୁ…

ଏହି ଦିନ ରିଲିଜ୍‌ ହେବ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଫିଲ୍ମକୁ ଦେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ତାଙ୍କ ଜଲଓ୍ବା ସମସ୍ତେ ଦେଖିସାରିଛନ୍ତି। ବର୍ତ୍ତମାନ ଅକ୍ଷୟଙ୍କ ଆଗାମୀ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ଆସିବାକୁ ଯାଉଛି। ଏହି ଫିଲ୍ମରେ ତାଙ୍କ ସହ ମୁଖ୍ୟ…

ରାତି ଅଧରେ ଏହି ଅଭିନେତ୍ରୀଙ୍କୁ ନିଦରୁ ଉଠାନ୍ତି ସଲମାନ୍‌

ଅଭିନେତ୍ରୀ ଲାରା ଦତ୍ତଙ୍କୁ ‘ବେଲ୍‌ବଟମ’ ଫିଲ୍ମରେ ଶେଷଥର ଦେଖିବାକୁ ମିଳିଥିଲା। ଯେଉଁଥିରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଥିଲେ। ଏବେ ତାଙ୍କୁ ‘ଜି୫’ରେ ରିଲିଜ ହୋଉଥିବା ‘କୌନ ବାନେଗା ଶିଖରବତୀ’ ଧାରାବାହିକରେ ଦେଖିବାକୁ ମିଳିବ । ସେଥିରେ…

ବାପାଙ୍କୁ ନେଇ ଚିନ୍ତାରେ ଶାହିର

ବମ୍ବେ: ବାପାଙ୍କୁ ନେଇ ଚିନ୍ତାରେ ଅଛନ୍ତି ଟେଲି ଅଭିନେତା ଶାହିର ଶେଖ। କାରଣ ସେ କରୋନା ସଂକ୍ରମିତ ହୋଇ ଏବେ ଭେଣ୍ଟିଲେଟରରେ। ସ୍ବାସ୍ଥ୍ୟରେ ଅବନତି ହେତୁ ବାପାଙ୍କ ପାଇଁ ପ୍ରାର୍ଥନା କରିବାକୁ ଅଭିନେତା ପ୍ରଶଂସକମାନଙ୍କୁ ଅନୁରୋଧ କରିଛନ୍ତି। କାମ ବିଷୟରେ କଥା…

କୋଟିକୋଟି ଟଙ୍କାର ମାଲିକ ଧନୁଷ: ଗୋଟିଏ ଫିଲ୍ମ ପାଇଁ ଚାର୍ଜ କରନ୍ତି…

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଧନୁଷ ବର୍ତ୍ତମାନ ସ୍ତ୍ରୀ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କଠାରୁ ବିବାହ ବିଚ୍ଛେଦ ପରେ ଚର୍ଚ୍ଚାକୁ ଆସିଛନ୍ତି। ଦୁହେଁ ଅଲଗା ହେବାପରେ ମଧ୍ୟ ଉଭୟଙ୍କର ନେଟୱର୍ଥ ଖୁବ ଅଧିକ । ଧନୁଷ ନିଜ ପ୍ରତିଭା ବଳରେ କୋଟି କୋଟି ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?