ବାପାଙ୍କୁ ନେଇ ଚିନ୍ତାରେ ଶାହିର

ବମ୍ବେ: ବାପାଙ୍କୁ ନେଇ ଚିନ୍ତାରେ ଅଛନ୍ତି ଟେଲି ଅଭିନେତା ଶାହିର ଶେଖ। କାରଣ ସେ କରୋନା ସଂକ୍ରମିତ ହୋଇ ଏବେ ଭେଣ୍ଟିଲେଟରରେ। ସ୍ବାସ୍ଥ୍ୟରେ ଅବନତି ହେତୁ ବାପାଙ୍କ ପାଇଁ ପ୍ରାର୍ଥନା କରିବାକୁ ଅଭିନେତା ପ୍ରଶଂସକମାନଙ୍କୁ ଅନୁରୋଧ କରିଛନ୍ତି।

କାମ ବିଷୟରେ କଥା ହେଲେ ଓଟିଟି ପ୍ଲାଟଫର୍ମ ଜି୫ରେ ପ୍ରସାରିତ ହେବାକୁ ଥିବା ‘ପବିତ୍ର ରିସ୍ତା ୨’ରେ ଶାହିର ନଜର ଆସିବେ। ଏଥିରେ ତାଙ୍କ ସହ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ମଧ୍ୟ ଅଛନ୍ତି। ୨୮ ଜାନୁୟାରୀଠାରୁ ଏହାର ପ୍ରିମିୟର ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଓଡ଼ିଆ ଗୀତ ପ୍ରେମରେ ପଡ଼ିଲେ କିଲି ପଲ୍‌

ତାଞ୍ଜାନିଆର ସୋସିଆଲ ମିଡିଆ ସେନ୍ସେସନ ତଥା ୟୁଟ୍ୟୁବର କିଲି ପଲ୍‌ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଓଲିଉଡ୍‌ ପ୍ରେମର ପ୍ରମାଣ...

ଫେସବୁକରେ କେବଳ ଜଣଙ୍କୁ ଫଲୋ କରନ୍ତି ଅମିତାଭ!

ମୁମ୍ବାଇ: ବିଗ ବି ଅମିତାଭ ବଚ୍ଚନଙ୍କର ସାରା ବିଶ୍ୱରେ ରହିଛନ୍ତି ଅନେକ ଫ୍ୟାନ ଫଲୋଇଙ୍ଗସ୍‌। ସେ ନିଜର ଦମଦାର ଅଭିନୟ ସହିତ ଲୋକଙ୍କ ହୃଦୟରେ ରହିଆସିଛନ୍ତି।...

ଜନ୍ମଦିନରେ ଉର୍ବଶୀଙ୍କୁ ୩ କୋଟି ଟଙ୍କାର ‘ସୁନା’ କେକ୍ ଉପହାର ଦେଲେ ହନି ସିଂ

ମୁମ୍ବାଇ, ୨୫।୨: ବଲିଉଡ ସୁନ୍ଦରୀ ଉର୍ବଶୀ ରାଉତେଲା ରବିବାର ୩୦ ବର୍ଷରେ ପଦାର୍ପଣ କରିଛନ୍ତି। ଅଭିନେତ୍ରୀ ଏବେ ତାଙ୍କର ଆଗାମୀ ମ୍ୟୁଜିକ୍ ଭିଡିଓ ଲଭ୍ ଡୋଜ୍...

ନିର୍ଦ୍ଦେଶକ କୁମାର ସାହନିଙ୍କ ପରଲୋକ

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା କୁମାର ସାହନିଙ୍କର ୮୩ ବର୍ଷ ବୟସରେ ଦେହାନ୍ତ ହୋଇଛି। ସାହନିଙ୍କ ଘନିଷ୍ଠ ବନ୍ଧୁ ତଥା ଅଭିନେତ୍ରୀ ମୀତା ବଶିଷ୍ଠ କହିଛନ୍ତି ଯେ...

ହରି ଯାହା ଭାବୁଥିଲେ..

ହାସ୍ୟାଭିନେତା ହରିହର ମହାପାତ୍ର ଓରଫ ହରି ଭାଇ। ସବୁବେଳେ ସେ ଚେଷ୍ଟା କରିଥାଆନ୍ତି ଏକ ସାମ୍ପ୍ରତିକ ଘଟଣାକୁ ସିନେମାର ରୂପ ଦେବାକୁ। ଆଜିକାଲି ରିଲ୍‌ ବନାଇବା...

କଳା ହେଉଛି ଏକ ଦୁଇଧାରିଆ ଖଣ୍ଡା

ପିଲାଟିଦିନରୁ ପାରମ୍ପରିକ ନୃତ୍ୟଗୀତରେ ଅଭିନୟ କରିବାର ରୁଚି ଥିଲା। ପରେ ନ୍ୟାଶନାଲ ସ୍କୁଲ ଅଫ୍‌ ଡ୍ରାମାରେ ସ୍କଲାରଶିପ୍‌ ପାଇ ପାଠ ପଢ଼ିଲେ। ‘ଅନ୍ବେଷଣ’ ନାମକ ଏକ...

ଜାଣନ୍ତୁ ତମନ୍ନାଙ୍କର କିଛି ସିକ୍ରେଟ୍‌…

‘ହାଏ ତୋ ପ୍ରେମର ରଙ୍ଗୋଲୀ’ ଗୀତରେ ସେ ସମସ୍ତଙ୍କ ମନରେ ତାଙ୍କ ରଙ୍ଗର ଛାପ ଛାଡିଛନ୍ତି। ପୁଣି ‘ଚୁମ୍ବକ’ରେ ଜୀବନ୍ତ ଅଭିନୟ କରି ପ୍ରଶଂସା ସାଉଁଟିଛନ୍ତି।...

ଦ୍ୱିତୀୟ ଦିନରେ କେତେ ରୋଜଗାର କଲା ‘ଆର୍ଟିକିଲ୍‌ ୩୭୦’ ଜାଣନ୍ତୁ…

ମୁମ୍ବାଇ: ନିର୍ଦ୍ଦେଶକ ଆଦିତ୍ୟ ସୁହାସ ଜମ୍ଭାଲେଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆର୍ଟିକିଲ୍‌ ୩୭୦’କୁ ନେଇ ବର୍ତ୍ତମାନ ସବୁଆଡ଼େ ଚର୍ଚ୍ଚା ହେଉଛି। ୟାମି ଗୌତମଙ୍କ ଅଭିନୀତ ଏହି ଫିଲ୍ମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri