କେଶ ଝଡିବା ରୋକିବାକୁ ନେଇ ଟିପ୍ସ ଦେଲ ମୀରା
ବଲିଉଡ୍ ଅଭିନେତା ଶାହିଦ କପୁରଙ୍କ ସ୍ତ୍ରୀ ମୀରା ରାଜପୁତ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ପ୍ରାୟତଃ ନିଜର ଫଟୋ ଏବଂ ଭିଡିଓ ପୋଷ୍ଟ କରନ୍ତି। ଏହା ସହିତ ମୀରା ମଧ୍ୟ ନିଜର ବ୍ଲଗ ଚଲାନ୍ତି। ନିକଟରେ ସେ ତାଙ୍କ ଭିଡିଓ…
ବଲିଉଡ୍ ଷ୍ଟାଇଲରେ ବିବାହ କରିବେ ଫରହାନ-ଶିବାନୀ!
ମୁମ୍ବାଇ:ବଲିଉଡ୍ କପୁଲ ଫରହାନ ଅଖତର ଓ ଶିବାନି ଦାଣ୍ଡେକରଙ୍କର ବିବାହକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା ରଖିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଏହି ଦମ୍ପତ୍ତି ଆସନ୍ତା ମାସରେ କୋର୍ଟ ମ୍ୟାରେଜ କରିନେବେ । ଫେବୃୟାରୀ ୨୧ରେ ଏମାନେ କୋର୍ଟ ମ୍ୟାରେଜ…
ବଲିଉଡ୍ର ସବୁଠୁ ସୁନ୍ଦରୀ ଅଭିନେତ୍ରୀ
ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିର ସୁନ୍ଦରୀମାନଙ୍କ କଥା ଯଦି ଆସେ, ତେବେ ୫୦ ଦଶକର ସୁପରହିଟ୍ ବଲିଉଡ୍ ଅଭିନେତ୍ରୀ ମଧୁବାଲାଙ୍କ ନାମ ନିଶ୍ଚିତ ଆଗେ ଆସିବ। ମଧୁବାଲାଙ୍କ ଅସାମାନ୍ୟ ସୌନ୍ଦର୍ଯ୍ୟ ଆଗରେ ସବୁକିଛି ଫିକା ପଡ଼ିଯାଉଥିଲା। ଏହି ସୁନ୍ଦର ଅଭିନେତ୍ରୀଙ୍କ ଦ୍ୱାରା ଅଭିନୟ…
ପୁଣି ପ୍ରେମରେ ପଡିଛନ୍ତି ହ୍ରିତିକ ରୋଶନ,ଗର୍ଲଫ୍ରେଣ୍ଡଙ୍କ ସହ ଭିଡିଓ ଭାଇରାଲ
ବଲିଉଡ ଅଭିନେତା ହ୍ରିତିକ ରୋଶନ ପୁଣି ପ୍ରେମରେ ପଡିଛନ୍ତି। ନିକଟରେ ମୁମ୍ବାଇର ଏକ ରେଷ୍ଟୁରାଣ୍ଟରୁ ଜଣେ ଯୁବତୀଙ୍କ ହାତ ଧରି ବାହାରୁଥିବାର ସେ ନଜର ଆସିଥିଲେ। ଏବେ ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହେଉଛି। ହ୍ରିତିକ ରୋଶନ ଏବଂ…
ଗୀତା ବାସ୍ରା-ହରଭଜନ ସିଂ କରୋନା ପଜିଟିଭ
ଚଣ୍ଡିଗଡ଼,୩୦ ।୧: ବଲିଉଡ୍ ଅଭିନେତ୍ରୀ ଗୀତା ବାସ୍ରା ଓ ତାଙ୍କ କ୍ରିକେଟର ପତି ହରଭଜନ ସିଂ କରୋନାରେ ସଂକ୍ରମିତ ହୋଇଛନ୍ତି । ଏବେ ଉଭୟ କ୍ୱାରାଣ୍ଟାଇନରେ ଥିବା ବେଳେ ଏହା ସେମାନଙ୍କ ପାଇଁ ଏକ ଖରାପ ସମୟ ବୋଲି ହରଭଜନ କହିଛନ୍ତି…
୧୨ ବର୍ଷ ପରେ ପୁଣି ଏକାଠି ନଜର ଆସିବେ ସଞ୍ଜୟ, ସୁନୀଲ
ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ଓ ସୁନୀଲ ସେଟ୍ଟୀଙ୍କ ପ୍ରଶଂସକଙ୍କ ପାଇଁ ଖୁସିଖବର। ଦୀର୍ଘବର୍ଷ ପରେ ଏହି ଦୁଇ ଅଭିନେତା ଫିଲ୍ମରେ ଏକାଠି ନଜର ଆସିବେ। ଦର୍ଶକମାନେ ୧୨ ବର୍ଷ ପରେ ଉଭୟଙ୍କୁ ଦେଖିବାକୁ ସୁଯୋଗ ପାଇବେ। ଶେଷଥର ପାଇଁ ୨୦୧୦ରେ…
କରୋନା ଆକ୍ରାନ୍ତ ହେଲେ କାଜଲ
ମୁମ୍ବାଇ: କରୋନା ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ଫଳରେ ପ୍ରତ୍ୟେକ କ୍ଷେତ୍ରରେ ସାଧାରଣ ଜୀବନକୁ ଏହା ବିଚଳିତ କରିଛି। ଏଥିରୁ ବି ବାଦ୍ ପଡ଼ିବାହାନ୍ତି ବଲିଉଡ୍ର ବଡ଼ ବଡ଼ କଳାକାର। କରୋନା ସ୍ଥିତିରେ ଟିକେ ସୁଧାର ଆସୁଥିବା ବେଳେ ଅଭିନେତ୍ରୀ…
ଉର୍ବଶୀ ରୌତେଲା ପିନ୍ଧିଲେ ଏମିତି ଗାଉନ୍, ଯାହାର ଦାମ୍ ଜାଣିଲେ…
ମୁମ୍ବାଇ: ପୂର୍ବରୁ ମିସ୍ ୟୁନିଭର୍ସ ହୋଇଥିବା ଅଭିନେତ୍ରୀ ଉର୍ବଶୀ ରୌତେଲା ବିଶ୍ୱରେ ପୁଣି ଜଲ୍ଓ୍ବା ଦେଖାଇଛନ୍ତି। ଏବେ ଉର୍ବଶୀ ଏକ ଦାମୀ ଗାଉନ୍ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି। ଫ୍ୟାଶନରେ ଉର୍ବଶୀ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି। ଏହି ଫ୍ୟାଶନ ଉଇକ୍ରେ ସେ…
ବିବାହ ଫଟୋ ଶେୟାର କରି ଟ୍ରୋଲ ହୋଇଥିଲେ ଅଙ୍କିତା, ଏବେ କହିଲେ ଏମିତି
ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ନିକଟରେ ତାଙ୍କ ପ୍ରେମିକ ବିକି ଜୈନଙ୍କୁ ବିବାହ କରିଛନ୍ତି। ପରେ ଅଙ୍କିତା ସେମାନଙ୍କର ବିବାହ ସମାରୋହର ଅନେକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଗୋଟିଏ ପଟେ ସେ ଏହି ଫଟୋଗୁଡ଼ିକୁ ଶେୟାର କରି ପ୍ରଶଂସା ସାଉଣ୍ଟି…
ନାଗିନ୍-୬ରେ ନଜର ଆସିବେ ଏହି ଅଭିନେତ୍ରୀ
ମୁମ୍ବାଇ: ଖୁବ୍ଶୀଘ୍ର ନାଗିନ୍-୬ ଆରମ୍ଭ ହେବାକୁ ଯାଉଛି। ଏନେଇ ଅଭିନେତ୍ରୀ ଅଦା ଖାନ ଏକ ବୋଲ୍ଡ ଫଟୋ ଶେୟାର କରି ସୂଚନା ଦେଇଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ନାଗିନ-୬ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଅଦାଙ୍କ ଏହି ଫଟୋ ସୂଚାଇ…
ଖୋଲାଖୋଲି ରୀତେଶଙ୍କ ସହ ଲିପ୍ଲକ୍ କରି ଚର୍ଚ୍ଚାରେ ଡ୍ରାମାକୁଇନ୍
ବମ୍ବେ: ସର୍ବସମ୍ମୁଖରେ ସ୍ବାମୀ ରୀତେଶଙ୍କୁ ଚୁମ୍ବନ ଦେଇ ଚର୍ଚ୍ଚାରେ ବଲିଉଡ୍ର ଡ୍ରାମାକୁଇନ୍ ରାକ୍ଷୀ ସାଓ୍ବନ୍ତ। ଲୋକପ୍ରିୟ ରିଆଲିଟି ଶୋ’ ବିଗ୍ବସ୍ର ଚଳିତ ସଂସ୍କରଣର ଫିନାଲେ ଅବସରରେ କ୍ୟାମେରାରେ କଏଦ ହୋଇଛି ଏଭଳି କିଛି ଦୃଶ୍ୟ। ପୂର୍ବରୁ ରାକ୍ଷୀଙ୍କ ସ୍ବାମୀ କିଏ ସେ…
କାନ୍ଦିଲେ ସଲମାନ
ମୁମ୍ବାଇ: ସଲମାନ ଖାନ୍ଙ୍କ ଲୋକପ୍ରିୟ ଶୋ’ ବିଗ୍ ବସ୍ -୧୫ କିଛି ସମୟ ପରେ ଆରମ୍ଭ ହେବ। ଏକ ଲମ୍ବା ଯାତ୍ରାର ଶେଷରେ ଏହି ଶୋ’ ଆଗକୁ ବଢ଼ିଚାଲିଛି। ଶୋ’ ସହିତ ଜଡ଼ିତ କିଛି ଖଟା-ମିଠା ସ୍ମୃତିକୁ ପ୍ରତିଯୋଗୀମାନେ ସାଉଁଟୁଛନ୍ତି। ମାତ୍ର…

