ନାଗିନ୍‌-୬ରେ ନଜର ଆସିବେ ଏହି ଅଭିନେତ୍ରୀ

ମୁମ୍ବାଇ: ଖୁବ୍‌ଶୀଘ୍ର ନାଗିନ୍‌-୬ ଆରମ୍ଭ ହେବାକୁ ଯାଉଛି। ଏନେଇ ଅଭିନେତ୍ରୀ ଅଦା ଖାନ ଏକ ବୋଲ୍ଡ ଫଟୋ ଶେୟାର କରି ସୂଚନା ଦେଇଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ନାଗିନ-୬ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଅଦାଙ୍କ ଏହି ଫଟୋ ସୂଚାଇ ଦେଉଛି ଯେ, ସେ ଏହି ଶୋ’ର ଏକ ଅଂଶ ହେବେ।

ଏକତା କପୁର ନାଗିନ-୬ରେ କାମ କରୁଛନ୍ତି। ଏହା ଏକ ଲୋକପ୍ରିୟ ଟିଭି ଶୋ’। ଏହି ସିଜନରେ କିଏ ନୂଆ ନାଗିନ ହେବ ସେନେଇ ଅନେକ କଳ୍ପନାଜଳ୍ପନା ମଧ୍ୟ କରାଯାଇଛି।

ଅଦା ଖାନ୍‌ ସୂଚିତ କରିଛନ୍ତି ଯେ, ସେ ନାଗିନ୍‌-୬ରେ ରହିବେ। ଖାଲି ଏତିକି ନୁହେଁ, ଫଟୋରେ ସେ ଏକ ସାପ ଅବତାରରେ ବି ନଜର ଆସିଛନ୍ତି। ତାଙ୍କର କେଶ ବନ୍ଧା ହୋଇଛି। ସେ ଏକ ଟିକା ଲଗାଇଛନ୍ତି। ନାଗିନ୍‌-୬ର ପ୍ରଥମ ଏପିସୋଡ୍‌ ବସନ୍ତ ପଞ୍ଚମୀରେ ପ୍ରସାରିତ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାକୁ ନେଇ ନିର୍ମାଣ ହେବ ଫିଲ୍ମ: ଶକ୍ତି କପୁର ଆସିବେ ସିବିଆଇ ଅଧିକାରୀ ଭୂମିକାରେ

ମୁମ୍ବାଇ: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ପାଖାପାଖି ୩ ମାସ ବିତି ଯାଇଥିବା ବେଳେ ଏବେବି ଏହା ରହସ୍ୟ ଘେରରେ ରହିଛି ।...

୨୦ ହଜାର ସ୍କ୍ରିନରେ ରିଏଣ୍ଟ୍ରି କରିବ ‘ଆଖେଁ’

ମୁମ୍ବାଇ: ପ୍ରାୟ ୨ଦଶକ ପୂର୍ବେ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ଦ୍ୱାରା ଅଭିନୀତ ଫିଲ୍ମ ‘ଆଖେଁ’ ପୁଣିଥରେ ୨୦ ହଜାର ସ୍କ୍ରିନରେ ରିଏଣ୍ଟ୍ରି କରିବ ବୋଲି...

ଏହି ପ୍ରଶ୍ନର ଉତ୍ତର ଦେଇ ମିସ୍‌ ୟୁନିଭର୍ସ ହୋଇଥିଲେ ସୁସ୍ମିତା

ମୁମ୍ବାଇ: ଆଜି ହେଉଛି ଭାରତର ପ୍ରଥମ ୟୁନିଭର୍ସ ତଥା ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ଜନ୍ମଦିନ। ଆଜି ସେ ତାଙ୍କର ୪୬ତମ ଜନ୍ମଦିବସ ପାଳୁଛନ୍ତି। ୧୯୭୫ ମସିହା...

ବୟଫ୍ରେଣ୍ଡଙ୍କ ସହ ଫଟୋ ଶେୟାର କଲେ ହ୍ରିତିକ୍‌ଙ୍କ ପୂର୍ବତନ ସ୍ତ୍ରୀ

ହ୍ରିତିକ୍‌ ରୋଶନଙ୍କ ପୂର୍ବତନ ସ୍ତ୍ରୀ ସୁଜୈନ ଖାନ ତାଙ୍କ ବ୍ୟକ୍ତିଗତକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ନିକଟରେ ସୁଜୈନ ଇନଷ୍ଟାଗ୍ରାମରେ ତାଙ୍କ ବୟଫ୍ରେଣ୍ଡ ଅର୍ସଲାନ ଗୋନିଙ୍କ...

ପୁଅଙ୍କ ଟ୍ରୋଲ୍‌ ସହିପାରିଲେନି ବିଗ୍‌ ବି, ଦେଲେ ଏମିତି କଡ଼ା ଜବାବ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନ ପୁଅ ଅଭିଷେକଙ୍କୁ ପ୍ରଶଂସା କରି ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି। ‘ଦସବୀ’ର ଟ୍ରେଲର ରିଲିଜ ହେବା ସହିତ ଅଭିଷେକଙ୍କୁ...

ଜନ୍ମଦିନରେ ପୂରାପରିବାରକୁ ହରାଇଥିଲେ ଏହି ଅଭିନେତା: ବାପା ହିଁ କରିଥିଲେ ଗୁଳି

ଜନ୍ମଦିନ ସମସ୍ତଙ୍କ ପାଇଁ ବର୍ଷର ସବୁଠାରୁ ବଡ଼ ଦିନ ହୋଇଥାଏ । ଏହି ଦିନକୁ ସମସ୍ତେ ଅପେକ୍ଷା କରି ରହିଥାନ୍ତି। ହେଲେ ଏହି ଜନ୍ମଦିନ ଜଣେ...

ବିବାହର ଠିକ୍‌ ପୂର୍ବରୁ ଭାଙ୍ଗିଥିଲେ ନିର୍ବନ୍ଧ ! ବିବାଦ ଭିତରେ ‘ଭାବି ଜି ଘର ପେ ହୈ’ ଶୋ’ ଛାଡ଼ିଥିଲେ ଏହି ଅଭିନେତ୍ରୀ

ବମ୍ବେ: ‘ଭାବି ଜି ଘର ପେ ହେ’ ଶୋ’ରେ ଅଙ୍ଗୁରୀ ଭାବି ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ ଅଭିନେତ୍ରୀ ଶିଳ୍ପା ସିନ୍ଦେ।...

ସୁସ୍ଥ ଅଛନ୍ତି ସରୋଜ ଖାଁ

ମୁମ୍ବାଇ: ବଲିଉଡ୍‌ର ନାମୀ ଡ୍ୟାନ୍ସ କୋରିଓଗ୍ରାଫର ସରୋଜ ଖାଁ ହଠାତ୍‌ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଶନିବାର ମୁମ୍ବାଇର ବାନ୍ଦ୍ରାରେ ଥିବା ଗୁରୁ ନାନକ ହସ୍ପିଟାଲରେ...

Advertisement
Archives

Model This Week