ଖୋଲାଖୋଲି ରୀତେଶଙ୍କ ସହ ଲିପ୍‌ଲକ୍‌ କରି ଚର୍ଚ୍ଚାରେ ଡ୍ରାମାକୁଇନ୍‌

ବମ୍ବେ: ସର୍ବସମ୍ମୁଖରେ ସ୍ବାମୀ ରୀତେଶଙ୍କୁ ଚୁମ୍ବନ ଦେଇ ଚର୍ଚ୍ଚାରେ ବଲିଉଡ୍‌ର ଡ୍ରାମାକୁଇନ୍‌ ରାକ୍ଷୀ ସାଓ୍ବନ୍ତ। ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ର ଚଳିତ ସଂସ୍କରଣର ଫିନାଲେ ଅବସରରେ କ୍ୟାମେରାରେ କଏଦ ହୋଇଛି ଏଭଳି କିଛି ଦୃଶ୍ୟ। ପୂର୍ବରୁ ରାକ୍ଷୀଙ୍କ ସ୍ବାମୀ କିଏ ସେ ନେଇ ବହୁତ ଆଲୋଚନା ହୋଇଥିବା ବେଳେ ଏବେ ତାଙ୍କର ଏଭଳି କାର୍ଯ୍ୟ ପ୍ରଶଂସକଙ୍କୁ ଚକିତ କରିଛି। ଏହାର କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ବିଗ୍‌ବସ୍‌ରେ ଚଳିତ ଥର ପ୍ରତିଯୋଗୀ ଭାବେ ସାମିଲ ହୋଇଥିଲେ ରାକ୍ଷୀ। ହେଲେ ଫିନାଲେ ପୂର୍ବରୁ ସେ ଶୋ’ରୁ ବାହାର ହୋଇଥିଲେ। ଫିନାଲେ ଅବସରରେ ସ୍ବାମୀଙ୍କ ସହ ଏକ ଡ୍ୟାନ୍ସ କରିବାକୁ ନେଇ ସେମାନେ ଏକାଠି ହୋଇଥିଲେ। ଶୁଟିଂ ଶେଷ ହେବା ପରେ କିଛି କ୍ୟାମେରାମ୍ୟାନ୍‌ ତାଙ୍କୁ ଘେରି ଯାଇଥିଲେ। ସେମାନଙ୍କ ମଧ୍ୟରୁ କିଛି ରାକ୍ଷୀଙ୍କୁ ଚୁମ୍ବନ ଦେବାକୁ କହିଥିଲେ। ଯାହାର ଜବାବରେ ରାକ୍ଷୀ ସ୍ବାମୀଙ୍କୁ ଧରି ରୋମାଣ୍ଟିକ ହୋଇଥିଲେ।

ଏହା ପୂର୍ବରୁ ମଧ୍ୟ ରାକ୍ଷୀଙ୍କୁ ଲିପ୍‌ଲକ୍‌ କରୁଥିବା ଦେଖାଯାଇଥିଲା। ଯେଉଁମାନେ ରାକ୍ଷୀଙ୍କ ପ୍ରକୃତ ସ୍ବାମୀ ରିତେଶ କି ନା ତାହାକୁ ନେଇ ପ୍ରଶ୍ନ ଉଠାଉଥିଲେ ଏହା ସେମାନଙ୍କ ମୁହଁ ବନ୍ଦ କରିବ ବୋଲି ପ୍ରଶଂସକ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେକେଙ୍କ ହୋଟେଲ ରୁମ୍‌ରୁ ମିଳିଲା ଆଣ୍ଟାସିଡ ଔଷଧ

ବଲିଉଡ ପ୍ରସିଦ୍ଧ ଗାୟକ କେକେ ମାତ୍ର ୫୩ ବର୍ଷ ବୟସରେ ଆଖି ବୁଜିଛନ୍ତି। କୋଲକାତାରେ ଲାଇଫ୍‌ କନ୍‌ସର୍ଟର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଛି।...

ପରଦାକୁ ଆସୁଛି ‘ସାହୋ’:୮ ମିନିଟ୍‌ର ଆକ୍ସନ୍‌ ଦୃଶ୍ୟ ଶୁଟିଂ ପାଇଁ ଖର୍ଚ୍ଚ ହୋଇଛି ୭୦ କୋଟି ଟଙ୍କା

‘ବାହୁବଳୀ-୨’ ସୁପରହିଟ ହେବାପରେ ଖୁବଶୀଘ୍ର ଆଉ ଏକ ନୂଆ ଫିଲ୍ମ ’ସାହୋ’ରେ ନଜର ଆସିବେ ପ୍ରଭାସ। ଫିଲ୍ମଟି ଚଳିତବର୍ଷର ସବୁଠାରୁ ବଡ ଫିଲ୍ମ ତାଲିକାରେ ସାମିଲ...

ଶରଦ ପାୱାରଙ୍କୁ ଭେଟିଲେ ସୋନୁ ସୁଦ

ମୁମ୍ବାଇ,୧୩ ।୨: ବଲିଉଡ୍ ଅଭିନେତା ସୋନୁ ସୁଦ ବୁଧବାର ଏନ୍‌ସିପି ନେତା ଶରଦ ପାୱାରଙ୍କୁ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଭେଟିଛନ୍ତି । ସୂଚନାଯୋଗ୍ୟ, ସୋନୁ...

ସୁଯୋଗ ଅପେକ୍ଷାରେ କରୀନା

କରୀନା ପୁଣି ସୁଯୋଗ ଅପେକ୍ଷାରେ ! ସତରେ, ଏପରି କଥାକୁ ହଜମ କରିବା ଭାରି କଷ୍ଟ। କାରଣ ବଲିଉଡ୍‌ରେ ଏଣ୍ଟ୍ରି କରିବା ପରେ କରୀନା ସଫଳତା...

‘ନୋ ଏଣ୍ଟ୍ରି-୨’କୁ ନେଇ ସଲମାନଙ୍କ ବଡ଼ ସୂଚନା

ମୁମ୍ବାଇ: ଭାଇଜାନ ସଲମାନ ଖାନ୍‌ ଦୀର୍ଘ ୧୭ ବର୍ଷ ପରେ ଅଭିନେତା ଅନୀଲ କପୁର ଏବଂ ଫର୍‌ଦ୍ଦିନ ଖାନ୍‌ଙ୍କ ସହ ସ୍କ୍ରିନ୍‌ ସ୍ପେସ୍‌ ଶେୟାର କରିବାକୁ...

ଫଟୋଗ୍ରାଫରଙ୍କ ଉପରେ ରାଗିଗଲେ ଦୀପିକା, କହିଲେ ପୋଲିସରେ ଦେଇଦେବି

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିଙ୍କୁ ସାଧାରଣତଃ ଫଟୋଗ୍ରାଫରଙ୍କ ସାମ୍ନା କରିବାକୁ ପଡ଼ିଥାଏ। ଯେଉଁଠି ଷ୍ଟାର ସେଠି ଫଟୋଗ୍ରାଫରଙ୍କ ଭିଡ଼। ସେଲିବ୍ରିଟିମାନେ ମଧ୍ୟ ଭିନ୍ନ ଭିନ୍ନ ପୋଜ୍‌ରେ ଫଟୋ...

ବିକ୍‌ନୀ ପିନ୍ଧି ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାରକଲେ ମଲାଇକା, ଡିଜାଇନର କହିଲେ…

ମୁମ୍ବାଇ: ନିଜର ଡ୍ୟାନ୍ସ ଏବଂ ଷ୍ଟାଇଲ୍‌କୁ ନେଇ ମଲାଇକା ଆରୋରା ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ତାଙ୍କ ହାତରେ ବର୍ତ୍ତମାନ ଯଦିଓ କିଛି ଫିଲ୍ମ ନାହିଁ, ତେବେ...

ପରଲୋକରେ ଫିଲ୍ମ ସମୀକ୍ଷକ ଜୟ ପ୍ରକାଶ

ଇନ୍ଦୋର,୨।୩: ବେଶ୍‌ ଜଣାଶୁଣା ଫିଲ୍ମ ସମୀକ୍ଷକ ଜୟ ପ୍ରକାଶ ଚୌକସିଙ୍କ ପରଲୋକ ଘଟିଛି। ମଧ୍ୟପ୍ରଦେଶର ଇନ୍ଦୋରରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ...

Advertisement
Archives

Model This Week