ଖୋଲାଖୋଲି ରୀତେଶଙ୍କ ସହ ଲିପ୍‌ଲକ୍‌ କରି ଚର୍ଚ୍ଚାରେ ଡ୍ରାମାକୁଇନ୍‌

ବମ୍ବେ: ସର୍ବସମ୍ମୁଖରେ ସ୍ବାମୀ ରୀତେଶଙ୍କୁ ଚୁମ୍ବନ ଦେଇ ଚର୍ଚ୍ଚାରେ ବଲିଉଡ୍‌ର ଡ୍ରାମାକୁଇନ୍‌ ରାକ୍ଷୀ ସାଓ୍ବନ୍ତ। ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ର ଚଳିତ ସଂସ୍କରଣର ଫିନାଲେ ଅବସରରେ କ୍ୟାମେରାରେ କଏଦ ହୋଇଛି ଏଭଳି କିଛି ଦୃଶ୍ୟ। ପୂର୍ବରୁ ରାକ୍ଷୀଙ୍କ ସ୍ବାମୀ କିଏ ସେ ନେଇ ବହୁତ ଆଲୋଚନା ହୋଇଥିବା ବେଳେ ଏବେ ତାଙ୍କର ଏଭଳି କାର୍ଯ୍ୟ ପ୍ରଶଂସକଙ୍କୁ ଚକିତ କରିଛି। ଏହାର କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ବିଗ୍‌ବସ୍‌ରେ ଚଳିତ ଥର ପ୍ରତିଯୋଗୀ ଭାବେ ସାମିଲ ହୋଇଥିଲେ ରାକ୍ଷୀ। ହେଲେ ଫିନାଲେ ପୂର୍ବରୁ ସେ ଶୋ’ରୁ ବାହାର ହୋଇଥିଲେ। ଫିନାଲେ ଅବସରରେ ସ୍ବାମୀଙ୍କ ସହ ଏକ ଡ୍ୟାନ୍ସ କରିବାକୁ ନେଇ ସେମାନେ ଏକାଠି ହୋଇଥିଲେ। ଶୁଟିଂ ଶେଷ ହେବା ପରେ କିଛି କ୍ୟାମେରାମ୍ୟାନ୍‌ ତାଙ୍କୁ ଘେରି ଯାଇଥିଲେ। ସେମାନଙ୍କ ମଧ୍ୟରୁ କିଛି ରାକ୍ଷୀଙ୍କୁ ଚୁମ୍ବନ ଦେବାକୁ କହିଥିଲେ। ଯାହାର ଜବାବରେ ରାକ୍ଷୀ ସ୍ବାମୀଙ୍କୁ ଧରି ରୋମାଣ୍ଟିକ ହୋଇଥିଲେ।

ଏହା ପୂର୍ବରୁ ମଧ୍ୟ ରାକ୍ଷୀଙ୍କୁ ଲିପ୍‌ଲକ୍‌ କରୁଥିବା ଦେଖାଯାଇଥିଲା। ଯେଉଁମାନେ ରାକ୍ଷୀଙ୍କ ପ୍ରକୃତ ସ୍ବାମୀ ରିତେଶ କି ନା ତାହାକୁ ନେଇ ପ୍ରଶ୍ନ ଉଠାଉଥିଲେ ଏହା ସେମାନଙ୍କ ମୁହଁ ବନ୍ଦ କରିବ ବୋଲି ପ୍ରଶଂସକ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୁସରତ ଶେୟାର କଲେ ଫଟୋ, ପ୍ରଶଂସକଙ୍କ ନଜର ହଟୁନି

ମୁମ୍ବାଇ: ଟିଏମ୍‌ସି ଏମ୍‌ପି ତଥା ଅଭିନେତ୍ରୀ ନୁସରତ ଜାହାଁ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରହୁଛନ୍ତି। ଗୋଟିଏ ପରେ ଗୋଟିଏ ଫଟୋ ଶେୟାର କରି ଦର୍ଶକଙ୍କ...

ଅମିତାଭଙ୍କ ପାଇଁ ନିଆରା ଢ଼ଙ୍ଗରେ ଆଶୁ ଆରୋଗ୍ୟ କାମନା କଲେ ଏହି କୁନି ପ୍ରଶଂସକ

ଭୋପାଳ,୧୧।୭: ବଲିଉଡ୍‌ର ମହାନାୟକ ଅଭିତାଭ ବଚ୍ଚନ ଓ ତାଙ୍କ ପରିବାରର ୪ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅମିତାଭ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ...

ଆଉଟ୍‌ଫିଟ୍‌କୁ ନେଇ ଟ୍ରୋଲ୍‌ ହେଲେ ଏହି ଅଭିନେତ୍ରୀ, ୟୁଜର୍ସ କହିଲେ…

ମୁମ୍ବାଇ: ଦୀର୍ଘ ଦୁଇବର୍ଷ ହେବ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜର ଫ୍ୟାଶନକୁ ନେଇ ୟୁଜର୍ସମାନଙ୍କ ଟ୍ରୋଲର ଟାର୍ଗେଟ୍‌ରେ ରହୁଛି। କେବେକେବେ ଆଲିଆ ନିଜର ବୋରିଂ...

ଦକ୍ଷିଣଭାରତୀୟ ସିନେମାରୁ କରିଥିଲେ ଡେବ୍ୟୁ, ଏବେ ପାଲଟିଛନ୍ତି ବଲିଉଡ୍‌ ଷ୍ଟାର

ବମ୍ବେ: ଦକ୍ଷିଣ ଭାରତୀୟ ସିନେମାରୁ କ୍ୟାରିଅର ଆରମ୍ଭ କରିବା ସତ୍ତ୍ୱେ ବଲିଉଡର ନାମକରା ଅଭିନେତ୍ରୀ ପାଲଟିଛନ୍ତି ଅନେକେ ଅଭିନେତ୍ରୀ। ସେମାନଙ୍କ ମଧ୍ୟରେ ରହିଛନ୍ତି ଦୀପିକା ପାଦୁକୋନ,...

ସୁଜୈନଙ୍କ ପରେ ଏବେ ହ୍ରିତିକ୍‌ଙ୍କୁ କରୋନା; ହୋମ୍‌ କ୍ୱାରାଣ୍ଟାଇନ୍‌ରେ ବିତୁଛି…

ବମ୍ବେ: ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସାଧାରଣ ଲୋକଠାରୁ ଆରମ୍ଭ କରି ବଡ଼ ବଡ଼ ସେଲିବ୍ରିଟି ଏଥିରୁ ରକ୍ଷା ପାଇ ପାରୁନାହାନ୍ତି।...

ଫଟୋ ଶେୟାର କରି ପିତାଙ୍କୁ ମନେ ପକାଇଲେ ଅମିର

ମୁମ୍ବାଇ: ଆଗାମୀ ଫିଲ୍ମ ‘ଲାଲ୍‌ ସିଂହ ଚଢ଼ା’କୁ ନେଇ ଅମିର ଆଜିକାଲି ବହୁ ବ୍ୟସ୍ତ ରହୁଛନ୍ତି। ଏବେ ଏଥିରୁ କିଛି ସମୟ ବାହାର କରି ସୋସିଆଲ...

ଶବଗୃହରେ ସୁଶାନ୍ତଙ୍କୁ ଦେଖି ରିୟା କହିଥିଲେ ‘ସରି ବାବୁ’: ଆଉ..

ବମ୍ବେ: ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା। ଘଟଣାରେ ପ୍ରତିଦିନ କିଛି ନା କିଛି ତଥ୍ୟ...

ମନର ଯନ୍ତ୍ରଣା ବଖାଣିଲେ ଶିଳ୍ପା

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ବ୍ୟବସାୟୀ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସମସ୍ୟା ଦୂର ହେବାର ନାଁ ନେଉନାହିଁ। ଏବେ ଉଭୟଙ୍କ ନାଁରେ ଠକେଇ...

Advertisement
Archives

Model This Week