ରାତି ଅଧରେ ଏହି ଅଭିନେତ୍ରୀଙ୍କୁ ନିଦରୁ ଉଠାନ୍ତି ସଲମାନ୍
ଅଭିନେତ୍ରୀ ଲାରା ଦତ୍ତଙ୍କୁ ‘ବେଲ୍ବଟମ’ ଫିଲ୍ମରେ ଶେଷଥର ଦେଖିବାକୁ ମିଳିଥିଲା। ଯେଉଁଥିରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଥିଲେ। ଏବେ ତାଙ୍କୁ ‘ଜି୫’ରେ ରିଲିଜ ହୋଉଥିବା ‘କୌନ ବାନେଗା ଶିଖରବତୀ’ ଧାରାବାହିକରେ ଦେଖିବାକୁ ମିଳିବ । ସେଥିରେ…
ବାପାଙ୍କୁ ନେଇ ଚିନ୍ତାରେ ଶାହିର
ବମ୍ବେ: ବାପାଙ୍କୁ ନେଇ ଚିନ୍ତାରେ ଅଛନ୍ତି ଟେଲି ଅଭିନେତା ଶାହିର ଶେଖ। କାରଣ ସେ କରୋନା ସଂକ୍ରମିତ ହୋଇ ଏବେ ଭେଣ୍ଟିଲେଟରରେ। ସ୍ବାସ୍ଥ୍ୟରେ ଅବନତି ହେତୁ ବାପାଙ୍କ ପାଇଁ ପ୍ରାର୍ଥନା କରିବାକୁ ଅଭିନେତା ପ୍ରଶଂସକମାନଙ୍କୁ ଅନୁରୋଧ କରିଛନ୍ତି। କାମ ବିଷୟରେ କଥା…
କୋଟିକୋଟି ଟଙ୍କାର ମାଲିକ ଧନୁଷ: ଗୋଟିଏ ଫିଲ୍ମ ପାଇଁ ଚାର୍ଜ କରନ୍ତି…
ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଧନୁଷ ବର୍ତ୍ତମାନ ସ୍ତ୍ରୀ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କଠାରୁ ବିବାହ ବିଚ୍ଛେଦ ପରେ ଚର୍ଚ୍ଚାକୁ ଆସିଛନ୍ତି। ଦୁହେଁ ଅଲଗା ହେବାପରେ ମଧ୍ୟ ଉଭୟଙ୍କର ନେଟୱର୍ଥ ଖୁବ ଅଧିକ । ଧନୁଷ ନିଜ ପ୍ରତିଭା ବଳରେ କୋଟି କୋଟି ଟଙ୍କା…
୧୨ ବର୍ଷ ପରେ ଦ୍ୱିତୀୟ ବିବାହ ବି ତୁଟିଲା; ଅଭିନେତା କହିଲେ- ମୃତ୍ୟୁଠାରୁ ବି ଅଧିକ ଯନ୍ତ୍ରଣାଦାୟକ…
ବମ୍ବେ: ପ୍ରଥମ ବିବାହ ବିଫଳ ହେବା ପରେ କରିଥିଲେ ଦ୍ୱିତୀୟ ବିବାହ। ହେଲେ ତାହା ବି ଚାଲିଲା ନାହିଁ। ଶେଷରେ ସ୍ତ୍ରୀ ସ୍ମିତା ଗାଟେଙ୍କଠାରୁ ଅଲଗା ହେବା ଲାଗି ନିଷ୍ପତ୍ତି ନେଇଛନ୍ତି ଟେଲି ପରଦାର ଐତିହାସିକ ଧାରାବାହିକ ‘ମହାଭାରତ’ରେ କୃଷ୍ଣଙ୍କ ଭୂମିକାରେ…
ନିଦ ହଜାଇଲେଣି ପୂର୍ବା
ମୁମ୍ବାଇ: ଅଭିନେତ୍ରୀ ଆଞ୍ଚଲ ସିଂ ଏବେ ଖୁବ୍ ଚର୍ଚ୍ଚାରେ । ନେଟଫ୍ଲିକ୍ସ ୱେବ ସିରିଜ ‘ୟେ କାଲି କାଲି ଆଖେଁ’ରେ ତାଙ୍କ୍ ଅଭିନୟକୁ ନେଇ ସେ ଆସିଛନ୍ତି ଚର୍ଚ୍ଚାକୁ । ୱେବ ସିରିଜରେ ଅଭିନେତ୍ରୀ ଏକ ଦମଦାର ଅଭିନୟ କରିଛନ୍ତି ।…
‘ଓ ଅଣ୍ଟା ଓ୍ବା’ ଗୀତରେ ନାଚି ଟ୍ରୋଲ ହେଲେ ଏହି ଅଭିନେତ୍ରୀ, ଲୋକେ କହିଲେ ଛାଡପତ୍ରର ସାଇଡ ଇଫେକ୍ଟ
ସେଲିବ୍ରିଟିଙ୍କ ବିବାହ ଯେପରି ହେଉଛି ବିବାହ ବିଚ୍ଛେଦ ମଧ୍ୟ ସେହିପରି ହେଉଛି। ନିକଟରେ ଟେଲି ଜଗତର ଜଣାଶୁଣା ଲୋକପ୍ରିୟ ଦମ୍ପତ୍ତି ଅମିର ଅଲ୍ଲି-ସଞ୍ଜିଦା ଶେଖଙ୍କ ଛାଡପତ୍ର ହୋଇଥିଲା । ବିବାହର ୯ ବର୍ଷ ପରେ ଦୁହେଁ ଅଲଗା ହୋଇଥିଲେ । ଦୁହିଁଙ୍କର…
ଫିଲ୍ମ ‘ପୁଷ୍ପା’ରେ ଅଭିନୟ କରି ଚର୍ଚ୍ଚାରେ ଓଡିଆ ପୁଅ
ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା’କୁ ନେଇ ଏବେ ଦର୍ଶକଙ୍କ ମଧ୍ୟରେ କ୍ରେଜ୍ ରହିଛି। ଅଭିନେତା ଅଲ୍ଲୁ ଅର୍ଜୁନ-ରଶ୍ମିକା ମନ୍ଦାନାଙ୍କ ଯୋଡିକୁ ମଧ୍ୟ ବେଶ୍ ପସନ୍ଦ କରିଛନ୍ତି ଦର୍ଶକ। ତେବେ ଫିଲ୍ମ ‘ପୁଷ୍ପା’ରେ ପୋଲିସ ଇନସ୍ପେକ୍ଟର ଗୋବିନ୍ଦାପା ଭୂମିକାରେ ଅଭିନୟ କରି ବେଶ୍…
କାହିଁକି ସିଦ୍ଧାର୍ଥ – କିଆରାଙ୍କ ଫଟୋକୁ ନେଇ ଚର୍ଚ୍ଚା
ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ନିକଟରେ ନିଜର ୩୭ତମ ଜନ୍ମଦିନ ପାଳନ କରିଛନ୍ତି। ‘ଶେରଶାହ’ ଫିଲ୍ମରୁ ସିଦ୍ଧାର୍ଥ ଅଭିନେତ୍ରୀ କିଆରା ଆଡଭାନୀ ବହୁତ ପ୍ରଶଂସା ପାଇଛନ୍ତି । ସିଦ୍ଧାର୍ଥଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ କିଆରା ନିଜ ଇନଷ୍ଟାଗ୍ରମ ଷ୍ଟୋରୀରେ ଏକ ରୋମାଣ୍ଟିକ…
ଧନୁଷ -ଐଶ୍ୱର୍ଯ୍ୟା ଲଭ ଷ୍ଟୋରୀ: ଜାଣନ୍ତୁ କିପରି ହୋଇଥିଲା ପ୍ରେମ
ସାଉଥ ସୁପରଷ୍ଟାର ଧନୁଷ ଏବଂ ଐଶ୍ୱର୍ଯ୍ୟା ରଜନୀକାନ୍ତ ସେମାନଙ୍କର ୧୮ ବର୍ଷର ବିବାହ ସମ୍ପର୍କକୁ ସମାପ୍ତ କରିଛନ୍ତି। ତେବେ ଦିନେ ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ହୋଇଥିଲା। ଉଭୟଙ୍କ ପ୍ରେମ କିପରି ହୋଇଥିଲା, ଜାଣନ୍ତୁ ଧନୁଷ ଏବଂ ଐଶ୍ୱର୍ଯ୍ୟାଙ୍କ ଲଭ…
ଏକଦା ଧନୁଷଙ୍କ ସହିତ ଏହି ଅଭିନେତ୍ରୀଙ୍କ ପ୍ରେମ ସମ୍ପର୍କକୁ ନେଇ ହୋଇଥିଲା ଆଲୋଡ଼ନ: ଏମିତି କହିଥିଲେ ସ୍ତ୍ରୀ
ସାଉଥ ସୁପରଷ୍ଟାର ଧନୁଷ ଏବଂ ଐଶ୍ୱର୍ଯ୍ୟା ରଜନୀକାନ୍ତ ସେମାନଙ୍କର ୧୮ ବର୍ଷର ବିବାହ ସମ୍ପର୍କକୁ ସମାପ୍ତ କରିଛନ୍ତି। ଧନୁଷ ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କୁ ୧୮ ନଭେମ୍ବର ୨୦୦୪ରେ ବିବାହ କରିଥିଲେ। ଛାଡପତ୍ର ବିଷୟରେ ଧନୁଷ ଏବଂ ଐଶ୍ୱର୍ଯ୍ୟା ସୋସିଆଲ ମିଡିଆରେ…
ହାସ୍ୟାଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ: ଜାଣନ୍ତୁ କାହାକୁ କରିବେ ବିବାହ
ଭୁବନେଶ୍ୱର,୧୮।୧(ବ୍ୟୁରୋ): ହାସ୍ୟାଭିନେତା ପ୍ରଜ୍ଞା ରଞ୍ଜନ ଖଟୁଆ ନିଜ ନିର୍ବନ୍ଧକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସେ ସିନେମା, ଟେଲିଭିଜନ ଏବଂ ୟୁଟ୍ୟୁବ୍ରେ ଲୋକଙ୍କୁ ହସାଇବାରେ କୌଣସି ମୋଉକା ଛାଡନ୍ତି ନାହିଁ। ସୋସିଆଲ ମିଡିଆରେ ତାଙ୍କ ଏକ ଫଟୋ ଏବଂ ରିଙ୍ଗ ସେରିମନି…
ଭାଙ୍ଗିଲା ୧୮ ବର୍ଷର ସମ୍ପର୍କ, ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କଠାରୁ ଅଲଗା ହେବେ ଧନୁଷ
ଚେନ୍ନାଇ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଭିନେତା ଧନୁଷ ଓ ତାଙ୍କ ପତ୍ନୀ ତଥା ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତ ପରସ୍ପରଠାରୁ ଅଲଗା ହେବାକୁ ଯାଉଛନ୍ତି । ଭାଙ୍ଗିବାକୁ ଯାଉଛି ୧୮ ବର୍ଷର ସମ୍ପର୍କ । ଏନେଇ ଉଭୟ ସୋସିଆଲ…
Archives


