ଭାଙ୍ଗିଲା ୧୮ ବର୍ଷର ସମ୍ପର୍କ, ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କଠାରୁ ଅଲଗା ହେବେ ଧନୁଷ

ଚେନ୍ନାଇ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଭିନେତା ଧନୁଷ ଓ ତାଙ୍କ ପତ୍ନୀ ତଥା ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତ ପରସ୍ପରଠାରୁ ଅଲଗା ହେବାକୁ ଯାଉଛନ୍ତି । ଭାଙ୍ଗିବାକୁ ଯାଉଛି ୧୮ ବର୍ଷର ସମ୍ପର୍କ । ଏନେଇ ଉଭୟ ସୋସିଆଲ ମିଡିଆରେ ଏକ ନୋଟ ଲେଖି ସୂଚନା ଦେଇଛନ୍ତି । ଉଭୟ ଗୋଟିଏ ନୋଟ ଶେୟାର କରିଛନ୍ତି । ଧନ଼ୁଷ ଟୁଇଟ କରି କହିଛନ୍ତି ଏବେ ଆମେ ଦମ୍ପତ୍ତି ଭାବେ ଅଲଗା ହେବା ସହ ନିଜର ଭଲ ପାଇଁ ବ୍ୟକ୍ତିଗତ ଭାବେ ପରସ୍ପରକୁ ବୁଝିବାକୁ ସମୟ ବାହାର କରିବାକୁ ନିଷ୍ପତ୍ତି ନେଇଛୁ । ଆମର ନିଷ୍ପତ୍ତିକୁ ସମ୍ମାନ ଦିଅନ୍ତୁ । ଏମିତି କିଛି ଲେଖିବା ସହ ଶେଷକୁ ହାତ ଯୋଡିଥିବା ଏକ ଇମୋଜି ବି ଶେୟାର କରିଛନ୍ତି ଧନୁଷ ।
ସୂଚନାଯୋଗ୍ୟ, ଧନୁଷ ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କୁ ୧୮ ନଭେମ୍ବର ୨୦୦୪ରେ ଖୁବ୍ ଧୁମଧାମରେ ବିବାହ କରିଥିଲେ । ମାତ୍ର ୨୩ ବର୍ଷ ବୟରେ ଫିଲ୍ମ ସେଟରେ ଦେଖାହୋଇ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା ଓ ଏହାପରେ ଏମାନେ ସଂସାର ଗଢିଥିଲେ । ଏମାନଙ୍କ ଦୁଇଟି ସନ୍ତାନ ଅଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ଏମିତି ନାଁ ଦେଲେ ବିପାଶା

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିମାନଙ୍କ ଠାରୁ ଏବେ ଖାଲି ଖୁସି ଖବର ମିଳିବାରେ ଲାଗିଛି। କିଛିଦିନ ପୂର୍ବରୁ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଏକ କନ୍ୟାସନ୍ତାନର...

ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ : ପକେଟ୍‌ ମନି ଦାନକଲେ ଜୁହି ଚାଓ୍ବଲାଙ୍କ ପୁଅ

ମୁମ୍ବାଇ: ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ ଲାଗିବା ଘଟଣାକୁ ନେଇ ସାରା ବିଶ୍ୱ ଚିନ୍ତା ପ୍ରକଟ କରିଛି। ଅଷ୍ଟ୍ରେଲିଆର ଏହି ବିପତ୍ତି ସମୟରେ ସମସ୍ତେ ସହାୟତାର ହାତ...

ସୁଶାନ୍ତଙ୍କ ଘରୁ ମିଳିଛି ପାଞ୍ଚଟି ଡାଏରୀ, ଲେଖିଥିଲେ ମନ କଥା

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ଗୋଟିଏ ପଟେ ପ୍ରଶଂସକମାନେ ତାଙ୍କ ନିଧନକୁ ଗ୍ରହଣ କରିପାରୁ...

ଯୁଦ୍ଧପ୍ରିୟ ନୁହେଁ, ଦେଶଭକ୍ତ

ଲସ୍‌ ଆଞ୍ଜେଲ୍ସ୍‌ : ମୁଁ ଯୁଦ୍ଧପ୍ରିୟ ନୁହେଁ, ବରଂ ଜଣେ ସଚ୍ଚୋଟ ଦେଶଭକ୍ତ ବୋଲି ଆମେରିକାର ଲସ୍‌ ଆଞ୍ଜେଲ୍ସ୍‌ରେ ଭାରତୀୟ ସିନେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା...

ସୁଶାନ୍ତଙ୍କ ସ୍ବପ୍ନକୁ ପୂରା କରିବା ପାଇଁ ଅଙ୍କିତା କଲେ ଏପରି

ସୁଶାନ୍ତ ସିଂ ରାଜପୁତ ତାଙ୍କ ଡାଏରୀରେ ପ୍ରାୟ ୫୦ ଟି ସ୍ବପ୍ନ ଲେଖିଥିଲେ ଯାହା ସେ ତାଙ୍କ ଜୀବନରେ କରିବାକୁ ଚାହୁଁଥିଲେ। ମାତ୍ର ସେ ସେହି...

ମୁମ୍ବାଇ ଛାଡୁଛନ୍ତି ଶହନାଜ!

ମୁମ୍ବାଇ: ଟେଲିଭିଜନ କଳାକାର ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପାଖାପାଖି ୧ ମାସ ହୋଇଗଲାଣି । ଆଉ ଏହାରି ଭିତରେ ସିଦ୍ଧାର୍ଥଙ୍କର ର‌୍ୟୁମର୍ଡ ଗଲଫ୍ରେଣ୍ଡ ଶହନାଜ ଗିଲ...

ଛବିର ମଣିଷ କାଳୀପ୍ରସାଦ

ଭଲ ମଣିଷ ଭିତରେ ଯେଉଁମାନଙ୍କ ପାଖରେ ସୃଜନଶୀଳତା ଥାଏ ସେମାନେ ସଂସାର ଭିତରେ କମ୍‌ ସମୟ ରହିଥାଆନ୍ତି। ତାଙ୍କର ସୀମିତ ପରିସୀମା ମଧ୍ୟରେ ସେମାନଙ୍କର ସୃଜନଶୀଳତାକୁ...

କାନ୍ଦିଲେ ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ନାୟିକା ତଥା କ୍ରିକେଟର ବିରାଟ କୋହଲିଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ବିବାହ ପରଠାରୁ ବଡ ପରଦାଠାରୁ ଦୂରେଇ ରହିଥିବା ଦେଖାଯାଏ। ହେଲେ ସେ...

Advertisement
Archives

Model This Week