ମନୋରଞ୍ଜନ

ବିବାଦରେ ‘ଗଙ୍ଗୁବାଈ କାଠିଆଓ୍ବାଡି’

ନୂଆଦିଲ୍ଲୀ, ୨୪ା୨: ଆସନ୍ତା ଶୁକ୍ରବାର ରିଲିଜ ହେବାକୁ ଥିବା ଫିଲ୍ମ ‘ଗଙ୍ଗୁବାଈ କାଠିଆଓ୍ବାଡି’ ବିବାଦରେ ଫସିଛି। ଏଥିରେ ଗଙ୍ଗୁବାଈଙ୍କୁ ଦେହଜୀବୀ ଦର୍ଶାଯାଇଥିବା ଅଭିଯୋଗ କରି ତାଙ୍କ ପାଳିତ ପୁଅ ରାବଜୀ ଶାହା କୋର୍ଟର ଦ୍ୱାରସ୍ଥ ହେବା ପରେ ଏହାର ରିଲିଜକୁ ନେଇ…

ଚଳଚ୍ଚିତ୍ର ରିଲିଜର ଦିନକ ପୂର୍ବରୁ ଆଇନ ଛାଟ; ନାଁ ବଦଳାଇବାକୁ ପ୍ରସ୍ତାବ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶୁକ୍ରବାର ରିଲିଜ ହୋଇଥାନ୍ତା ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଆଗାମୀ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡ଼ି’। ହେଲେ ଏହାର ଦିନକ ପୂର୍ବରୁ ନିର୍ମାତାଙ୍କୁ ଲାଗିଛି ଝଟ୍‌କା। ଫିଲ୍ମଟି ବିବାଦ ଘେରକୁ ଆସିବା ପରେ ବାଜିଛି ଆଇନ ଛାଟ। ଏବେ ଫିଲ୍ମର ଟାଇଟଲ…

ଏହି ଗୀତରେ ଜବରଦସ୍ତ ଠୁମ୍‌କା ଲଗାଇଲେ ସନି ଲିଓନ

ମୁମ୍ବାଇ: ଅଭିନେତ୍ରୀ ସନି ଲିଓନ ତାଙ୍କ ଷ୍ଟାଇଲ୍‌ରେ ସମସ୍ତଙ୍କ ହୃଦୟ ଜିଣିପାରନ୍ତି। ସେ ଜଣେ ଭଲ ନୃତ୍ୟଶିଳ୍ପୀ ବୋଲି ସମସ୍ତେ ଜାଣନ୍ତି। ଯଦି ତାଙ୍କର କୌଣସି ଡ୍ୟାନ୍ସ ଭିଡିଓ ଆସେ, ତେବେ ଏହା ସୋସିଆଲ ମିଡିଆରେ ନିଶ୍ଚିତ ଭାବରେ ଭାଇରାଲ ହୁଏ।…

ସଲମାନଙ୍କ ସହ କାମ କରିବାକୁ ମନା କରିଥିଲେ ଦୀପିକା, ଏବେ ଖୋଲିଲେ ରାଜ୍‌

ମୁମ୍ବାଇ: ୨୦୦୭ରେ ଶାହରୁଖ ଖାନ୍‌ଙ୍କ ସହ ଅଭିନେତ୍ରୀ ଦୀପିକା ପାଦୁକୋନ ଫିଲ୍ମ ‘ଓମ୍‌ ଶାନ୍ତି ଓମ୍‌’ରେ ଅଭିନୟ କରିଥିଲେ। କିନ୍ତୁ ଜାଣନ୍ତି କି ବଲିଉଡ୍‌ର ପ୍ରଥମ ଅଫର୍‌ ଦୀପିକାଙ୍କୁ ସଲମାନ ଖାନ ହିଁ ଦେଇଥିଲେ। ଯାହାକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ। ବର୍ତ୍ତମାନ…

ଅଧା ରହିଯାଏ ପ୍ରେମ, ଶେଷ ଆଡକୁ ହୋଇଯାଏ ମୃତ୍ୟୁ

ବମ୍ବେ: ବଲିଉଡ୍‌ ଅଭିନେତା ଇମ୍‌ରାନ ହାସମୀ ପ୍ରଶଂସକଙ୍କ ଗହଣରେ ‘ସିରିୟଲ କିସର’ ଭାବେ ପରିଚିତ। କାରଣ ତାଙ୍କ ଫିଲ୍ମରେ ପ୍ରେମ ସହ ଭରପୂର ରୋମାନ୍ସ ଦେଖିବାକୁ ମିଳେ। ରୋମାଣ୍ଟିକ ହିରୋ ଭାବେ ସେ ଅନେକ ଫିଲ୍ମରେ କାମ କରିଛନ୍ତି। ଫିଲ୍ମଗୁଡ଼ିକ ସୁପରହିଟ୍‌…

ହୃଦ୍‌ଘାତରେ ଆଖି ବୁଜିଲେ ଆର୍‌ଜେ ରଚନା

ବାଙ୍ଗାଲୋର: ଲୋକପ୍ରିୟ କନ୍ନଡ ଆର୍‌ଜେ ରଚନା ଆଉ ନାହାନ୍ତି। ମାତ୍ର ୩୯ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି ସେ। ମଙ୍ଗଳବାର ଜେପି ନଗରସ୍ଥିତ ଫ୍ଲାଟ୍‌ରେ ସେ ଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି…

ଘରୁ ପଳାଇଯାଇ ମନ୍ଦିରରେ କରିଥିଲେ ବିବାହ

ବମ୍ବେ: ସ୍କୁଲରେ ପଢ଼ୁଥିବା ବେଳେ ପ୍ରେମରେ ପଡ଼ିଥିଲେ। ପ୍ରେମିକଙ୍କୁ ଜୀବନସାଥୀ କରିବାକୁ ମନସ୍ଥ କରିଥିଲେ। ହେଲେ ପରିବାରଲୋକ ସମ୍ପର୍କକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲା। ଦୀର୍ଘ ଦେଢ଼ ବର୍ଷ ଧରି ପ୍ରେମିକଙ୍କଠାରୁ ଅଲଗା କରି ରଖିଥିଲେ। ଦେଖିବା ତ ଦୂରର…

ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି ସଲମାନ: ୨୩୦୦କୋଟି ସମ୍ପତ୍ତିର ଉତ୍ତରାଧିକାରୀ ହେବ କିଏ?

ବଲିଉଡର ଦବଙ୍ଗ ଷ୍ଟାର୍‌ ସଲମାନ ଖାନଙ୍କ ବିବାହକୁ ଲୋକମାନେ ବର୍ଷ ବର୍ଷ ଧରି ଅପେକ୍ଷା କରଛନ୍ତି। କିନ୍ତୁ ସେ ଅନେକ ଥର ବିବାହ ପ୍ରଶ୍ନକୁ ଏଡାଇ ଯାଇଛନ୍ତି। ସଲମାନଙ୍କ ବିବାହ ବିଷୟରେ କଥାବାର୍ତ୍ତା ହେବା ମାତ୍ରେ ଲୋକଙ୍କ ମନରେ ଏକ ପ୍ରଶ୍ନ…

ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ

ମାଲାୟାଲମ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତ୍ରୀ କେପିଏସି ଲଲିତାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ୭୪ ବର୍ଷ ହୋଇଥିଲା। ଗତ କିଛି ଦିନ ହେବ କେପିଏସି ଲଲିତା ଅସୁସ୍ଥ ଥିଲେ। ସେ ମଙ୍ଗଳବାର ବିଳମ୍ବିତ ରାତିରେ କେରଳର ଥ୍ରିପୁନିଥୁରାସ୍ଥିତ ତାଙ୍କ ଘରେ…

ବିପାଶାଙ୍କ ପୂର୍ବରୁ ଦୁଇଦୁଇ ଜଣଙ୍କୁ ବିବାହ କରିଥିଲେ କରଣ, ଖୁବ୍‌ ଅଳ୍ପ ଦିନରେ…

ଅଭିନେତା କରଣ ସିଂ ଗ୍ରୋଭରଙ୍କ ଆଜି ଜନ୍ମଦିନ। ସେ ତାଙ୍କ ବୃତ୍ତିଗତ ଜୀବନ ସହ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଆଜି ତାଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ ସମ୍ପର୍କିତ କିଛି ବିଶେଷ କଥା। ସିରିଏଲ ଦିଲ୍‌…

‘ପୁଷ୍ପା’ ଫେମ୍‌ ଅଲ୍ଲୁ ଅର୍ଜୁନଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଫିଲ୍ମ ‘ପୁଷ୍ପା’ର ସଫଳତା ପରଠାରୁ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ସର୍ବଦା ଚର୍ଚ୍ଚାରେ ଅଛନ୍ତି। ଫିଲ୍ମରେ ଆଲ୍ଲୁଙ୍କ ଅଭିନୟ କୋଟ କୋଟି ଲୋକଙ୍କ ହୃଦୟକୁ ଛୁଇଁଛି। ବିଳାସପୂର୍ଣ୍ଣ ଜୀବନଶୈଳୀକୁ ଭଲ ପାଉଥିବା ଆଲ୍ଲୁ ଅନେକ ମୂଲ୍ୟବାନ ଜିନିଷ ଅଛି ଯାହା କୌଣସି…

ଇନ୍‌ଷ୍ଟାରେ ନାଁ ବଦଳାଇଲେ ଶିବାନୀ

ଅଭିନେତା ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ଫେବୃୟାରୀ ୧୯ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମହାରାଷ୍ଟ୍ରୀୟ ପାରମ୍ପରିକ ରୀତିନୀତିରେ ଦୁହିଁଙ୍କର ବିବାହ ହୋଇସାରିଛି। ବିବାହ ପରେ ସେମାନେ ବାହାରକୁ ଯାଉଥିବା ଫଟୋ ମଧ୍ୟ ଭାଇରାଲ ହେଇଥିଲା। ନିକଟରେ ଅଭିନେତ୍ରୀ ତାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri