ଇନ୍ଷ୍ଟାଗ୍ରାମ ଆକାଉଣ୍ଟରୁ ନାଗାଙ୍କୁ ଅନ୍ଫଲୋ କଲେ ସାମନ୍ଥା
ସାଉଥ୍ ସୁନ୍ଦରୀ ସାମନ୍ଥା ରୁଥ୍ ପ୍ରଭୁ ଏବଂ ନାଗା ଚୈତନ୍ୟ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି। ତେବେ ନିକଟରେ ଦୁହିଁଙ୍କର ବିବାହ ବିଚ୍ଛେଦ ହୋଇଯାଇଥିବା ଘଟଣା ସେମାନଙ୍କ ପ୍ରଶଂସକଙ୍କୁ ଚକିତ କରିଦେଇଥିଲା। ଏବେ…
ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଏମିତି କହିଲେ ଅଜୟ ଦେବଗନ
ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଏହି ବକ୍ସ ଅଫିସ୍ରେ ହିଟ୍ ହୋଇଛି। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ରିଲିଜ ହେବାର ଦୁଇ ସପ୍ତାହ ବିତିଥିଲେ ସୁଦ୍ଧା ଦିନକୁ ଦିନ ନୂଆ ରେକର୍ଡ କରିବାରେ ଲାଗିଛି…
ମଲାଇକାଙ୍କ ପ୍ରେରଣା ଅର୍ଜୁନ
ମୁମ୍ବାଇ: ବି’ ଟାଉନ୍ରେ ଫିଟ୍ନେଶ୍ କଥା ଉଠିଲେ ଆଖି ଆଗକୁ ଚାଲିଆସନ୍ତି ମଲାଇକା ଅରୋରା। ୪୮ ବର୍ଷୀୟା ମଲାଇକା ନିଜ ଫିଟ୍ନେଶ୍ ଓ ଜିରୋ ଫିଗର୍ ପାଇଁ ଜଣାଯାଉଥିବାବେଳେ ଏଥିଲାଗି ସେ ତାଙ୍କର ସବୁ ଶ୍ରେୟ ବୟଫ୍ରେଣ୍ଡ ଅର୍ଜୁନଙ୍କୁ ଦେଇଛନ୍ତି। ମଲାଇକା…
ଆଲିଆଙ୍କ ସମ୍ପତ୍ତି କେତେ ଜାଣନ୍ତି…
ବମ୍ବେ: ଚଳଚ୍ଚିତ୍ର ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର’ରୁ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ଆଲିଆ ଭଟ୍ଟ ଆଜି ଜଣେ ଆଗଧାଡ଼ିର ନାୟିକା। ୨୦୧୨ରୁ ଏବେ ମଧ୍ୟରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି ସେ। ପ୍ରତିଟି ଚରିତ୍ରକୁ ପରଦାରେ ନିଖୁଣ ଭାବେ ପରିପ୍ରକାଶ…
ଡିଭାଇଡର୍ରେ ପିଟି ହୋଇ ଓଲଟିଲା କାର୍,ଅଭିନେତ୍ରୀଙ୍କ ମୃତ୍ୟୁ
ଚେନ୍ନାଇ: ସଡ଼କ ଦୁର୍ଘଟଣାରେ ଚାଲିଗଲା ତେଲୁଗୁ ଅଭିନେତ୍ରୀ ଗାୟତ୍ରୀଙ୍କ ଜୀବନ। ଓ୍ବେବ୍ ସିରିଜ୍ ‘ମ୍ୟାଡମ୍ ସାର୍ ମ୍ୟାଡ୍ମ୍ ଆନ୍ତେ’ ଜରିଆରେ ବେଶ୍ ଲୋକପ୍ରିୟ ହୋଇଥିଲେ ଏହି ଅଭିନେତ୍ରୀ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୬ ବର୍ଷ ହୋଇଥିଲା। ଏବେ ତାଙ୍କ ମୃତ୍ୟୁକୁ…
ପିଲାଦିନୁ ଗାୟିକା ହେବାକୁ ଚାହୁଁଥିଲେ ଧ୍ୱନି ଭାନୁଶାଳି
ମୁମ୍ବାଇ: ଖୁବ୍ କମ୍ ବୟସରେ ବଲିଉଡ ଦୁନିଆରେ ନିଜର ସୁମଧୁର ସ୍ୱରକୁ ନେଇ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଧ୍ୱନି ଭାନୁଶାଳି(Dhvani Bhanushali) । ୨୨ ମାର୍ଚ୍ଚ ୧୯୯୮ରେ ମୁମ୍ବାଇରେ ଜନ୍ମ ନେଇଥିବା ଏହି ଗାୟିକା ମୁମ୍ବାଇରେ ହିଁ ପାଠ…
ସୂର୍ଯ୍ୟବଂଶୀ, ସ୍ପାଇଡରମ୍ୟାନକୁ ପଛରେ ପକାଇ ୨୦୦ କୋଟି କ୍ଲବରେ ସାମିଲ ହେଲା ‘ଦ କଶ୍ମୀର ଫାଇଲ୍ସ’
ମୁମ୍ବାଇ: ବଲିଉଡ ମୁଭି ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ଦ୍ୱିତୀୟ ସପ୍ତାହରେ ବି ତା’ର ଦବଦବା ବଜାୟ ରଖିଛି । ଫିଲ୍ମ ପ୍ରତିଦିନ ଯେଉଁ ବ୍ୟବସାୟ କରୁଛି ସେଥିରେ ପୁରୁଣା ରେକର୍ଡକୁ ଭାଙ୍ଗି ଚାଲିଛି । ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ…
ତୃତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ
ବିଗ୍ ବସ୍ ସିଜିନ୍ ୮ର ପ୍ରତିଯୋଗୀ, ମଡେଲ ତଥା ରାହୁଲ ମହାଜନଙ୍କ ପୂର୍ବତନ ସ୍ତ୍ରୀ ଡିମ୍ପି ଗାଙ୍ଗୁଲି ତୃତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ଏହି ଖୁସି ଖବରକୁ ଡିମ୍ପି ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ରୋହିତ ରୟ…
ଫିଲ୍ମର ସଫଳତା ପାଇଁ ସ୍ବର୍ଣ୍ଣ ମନ୍ଦିରରେ ‘ଆର୍ଆର୍ଆର୍’ର ଟିମ୍
ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆର୍ଆର୍ଆର୍’ ଆସନ୍ତା ୨୫ରେ ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମରେ ରାମ ଚରଣ, ଜୁନିଅର ଏନଟିଆର ଏବଂ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଏହାର ସଫଳତା ପାଇଁ…
ବିବାହ ବନ୍ଧନରେ ବାନ୍ଧି ହେଲେ ‘ଦ ଫେମ ଗେମ’ର ଅଭିନେତା
ଗତ କିଛି ମାସ ବଲିଉଡ ଠାରୁ ଆରମ୍ଭ କରି ଟେଲି ଜଗତରେ ମଧ୍ୟରେ ଅନେକ ସେଲିବ୍ରିଟି ବିବାହ କରୁଛନ୍ତି। ତେବେ ଟେଲି ଜଗତର ଆଉ ଏକ ତାରକା ବିବାହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ଅଭିନେତା ହେଉଛନ୍ତି ମାଧୁରୀ…
ସୁସ୍ମିତାଙ୍କୁ ଭିଡରୁ ରକ୍ଷା କଲେ ପୂର୍ବତନ ପ୍ରେମିକ
ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ନିକଟରେ ତାଙ୍କ ବୟଫ୍ରେଣ୍ଡ ରୋହମନ ଶଲଙ୍କ ସହ ତାଙ୍କ ବ୍ରେକ୍ଅପ୍କୁ ନେଇ ଆଲୋଚନା ଜୋର ଧରିଥିଲା। ସୁସ୍ମିତା ସୋସିଆଲ ମିଡିଆ ମାଧ୍ୟମରେ ନିଜ ବ୍ରେକ୍ଅପ୍ ଖବର ପ୍ରଶଂସକଙ୍କୁ ଜଣାଇଥିଲେ। କିନ୍ତୁ ପୁଣି…
‘ବଚ୍ଚନ ପାଣ୍ଡେ’ର ପ୍ରଥମ ସପ୍ତାହ: ୭ ବର୍ଷ ପରେ ପୁଣି ଅକ୍ଷୟଙ୍କ ବ୍ରାଣ୍ଡକୁ ଝଟ୍କା
ବଲିଉଡ୍ର ଆକ୍ସନ ହିରୋ ଅକ୍ଷୟ କୁମାର ୨୦୧୧ରେ ଫ୍ଲପ୍ସରେ ହ୍ୟାଟ୍ରିକ୍ ମାରିବା ପରେ ଗତ୧୦ ବର୍ଷ ମଧ୍ୟରେ କ୍ୟାରିୟରକୁ ସଫଳତାର ଶିର୍ଷରେ ପହଞ୍ଚାଇଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ତାଙ୍କର ମୁକ୍ତିଲାଭ କରିଥିବା ୩୦ ଟି ଫିଲ୍ମ ମଧ୍ୟରୁ ୨୨ ଟି…

