ଏବେ ବି ଦର୍ଶକ ପାଗଳ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନ ତାଙ୍କ ଇନ୍‌ଷ୍ଟାଗ୍ରାମରେ ନିଜର କିଛି ବୋଲ୍ଡ ଫଟୋ ଶେୟାର କରିଛନ୍ତି। ଯାହା ଦର୍ଶକଙ୍କୁ ପାଗଳ କରିଦେଇଛି। ସେ ଘରୁ ବାହାରକୁ ଯିବା ପୂର୍ବରୁ ଆଇନା ସାମ୍ନାରେ ଠିଆ ହୋଇ ସେଲ୍‌ଫି ନେଉଥିବା ନଜର ଆସିଛନ୍ତି।

ରବୀନା ଶେୟାର କରିଥିବା ଫଟୋ ମାତ୍ର ଦୁଇ ଦିନରେ ୯୭୦୦୦ରୁ ଅଧିକ ଲାଇକ୍‌ ପାଇଛି। ଏହା ଉପରେ ୭୭୫ରୁ ଅଧିକ କମେଣ୍ଟ ବି ମିଳିଛି।

ରବୀନା ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌। ପ୍ରାୟତଃ ସେ ତାଙ୍କର ହଟ୍‌ ଏବଂ ବୋଲ୍ଡ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ସେ ଅନେକ ଫିଲ୍ମରେ କାମ କରିଛନ୍ତି। ତାଙ୍କର ଫିଲ୍ମଗୁଡ଼ିକ ଦର୍ଶକେ ବେଶ୍‌ ପସନ୍ଦ ବି କରିଛନ୍ତି। ନିକଟରେ କେଜିଏଫ୍‌-୨ରେ ରବୀନାଙ୍କୁ ଦେଖିବାକୁ ମିଳିଥିଲା। ଏହି ଫିଲ୍ମଟି ବକ୍ସ ଅଫିସରେ ୯୦୦ କୋଟିରୁ ଅଧିକ ବ୍ୟବସାୟ କରିଛି। ଏହି ଫିଲ୍ମର ପାର୍ଟ-୩ ମଧ୍ୟ ଖୁବ୍‌ଶୀଘ୍ର ଆସିବ ବୋଲି ଶୁଣିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନ, ଥ୍ରିଲର ଓ ରୋମାନ୍ସ ନେଇ ଆସିବ ‘ଖୁଦାହାଫିଜ’

ମୁମ୍ବାଇ: ବଲିଉଡ୍‌ର ‘କମାଣ୍ଡୋ’ ହିରୋ ବିଦ୍ୟୁତ ଜାନଓ୍ବାଲଙ୍କ ଅଭିନୀତ ଫିଲ୍ମ ‘ଖୁଦାହାଫିଜ’ର ଶୁଟିଂ ଆରମ୍ଭ ହୋଇଯାଇଛି। ଉଜ୍‌ବେକିସ୍ତାନରେ ଏହାର ଶୁଟିଂ ଆରମ୍ଭ ହେବା ନେଇ ଖବର...

୨୭ ବର୍ଷରେ ଏତେ ବଦଳିଗଲେଣି ଅମିତାଭଙ୍କ ‘ଜୁମାଚୁମା’ ଗାର୍ଲ

ଅମିତାଭ ବଚ୍ଚନଙ୍କ ‘ଜୁମା ଚୁମା’ ଗାର୍ଲଙ୍କୁ କେହି ବି ଭୁଲିପାରିବେ ନାହିଁ। ୧୯୯୧ରେ ଆସିଥିବା ଫିଲ୍ମ ‘ହମ୍‌’ରେ ବୋଲ୍ଡ ସିନ୍‌ ଦେଇଥିଲେ ଏହି ଅଭିନେତ୍ରୀ। ସେ...

ମୋଦି-କେଜରିଓ୍ବାଲଙ୍କ ସହାୟତା ଲୋଡ଼ିଲେ ଟିଭି ଅଭିନେତ୍ରୀ ଦୀପିକା ସିଂ

ମୁମ୍ବାଇ, ୧୩।୬: ଟିଭି ଅଭିନେତ୍ରୀ ଦୀପିକା ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସହାୟତା ଲୋଡ଼ିଛନ୍ତି। ତାଙ୍କ ମା’ଙ୍କର ନମୁନା...

ଓଟିଟିରେ ରିଲିଜ୍‌ ନ ହୋଇ ହଲ୍‌ରେ ରିଲିଜ୍‌ ହେବ ଅକ୍ଷୟଙ୍କ ଫିଲ୍ମ

‘ବଚ୍ଚନ ପାଣ୍ଡେ’ ଏବଂ ‘ସମ୍ରାଟ ପୃଥ୍ବୀରାଜ’ପରେ ଏବେ ଆଉ ଏକ ଫିଲ୍ମ‘ରାମ ସେତୁ’ରେ ନଜର ଆସିବେ ଅକ୍ଷୟ କୁମାର। ବ୍ୟାକ ଟୁ ବ୍ୟାକ ଦୁଇଟି ଫିଲ୍ମ...

ମନ୍ନତରେ ଲାଗିଛି ୩୦-୪୦ ଲକ୍ଷ ଟଙ୍କାର ଟିଭି

ମୁମ୍ବାଇ: ବଲିଉଡ ନାୟକ ଶାହାରୁଖ ଖାଁ ଜଣେ ଆଗଧାଡିର ଅଭିନେତା ହୋଇଥିବା ବେଳେ ଅଭିନୟରେ ସମସ୍ତଙ୍କ ହୃଦୟ ଜିତିଛନ୍ତି । ଇଣ୍ଡଷ୍ଟ୍ରିର ଧନି କଳାକାରଙ୍କ ମଧ୍ୟରେ...

ପୁରୁଷଙ୍କ ନିକଟତର ହେବା ନେଇ ଏଭଳି କହି ଚର୍ଚ୍ଚାକୁ ଆସିଥିଲେ ରେଖା

ବଲିଉଡ ଅଭିନେତ୍ରୀ ରେଖା ଅଭିନୟ ଏବଂ ଗ୍ଲାମରସ ଷ୍ଟାଇଲ ପାଇଁ ବେଶ ଜଣାଶୁଣା। ରେଖା ଚଳଚ୍ଚିତ୍ର ଜଗତକୁ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତ। କିନ୍ତୁ ସେ...

ଐଶ୍ଚର୍ଯ୍ୟା ରାୟଙ୍କ ଆଖି କାହିଁକି ନୀଳ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କ ଆଖି ଦେଖିବାକୁ ନୀଳ। ତେଣୁ ତାଙ୍କୁ ପ୍ରଶଂସକମାନେ ନୀଳନୟନା କହିଥାନ୍ତି। ତେବେ ଏହା ପଛରେ ରହିଛି ଏକ...

ଶୀଘ୍ର ବିବାହ କରିବି: କାଜଲ ଅଗ୍ରଓ୍ବାଲ

ବମ୍ବେ: ବିବାହ କରିବାକୁ ମନ ବଳାଇଲେଣି ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ। କଥାଟି ଏମିତି କହୁନାହୁଁ, ବରଂ ନିକଟରେ ଏକ ଶୋ’ରେ ସାକ୍ଷାତକାର ଦେବା ସମୟରେ ସେ...

Advertisement
Archives

Model This Week