ଦ୍ୱିତୀୟ ସ୍ତ୍ରୀଙ୍କଠାରୁ ଛାଡପତ୍ର ନେବେ ପଓ୍ବନ

ଭୋଜପୁରୀ ଇଣ୍ଡଷ୍ଟ୍ରିର ପାୱାର ଷ୍ଟାର କୁହାଯାଉଥିବା ପୱନ ସିଂ ଫ୍ୟାମିଲି କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ସେ ତାଙ୍କ ଦ୍ୱିତୀୟ ସ୍ତ୍ରୀ ଜ୍ୟୋତିଙ୍କଠାରୁ ଛାଡପତ୍ର ମାଗିଛନ୍ତି। ଏହି ଖବର ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ଜ୍ୟୋତି ସିଂ ଆଜି ଆରା ଫ୍ୟାମିଲି କୋର୍ଟରେ ପହଞ୍ଚି କୋର୍ଟରୁ ମଧ୍ୟବର୍ତ୍ତୀକାଳୀନ ରକ୍ଷଣାବେକ୍ଷଣ ଦାବି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୨୬ରେ ହେବ। ଜ୍ୟୋତି ଅଭିଯୋଗ କରିଛନ୍ତି, ବିବାହ ପରେ ପୱନ ନିର୍ଯାତନା ଦେଉଥିଲେ। ମାଡ ମାରିବା ସହ ଦୁର୍ବ୍ୟବହାର କରୁଥିଲେ। ପୱନ ମୋର ଦୁଇଟି ଗର୍ଭପାତ କରାଇଛନ୍ତି।
ପୱନ ସିଂ ଦ୍ୱିତୀୟ ଥର ପାଇଁ ୨୦୧୮ରେ ସେ ୟୁପିର ବାଲିଆ ନିବାସୀ ଜ୍ୟୋତିଙ୍କୁ ବିବାହ କରିଥିଲେ। ତାଙ୍କ ପ୍ରଥମ ସ୍ତ୍ରୀ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ରିମାଣ୍ଡରେ ଏହି ଚର୍ଚ୍ଚିତ ଅଭିନେତ୍ରୀ

ବଲିଉଡ୍‌ର ଚର୍ଚ୍ଚିତ ଅଭିନେତ୍ରୀ ପୁନମ ପାଣ୍ଡେ ନିକଟରେ ଗୋଆ ଯାତ୍ରା ସମୟରେ ଅଶ୍ଳୀଳ ଭିଡିଓ ଶୁଟିଂ କରୁଥିବା ଅଭିଯୋଗ ହୋଇଥିଲା। ଏ ନେଇ ତାଙ୍କ ବିରୋଧରେ...

୧୦ ବର୍ଷ ପରେ ପରଦାକୁ ଫେରିବେ ସୁସ୍ମିତା

ବଲିଉଡର ସମସ୍ତ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ସୁସ୍ମିତା ସେନ ଜଣେ। ଦୀର୍ଘଦିନ ଧରି ସେ ଫିଲ୍ମଠୁ ଦୂରେଇ ଯାଇ ପରିବାର ଏବଂ ପିଲାଙ୍କୁ ପୂରା ସମୟ...

ନିର୍ବନ୍ଧରେ ଦାମୀ ମୁଦି ପିନ୍ଧିଥିଲେ ଶିଳ୍ପା, ମୂଲ୍ୟ ଜାଣିଲେ

ନିର୍ବନ୍ଧ ମୁଦିକୁ ନେଇ ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀଙ୍କ ମଧ୍ୟରୁ ଶିଳ୍ପା ଶେଟ୍ଟୀ ଅନ୍ୟତମ। ବଲିଉଡର ଗ୍ଲାମର ଅଭିନେତ୍ରୀ କୁହାଯାଉଥିବା ଶିଳ୍ପା ମଧ୍ୟ ତାଙ୍କ ନିର୍ବନ୍ଧରେ ଏକ...

ଆକ୍ସନ, ଥ୍ରିଲର ଓ ରୋମାନ୍ସ ନେଇ ଆସିବ ‘ଖୁଦାହାଫିଜ’

ମୁମ୍ବାଇ: ବଲିଉଡ୍‌ର ‘କମାଣ୍ଡୋ’ ହିରୋ ବିଦ୍ୟୁତ ଜାନଓ୍ବାଲଙ୍କ ଅଭିନୀତ ଫିଲ୍ମ ‘ଖୁଦାହାଫିଜ’ର ଶୁଟିଂ ଆରମ୍ଭ ହୋଇଯାଇଛି। ଉଜ୍‌ବେକିସ୍ତାନରେ ଏହାର ଶୁଟିଂ ଆରମ୍ଭ ହେବା ନେଇ ଖବର...

କମ୍‌ ଫିଲ୍ମ କରି ସଫଳତା ସାଉଁଟିଛନ୍ତି ଏହି ଅଭିନେତ୍ରୀ: ସୋସିଆଲ ମିଡିଆରେ ଶେୟାର କଲେ ପିଲାଦିନର ଫଟୋ

ବଲିଉଡ୍‌ର କିଛି ଅଭିନେତ୍ରୀ ଖୁବ୍‌ କମ୍‌ ଫିଲ୍ମରେ ଅଭିନୟ କରି ମଧ୍ୟ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି। ଏମିତି ଜଣେ ସଫଳ ଅଭିନେତ୍ରୀ ହେଉଛନ୍ତି ୟାମି ଗୌତମ।...

ନେହାଙ୍କୁ ରେଖାଙ୍କ ଉପହାର, ଭାବବିହ୍ବଳ ହେଲେ ଗାୟିକା

ବମ୍ବେ: ନିକଟରେ ଗାୟକ ରୋହନପ୍ରିତ ସିଂହଙ୍କ ହାତ ଧରିଛନ୍ତି ହିଟ୍‌ ସିଙ୍ଗର ନେହା କକ୍କଡ। ହେଲେ ବିବାହ ପରେ ସେ ଏବେ କାମରେ ବ୍ୟସ୍ତ। ବିଭିନ୍ନ...

ଅପେକ୍ଷାର ଅନ୍ତ: ପ୍ରଶଂସକଙ୍କୁ କରିନାଙ୍କ ଏପରି ଉପହାର

ଅଭିନେତ୍ରୀ କରିନା କପୁର ଖାନ ଏବଂ ଅଭିନେତା ସୈଫ ଅଲ୍ଲୀ ଖାନ ଫେବୃଆରୀରେ ଦ୍ୱିତୀୟ ଥର ପାଇଁ ମାତାପିତା ହୋଇଥିଲେ। କରିନା ଏକ ପୁତ୍ର ସନ୍ତାନ...

୭୫% ଲିଭର ନଷ୍ଟ ସ୍ବୀକାର କଲେ ବିଗ୍‌ ବି

ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନଙ୍କର ୭୫ ପ୍ରତିଶତ ଲିଭର ନଷ୍ଟ ହୋଇଯାଇଥିବା ସେ ସ୍ବୀକାର କରିଛନ୍ତି। ଏକ ଘରୋଇ ଟିଭି ଚ୍ୟାନେଲ୍‌ର ‘ସ୍ବାସ୍ଥ୍ୟ ଇଣ୍ଡିଆ ଲଞ୍ଚ୍‌’ରେ...

Advertisement
Archives

Model This Week