ବିବାହ ବନ୍ଧନରେ ବାନ୍ଧି ହେଲେ ‘ଦ ଫେମ ଗେମ’ର ଅଭିନେତା
ଗତ କିଛି ମାସ ବଲିଉଡ ଠାରୁ ଆରମ୍ଭ କରି ଟେଲି ଜଗତରେ ମଧ୍ୟରେ ଅନେକ ସେଲିବ୍ରିଟି ବିବାହ କରୁଛନ୍ତି। ତେବେ ଟେଲି ଜଗତର ଆଉ ଏକ ତାରକା ବିବାହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ଅଭିନେତା ହେଉଛନ୍ତି ମାଧୁରୀ…
ସୁସ୍ମିତାଙ୍କୁ ଭିଡରୁ ରକ୍ଷା କଲେ ପୂର୍ବତନ ପ୍ରେମିକ
ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ନିକଟରେ ତାଙ୍କ ବୟଫ୍ରେଣ୍ଡ ରୋହମନ ଶଲଙ୍କ ସହ ତାଙ୍କ ବ୍ରେକ୍ଅପ୍କୁ ନେଇ ଆଲୋଚନା ଜୋର ଧରିଥିଲା। ସୁସ୍ମିତା ସୋସିଆଲ ମିଡିଆ ମାଧ୍ୟମରେ ନିଜ ବ୍ରେକ୍ଅପ୍ ଖବର ପ୍ରଶଂସକଙ୍କୁ ଜଣାଇଥିଲେ। କିନ୍ତୁ ପୁଣି…
‘ବଚ୍ଚନ ପାଣ୍ଡେ’ର ପ୍ରଥମ ସପ୍ତାହ: ୭ ବର୍ଷ ପରେ ପୁଣି ଅକ୍ଷୟଙ୍କ ବ୍ରାଣ୍ଡକୁ ଝଟ୍କା
ବଲିଉଡ୍ର ଆକ୍ସନ ହିରୋ ଅକ୍ଷୟ କୁମାର ୨୦୧୧ରେ ଫ୍ଲପ୍ସରେ ହ୍ୟାଟ୍ରିକ୍ ମାରିବା ପରେ ଗତ୧୦ ବର୍ଷ ମଧ୍ୟରେ କ୍ୟାରିୟରକୁ ସଫଳତାର ଶିର୍ଷରେ ପହଞ୍ଚାଇଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ତାଙ୍କର ମୁକ୍ତିଲାଭ କରିଥିବା ୩୦ ଟି ଫିଲ୍ମ ମଧ୍ୟରୁ ୨୨ ଟି…
‘ଦ କଶ୍ମୀର ଫାଇଲ୍ସ’କୁ ନେଇ ବିବାଦ, ଲାଗିଲା ୧୪୪ ଧାରା
କୋଟା,୨୨ ।୩: ରାଜସ୍ଥାନର କୋଟାରେ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ବିବାଦ ମୁଣ୍ଡ ଟେକିଛି । ଯାହା ଫଳରେ କୋଟା ସହରରେ ୨୨ ମାର୍ଚ୍ଚରୁ ୨୧ ଏପ୍ରିଲ ପର୍ଯ୍ୟନ୍ତ ଧାରା ୧୪୪ ଜାରି କରାଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ…
କୃଷ୍ଣସାର ମୃଗ ଶିକାର ମାମଲା: ସଲ୍ମାନଙ୍କୁ ଆଶ୍ୱସ୍ତି
ଯୋଧପୁର,୨୧।୩: ବଲିଉଡ୍ ଅଭିନେତା ସଲ୍ମାନ ଖାନ୍ଙ୍କ କୃଷ୍ଣସାର ମୃଗ ଶିକାର ମାମଲାରେ ରାଜସ୍ଥାନ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସୋମବାର ହାଇକୋର୍ଟର ଯୋଧପୁର ବେଞ୍ଚ ସଲ୍ମାନଙ୍କ ମାମଲା ସ୍ଥାନାନ୍ତର ଆବେଦନର ଶୁଣାଣି କରିଛନ୍ତି। ବର୍ତ୍ତମାନ ସଲମାନଙ୍କ ସହ ଜଡ଼ିତ ସମସ୍ତ…
କପିଲଙ୍କ ଉପରେ ଏମିତି ଅଭିଯୋଗ ଆଣିଲେ ସୁମୋନା, କହିଲେ କପିଲ ମୋତେ…
କମେଡି କିଂ ‘କପିଲ ଶର୍ମା ଶୋ’ ଲୋକପ୍ରିୟ ସିରିଏଲ ମଧ୍ୟରୁ ଅନ୍ୟତମ । ଅବଶ୍ୟ, ଗତ କିଛି ବର୍ଷ ମଧ୍ୟରେ ଅନେକ ବାଦ ବିବାଦ ଦେଖାଦେଇଛି । ନିକଟରେ ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ କପିଲଙ୍କ ଉପରେ ଅଭିଯୋଗ…
‘ରନୱେ ୩୪’ର ଟ୍ରେଲର ରିଲିଜ୍
ବଲିଉଡ୍ ଅଭିନେତା ଅଜୟ ଦେବଗନ, ଅମିତାଭ ବଚ୍ଚନ ଏବଂ ରକୁଲପ୍ରୀତ ସିଂହଙ୍କ ଆଗାମୀ ଫିଲ୍ମ ‘ରନୱେ ୩୪’ର ଟ୍ରେଲର ରିଲିଜ୍ ହୋଇଯାଇଛି । ଅମିତାଭ ବଚ୍ଚନ, ଅଜୟ, ରାକୁଲଙ୍କ ସମେତ ଫିଲ୍ମର ନିର୍ମାତା ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଟ୍ରେଲର…
‘ସାବାସ ମିଠୁ’ ଟିଜରରେ ତାପସିଙ୍କ ଜବରଦସ୍ତ ଲୁକ
ମୁମ୍ବାଇ: ବଲିଉଡ ନାୟିକା ତାପସି ପନ୍ନୁ ଏବେ ତାଙ୍କ ଅପକମିଂ ଫିଲ୍ମ ‘ସାବାସ ମିଠୁ’ ପାଇଁ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ଏଥିରେ ସେ ମହିଳା ଇଣ୍ଡିଆନ କ୍ରିକେଟର ମିତାଲି ରାଜଙ୍କ ଭୂମିକାରେ ନଜର ଆସିବେ । ଦର୍ଶକେ ବଡ ଉତ୍ସୁକତାର…
ଇଂଲଣ୍ଡରେ ମିଷ୍ଟର ମମି ଶୁଟିଂ ଆରମ୍ଭ କଲେ ରିତେଶ-ଜେନେଲିଆ
ବଲିଉଡ୍ ଅଭିନେତା ରିତେଶ ଦେଶମୁଖ ଏବଂ ଜେନେଲିଆ ଡି’ସୁଜା ଇଂଲଣ୍ଡରେ ମିଷ୍ଟର ମମି ଶୁଟିଂ ଆରମ୍ଭ କରିଛନ୍ତି। ତେବେ ଫିଲ୍ମର ପ୍ରଥମ ଲୁକ ସାମ୍ନାକୁ ଆସିସାରିଛି । ଫେବୃଆରୀ ୩ରେ ଏହି ଦମ୍ପତି ୧୦ତମ ବିବାହ ବାର୍ଷିକୀ ପାଳନ କରିଥିଲେ ।…
ଏହି ଫିଲ୍ମରେ ଏକାଠି ନଜର ଆସିବେ ବାପା-ଝିଅ
ସାଉଥ୍ ସୁପର୍ଷ୍ଟାର୍ ମହେଶ ବାବୁଙ୍କର ଆଗାମୀ ଫିଲ୍ମ ‘ସାରକାରୁ ଭାରୀ ପଟା’ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମଟି ଅଭିନେତାଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର। ତେବେ ମହେଶଙ୍କର ଏହି ଫିଲ୍ମରେ ତାଙ୍କ ଝିଅ ସୀତାରା ଘଟ୍ଟାମନେନୀ ମଧ୍ୟ ଅଭିନୟ କରିଛନ୍ତି। ଏହି…
ବଲିଉଡରେ ଡେବ୍ୟୁ କରିବେ ଐଶ୍ୱର୍ଯ୍ୟା
ସାଉଥ୍ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ହିନ୍ଦୀ ସିନେମାରେ ନିର୍ଦ୍ଦେଶିକା ଭାବରେ ଐଶ୍ୱର୍ଯ୍ୟା କାମ କରିବାକୁ ଯାଉଛନ୍ତି। ଫିଲ୍ମର ଟାଇଟଲ ମଧ୍ୟ ସ୍ଥିର ହୋଇସାରିଛି । ଐଶ୍ୱର୍ଯ୍ୟା ନିର୍ମାତା ମିନୁ ଆରୋରାଙ୍କ…
ପିତାଙ୍କ ସହ ଦୀର୍ଘବର୍ଷ ଧରି କଥାବାର୍ତ୍ତା ବନ୍ଦ କରିଦେଇଥିଲେ କଙ୍ଗନା, କାରଣ ଜାଣିଲେ…
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ଫିଲ୍ମ ବ୍ୟତୀତ ସେ ଅହଂକାର ଯୋଗୁ ଚର୍ଚ୍ଚାରେ ରହିଥାନ୍ତି। କଙ୍ଗନା ହିମାଚଳ ପ୍ରଦେଶର ମାଣ୍ଡି ଜିଲା ନିକଟ ସୁରଜପୁର (ଭବଲା)ରେ ଜନ୍ମଗ୍ରହଣ କରିଥିଲେ। ସେ ୨୩ ମାର୍ଚ୍ଚରେ ତାଙ୍କର ୩୫ ତମ ଜନ୍ମଦିନ ପାଳନ…
Archives


