‘ରନୱେ ୩୪’ର ଟ୍ରେଲର ରିଲିଜ୍‌

ବଲିଉଡ୍‌ ଅଭିନେତା ଅଜୟ ଦେବଗନ, ଅମିତାଭ ବଚ୍ଚନ ଏବଂ ରକୁଲପ୍ରୀତ ସିଂହଙ୍କ ଆଗାମୀ ଫିଲ୍ମ ‘ରନୱେ ୩୪’ର ଟ୍ରେଲର ରିଲିଜ୍‌ ହୋଇଯାଇଛି । ଅମିତାଭ ବଚ୍ଚନ, ଅଜୟ, ରାକୁଲଙ୍କ ସମେତ ଫିଲ୍ମର ନିର୍ମାତା ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଟ୍ରେଲର ରିଲିଜ କରି ଏ ନେଇ ସୂଚନା ଦେଇଛନ୍ତି । ଏକ ସତ ଘଟଣା ଉପରେ ଆଧାରିତ ଏହି ଫିଲ୍ମ । ତେବେ ଫିଲ୍ମଟି ୨୯ ଏପ୍ରିଲରେ ରିଲିଜ୍‌ ହେବାକୁ ଯାଉଛି । ଜେଟ ଏୟାରୱେଜର ଦୋହା-କୋଚ୍ଚି ଉଡାଣ ୨୦୧୫ରେ ହୋଇଥିବା ଘଟଣାରେ ଉପରେ ଆଧାରିତ। ଟ୍ରେଲର ରିଲିଜ୍‌ ହେବା ପରେ ସମସ୍ତେ ପସନ୍ଦ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଦର୍ପଣରେ ନିଜ ମୁହଁ ଦେଖି ଡରିଯାଇଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ଶାହାରୁଖ୍‌ ଖାନ୍‌ଙ୍କ ସହ ଫିଲ୍ମ ”ପରଦେଶ’ରୁ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ ଅଭିନେତ୍ରୀ ମହିମା ଚୌଧୁରୀ। ୧୩ ସେପ୍ଟେମ୍ବର ୧୯୭୩ରେ ପଶ୍ଚିମବଙ୍ଗର ଦାର୍ଜିଲିଂରେ ଜନ୍ମଗ୍ରହଣ କରିଥିବା...

ବିବାଦରେ ଫିଲ୍ମ ‘ଆର୍ଟିକଲ ୧୫’

ମୁମ୍ବାଇ: ଫିଲ୍ମ ‘ଆର୍ଟିକଲ ୧୫’ ବିବାଦ ଘେରକୁ ଚାଲିଆସିଛି। ଏହି ଫିଲ୍ମରେ ଜାତିଆଣ ଅଧାରରେ ସମାଜକୁ ବଣ୍ଟନ କରିବା ସହ ବ୍ରାହ୍ମଣମାନଙ୍କୁ ଅପମାନ କରାଯାଇଛି ବୋଲି...

ପିତାଙ୍କ ଗୋଟିଏ ସର୍ତ୍ତ ଯୋଗୁ ଆଜି ବି କୁଆଁରୀ ଅଛନ୍ତି ଏକତା

ବଲିଉଡ ଅଭିନେତା ଜିତେନ୍ଦ୍ର ଏବଂ ଶୋଭା କପୁରଙ୍କ ଝିଅ ଏକତା କପୁରଙ୍କୁ ଟେଲିଭିଜନ ରାଣୀ କୁହାଯାଏ। ଆଜି ଏକତା ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ସେ...

ସାଇକେଲ ଚଳାଇ ଶୁଟିଂ ସେଟ୍‌ରେ ପହଞ୍ଚିଲେ ଭାଇଜାନ: ରାସ୍ତାରେ କେହି ବି ଚିହ୍ନି ପାରିଲେନି ତାଙ୍କୁ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାଁଙ୍କ ସାଇକେଲ ସଉକକୁ କିଏ ବା ନ ଜାଣେ। ବହୁ ସମୟରେ ନିଜର ବିଳାସପୂର୍ଣ୍ଣ ଓ ଦାମିକିଆ କାର୍‌କୁ ଛାଡି...

ରଣବୀର କପୁରଙ୍କୁ କାମୁଡ଼ିଲା ପୋଷା କୁକୁର: ଯିବାକୁ ପଡିଲା ମେଡିକାଲ

ରଣବୀର କପୁରଙ୍କ ପଶୁମାନଙ୍କ ପ୍ରତି ଭଲ ପାଇବା ଲୁଚା ଛପା ନୁହେଁ। ତାଙ୍କ ଘରେ ଅନେକ କୁକୁର ଏବଂ ବିଲେଇ ଅଛନ୍ତି। ଯାହାଙ୍କ ଫଟୋ ଅନେକ...

୨ ସ୍ତ୍ରୀ ଏକସଙ୍ଗେ ହେଲେ ଗର୍ଭବତୀ, ସୂଚନା ଦେଇ ଟ୍ରୋଲ ହେଲେ ୟୁଟ୍ୟୁବର

ଲୋକପ୍ରିୟ ୟୁଟ୍ୟୁବର ଅରମାନ ମଲିକ ଆଜିକାଲି ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହେଉଛନ୍ତି। ନିକଟରେ ସେ ତାଙ୍କ ସ୍ତ୍ରୀ ପାୟଲ ଏବଂ କ୍ରିତିକାଙ୍କ ଗର୍ଭଧାରଣ ବିଷୟରେ...

ଦିପ୍ତୀ ନାଭାଲଙ୍କୁ ପୂରିଲା ୬୮: ଆକ୍ଟିଂ କରିବାର ନିଶା ଟାଣି ଆଣିଥିଲା ବଲିଉଡ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦିପ୍ତୀ ନାଭାଲ ସୋମବାର  ୬୮ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୫୨ ଫେବୃୟାରୀ ୩ରେ ପଞ୍ଜାବର ଅମୃତସରଠାରେ ଜନ୍ମଗ୍ରହଣ କରିଥିଲେ। ପିଲାଟି...

ଏକଦା ଏମ୍‌ଏସ୍‌ ଧୋନୀଙ୍କ ଉପରେ ରାଗିଯାଇଥିଲେ କୋକିଳକଣ୍ଠୀ

କୋକିଳକଣ୍ଠୀ ଲତା ମଙ୍ଗେସ୍‌କରଙ୍କ ପୂର୍ଣ୍ଣ ରାଜକୀୟ ସମ୍ମାନରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ତେବେ ତାଙ୍କ ମୃତ୍ୟୁ ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛ।...

Advertisement
Archives

Model This Week