‘ବଚ୍ଚନ ପାଣ୍ଡେ’ର ପ୍ରଥମ ସପ୍ତାହ: ୭ ବର୍ଷ ପରେ ପୁଣି ଅକ୍ଷୟଙ୍କ ବ୍ରାଣ୍ଡକୁ ଝଟ୍‌କା

ବଲିଉଡ୍‌ର ଆକ୍ସନ ହିରୋ ଅକ୍ଷୟ କୁମାର ୨୦୧୧ରେ ଫ୍ଲପ୍ସରେ ହ୍ୟାଟ୍ରିକ୍‌ ମାରିବା ପରେ ଗତ୧୦ ବର୍ଷ ମଧ୍ୟରେ କ୍ୟାରିୟରକୁ ସଫଳତାର ଶିର୍ଷରେ ପହଞ୍ଚାଇଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ତାଙ୍କର ମୁକ୍ତିଲାଭ କରିଥିବା ୩୦ ଟି ଫିଲ୍ମ ମଧ୍ୟରୁ ୨୨ ଟି ବକ୍ସ ଅଫିସରେ ହିଟ୍‌ ହୋଇଥିଲା। ନିକଟରେ ମୁକ୍ତି ଲାଭ କରିଥିବା ତାଙ୍କ ଫିଲ୍ମ ‘ବଚ୍ଚନ ପାଣ୍ଡେର’ ପ୍ରଥମ ସପ୍ତାହ ଆୟ ଅକ୍ଷୟଙ୍କ ବ୍ରାଣ୍ଡ ଭ୍ୟାଲୁକୁ ଦୋହଲାଇ ଦେଇଛି।
ଫିଲ୍ମ ‘ବଚ୍ଚନ ପାଣ୍ଡେ’ର ପ୍ରଥମ ସପ୍ତାହ ଅକ୍ଷୟଙ୍କ ପାଇଁ ବହୁତ ଖରାପଥିଲା। ଅକ୍ଷୟଙ୍କ କ୍ୟାରିୟରର ଗତ ୭ ବର୍ଷ ମଧ୍ୟରେ ‘ବଚ୍ଚନ ପାଣ୍ଡେ’ ଦ୍ୱିତୀୟ ଖରାପ ସପ୍ତାହ ବୋଲି କୁହାଯାଉଛି। ଏହାପୂର୍ବରୁ ୨୦୧୫ ମସିହାରେ ଫିଲ୍ମ ‘ହେ ବେବି’ ପ୍ରଥମ ସପ୍ତାହରେ ମାତ୍ର ୩୬.୦୭ କୋଟି ଟଙ୍କା ଆୟ କରିଥିଲା ବେଳେ ବର୍ତ୍ତମାନ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ପ୍ରଥମ ସପ୍ତହରେ ମାତ୍ର ୩୭.୨୫ କୋଟି ଟଙ୍କା ଆୟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋନୁ ସୁଦ୍‌ଙ୍କୁ ରାଖୀ ବାନ୍ଧିଲେ ଜଣେ ମହିଳା: ଜବାବରେ ଅଭିନେତା କହିଲେ…

କରୋନାର ଦ୍ୱିତୀୟ ଲହର ସାରା ଦେଶରେ ବ୍ୟାପିଛି। ଏହି ଭୂତାଣୁ ସଂକ୍ରମଣ ଯୋଗୁ ପ୍ରତିଦିନ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି। ସାରା ଦେଶରେ ଲୋକମାନେ...

ରାତିରେ ଶୋଇବା ପୂର୍ବରୁ କ୍ଷମା ମାଗନ୍ତି ଅଭିଷେକ,କାରଣ ଜାଣିଲେ…

ମୁମ୍ବାଇ: ବଲିଉଡ୍‌ର ସବୁଠାରୁ ଚର୍ଚ୍ଚିତ ଯୋଡିଙ୍କ ମଧ୍ୟରେ ଏକ ଲୋକପ୍ରିୟ ଚର୍ଚ୍ଚିତ ଯୋଡି ହେଉଛି ଅଭିଷେକ ବଚ୍ଚନ ଏବଂ ଐଶର୍ଯ୍ୟା ରାୟଙ୍କ ଯୋଡି । ଅଭିନୟ...

ଡିଜିଟାଲ ପ୍ଲାଟଫର୍ମରେ ରିଲିଜ୍‌ ହେବ ରାଜକୁମାରଙ୍କ ଅଭିନୀତ ଏହି ଫିଲ୍ମ: ଜାଣନ୍ତୁ କେବେ ଆସିବ ପ୍ରିମିୟର

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ହଂସଲ ମେହେତାଙ୍କ ନିର୍ଦ୍ଦେଶିତ ଫିଲ୍ମ ଓମେର୍ଟାକୁ ଥିଏଟର ପରେ ଏବେ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ୍‌ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଜୁଲାଇ ୨୫ରେ...

ଜ୍ୟୋତିଷଙ୍କ ଭବିଷ୍ୟବାଣୀ ହେଲା ଭୁଲ ପ୍ରମାଣିତ: ତୈମୁରଙ୍କ ଆସିଲା ସାନ ଭାଇ

ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଖାନ୍‌ ପୁଣି ଥରେ ମା’ ହେବାକୁ ଯାଉଥିବା ଖବର ଆସିବା ପରେ ତାଙ୍କ ପ୍ରଶଂସକ ଏହାକୁ ନେଇ ଉତ୍ସାହିତ ଥିଲେ।...

ଶିଖା ଡାକିବ, ଗଙ୍ଗା ଆସିବ

ଗଙ୍ଗା ଫେରିବ। ଗଙ୍ଗା ଆସିବ। ଦିନେ ସଗର ରଜାର ପୁଅମାନଙ୍କୁ ଉଦ୍ଧାର କରିବା ପାଇଁ ପତିତପାବିନୀ ଗଙ୍ଗାଙ୍କୁ ଆସିବା ପାଇଁ ପଡ଼ିଥିଲା ପୃଥିବୀକୁ। ମୋ ସଂସାର...

କାହିଁକି ଝିଅର ନାମ ମାଳତି ମେରୀ ରଖିଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ତାଙ୍କ ଝିଅକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ପ୍ରିୟଙ୍କା ଓ ତାଙ୍କ ପତି ନିକ୍...

ପୁଲ୍‌ଓ୍ବାମା ସହିଦଙ୍କୁ ମନେ ପକାଇ ଗୀତ ରେକର୍ଡିଂ କଲେ ଐଶ୍ୱର୍ଯ୍ୟା

ପୁଲଓ୍ବାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବଲିଉଡ୍‌ ଷ୍ଟାରମାନେ ଏକ ଗୀତ ରେକର୍ଡିଂ କରିଛନ୍ତି। ଏହି ଗୀତର ନାଁ ‘ତୁ ଦେଶ୍‌ ମେରା’। ଅମିତାଭ ବଚ୍ଚନ,...

ସୀତା ଲୋ…ଗୀତକୁ ଲଗାତର ୪ ଥର ଗାଇଥିଲି

କଣ୍ଠଶିଳ୍ପୀ ଟି. ସୌରୀ ଓଡ଼ିଆ ସିନେମା, ଆଲ୍‌ବମ, ଭଜନ କ୍ଷେତ୍ରରେ ଅନେକ ଗୀତରେ କଣ୍ଠଦାନ କରିଛନ୍ତି। ଏବେ ଏକ ମ୍ୟୁଜିକ ଇନଷ୍ଟିଚ୍ୟୁଟ ଖୋଲି କୁନି କୁନି...

Advertisement
Archives

Model This Week