କପିଲଙ୍କ ଉପରେ ଏମିତି ଅଭିଯୋଗ ଆଣିଲେ ସୁମୋନା, କହିଲେ କପିଲ ମୋତେ…

କମେଡି କିଂ ‘କପିଲ ଶର୍ମା ଶୋ’ ଲୋକପ୍ରିୟ ସିରିଏଲ ମଧ୍ୟରୁ ଅନ୍ୟତମ । ଅବଶ୍ୟ, ଗତ କିଛି ବର୍ଷ ମଧ୍ୟରେ ଅନେକ ବାଦ ବିବାଦ ଦେଖାଦେଇଛି । ନିକଟରେ ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ କପିଲଙ୍କ ଉପରେ ଅଭିଯୋଗ ଆଣିଥିଲେ। କପିଲ ତାଙ୍କ ଫିଲ୍ମର ପ୍ରମୋଶନ କରିବାକୁ ମନା କରି ଦେଇଥିବା ବିବେକ ନିଜେ ସୋସିଆଲ ମିଡିଆରେ ଲେଖିଥିଲେ। ପରେ ଶୋ’କୁ ବନ୍ଦ କରିବା ନେଇ ସୋସିଆଲ ମିଡିଆରେ ଦାବି ହୋଇଥିଲା। ମାତ୍ର ବର୍ତ୍ତମାନ ଶୋ’ରେ କପିଲ ଶର୍ମାଙ୍କ ସ୍ତ୍ରୀ ଭୂମିକାରେ ଅଭିନୟ କରୁଥିବା ସୁମୋନା ଚକ୍ରବର୍ତ୍ତୀ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ଚିନ୍ତା କରିବାର କିଛି ନାହିଁ । ଏହା ସହ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ବହୁତ ପୂରୁଣା ହୋଇଥିବା ବେଳେ ପ୍ରସିଦ୍ଧ ଲେଖକ ଚେତନ ଭାଗବତ, ଅର୍ଜୁନ କପୁର ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୁର ଏହି ଶୋ’ରେ ସେମାନଙ୍କର ଫିଲ୍ମ ‘ହାପ ଗର୍ଲଫ୍ରେଣ୍ଡ’ର ପ୍ରମୋଶନ ପାଇଁ ଆସିଥିଲେ । ଏହି ସମୟରେ କପିଲ ସୁମୋନାଙ୍କୁ ପରିହାସ କରୁଥିବା ଦେଖାଯାଉଥିବା ବେଳେ ସେ କହିଛନ୍ତି କପିଲ ମୋ ପ୍ରତି ଇର୍ଷା କରନ୍ତି । ବାସ୍ତବରେ ଏସବୁ ଶୋ’ର ଏକ ଅଂଶ ଥିଲା ଏବଂ ଏହା ସମସ୍ତଙ୍କୁ ଥଟ୍ଟା ଢଙ୍ଗରେ କୁହାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଥର ଲାଗି ମୁହଁ ଖୋଲିଲେ

ବମ୍ବେ: ସରୋଗେସୀ ଜରିଆରେ ମା’ ହେବା ନେଇ ଘୋଷଣା କରି ସମସ୍ତଙ୍କୁ ଚମକାଇଥିଲେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଏହାକୁ ଅନେକ ଦିନ ବିତିଥିବା ବେଳେ ପିସି...

ବ୍ୟାଚ୍‌ଲର ପାର୍ଟିରେ ଅତିଥିଙ୍କ ତାଲିକା ପ୍ରକାଶ କଲେ ରଣବୀର-ଆଲିଆ

ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହ କୋଣ ଅନୁକୋଣରେ ଆଲୋଚନା ହେଉଛି। ଏପ୍ରିଲରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବକୁ ଯାଉଛନ୍ତି...

‘ଇନ୍‌ଶାଅଲ୍ଲାହ’ରେ ସଲମାନ୍‌ ନୁହେଁ, ଆଲିଆଙ୍କ ବିପକ୍ଷରେ ନଜର ଆସିବେ ହ୍ରିତିକ୍‌ !

ମୁମ୍ବାଇ: ସଞ୍ଜୟ ଲୀଲା ବନ୍‌ଶାଲୀଙ୍କ ଫିଲ୍ମ ‘ଇନ୍‌ଶାଅଲ୍ଲାହ’ରେ ନାୟକ କିଏ ହେବ ତାହା ସ୍ଥିର ହୋଇପାରୁନାହିଁ। ପ୍ରଥମେ ଏଥିରେ ଆଲିଆ ଭଟ୍ଟଙ୍କ ସହ ସଲମାନ୍‌ ଖାନ୍‌ଙ୍କୁ...

ଅଲଗା ହେବେ ଆମିର-ସଞ୍ଜିଦା !

ବମ୍ବେ: ସୋସିଆଲ ମିଡିଆରେ ଅଭିନେତା ତଥା ଅଭିନେତ୍ରୀମାନଙ୍କର ଜୀବନ ଯେତିକି ରଙ୍ଗିନ ନଜର ଆସିଥାଏ, ବାସ୍ତବ ଜୀବନରେ କିନ୍ତୁ ତାହାର ଓଲଟା ଦେଖିବାକୁ ମିଳେ। ସେଭଳି...

ବିଭୋରଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ନେହା

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ତାଙ୍କ ସୁମଧୁର କଣ୍ଠ ପାଇଁ ବେଶ୍‌ ପରିଚିତ। ବହୁ ସଂଘର୍ଷ କରି ସଫଳତା ପାଇଥିବା ନେହା ଏବେ ତାଙ୍କ...

ରାଗିଣୀ ଏମ୍‌ଏମ୍‌ଏସ୍‌ ରିଟର୍ଣ୍ଣସ୍‌ର ଟ୍ରେଲର ରିଲିଜ, ବୋଲ୍ଡ ଭୂମିକାରେ ନଜର ଆସିଲେ ଦିବ୍ୟା-ବରୁଣ

ବମ୍ବେ: ରିଲିଜ୍‌ ହୋଇଛି ଓ୍ବେବ୍‌ ସିରିଜ୍‌ ରାଗିଣୀ ଏମ୍‌ଏମ୍‌ଏସ୍‌ ରିଟର୍ଣ୍ଣସ୍‌-୨ର ଟ୍ରେଲର। ୨.୫୧ ମିନିଟ୍‌ର ଏହି ଟ୍ରେଲର୍‌ରେ ସସ୍‌ପେକ୍ସ, ଆକ୍ସନ, ଥ୍ରିଲ୍‌, ବୋଲ୍ଡନେସ୍‌ ଏବଂ ହରର୍‌...

ବାପାଙ୍କୁ ନେଇ ଚିନ୍ତାରେ ଶାହିର

ବମ୍ବେ: ବାପାଙ୍କୁ ନେଇ ଚିନ୍ତାରେ ଅଛନ୍ତି ଟେଲି ଅଭିନେତା ଶାହିର ଶେଖ। କାରଣ ସେ କରୋନା ସଂକ୍ରମିତ ହୋଇ ଏବେ ଭେଣ୍ଟିଲେଟରରେ। ସ୍ବାସ୍ଥ୍ୟରେ ଅବନତି ହେତୁ...

ଅମ୍ବାନୀଙ୍କ ପାର୍ଟିରେ ଏତିକି ଟଙ୍କାର ଶାଢ଼ି ପିନ୍ଧିଥିଲେ ଗୌରୀ ଖାନ୍‌

ବଲିଉଡ୍‌ ସୁପରଷ୍ଟାର ଶାହାରୁଖ୍‌ ଖାନ୍‌ଙ୍କ ସ୍ତ୍ରୀ ଗୌରୀ ଖାନ୍‌ ଫ୍ୟାଶନିଷ୍ଟଙ୍କ ମଧ୍ୟରେ ଅନ୍ୟତମ। ସେ ଅଭିନୟ ଠାରୁ ବହୁତ ଦୂରରେ। ମାତ୍ର ଷ୍ଟାଇଲ ପାଇଁ ସେ...

Advertisement
Archives

Model This Week